Latest Odisha News

BREAKING NEWS

Browsing Category

ଫିଚର

ଖସୁଛି ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ବଢୁଛି ଥଣ୍ଡା

ଭୁବନେଶ୍ୱର: ଖସୁଛି ପାରଦ। ଆଭ୍ୟନ୍ତରୀଣ ଓଡ଼ିଶାରେ ଅନୁଭୂତ ହେଉଛି ଶୀତ । ରାଜ୍ୟର ୧୪ଟି ସ୍ଥାନରେ ପାରଦ ୧୫ ଡ଼ିଗ୍ରୀ ତଳେ ରହିଛି। ପାହାଡିଆ ଅଞ୍ଚଳ ମଧ୍ୟରେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଠାରେ ୯.୬ ଡ଼ିଗ୍ରୀ ଏବଂ ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀ ରେ ୧୧.୫ ଡ଼ିଗ୍ରୀ ରହିଛି। ସେହିପରି ରାତି…

କଲେଜିୟମ ବ୍ୟବସ୍ଥାକୁ ନେଇ ଜବାବ ରଖିଲେ ପୂର୍ବତନ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଭାରତରେ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଲାଗ ରହିଛି। କେନ୍ଦ୍ର ଆଇନ ମନ୍ତ୍ରୀ ଏକ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ସାମିଲ ହୋଇ କଲେଜିୟମକୁ 'ଅପାରଦର୍ଶୀ' କହିବା ପରେ କଲେଜିୟମର ସୁପାରିସକୁ ଅନୁମୋଦନ ଦେବାରେ କେନ୍ଦ୍ର ସରକାର ବିଳମ୍ବ କରିବା…

ପାକିସ୍ତାନକୁ ଚିତ୍ କରିଥିବା ବେନ୍ ଷ୍ଟୋକସଙ୍କ ଶିକ୍ଷାଗତ ଯୋଗ୍ୟତା କେତେ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାକିସ୍ତାନ ଟି-୨୦ ବିଶ୍ବକପ ଜିତିବ ବୋଲି ଯେଉଁ ଦୃଢ଼ୋକ୍ତି ପ୍ରକାଶ କରିଥିଲା ସେଥିରେ ପାଣି ପକାଇ ଦେଇଛନ୍ତି ଇଂଲଣ୍ଡର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ। ପୂର୍ବରୁ ୨୦୧୯ ବିଶ୍ୱକପରେ ମଧ୍ୟ ଷ୍ଟୋକସଙ୍କ ଧୂଆଁଧାର ବ୍ୟାଟିଂ ଇଂଲଣ୍ଡକୁ ସଫଳତା ଦେଇଥିଲା। ଆଉ ଏବେ ମଧ୍ୟ…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ୮ଟି ସ୍ଥାନରେ ଚଢାଉ

ଭୁବନେଶ୍ୱର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲା ଉଦଳାଠାରେ ଆରଡବ୍ଲ୍ୟୁଏସ୍ଏସ୍ ରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ୮ଟି ଠିକଣାରେ ରେଡ୍ କରୁଛି ଭିଜିଲାନ୍ସ । ଜଣେ ଆଡିସନାଲ ଏସପି, ୮ ଜଣ ଡେପୁଟୀ ଏସପି, ୫…

ପଞ୍ଜାବର ଅମୃତସରରେ ଭୂମିକମ୍ପର ଝଟକା

ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଲା ପଞ୍ଜାବର ଅମୃତସର । ଆଜି ଭୋର ପ୍ରାୟ ୩ଟା ୪୨ ମିନିଟ୍‌ରେ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ଥିଲା ।  ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଭୂକମ୍ପର ଗଭୀରତା ଭୂମି ଭିତରେ ୧୨୦ କିମି ଯାଏ ବ୍ୟାପିଛି।…

ଟିବି, ଡାଇବେଟିସ ସମେତ ୩୮୪ଟି ଔଷଧର ଦାମ କମାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଟିବି, ଏଚ୍.ଆଇ.ଭି, ହେପାଟାଇଟିସ୍ ବି, ଡାଇବେଟିସ୍ ଭଳି ଗୁରୁତର ରୋଗରେ ପୀଡିତ ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ରବିବାର ଜାତୀୟ ଆବଶ୍ୟକୀୟ ଔଷଧ ସୂଚୀ (ଏନଏଲଇଏମ) କାର୍ଯ୍ୟକାରୀ କରିଛନ୍ତି। ଏହା ଅନେକ ରୋଗ ପାଇଁ ଔଷଧ ଶସ୍ତା କରିବ। ଏଥିମଧ୍ୟରେ ପେଟେଣ୍ଟ…

