Latest Odisha News

BREAKING NEWS

Browsing Category

ଫିଚର

ଏଥର ଅଫିିସିଆଲ, ଭାରତୀୟ ବିଶ୍ୱକପ ଦଳରେ ସାମିଲ ହେଲେ ସାମି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ମହମ୍ମଦ ସାମିଙ୍କୁ ସାମିଲ କରାଯାଇଛି । ଆଘାତପ୍ରାପ୍ତ ଯଶପ୍ରୀତ ବୁମରାହଙ୍କ ସ୍ଥାନରେ ସେ ଏହି ସୁଯୋଗ ପାଇଛନ୍ତି । ପୂର୍ବରୁ ଏ ନେଇ ଖବର ପ୍ରକାଶ ପାଇଥିଲେ ମଧ୍ୟ ଶୁକ୍ରବାର ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ…

ଫିଲ୍ମ ‘କାନ୍ତାରା’ ଟିମ ସହ ଭେଟି ସଫଳତାର ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: କନ୍ନଡ ବକ୍ସ ଅଫିସରେ ସଫଳତା ହାସଲ କରିବା ପରେ ଫିଲ୍ମ 'କାନ୍ତାରା' ପାନ ଇଣ୍ଡିଆରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରକୁ ଦେଶର ବିଭିନ୍ନ ସ୍ଥାନରୁ ପ୍ରେମ ମିଳୁଛି। ଚଳଚ୍ଚିତ୍ରଟି କନ୍ନଡ ସଂସ୍କରଣରେ ରିଲିଜ୍ ହେବାର ପ୍ରଥମ ଦିନରୁ ଦର୍ଶକଙ୍କ ମଧ୍ୟରେ ଅଧିକ ଉତ୍ସହିତ ସୃଷ୍ଟି…

ରାଉରକେଲା ବିମାନବନ୍ଦରକୁ କାର୍ଯ୍ୟକ୍ଷମ ପାଇଁ ସିନ୍ଧିଆଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ୨୦୨୩ ଜାନୁଆରୀ ୧୩ରୁ ଆରମ୍ଭ ହେବ ଏଫ୍ଆଇଏଚ୍ ହକି ପୁରୁଷ ବିଶ୍ୱକପ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏଫ୍ଆଇଏଚ୍ ହକି ପୁରୁଷ ବିଶ୍ୱକପର ମ୍ୟାଚ୍ ଖେଳାଯିବ । ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଉରକେଲା ବିମାନବନ୍ଦରକୁ…

ଏସିଆ କପ ଖେଳିବା ପାଇଁ ଭାରତୀୟ କ୍ରିକେଟ ଟିମ ଯାଇପାରେ ପାକିସ୍ତାନ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଏସିଆ କପ କ୍ରିକେଟ ଖେଳିବା ନେଇ ପାକିସ୍ତାନ ଗସ୍ତରେ ଭାରତୀୟ କ୍ରିକେଟ ଟିମ ଯିବା ସମ୍ଭାବନା ସୃଷ୍ଟି ହୋଇଛି । ଏଥିପାଇଁ ବିସିସିଆଇ ପ୍ରସ୍ତୁତ ଥିଲେ ମଧ୍ୟ ଶେଷ ନିଷ୍ପତି ଭାରତ ସରକାରଙ୍କ ରହିବ । ସରକାରଙ୍କ ମଂଜୁରୀ ମିଳିଲେ ୧୫ ବର୍ଷ ପରେ ପାକିସ୍ତାନ…

ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଭୋଟ୍, ଡିସେମ୍ବର ୮ରେ ଗଣତି

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ନୂଆ ସରକାର ଲାଗି ନଭେମ୍ବର ୧୨ ତାରିଖରେ ଭୋଟ୍ ଗ୍ରହଣ ହେବ । ଗୋଟିଏ ପର୍ଯ୍ୟାୟରେ ହିମାଚଳ ପ୍ରଦେଶରେ ମତଦାନ ହେବ । ଡିସେମ୍ବର ୮ ତାରିଖରେ ଭୋଟ୍ ଗଣତି କରାଯିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ହିମାଚଳ ବିଧାନସଭା…

ଫ୍ୟାନ୍ସଙ୍କୁ ଦିୱାନା କଲା ସୋନାକ୍ଷୀଙ୍କ ‘ଲେଡି ବସ୍ ଲୁକ୍’

