Latest Odisha News
Browsing Category

ଫିଚର

ଛିନତାଇ ଗ୍ୟାଙ୍ଗର ୩ ଗିରଫ, ୪ଟି ଚେନ୍ ସହ ବହୁ ମୂଲ୍ୟବାନ ସାମଗ୍ରୀ ଜବତ

ଭୁବନେଶ୍ବର: ଚେନ୍ ଛିନତାଇ ଗ୍ୟାଙ୍ଗ ର ପର୍ଦ୍ଦାଫାଶ । କମିଶନରେଟ୍ ପୋଲିସ ହାତରେ ଧରାପଡିଲା ଚେନ୍ ଛିନତାଇ ଗ୍ୟାଙ୍ଗ । ପୋଲିସ ଆଖିରେ ଧୂଳି ଦେଇ ନିର୍ଭିକ ଭାବେ ରାଜଧାନୀର ଛାତି ଉପରେ ଚଳାଇଥିଲେ ଲୁଟପାଟ୍ । ଲୋକଙ୍କ ବେକରୁ ଝାମ୍ପି ନେଉଥିଲେ ସୁନା ଚିନ୍, ହାତରୁ ମୋବାଇଲ, ପର୍ସ ଏପରି ଅନେକ…

ଲୋକସଭା ନିର୍ବାଚନ ପୂର୍ବରୁ କୋଲକାତା ପୋଲିସରେ ଅଦଳବଦଳ: ୫୫ ଇନିସପେକ୍ଟରଙ୍କ ବଦଳି

କୋଲକାତା: ଆଗାମୀ ଲୋସଭା ନିର୍ବାଚନ ପୂର୍ବରୁ କୋଲକାତା ପୋଲିସରେ ବଡ଼ ଧରଣର ଅଦଳବଦଳ ହୋଇଛି।ଏକକାଳୀନ ୫୫ ଜଣ ପୋଲିସ ଇନିସପେକ୍ଟରଙ୍କ ବଦଳି କରାଯାଇଛି। ତେବେ ୪୫ ଜଣଙ୍କୁ ସହର ପୋଲିସର ବିଭିନ୍ନ ଉପବିଭାଗରୁ ଥାନା ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସବ୍ ଇନିସପେକ୍ଟର ସ୍ତରରେ ମଧ୍ୟ…

ବିରିୟାନୀ ଲୋଭ ଯୋଗୁ ଆତ୍ମହତ୍ୟାରୁ ଓହରିଲେ ଯୁବକ

କୋଲକାତା: ଏଠାକାର ଏକ ବ୍ୟସ୍ତବହୂଳ ଅଂଚଳରେ ଜଣେ ଯୁବକ ବ୍ରିଜ ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେବାରେ ଲାଗିଲା । ସମସ୍ତ ପ୍ରକାର ଉଦ୍ୟମ କରାଯିବା ସତ୍ୱେ ଏଥିରୁ ବ୍ୟକ୍ତିଙ୍କୁ ନିବୃତ କରାଯାଇ ପାରି ନ ଥିଲା । ଟ୍ରାଫିକ ଜାମ, ସିନିୟର ଅଧିକାରୀଙ୍କ ବାରମ୍ବାର ଫୋନ ଉପସ୍ଥିତ ପୋଲିସଙ୍କ ମୁଣ୍ଡ ଖରାପ…

ପାଇପ୍ ଲାଇନ୍ କାମ ବେଳେ ମାଟି ଅତଡା ଧସି ୨ଶ୍ରମିକଙ୍କ ମୃତ୍ୟୁ

କେନ୍ଦୁଝର: ପାଇପ ଲାଇନ ମରାମତି ବେଳେ ହଠାତ ମାଟି ଅତଡା ଧସିଯିବାରୁ ୨ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଯୋଡା ଥାନା କମାରଜୋଡାରେ ଏହି ଅଘଟଣ ଘଟିଛି। ମାଟିତଳେ ପୋତି ହୋଇଯିବାରୁ ୨ଶ୍ରମିକ ପ୍ରାଣ ହରାଇଛନ୍ତି। ମୃତ ଶ୍ରମିକ ତଲହ ହଟିଂର ଚରଣ ଲୋହାର ଓ ଅର୍ଜୁନ ଲୋହାର। ଏକ ଠିକା କମ୍ପାନୀ ପାଇପ ଲାଇନ…

