Latest Odisha News

BREAKING NEWS

Browsing Category

ଫିଚର

ଛାଡ଼ଖାଇ ପାଳିବା ପୂର୍ବରୁ ଜାଣନ୍ତୁ; ଓଡ଼ିଆଙ୍କ ପସନ୍ଦର ଖାଦ୍ୟ କ’ଣ ଆମିଷ ନା ନିରାମିଷ?

ଭୁବନେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମା ସହିତ ଥିଲା ଚନ୍ଦ୍ରଗ୍ରହଣ। ତେଣୁ ହିନ୍ଦୁ ପରମ୍ପରା ଅନୁଯାୟୀ ଆଜି ସାଧାରଣତଃ ଲୋକମାନେ ନିରାମିଷ ଖାଦ୍ୟ ଉପରେ ଗୁରୁତ୍ୱ ଦିଅନ୍ତି। ହେଲେ ହେତୁବାଦୀ ଓ ପରମ୍ପରାକୁ ସମର୍ଥନ କରିବାକୁ ଯାଇ ରାଜଧାନୀରେ  ହାଇଡ୍ରାମା ଦେଖିବାକୁ ମିଳିଛି। ତେଣୁ…

ଚର୍ଚ୍ଚାରେ ଟିମ ଇଣ୍ଡିଆ ସିନିୟରଙ୍କ ଖେଳୁଆଡ ମନୋଭାବ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ ସେମିଫାଇନାଲ ମ୍ୟାଚ ଖେଳିବା ପାଇଁ ଭାରତୀୟ ଦଳ ମେଲବୋର୍ଣ୍ଣରୁ ଆଡିଲେଡ ବିମାନ ଯୋଗେ ପଂହଚି ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ତେବେ ଏହି ଯାତ୍ରା ସମୟରେ ଟିମ ଇଣ୍ଡିଆ ସିନିୟର ଖେଳାଳିଙ୍କ ଖେଳୁଆଡ ମନୋଭାବ ସବୁଠାରୁରେ ଚର୍ଚ୍ଚିତ ଓ ପ୍ରଶଂସିତ ହେଉଛି ।…

କଂଗ୍ରେସକୁ ଆଶ୍ୱସ୍ତି: ବନ୍ଦ ହେବନି ଦଳର ଟ୍ବିଟର ଆକାଉଣ୍ଟ

ବେଙ୍ଗାଲୁରୁ: କଂଗ୍ରେସକୁ କପିରାଇଟ କେସରେ ଆଶ୍ୱସ୍ତି। ତଳ କୋର୍ଟର ଆଦେଶ ଉପରେ ରୋକ୍ ଲଗାଇଲେ କର୍ଣ୍ଣାଟକ ହାଇକୋର୍ଟ। ତେଣୁ କଂଗ୍ରେସ ଦଳର ଟ୍ୱିଟର ଆକାଉଣ୍ଟ ଏବଂ ଏହାର ଭାରତ ଯୋଡ଼ୋ ଯାତ୍ରାର ଟ୍ବିଟର ଆକାଉଣ୍ଟ ବ୍ଲକ ହୋଇପାରିବନି ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର…

ଶ୍ରୀମନ୍ଦିର ପ୍ରଶାସନ ଉପରେ ୧୨ କୋଟି ଟଙ୍କାର ଜରିମାନା

ଖୋର୍ଦ୍ଦା: ଶ୍ରୀମନ୍ଦିର ପ୍ରଶାସନ ଉପରେ ଜୋରିମାନା। ବେଆଇନ୍ ପଥର ଖୋଳିବା ନେଇ ଏହି ଜରିମାନା ଲଗାଇଛନ୍ତି ଏନଜିଟି।ଖୋର୍ଦ୍ଧା ଜିଲ୍ଲା ନିଜିଗଡ ତାପଙ୍ଗରେ ଶ୍ରୀମନ୍ଦିର ନାଁରେ ୫୯ଟି ଜମି ରହିଛି। ଏହି ଜମିରେ ବେଆଇନ୍ ଭାବେ ଶ୍ରୀମନ୍ଦିର ପ୍ରଶାସନ ବେଆଇନ୍ ଭାବରେ ମାଙ୍କଡା ପଥର ଖନନ କରୁଥିବା…

ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଘର ଆଗରେ ଧାରଣାରେ କିଡନୀ ରୋଗୀ

ଭୁବନେଶ୍ୱର: ସଠିକ ଔଷଧ ଏବଂ ଡାକ୍ତର ଯୋଗାଇଦେବା ଦାବିରେ ରାଜ୍ୟର କ୍ୟାନସର ଆକ୍ରାନ୍ତ ରୋଗୀ। ସଠିକ୍ ଔଷଧ ଦିଆଯାଉ ବୋଲି ଦାବି କରି ଗତକାଲିଠାରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବାସଭବନ ଆଗରେ ଧାରଣାରେ ବସିଛନ୍ତି ଆକ୍ରାନ୍ତମାନେ। ପୂର୍ବରୁ ତିନି ମାସ ଧରି ସମାନ ଦାବି ନେଇ ଆନ୍ଦୋଳନ…

