Latest Odisha News

BREAKING NEWS

Browsing Category

ଫିଚର

ବାତ୍ୟା ରୂପ ନେଲା ଅବପାତ, ବାଂଲାଦେଶ ମୁହାଁ ’ସିତ୍ରାଙ୍ଗ’

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ପରବର୍ତ୍ତୀ ସମୟରେ ଏହା ବାତ୍ୟା(ସିତ୍ରାଙ୍ଗ)ରେ ପରିଣତ ହୋଇଛି। ଏହି ବାତ୍ୟା ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ  ଉତ୍ତରପୂର୍ବ ଦିଗ ଆଡକୁ ଗତି କରୁଛି। ରିପୋର୍ଟ ଲେଖାହେବା ସୁଦ୍ଧା ବାତ୍ୟାର…

ପାର୍ବଣରେ ମଳିନ ପଡିଯାଉଛି କି ତ୍ୱଚା ? ବ୍ୟବହାର କରନ୍ତୁ ଏହି ଫେସ୍ ପ୍ୟାକ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚାଲିଛି ପାର୍ବଣ ଋତୁ। ଏହି ପାର୍ବଣରେ ସମସ୍ତେ ସଜବାଜ ହୋଇ ଉତ୍ସବ ପାଳନ୍ତି। କିନ୍ତୁ ଏହି ସମୟରେ ଯଦି ଆପଣଙ୍କ ତ୍ୱଚା ମଳିନ ପଡିଯାଏ ତେବେ ଆପଣଙ୍କୁ ଖରାପ ଲାଗେ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଆଲୋଭେରା ଫେସ୍ ପ୍ୟାକ୍ ବ୍ୟବାହର କରିପାରିବେ। ଆଲୋଭେରାରେ…

ବ୍ରିଟେନ ପ୍ରଧାନମନ୍ତ୍ରୀ ରେସରୁ ବୋରିଶ ଆଉଟ୍, ଦଳୀୟ ସାଂସଦଙ୍କ ପସନ୍ଦ ସୁନକ

ଲଣ୍ଡନ: ବ୍ରେକଜିଟରୁ ବ୍ରିଟେନ୍ ଅଲଗା ହେବାପରଠୁ ଦେଶର ରାଜନୀତିରେ ଅସ୍ଥିରତା ଜାରି ରହିଛି। ମାତ୍ର ୪୫ ଦିନ ପ୍ରଧାନମନ୍ତ୍ରୀ ପଦରେ ଲିଜ ଟ୍ରଷ୍ଟ କାର୍ଯ୍ୟକାଳରେ ରହି ଇସ୍ତଫା ଦେବା ପରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ସେ ନେଇ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ଲିଜ ଟ୍ରଷ୍ଟଙ୍କ…

ଅକ୍ଟୋବରରେ ଏକ୍ସପ୍ଲୋର କରନ୍ତୁ ୟୁପିର ଏହି ସବୁ ସ୍ଥାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉତ୍ତରପ୍ରଦେଶ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଏହାର ଐତିହାସିକତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ଯଦି ଆପଣ ମଧ୍ୟ ଆପଣଙ୍କର ବନ୍ଧୁ ଏବଂ ପରିବାର ସହିତ ଉତ୍ତରପ୍ରଦେଶକୁ ଏକ୍ସପ୍ଲୋର କରିବାକୁ ଯୋଜନା କରୁଛନ୍ତି, ତେବେ ଅକ୍ଟୋବର ମାସ…

ଧନତେରାସର ଦୁଇ ଦିନରେ ୨୫ ହଜାର କୋଟି ଟଙ୍କାର ବ୍ୟବସାୟ

ନୂଆଦିଲ୍ଲୀ: ଧନତେରାସରେ ଧନଦାତ୍ରୀଙ୍କ ଆଶୀର୍ବାଦ ଆଶା କରି ଘରକୁ ବୋହିନେଲେ ଗହଣା। ଅକ୍ଚୋବର ୨୨ ଏବଂ ୨୩ ଦୁଇ ଦିନ ଧନତେରାସ ଥିଲା। ଏହି ଦୁଇ ଦିନରେ ୨୫ ହଜାର କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ମୋଟ୍ ଉପରେ ୪୫ ହଜାର କୋଟି ବ୍ୟବସାୟ ହୋଇଛି। ଗହଣା ୨୫ ହଜାର କୋଟି ଟଙ୍କାର…