ଶ୍ରୀରାମ, ରାବଣ ଏଠାରେ ଏକତ୍ର ପୂଜା ପାଇଲେ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସୋମବାର ସମ୍ପନ୍ନ ହୋଇଛି । ଗ୍ରେଟର ନୋଏଡାର ବିସଖ ସ୍ଥିତ ଶିବ ମନ୍ଦିରରେ ବୈଦିକ ମନ୍ତ୍ରଉଚ୍ଚାରଣ ସହ ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ରାବଣଙ୍କ ଜନ୍ମସ୍ଥଳୀ କୁହାଯାଉଥିବା ବିସଖରେ ଥିବା ଏହି ପ୍ରାଚୀନ ଶିବ ମନ୍ଦିରରେ…

ଟ୍ରାକ ସଜାଡିବା ବେଳେ ମାଡିଗଲା ଟ୍ରେନ, ୩ରେଳ କର୍ମଚାରୀ ମୃତ

ମୁମ୍ୱାଇ: ରେଳ ଲାଇନ ମରାମତି ବେଳେ ମାଡିଗଲା ଲୋକାଲ ଟ୍ରେନ। ଘଟଣାସ୍ଥଳରେ ୩ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୁମ୍ୱାଇରେ ଘଟିଛି ଏହି ଦୁର୍ଘଟଣା। ମୃତ କର୍ମଚାରୀ ଭାୟାଣ୍ଡର ମୁଖ୍ୟ ସିଗନାଲିଂ ଇନ୍ସପେକ୍ଟର ବାସୁ ମିତ୍ର, ଇଲେକଟ୍ରିକାଲ ସିଗନାଲିଂ ମେଣ୍ଟେନର ସୋମନାଥ ଉତ୍ତମ ଲମ୍ବୁଟ୍ରେ ଓ…

ଚାଲିଥିଲା ବେଆଇନ ଶୁଆ ଚୋରା ଚାଲାଣ; ମାଡ଼ି ବସିଲା ବନ ବିଭାଗ, ୨ ଗିରଫ

ରାଉରକେଲା: ଚାଲିଥିଲା ବେଆଇନ୍ ଶୁଆ ବିକ୍ରି, ମାଡ଼ିବସିଲା ବନବିଭାଗ । ଏଭଳି ଘଟଣା ଘଟିଛି ରାଉରକେଲାର ସ୍ଥାନୀୟ । ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରାଉରକେଲା ପୋଲିସ । ମିଳିଥିବା ଖବର ଅନୁସାରେ, ରାଉରକେଲା ସହରର ଇନ୍ଦିରାଗାନ୍ଧୀ ପାର୍କ ନିକଟ ନାଲା ରୋଡ଼ ଅଞ୍ଚଳରୁ ଏକ…

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନ୍ କରିବ ସାହାଯ୍ୟ: ପ୍ରଥମ ଥର ପାଇଁ ଡ୍ରୋନ୍ ର ବ୍ୟବହାର କଲା ଭୁବନେଶ୍ୱର ଏମ୍ସ

ଭୁବନେଶ୍ବର: ଏଥର ଉନ୍ନତ୍ତ ହେବ ରୋଗୀ ସେବା । ଅସୁବିଧା ସମୟରେ ରୋଗୀଙ୍କ ପାଖରେ ଡ୍ରୋନ୍ ସାହାଯ୍ୟରେ ପହଞ୍ଚିବ ମେଡିକାଲ ସୁବିଧା । ଭୁବନେଶ୍ୱର ଏମସରେ ଆଜି ପ୍ରଥମ ଥର ପାଇଁ ହେଲା ଡ୍ରୋନ୍ ସେବା ପରିକ୍ଷଣ । ଏମ୍‌ସରୁ ରକ୍ତ ନେଇ ଟାଙ୍ଗୀ ମେଡିକାଲ୍‌କୁ ଯାଇ ଫେରିଥିଲା ଡ୍ରୋନ୍‌ । ଏ…

ନେତାଜୀ ଓ ବାଲା ସାହେବଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ ଦେଲେ ପ୍ରାଧନମନ୍ତ୍ରୀ, ଉଭୟଙ୍କ ବିରଗାଥା ମନେ ପକାଇଲେ

ନୂଆଦିଲ୍ଲୀ: ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି 'ଏକ୍ସ' ରେ ଏକ ପୋଷ୍ଟ…

ଚିତା ପରିବାରରେ ଖୁସିର ମାହୋଲ, କୁନୋ ଜାତୀୟ ଉଦ୍ୟାନରେ 3 ଶାବକଙ୍କୁ ଜନ୍ମ ଦେଇଛି ଜ୍ବାଲା

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଲଗାତାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଆସୁଥିବା ଚିତାଙ୍କ ମଧ୍ୟରେ 10 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଯାହା ଉଦ୍ୟାନ କତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବାବେଳେ, ଏହି ସମୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି । କୁନୋ ଜାତୀୟ…