Latest Odisha News

BREAKING NEWS

Browsing Category

ଫିଚର

ଆସିଲା ଶୀତ, ରାଜ୍ୟର ୧୫ଟି ସହରର ତାପମାତ୍ରା ୨୦ ଡିଗ୍ରି ତଳେ

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିଗଲା ପରେ ଶୀତ ଆସିଛି। ଗୁରୁବାର ରାଜ୍ୟର ଅନେକ ସ୍ଥାନରେ ରାତିର ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସିବା ସହ ଶୀତ ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଓଡ଼ିଶାର ୧୫ଟି ସହରର ତାପମାତ୍ରା ୨୦ ଡିଗ୍ରି ତଳେ ରହିଛି।…

ସାତକୋଶିଆ ଅଭୟାରଣ୍ୟରେ ମା’ ଓ ଛୁଆ ବାଘର ସନ୍ଦେହଜନକ ମୃତ୍ୟୁ

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ଏକା ସାଙ୍ଗେ ଦୁଇଟି ବାଘଙ୍କ ମୃତ୍ୟୁ। ମୃତ ବାଘ ମଧ୍ୟରେ ଗୋଟିଏ ମା' ବାଘ ହୋଇଥିବା ବେଳେ ଅନ୍ୟଟି ଛୁଆ ବାଘ ବୋଲି ଜଣାପଡିଛି। ଅଭୟାରଣ୍ୟର ପମ୍ପାସର ରେଞ୍ଜ ଅଞ୍ଚଳରେ ଦୁଇଟି କଲରାପତରିଆ ବାଘଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ଆରସିସିଏଫ୍ ଏମ୍ ଯୋଗ…

ବର୍ଷର ଶେଷ ଚନ୍ଦ୍ରଗ୍ରହଣରେ ବିରିଆନି ଖାଇବେ କହିଲେ ହେତୁବାଦୀ, ବର୍ଷିଲେ ଶଙ୍କରାଚାର୍ଯ୍ୟ

ପୁରୀ: ସୂର୍ଯ୍ୟପରାଗ ସମୟରେ ପାକ ନିଷିଦ୍ଧ। ହିନ୍ଦୁ ଧର୍ମର ପରମ୍ପରା ଅନୁସାରେ ଏହି ସମୟରେ ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ। ହେତୁବାଦୀ କିନ୍ତୁ ଏପରି ନୀତିକୁ ବିରୋଧ କରି ସୂର୍ଯ୍ୟପରାଗ ସମୟରେ ଚିକେନ୍ ବିରିଆନି ଖାଇବାକୁ ଆମନ୍ତ୍ରଣ କରିଥିଲେ। ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ପୁରୀ…

ପେଷାଦାର ଅପରାଧି କ୍ରିଷ୍ଣା ସିଂହକୁ କମିଶନରେଟ୍ ପୋଲିସ ଦେଲା ତଡ଼ିପାର ଆଦେଶ

ଭୁବନେଶ୍ୱର: କମିଶନରେଟ୍ ପୁଲିସ ତରଫରୁ ଦୁର୍ଦ୍ଧାନ୍ତ, ଅଭ୍ୟାସଗତ ଓ ପେଷାଦାର ଅପରାଧି କିଷନ ଓରଫ କ୍ରିଷ୍ଣା ସିଂହ (୨୩)କୁ ତଡିପାର କରାଯାଇଛି । ପୋଲିସ ପକ୍ଷରୁ ଏକ ବର୍ଷ  ପର୍ଯ୍ୟନ୍ତ ତଡିପାର  ଆଦେଶ ଜାରି କରାଯାଇଛି । ଏହି ଆଦେଶ ଖଣ୍ଡଗିରି ଥାନା ଅଞ୍ଚଳ ଓ ଭୁବନେଶ୍ୱର ସହରାଞ୍ଚଳ ପୁଲିସ…

ହବିଷ୍ଯାଳି ଗାଇଲେ ‘ନବୀନ ଭଜନ’, ବିରୋଧୀ କହିଲେ ଭୋଟ୍ ରାଜନୀତି

ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ହବିଷ୍ୟାଳି ଗାଇଥିବା ଭଜନକୁ ନେଇ ବିବାଦ ତେଜିଛି। ଏପରି କରି ଆଧ୍ୟାତ୍ମିକ ପରିବେଶରେ ରାଜନୈତିକ ବାର୍ତ୍ତା ଦେବାକୁ ପ୍ରୟାସ ହୋଇଛି ବୋଲି ମତ ପ୍ରକାଶ ପାଇଛି। ଯାହାକୁ ନେଇ ବିରୋଧୀ ଶାସକ ଦଳ ଉପରେ ବର୍ଷିଛି। ସେପଟେ ଏହି…