ବେରୋଜଗାରକୁ ନେଇ ଟ୍ରୋଲର ଶିକାର ହେଲେ ଅଭିଷେକ ବଚ୍ଚନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ହୁଏତ ଫିଲ୍ମରେ ସକ୍ରିୟ ନାହାଁନ୍ତି, କିନ୍ତୁ ସୋସିଆଲ ମିଡିଆରେ ସେ ବହୁତ ସକ୍ରିୟ ଥାନ୍ତି। ଆଜିକାଲି ଅଭିଷେକ ବଚ୍ଚନ ମଦ୍ୟ ଲୋକମାନଙ୍କ ଦ୍ୱାରା ଟ୍ରୋଲ ହେଉଛନ୍ତି। ସେଲିବ୍ରିଟିମାନେ ସେମାନେ ସୋସିଆଲ ମିଡିଆରେ ଯେ କୌଣସି ପୋଷ୍ଟ କରନ୍ତୁ ତାକୁ ନେଇ…

ମୁକେଶ ଅମ୍ବାନୀଙ୍କ ଫେରାରୀ କାର ପିଟିହେଲା ଡିଭାଇଡରରେ !

ମୁମ୍ବାଇ: ଏକ ଲାଲ ରଙ୍ଗର ଫେରେରୀ SF90 କାର ( MHO1 DV 0777) ଡିଭାଇଡରରେ ପିଟି ହୋଇଛି। ଏହି ବିଦେଶୀ କାର ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କର ବୋଲି କୁହାଯାଉଛି। ତେବେ କାର ଭିତରେ କିଏ କିଏ ଥିଲେ ତାହା ସ୍ପଷ୍ଚ ହୋଇପାରିନି। ଗୁରୁବାର ବିଳମ୍ବିତ ରାତି କହିବାକୁ ଗଲେ ଶୁକ୍ରବାର ଏହି…

ଟପ୍ ଲେସ୍ ହୋଇ ଦିପାବଳୀ ଶୁଭେଚ୍ଛା ଜଣାଇଲେ ଉର୍ଫି

ମୁମ୍ବାଇ: ବିଗ୍ ବସ୍ ଓଟିଟି ଫେମ୍ ଉର୍ଫି ଜାଭେଦ୍ ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ୍ ନିଜ ପୋଷାକର ଡିଜାଇନ ଏବଂ ବୋଲ୍ଡନେସ ହେତୁ ସର୍ବଦା ଆଲୋଚନା ଘେରକୁ ଆସନ୍ତି। ଏବେ କିନ୍ତୁ ଦିପାବଳୀ ଅବସରରେ ସେ ଆଉ ଏକ ଭିଡିଓ ସେୟାର…

‘ଡର୍ଟି ବୋମା’ ପକାଇପାରେ ୟୁକ୍ରେନ, ଆଶଙ୍କା କଲା ଋଷ

ମସ୍କୋ: ବାରମ୍ବାର ମିସାଇଲ, ବୋମା ପକାଇ ୟୁକ୍ରେନକୁ ଧ୍ବଂସ କରିବାକୁ ପ୍ରୟାସ କରୁଥିବା ଋଷ ଶେଷରେ ଏବେ ନିଜର ସ୍ଥିତିକୁ ନେଇ ବ୍ୟଥିତ ବୋଲି ଜଣାପଡିଛି। ଦୁଇ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଋଷ ବୈଦେଶିକ ମନ୍ତ୍ରୀ ଆଶଙ୍କା କରିଛନ୍ତି ଯେ ୟୁକ୍ରେନ ମୁକାବିଲା କରିବାକୁ ଯାଇ…

୫ ବଲରେ ମ୍ୟାଚର ମୋଡ ବଦଳାଇଲେ କିଙ୍ଗ୍ କୋହଲି..ଏପରି ହେବ ଭାବିପାରିନଥିବ ପାକିସ୍ତାନ

ମେଲବର୍ଣ୍ଣ: ଏସିଆ କପରେ ଭାରତ ପାକିସ୍ତାନ ବିପକ୍ଷରେ ଦ୍ବିତୀୟ ମ୍ୟାଚରେ ହାରିବା ପରେ ଟି-୨୦ ବିଶ୍ବକପର ପ୍ରଥମ ମ୍ୟାଚରେ କ'ଣ ରହିବ ଫଳାଫଳ ସେ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ଶେଷରେ ସମସ୍ତ ଅପେକ୍ଷାର ଅନ୍ତ ଘଟିଛି ଆଉ ଦୀପାବଳିର ଦିନକ ପୂର୍ବରୁ ଟିମ୍ ଇଣ୍ଡିଆ ଭେଟି ଦେଇଛି ଭାରତୀୟଙ୍କୁ…