‘ରାଜୀବ ଗାନ୍ଧୀଙ୍କ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ନଥିଲି’ : ନଳିନୀ ଶ୍ରୀହରନ

ନୂଆଦିଲ୍ଲୀ: ‘ବିସ୍ଫୋରଣରେ ମୋର କୌଣସି ଭୂମିକା ନଥିଲା, ରାଜୀବ ଗାନ୍ଧୀଙ୍କ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ନଥିଲି’ । ଜେଲରୁ ମୁକ୍ତ ହେବା ପରେ ଏପରି କହିଛନ୍ତି  ନଳିନୀ ଶ୍ରୀହରନ । ନିଜ ସ୍ୱାମୀଙ୍କ କିଛି ବନ୍ଧୁଙ୍କ ସହିତ ପରିଚିତ ଥିବାରୁ ଓ ସେମାନଙ୍କ ସହିତ ରାଜୀବ ଗାନ୍ଧୀଙ୍କ ଗସ୍ତ ସ୍ଥାନରେ…

ଅବିବାହିତ ଝିଅକୁ ଉଚ୍ଚଶିକ୍ଷା ଦେବା ବାପାର ଦାୟିତ୍ବ: କୋର୍ଟ

ନୂଆଦିଲ୍ଲୀ: ଅବିବାହିତ ଝିଅକୁ ଉଚ୍ଚଶିକ୍ଷା ଦେବା ବାପାର ଦାୟିତ୍ବ। ଯଦି ଝିଅ ପାଠ ପଢିବାକୁ ଚାହୁଁଥିବେ ତେବେ ତାଙ୍କୁ ପ୍ରୋତ୍ସାହିତ କରାଯିବା ଉଚିତ। ଅବିବାହିତ ଝିଅର ଏକ ଆବେଦନର ଶୁଣାଣି କରିବା ବେଳେ ଏପରି କହିଛନ୍ତି ଦିଲ୍ଲୀର ଏକ କୋର୍ଟ । ଦିଲ୍ଲୀର ଏକ ପରିବାର ଅଦାଲତରେ ଝିଅ ଜଣଙ୍କ…

ଇସ୍ତାନବୁଲ ବିସ୍ଫୋରଣରେ ୬ମୃତ, ସନ୍ଦିଗ୍ଧ ଗିରଫ

ଇସ୍ତାନବୁଲ: ଇସ୍ତାନବୁଲରେ ଆତଙ୍କବାଦୀ ଆକ୍ରମଣ ସନ୍ଦେହ । ଜନଗହଳିପୂର୍ଣ୍ଣ ରାସ୍ତାରେ ଭୟଙ୍କର ବିସ୍ଫୋରଣରେ ୬ଜଣଙ୍କ ମୃତ୍ୟୁ ହୋଇଛି ଓ ୫୩ ଜଣ ଆହତ ହୋଇଛନ୍ତି । ରାଷ୍ଟ୍ରପତି ତାଇପ ଇର୍ଦୋଗାନ୍ ଏହା ଏକ ଆତଙ୍କବାଦୀ ଆକ୍ରମଣ ହୋଇଥାଇପାରେ ବୋଲି ସନ୍ଦେହ କରିଛନ୍ତି । ସେପଟେ ଉପରାଷ୍ଟ୍ରପତିଙ୍କ…

୪ଦିନିଆ ଫ୍ରାନ୍ସ ଗସ୍ତରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ

ନୂଆଦିଲ୍ଲୀ : ଫ୍ରାନ୍ସକୁ ୪ଦିନିଆ ଗସ୍ତରେ  ଯାଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ୱନ୍ଧକୁ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ସେ ଫ୍ରାନ୍ସ ଯାଇଛନ୍ତି । ସେଠାରେ ସେ ୧୭ ତାରିଖ ଯାଏଁ ରହିବେ । ଫ୍ରାନ୍ସର ବରିଷ୍ଠ ସେନା ଅଧିକାରୀଙ୍କ ସହିତ…