ଅଶ୍ଳୀଳ ଭିଡିଓ ମୋବାଇଲରୁ ଡିଲିଟ୍ କରିଦେବା ଉଚିତ୍, କାହିଁକି ଏପରି କହିଲେ ପୋପ୍?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାଟିକାନ୍ ସିଟିର କ୍ୟାଥୋଲିକ୍ ଚର୍ଚ୍ଚର ସର୍ବୋଚ୍ଚ ଧର୍ମପ୍ରଚାରକ ପୋପ୍ ଫ୍ରାନ୍ସିସ୍ ଲୋକମାନଙ୍କୁ ଅନଲାଇନରେ ପର୍ଣ୍ଣ ବା ଅଶ୍ଳୀଳ ଭିଡିଓ ଦେଖିବାରୁ ବିରତ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ନନ୍ ଓ ପାଦ୍ରୀମାନେ ମଧ୍ୟ ମୋବାଇଲରେ ପର୍ଣ୍ଣ ଦେଖନ୍ତି।…

ପାଣି ପିଆଇଲା ଜିମ୍ବାଓ୍ବେ, ୧ ରନରେ ହାରିଲା ପାକିସ୍ତାନ

ପର୍ଥ: ଆଜି ପାକିସ୍ତାନକୁ ହରାଇ ଐତିହାସିକ ବିଜୟ ହାସଲ କରିଛି ଜିମ୍ବାଓ୍ବେ । ସିକନ୍ଦର ରାଜା ମ୍ୟାଚ ବିଜୟର ହିରୋ ସାଜିଛନ୍ତି । ଏପରିକି ଦୁଇଟି ମ୍ୟାଚ ହାରି ପାକିସ୍ତାନ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି ଜିମ୍କାଓ୍ବେ । ଟି -୨୦ ଓ୍ବାର୍ଲଡ କପ ମ୍ୟାଚରେ ପର୍ଥରେ ପାକିସ୍ତାନ –ଜିମ୍ବାଓ୍ବେ…

ଅଖିଳେଶଙ୍କୁ ପ୍ରମାଣ ଦେବା ପାଇଁ କହିଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଆଜି ନୋଟିସ ଜାରୀ କରିଛନ୍ତି ନିର୍ବାଚନ କମିଶନ । ଏହି ନୋଟିସରେ ଅଖିଳେଶ ପୂର୍ବରୁ କରିଥିବା ଅଭିଯୋଗର ପ୍ରମାଣ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପ୍ଟମ୍ବର ୨୯ରେ ଅଖିଳେଶ ଅଭିଯୋଗ ଆଣିଥିଲେ ଯେ, ପ୍ରତ୍ୟେକ ବିଧାନସଭା…

ସ୍ୱାମୀ, ସ୍ତ୍ରୀ ପରିଚୟ ଦେଇ ଭଡ଼ାଘରେ ଚଳାଇଥିଲେ ଦେହ ବ୍ୟବସାୟ

ପୁରୀ: ଭଡ଼ା ଘରେ ଚାଲିଥିଲା ଦେହ ବ୍ୟବସାୟ । ମାଡ଼ି ବସିଲା ପୋଲିସ । ପୁରୀ ସହରର ପାଇକସାହି ସ୍ଥିତ ଏକ ଭଡ଼ା ଘରୁ ପୋଲିସ ସେକ୍ସ ରାକେଟ ଠାବ କରିଛି । ଅସଞ୍ଜତ ଅବସ୍ଥାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ୫ ଜଣ ପୁରୁଷଙ୍କ ସହ ଜଣେ ମହିଳା ଅଛନ୍ତି । ଅଭିଯୁକ୍ତଙ୍କ ଠାରୁ…

ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଜାମ୍ପାଙ୍କ ପରେ ୱାଡେ କରୋନା ସଂକ୍ରମିତ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପର ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଆଜ ଶକ୍ତ ଧକ୍କା ଲାଗିଛି । ଆଡାମ ଜାମ୍ପାଙ୍କ ପରେ ୱିକେଟକିପର ମାଥ୍ୟୁ ୱାଡେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଆଇସିସି କରୋନା ସଂକ୍ରମିତ ଖେଳାଳିଙ୍କୁ ଖେଳିବା ପାଇଁ ଅନୁମତି ଦେଇଥିଲେ ମଧ୍ୟ ଏଥିନେଇ ସେମାନଙ୍କୁ…