ମୁମ୍ବାଇ: ମନୋରଞ୍ଜନ ଜଗତରେ ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଡବଲ୍ ଏକ୍ସଏଲ୍'କୁ ନେଇ ସୋସିଆଲ ମିଡିଆରେ ଚାଲିଛି ଆଲୋଚନା। ସେପେଟ ଅଭିନେତ୍ରୀ ମଧ୍ୟ ତାଙ୍କ ଚଳଚ୍ଚିତ୍ରର ପ୍ରମୋସନରେ ନିରନ୍ତର ବ୍ୟସ୍ତ ଅଛନ୍ତି। ଏହି ସମୟରେ…

‘ମିର୍ଜାପୁର ୩’ ବ୍ୟାନ କରିବାକୁ ମନା କଲେ କୋର୍ଟ, ସିରିଜ ସପକ୍ଷରେ ହେଲା ନିଷ୍ପତ୍ତି

ମୁମ୍ବାଇ: କ୍ରାଇମ ୱେବ୍ ସିରିଜ୍ 'ମିର୍ଜାପୁର'କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ରହିଛି କ୍ରେଜ୍। ପ୍ରଥମ ଏବଂ ଦ୍ୱିତୀୟ ସିଜିନ ପରେ ପ୍ରଶଂସକମାନେ 'ମିର୍ଜାପୁର'ର ତୃତୀୟ ସିଜିନକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ। ଏହି ସମୟରେ ପ୍ରଶଂସକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ନିକଟରେ…

ପୁରୁଷ ଅଭିଭାବକ ବିନା ମହିଳାମାନେ କରିପାରିବେ ହଜ ଯାତ୍ରା

ମକ୍କା: ସାଉଦି ଆରବ ସରକାରଙ୍କ ପକ୍ଷରୁ ଶୁକ୍ରବାର ଏକ ଐତିହାସିକ ନିଷ୍ପତି ନିଆଯାଇଛି । ଆଗକୁ ମହିଳାମାନେ ପୁରୁଷ ଅଭିଭାବକଙ୍କ ବିନା ହଜ ଯାତ୍ରାରେ ଯାଇପାରିବେ । ହଜ ମନ୍ତ୍ରୀ ତାୱପିକ ବିନ ଫଓଜାନ ଅଲ ରବିୟାହ ଏହି ଘୋଷଣା କରିଛନ୍ତି । ମହିଳା ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ…

HSRP ଫିଟିଂ ନାଁରେ ଲୁଟୁଛି ମେଟ୍ରୋ ସ୍ପେୟାର ସ୍ପାର୍ଟ, ଗାଡ଼ି ପିଛା ନେଉଛି ୫୦ ଟଙ୍କା

ଭୁବନେଶ୍ୱର: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଟେନସନ୍ ଥମିନି । HSRP ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ପରିବହନ ବିଭାଗ ମାସେ ଲାଗି ଅବଧି ବୃଦ୍ଧି କରିଛନ୍ତି । ଆଉ ଯେଉଁ ଘରୋଇ ସଂସ୍ଥାକୁ ସରକାର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବାକୁ ଅନୁମତି ଦେଇଛନ୍ତି । ସେମାନେ…

ହାଇକୋର୍ଟରେ ହନିଟ୍ରାପ୍ ମାମଲା, ଖୋଲିବ କି ଅର୍ଚ୍ଚନାଙ୍କ ‘ନାଗ ଫାସ’ର ପୂରା ଗୁମର

ଭୁବନେଶ୍ୱର: ରହସ୍ୟମୟୀ ବ୍ଲାକେମଲର ଅର୍ଚ୍ଚନାଙ୍କୁ ନେଇ ଚର୍ଚ୍ଚା ଥମୁନି । ଗିରଫ ପରେ ଝାରପଡ଼ା ଜେଲରେ ଅର୍ଚ୍ଚନା ଥିବାବେଳେ ଗୋଟିଏ ପରେ ଗୋଟିଏ ନୂଆ ଓ ରୋଚକ ତଥ୍ୟ ଆସୁଛି । ଜେଲର ଅନ୍ଧାର କୋଠରିରେ ଅର୍ଚ୍ଚନା ଅଣନିଶ୍ୱାସୀ ହୋଇ ପଡ଼ିଥିବା ବେଳେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ କରିଛନ୍ତି…