Latest Odisha News

BREAKING NEWS

Browsing Category

ଫିଚର

‘ପଦ୍ମାବତ’ର ମେହରୁନିସା ବାସ୍ତବ ଜୀବନରେ ରାଜକୁମାରୀ

ମୁମ୍ବାଇ: ୨୮ ଅକ୍ଟୋବର ୨୦୨୨ ରେ ବଲିଉଡ ଅଭିନେତ୍ରୀ ଆଦିତୀ ରାଓ ହୈଦରୀ ନିଜର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ୨୦୦୬ ମସିହାରୁ ତାଙ୍କ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିବା ଆଦିତୀ ବାସ୍ତବ ଜୀବନରେ ଜଣେ ରାଜକୁମାରୀ ଅଟନ୍ତି। ସେ ବିଳାଶପୂର୍ଣ୍ଣ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି। ବଲିଉଡ…

ମହିଳା କ୍ରିକେଟରଙ୍କ ଫି’ ଉପରେ ନିଆଯାଇଥିବା ନିଷ୍ପତ୍ତି ନେଇ ଖୁସି ବ୍ୟକ୍ତ କଲେ ଶାହାରୁଖ ଖାନ

ମୁମ୍ବାଇ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ମହିଳା ଖେଳାଳୀଙ୍କ ପାଇଁ ଏପରି ନିଷ୍ପତ୍ତି ନେଇଛି ଯାହା ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଛି। ବୋର୍ଡର ନିଷ୍ପତ୍ତିରେ ସମସ୍ତେ ବହୁତ ଖୁସି ଅଛନ୍ତି। ଭାରତରେ କ୍ରିକେଟ୍ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଘୋଷଣା କରିଥିଲା ​​ଯେ ବର୍ତ୍ତମାନ ଭାରତୀୟ ମହିଳା…

ଚେୟାରରେ ବସି ବସି କମ କରନ୍ତୁ ବେଲି ଫ୍ୟାଟ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ସମୟର ଅଭାବ ଏବଂ ଜୀବନର ବ୍ୟସ୍ତତା ବେଳେବେଳେ ଫିଟନେସକୁ ଚ୍ୟାଲେଞ୍ଜ ଦେଇଥାଏ। ଆଜିକାଲି କୌଣସି ବ୍ୟକ୍ତି ମଟା ପେଟ ପସନ୍ଦ କରନ୍ତି ନାହିଁ। କିନ୍ତୁ ଅନିଚ୍ଛା ସତ୍ତ୍ୱେ ଲୋକଙ୍କ ପେଟରେ ଚର୍ବି ଯୋଗୁଁ ବଡ଼ ଦେଖାଯାଏ। ଯେତେ ଚେଷ୍ଟା କଲେ ସୁଦ୍ଧା ବେଲି ଫ୍ୟାଟ୍ କମେ…

‘ଟୁଇଟର୍‌’ ପରିଚାଳନା ଭାର ଗ୍ରହଣ କରି ‘ସିଇଓ’ ପରାଗ ଅଗ୍ରୱାଲ୍‌ଙ୍କୁ ବହିଷ୍କାର କଲେ ଏଲନ୍‌ ମସ୍କ୍‌

ସାନ୍‌ ଫ୍ରାନ୍‌ସିସ୍‌କୋ: ଟୁଇଟର୍‌ କିଣିଲେ ଏଲନ ମସ୍କ । ବହୁ ଦିନର ବାଦ ବିବାଦ ପରେ ଶେଷରେ ଟୁଇଟର କୁ କିଣିନେଇଛନ୍ତି ବିଶ୍ବର ସବୁଠୁ ଧନୀ ଏଲନ ମସ୍କ । ଟୁଇଟର କିଣିବା ପରେ ଏହାର ପରିଚାଳନାରେ ଅନେକ ପରିବର୍ତ୍ତନ କରିଛନ୍ତି ଏଲନ ।…

