Latest Odisha News

BREAKING NEWS

Browsing Category

ଫିଚର

ଠକ ସୁକେଶଙ୍କ କେଜ୍ରିୱାଲଙ୍କୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ମନି ଲଣ୍ଡ୍ରଂ କେସରେ ଜେଲଦଣ୍ଡ ଭୋଗୁଥିବା ଠକ ସୁକେଶ ଚନ୍ଦ୍ରଶେଖର ମଙ୍ଗଳବାର ଦିଲ୍ଲୀ ଏଲଜିଙ୍କୁ ଚତୁର୍ଥ ପତ୍ର ଲେଖିଛନ୍ତି । ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଯଦି ମୁଁ କୌଣସି ମିଛ କଥା ଲେଖିଥାଏ ତାହାହେଲେ ମୋତେ ଫାଶୀ ଦଣ୍ଡ ଦିଆଯାଉ । ଆଉ ଯଦି ମୋ କଥା ସତ ହୋଇଥାଏ…

ଚିଲିକାରେ ବୋଇତ ବନ୍ଦାଣ ମହୋତ୍ସବ

() ନିଳାମ୍ୱୁ ଚିଲିକା କୂଳ ହୋଇଉଠିଲା ଝଲମଲ । କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଗାନ୍ଧିଛକଠାରୁ ଲିଚୁ ମାଳ ସାଙ୍ଗକୁ ସୁସଜ୍ଜିତ ଲାଇଟ୍ ଗେଟରେ ଚମକୁଛି ଚିଲିକା କୂଳ । ବାଲୁଗାଁ କଲେଜ ପଡିଆରେ ମୁକ୍ତ ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମତୁଆଲା ହୋଇଥିଲେ ହଜାର ହଜାର ଦର୍ଶକ ।…

ବିମୁଦ୍ରୀକରଣକୁ ୬ବର୍ଷ: କଂଗ୍ରେସର କଡ଼ା ସମାଲୋଚନା

ନୂଆଦିଲ୍ଲୀ : ୨୦୧୬ ନଭେମ୍ୱର ୮ ତାରିଖରେ ଦେଶରେ ଘୋଷଣା ହୋଇଥିଲା ବିମୁଦ୍ରୀକରଣ । ଆଜି ବିମୁଦ୍ରୀକରଣକୁ ୬ ବର୍ଷ ବିତିଛି । ସେପଟେ କେନ୍ଦ୍ର ସରକାରକୁ ସମାଲୋଚନା କରିଛି କଂଗ୍ରେସ । ଭାରତର ଅର୍ଥବ୍ୟବସ୍ଥାକୁ ବିମୁଦ୍ରୀକରଣ ନଷ୍ଟ କରିଛି ବୋଲି କଂଗ୍ରେସ ମତ ଦେଇଛି । ଭାରତ ଇତିହାସର ଏହା…

ପାରାଦୀପରେ ଝଲସୁଛି କଳିଙ୍ଗ ବାଲିଯାତ୍ରା

ପାରାଦୀପ : ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଐତିହ୍ୟ ବହନ କରୁଛି କଳିଙ୍ଗ ବାଲିଯାତ୍ରା l ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଉଦଘାଟିତ ହୋଇଛି ପାରାଦୀପର କଳିଙ୍ଗ ବାଲିଯାତ୍ରା  l କାର୍ତ୍ତିକ ପୁର୍ଣ୍ଣିମାରେ ସାଧବ ପୁଅ ମାନେ ଶୁଭଦିନ ଭାବରେ ମାନିବା ସହିତ ଏହିଦିନ ନିଜର ବୋଇତ ଧରି ବିଦେଶକୁ…

ହେତୁବାଦୀ-ହିନ୍ଦୁ ସଂଗଠନ ମୁହାଁମୁହିଁ: ପୋଲିସର ଲାଠିଚାର୍ଜ

ଭୁବନେଶ୍ୱର : ଉଭୟ ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ ଓ ହିନ୍ଦୁ ସଂଗଠନ ମୁହାଁମୁହିଁ ହୋଇଛନ୍ତି । ଆଜି ଚନ୍ଦ୍ରଗ୍ରହଣ ସତ୍ତ୍ୱେ ହେତୁବାଦୀମାନେ ରାଜରାସ୍ତାରେ ସାମୁହିକ ଭୋଜନ କରୁଛନ୍ତି  । ହେତୁବାଦୀ ବିରିୟାନୀ ଖାଇବାକୁ ଏକତ୍ର ହୋଇଥିଲେ । ଏହି ସମୟରେ ହିନ୍ଦୁ ସଂଗଠନ ବିରୋଧ କରିଥିଲା ।…

