Latest Odisha News

BREAKING NEWS

Browsing Category

ଫିଚର

ଆଜି ଛାଡଖାଇ, ଆମିଷ ଦୋକାନ ଆଗରେ ଲମ୍ବା ଲାଇନ

ଭୁବନେଶ୍ବର: ଆଜି ଛାଡଖାଇ ପାଇଁ ସାରା ଓଡ଼ିଶାରେ ଆମିଷ ଦୋକାନରେ ସକାଳୁ ସକାଳୁ ଗହଳି ଲାଗିଛି । ପୂଣ୍ୟମାସ କାର୍ତ୍ତିକ ମାସ ଶେଷ ହେବା ପରେ  ଆଜି ଛାଡ ଖାଇ ପଡିଛି। ଅଧିକାଂଶ ଲୋକେ  ଘରେ ଘରେ ମାଛ ମାଂସର ଆସର କରିବାକୁ ଆଜିକୁ ଅପେକ୍ଷା କରିଥାନ୍ତି । କାର୍ତ୍ତିକ ମାସ ତମାମ ପୂଣ୍ୟମାସ…

ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା ୨ଜଣଙ୍କ ମୃତ୍ୟୁ

ଖୋର୍ଦ୍ଧା : ଆଜି ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ଜୀବନ ଯାଇଛି ।  ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିକଟ ଭୁଇଁପୁର ଛକରେ ଏଭଳି ଦୁଃଖଦ ଘଟଣା ଘଟିଛି ।  ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ…

ଅସଦାଚରଣ ମାମଲାରେ ଡାକ୍ତର ଗିରଫ 

ଅନୁଗୁଳ: ମହଙ୍ଗା ପଡିଲା ଅସଦାଚରଣ । ଜେଲ୍ ଗଲେ ଡାକ୍ତର । ଅନୁଗୁଳ ଜିଲ୍ଲା ତାଳଚେରରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ପୁଲିସ ଜଣେ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଡାକ୍ତର ଜଣଙ୍କ ଏକ ଘରୋଇ କ୍ଲିନିକର ଡାକ୍ତର ପବିତ୍ର ମୋହନ ପ୍ରଧାନ । ସୂଚନା ଅନୁସାରେ ତାଳଚେର…

ବିଳମ୍ବିତ ରାତିରେ ପୁରୀରେ ବୋମାମାଡ, ଜଣେ ଅଟକ

ପୁରୀ: ବିଳମ୍ବିତ ରାତିରେ ଶ୍ରୀମନ୍ଦିର ନିକଟରେ ବୋମାମାଡ । ମାଟିମଣ୍ଡପ ସାହି ଅଙ୍ଗାରୁଆ ଗଳିରେ ଥିବା ଯୁବ ଆଇନଜୀବୀ ସୁଭାଶିଷ ମହାନ୍ତିଙ୍କ ଘର ଉପରକୁ ବୋମାମାଡ । ପ୍ରଥମେ ଦୁଇ ଦୁର୍ବୁତ୍ତ ଫେରାର ହୋଇ ଯାଇଥିଲେ କିନ୍ତୁ ଶେଷ ଖବର ସୁଦ୍ଧା ଜଣେ ଅଟକ ଥିବା ସୂଚନା ରହିଛି । ଏହି ବୋମାମାଡରେ…

G20 ପାଇଁ ପିଏମ ମୋଦୀଙ୍କ ମନ୍ତ୍ର – ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -20 ବୈଠକର ଲୋଗୋ ଉନ୍ମୋଚନ କରିଛନ୍ତି । ଏହା ସହ  ଥିମ୍ ଏବଂ ୱେବସାଇଟ୍ ମଧ୍ୟ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଯୁଦ୍ଧର ପରିଣାମ ଆମେ ଦେଖିପାରୁଛୁ: ଜୟଶଙ୍କର

ମସ୍କୋ:  ନିଜର ସ୍ପଷ୍ଟ ମତ ପାଇଁ ସାରା ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବେ ଋଷିଆ ଗସ୍ତରେ ଅଛନ୍ତି । ଋଷ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଏସ ଜୟଶଙ୍କର କହିଛନ୍ତି ଯେ ଆମେ ବର୍ତ୍ତମାନ ୟୁକ୍ରେନ ବିବାଦର ଫଳାଫଳ ଦେଖୁଛୁ। ଏହାର ମାନେ…

ମୈନପୁରୀ ଲୋକସଭା ଉପ-ନିର୍ବାଚନ: ଯୋଗୀ, ଅଖିଳେଶଙ୍କ ପାଇଁ ସମ୍ମାନର ପ୍ରଶ୍ନ

ଲକ୍ଷ୍ନୈା: ୟୁପିରେ ମୈନପୁରୀ ଲୋକସଭା ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ଏହି ଆସନରେ ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।  ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ମୈନପୁରୀକୁ ବିଜେପି ହାତେଇବା ପାଇଁ ଯୋଗୀ ଆଦିତ୍ୟନାଥ ଘନଘନ ରଣନୀତି…

ଗୁଜୁରାଟରେ କଂଗ୍ରେସ ପାଇଁ  ଝଟକା, 10 ଥର ବିଧାୟକ ଥିବା ଆଦିବାସୀ ନେତା ବିଜେପିରେ ସାମିଲ

ଅହମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି । ନେତାମାନଙ୍କ ଦଳ ଡିଆଁ ପର୍ବ ସେତିକି ବଢ଼ୁଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଜେପି ଓ କଂଗ୍ରେସ ଦୁଇ ଦଶନ୍ଧି ଧରି ଏଠି ଲଢ଼େଇ କରୁଛନ୍ତି । ତେବେ ବିଜେପିକୁ ସରକାରରୁ ହଟାଇପାରୁନାହିଁ…

ଏଏସଓ ପରୀକ୍ଷା ଫଳାଫଳକୁ ନେଇ ପ୍ରଶ୍ନ ଉଠାଇଲେ ପରୀକ୍ଷାର୍ଥୀ

କଟକ: ଓପିଏସସି ଦ୍ୱାରା ଆୟୋଜିତ ହେଉଥିବା ଏଏସଓ ପରୀକ୍ଷା ଫଳ ପ୍ରକାଶ ପାଇଛି। ଲିଖିତ ପରୀକ୍ଷାରେ ୧୧୦୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ହେଲେ ଏହି ପରୀକ୍ଷା ଫଳକୁ ନେଇ ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ସୋମବାର ଏହି ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର…

ପାକ ଲ୍ୟାବରେ ମାରାତ୍ମକ ଭାଇରସ ଉପରେ ଗବେଷଣା କରୁଛନ୍ତି ଚୀନ ବୈଜ୍ଞାନିକ !

ନୂଆଦିଲ୍ଲୀ: ଉହାନ ଲ୍ୟାବରୁ କରୋନା ମହାମାରୀ ଭାଇରସ ଲିକ ହୋଇଥିବା କଳଙ୍କରୁ ମୁକ୍ତି ପାଇ ନ ଥିବା ଚୀନ ନାମରେ ଆଉ ଏକ ମାରାତ୍ମକ ଅଭିଯୋଗ ଆସିଛି । ଚୀନ ବୈଜ୍ଞାନିକମାନେ ପାକିସ୍ତାନର ରାୱଲପିଣ୍ଡି ଲ୍ୟାବରେ ଆଉ ଏକ ମାରାତ୍ମକ ଭାଇରସ ଉପରେ ଗବେଷଣା କରୁଛନ୍ତି ବୋଲି ଖବର ପ୍ରକାଶ ପାଇଛି ।…