ଶୀତ ଦିନେ ଓଜନ ହ୍ରାସ କରିବା ପାଇଁ ପିଅନ୍ତୁ ଫଳ ରସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଜନ ହ୍ରାସ କରିବାକୁ ଆମେ ସାଧାରଣତଃ ବିଭିନ୍ନ ଉପାୟ ଅବଲମ୍ବନ କରିଥାଉ। କିନ୍ତୁ ଖାଦ୍ୟରେ ପରିବର୍ତ୍ତନ କରିବା ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଖାଦ୍ୟ ଶରୀରକୁ ଅନେକ ଉପାୟରେ ପ୍ରଭାବିତ କରିଥାଏ ଏବଂ ସଠିକ୍ ଖାଦ୍ୟ ଶୀଘ୍ର ଓଜନ ହ୍ରାସ କରିବାରେ…

ଏଟିଏମ୍ ତାଡ଼ି ଲୁଟ ମାମଲା: ୩ ଗିରଫ, କାର ସହିତ ଟଙ୍କା ଜବତ

ଢେଙ୍କାନାଳ: ଏଟିଏମ୍ ତାଡି ଟଙ୍କା ଲୁଟ୍ ମାମଲାରେ ପୁଲିସର କାର୍ଯ୍ୟାନୁଷ୍ଠାନ। ପୁଲିସ ହାତରେ ଲୁଟେରା। ୩ ଲୁଟେରାଙ୍କୁ କାଜୁ ଜଙ୍ଗଲ ଭିତରୁ କାବୁ କଲା ପୋଲିସ। ଢେଙ୍କାନାଳ ଜିଲ୍ଲା ବରପଦା ଶ୍ରୀରାମଚନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଥିବା ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ଏକ…

ଆମେରିକା ଉପରେ ବର୍ଷିଲେ ପୁଟିନ, କହିଲେ ପରମାଣୁ ଅସ୍ତ୍ର ବ୍ୟବହାର କରିବ ନାହିଁ ଋଷ

ମସ୍କୋ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଆଠ ମାସ ଧରି ଚାଲିଛି ଯୁଦ୍ଧ । ଏହାରି ମଧ୍ୟରେ ପରମାଣୁ ଯୁଦ୍ଧକୁ ନେଇ ଆମେରିକାଠାରୁ ଆରମ୍ଭ କରି ୟୁକ୍ରେନ ସହ ସାରା ବିଶ୍ବରେ ନେତାମାନେ ନିଜ ନିଜର ମତ ରଖୁଛନ୍ତି ।  ପୁଟିନଙ୍କ ମତିଗତିକୁ ନେଇ ବିଶ୍ବରେ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଏଭଳି ଆଶଙ୍କାକୁ…

୨୦୨୪ ପୂର୍ବରୁ ସମସ୍ତ ରାଜ୍ୟ ଗୁଡିକରେ ଏନଆଇଏର ଶାଖା!

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କର ଶୂନ୍ୟ ସହନଶୀଳତା ନୀତି ରହିଛି ଏବଂ ଏହା ଉପରେ ନିର୍ଣ୍ଣାୟକ ବିଜୟ ହାସଲ କରିବାକୁ ଏନଆଇଏ ତଥା ଅନ୍ୟାନ୍ୟ ଏଜେନ୍ସି ଗୁଡ଼ିକୁ ମଜବୁତ କରା ଯାଉଛି, ୨୦୨୪ ମସିହା ପୂର୍ବରୁ ସମସ୍ତ ରାଜ୍ୟ ଗୁଡିକରେ…

ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଫୋନରେ କଥା ହେଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଫୋନରେ କଥା ହୋଇଛନ୍ତି । ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି  । ଏହା ସହ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି ସହ…

ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲିଠୁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପ୍ରଚାର ସରଗରମ ହେବାରେ ଲାଗିଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତାମାନଙ୍କ ପାଇଁ ଷ୍ଟାର ପ୍ରଚାରକମାନେ ପ୍ରଚାର କରୁଛନ୍ତି । ବିଜେଡି, ବିଜେପି, କଂଗ୍ରେସ ଏବଂ ସ୍ବାଧୀନ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ତାଙ୍କ ସମର୍ଥକମାନେ ପ୍ରଚାରରେ ଲାଗିପଡିଛନ୍ତି…