ଆଡଭାନୀ@୯୫: ମୋଦୀ ଦେଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ୯୬ ବର୍ଷରେ ପାଦ ଦେଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ଦଳରେ ଭିଷ୍ମ ପିତାମହ ବୋଲାଉଥିବା ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟ୍ୱିଟରରେ ଏନେଇ ସୂଚନା ଦେଇଛନ୍ତି ମୋଦୀ । ଭାରତର ବିକାଶରେ…

ୱିପ୍ରୋ, ନେସଲେଠୁ ଧନୀ ତିରୁପତି ମନ୍ଦିର

ନୂଆଦିଲ୍ଲୀ: କମ୍ପାନୀ ଧନୀ ନା ମନ୍ଦିର ? ଏ ପ୍ରଶ୍ନ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । ଆପଣ ବି ଭାବୁଥିବେ ଆମେ କାହିଁକି ଏ ପ୍ରଶ୍ନ ପଚାରୁଛୁ । ଭାରତରେ ଏଭଳି ମନ୍ଦିର ରହିଛି ଯାହାର ସମ୍ପତ୍ତି ବିଶ୍ୱର ବଡ଼ ବଡ଼ କମ୍ପାନୀ ଠାରୁ ଅଧିକ । ତିରୁପତିର ଭଗବାନ ଭେଙ୍କଟେଶ୍ୱର ମନ୍ଦିରର…

ଗୁରୁ ନାନକ ଜୟନ୍ତୀ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପିଏମ୍

ନୂଆଦିଲ୍ଲୀ : ଆଜି ଗୁରୁ ନାନକ ଜୟନ୍ତୀ । ଦେଶବାସୀଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗୁରୁ ନାନକଙ୍କ ବାଣୀ ଜରିଆରେ ସମାଜରେ ଶାନ୍ତି, ସମାନତା ଓ ସମୃଦ୍ଧି ଆଣିହେବ ବୋଲି କହିଛନ୍ତି ରାଷ୍ଟ୍ରପତି । ସେହିପରି…

ଓଡ଼ିଶାର କେଉଁଠି, କେତେବେଳେ ଦୃଶ୍ୟମାନ ହେବ ଚନ୍ଦ୍ର ଗ୍ରହଣ

ଭୁବନେଶ୍ୱର: ଆଜି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ତେବେ ଚନ୍ଦ୍ର ଗ୍ରହଣ ଜହ୍ନ ଉଦୟ ପୂର୍ବରୁ ସଂଗଠିତ ହେଉଥିବାରୁ ସବୁ ସ୍ଥାନରେ ଦେଖାଯିବ ନାହିଁ । କିନ୍ତୁ ଚନ୍ଦ୍ର ଗ୍ରହଣ ଛାଡ଼ିବା ଦୃଶ୍ୟ ଦେଖାଯିବ । ଚନ୍ଦ୍ର ଗ୍ରହଣ ଭାରତୀୟ ସମୟ ଦିନ ୨ଟା ୩୯ରେ ଆରମ୍ଭ ହେବ । ସମ୍ପୂର୍ଣ୍ଣ…

ଦୋଳିରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ବଲାଙ୍ଗୀର : କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ । ମୀନାବଜାର ଦୋଳିରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଘଟଣା  ବଲାଙ୍ଗୀର ତୁରେକେଲା ଅଞ୍ଚଳରେ ଘଟିଛି । ମୃତ ଯୁବକଙ୍କ ନାଁ ଦେବରାଜ ସାହୁ । ସେ ଜଣେ କୁକୁଡ଼ା ବ୍ୟବସାୟୀ ଥିଲେ  । ଗତ କିଛି ଦିନ ହେଲା ତୁରେକେଲାରେ କାର୍ତ୍ତିକ ପୂର୍ଣ୍ଣିମା…