ପଦ୍ମପୁର ଉପନିର୍ବାଚନ: ନେତାଙ୍କୁ ଦାୟିତ୍ୱ ବାଣ୍ଟିଲେ ବିଜେଡି-ବିଜେପି

ଭୁବନେଶ୍ୱର: ବରଗଡ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ତିନି ପ୍ରମୁଖ ଦଳ ମଧ୍ୟ ଭୋଟ୍ ବ୍ୟାଙ୍କ ଗୋଟାଇବାକୁ ପ୍ରୟାସ କରିଛନ୍ତି। ଯଦିଓ ଉପନିର୍ବାଚନରେ କିଏ ପ୍ରାର୍ଥୀ ହେବେ ତାହା କୌଣସି ଦଳ ବିଧିବଦ୍ଧ ଭାବେ ଘୋଷଣା କରିନାହାନ୍ତି କିନ୍ତୁ…

ଟି-୨୦ ବିଶ୍ୱକପ: ସେମିଫାଇନାଲ ମ୍ୟାଚ ନଖେଳି ସିଧା ଫାଇନାଲ ଖେଳିପାରିବ ଭାରତ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ ପାଇଁ ସେମିଫାଇନାଲ ରାଉଣ୍ଡରେ ୪ଟି ଦଳ ଖେଳିବେ। ପ୍ରଥମ ସେମିଫାଇନାଲ ମୁକାବିଲା ନଭେମ୍ବର ୯ ତାରିଖରେ ସିଡନୀରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ରହିଛି। ସେହିପରି ନଭେମ୍ବର ୧୦ରେ ଭାରତ ବନାମ ଇଂଲଣ୍ଡ ରହିଛି ଆଡିଲେଡରେ। ଟିମ୍ ଇଣ୍ଡିଆ…

ଚନ୍ଦ୍ର ଗ୍ରହଣ ଶେଷ ହେଲା, ଏବେ ଏହି ସବୁ କାମ ଉପରେ ଧ୍ୟାନ ଦିଅନ୍ତୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବୈଜ୍ଞାନିକ ଦୃଷ୍ଟିକୋଣରୁ ଚନ୍ଦ୍ରଗ୍ରହଣ କେବଳ ଜ୍ୟୋତିର୍ବିଜ୍ଞାନିକ ଘଟଣା। କିନ୍ତୁ ହିନ୍ଦୁ ଧର୍ମ ଅନୁଯାୟୀ ଏହାର ବିଶେଷ ପ୍ରଭାବ ରହିଛି। ଭାରତରେ ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୦୫:୩୨ ରେ ଆରମ୍ଭ ହୋଇ ସନ୍ଧ୍ୟା ୦୬:୧୮ ରେ ଶେଷ ହୋଇଛି। ଅର୍ଥାତ୍ ଚନ୍ଦ୍ରଗ୍ରହଣର ମୋଟ…

ମହାଜାଗତିକ ଦୃଶ୍ୟ: ଆକାଶରେ ଲୋହିତ ଚନ୍ଦ୍ର

ଭୁବନେଶ୍ୱର : ମହାକାଶରେ ଲୋହିତ ଚନ୍ଦ୍ର । ଦେଖୁ ଦେଖୁ ଲାଲ୍ ରଙ୍ଗ ଧାରଣ କରିଥିଲା ସୁନ୍ଦର ଶୀତଳ ଚନ୍ଦ୍ର । ପୁରୀ ସମେତ ରାଜ୍ୟର ସମସ୍ତ ସ୍ଥାନକୁ ମହାକାଶରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି । ଭୁବନେଶ୍ୱରରେ ଆଂଶିକ ଗ୍ରହଣ ଦୃଶ୍ୟମାନ ହୋଇଛି । ଛାଇ ଆଲୁଆର ଖେଳକୁ କେତେକ ଦେଶର …

କ୍ୟାପଟେନ ଫ୍ଲପ, ଟିମ ସେମିରେ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପର ସେମିଫାଇନାଲ ମୁକାବିଲା କାଲିଠାରୁ ଆରମ୍ଭ ହୋଇଯିବ । ନ୍ୟୁଜିଲାଣ୍ଡ-ପାକିସ୍ତାନ ଓ ଭାରତ-ଇଂଲଣ୍ଡ ମଧ୍ୟରେ ୨ଟି ଯାକ ସେମିଫାଇନାଲ ଖେଳାଯିବ । ତେବେ ସବୁଠାରୁ ମଜାର କଥା ସେମିଫାଇନାଲରେ ପ୍ରବେଶ କରିଥିବା ଏହି ୪ଟିମ ଅଧିନାୟକ ପ୍ରଦର୍ଶନ ଏ ପର୍ଯ୍ୟନ୍ତ…