Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ୱର ଓ କଟକରେ ମେଟ୍ରୋ ଟ୍ରେନ୍ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି

ଭୁବନେଶ୍ୱର: ଟ୍ୱିନସିଟିରେ ବଢ଼ୁଛି ଜନସଂଖ୍ୟା । ଭୁବନେଶ୍ୱର-କଟକ ଦ୍ୱୈତ ନଗରୀରେ ଦୌଡ଼ି ପାରିବ ମେଟ୍ରୋ । ମେଟ୍ରୋ ରେଲ ନୀତି- ୨୦୧୭ ଅନୁସାରେ, ୨୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହରରେ ମେଟ୍ରୋ ରେଳ ସିଷ୍ଟମ ଯୋଜନା ହୋଇ ପାରିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି…

ଆଇଏଏସ ଅଧିକାରୀ ସେୟାର କଲେ ମାର୍କ ସିଟ୍, ଦଶମ ଗଣିତରେ ୩୬ ଓ ଇଂରାଜୀରେ ରଖିଥିଲେ ୩୫ ମାର୍କ

ଓଡିଶା ସମ୍ବାଦ ବ୍ୟୁରୋ: ଅଧିକାଂଶ ସମୟରେ ସଫଳ ହେବା ପାଇଁ ପରୀକ୍ଷା ମାର୍କ, କିମ୍ବା ଗ୍ରେଡର ଆବଶ୍ୟକତା ପଡ଼େ ନାହିଁ। ନିଜର ଉପସ୍ଥିତି ବୁଦ୍ଧି, ପରିଶ୍ରମ ଏବଂ ଲକ୍ଷ୍ୟ ହିଁ ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ଥାଏ। ଆମେ କେଉଁ ବୃତ୍ତି କରିବା କିମ୍ବା କେଉଁ ଲାଇନରେ କ୍ୟାରିଅର ତିଆରି…

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପଛରେ କିଏ ? ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ନେଇ ବିରୋଧୀ ଅଭିଯୋଗ ଆଣିଛନ୍ତି । ଧର୍ମେନ୍ଦ୍ରଙ୍କ ମୃତ୍ୟୁର ୨ ଦିନ ପରେ ମନ୍ତ୍ରୀ ସମୀର ଦାଶ ମୁହଁ ଖୋଲିଛନ୍ତି । ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଦୁଃଖିତ…

ଆସିଲା ମୃତ ଧର୍ମେନ୍ଦ୍ର ସାହୁଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଜାଣନ୍ତୁ ମୃତ୍ୟୁର କାରଣ

ଭୁବନେଶ୍ୱର: କେମିତି ହୋଇଥିଲା ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ୧୧ ନମ୍ବର ଜୋନ୍ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ । ଏବେ ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଯେଉଁଥିରେ ଶ୍ୱାସରୁଦ୍ଧ ହୋଇ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା…

ଆଧାର କାର୍ଡ ଦେଖାଇଲେ ଖାଇ ପାରିବେ ବାହାଘର ଭୋଜି

ଲକ୍ଷ୍ନୌ: ଅଧାର କାର୍ଡ ଦେଖାଇଲେ ଖାଇ ପାରିବେ ବାହାଘର ଭୋଜି। ଏପରି ଘଟଣା କେବେ ଶୁଣିଛନ୍ତି କି?  ସାମାଜିକ ବିବାହ କରିବାକୁ ଗଲେ ପ୍ରଥମେ ଭାଇ, ବନ୍ଧୁ, କୁଟୁମ୍ବ ଏବଂ ପରିଚିତ ଗାଁ ଲୋକଙ୍କୁ ଭୋଜି ଦେବାକୁ ପଡ଼େ। ଲୋକ ବାହାଘରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି। ବିବାହରେ କେବଳ ଯେ…

ଜ୍ୟାକଲିନଙ୍କୁ ଆଶ୍ୱସ୍ତି, ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅନ୍ତରୀଣ ଜାମିନ୍

ମୁମ୍ବାଇ: ସିଂହଳ ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସାମାନ୍ୟ ଆଶ୍ୱସ୍ତି। ମହାଠକ କନମ୍ୟାନ୍ ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦ କୋଟି ଟଙ୍କାର ବେଆଇନ ନେଣ-ଦେଣ ମାମଲାରେ ସମ୍ପୃକ୍ତ ଥିବା ଅଭିନେତ୍ରୀ ଜ୍ୟାକଲିନଙ୍କୁ ଆଜି ଅନ୍ତରୀଣ ଜାମିନ ମଞ୍ଜୁର କରାଯାଇଛି। ୫୦, ୦୦୦ ଟଙ୍କାର ବଣ୍ଡ…

ଝୁଲା ପୋଲକୁ ସର୍ବସାଧାରଣଙ୍କ ପାଇଁ ନିଷିଦ୍ଧ କଲା ପ୍ରଶାସନ, ସ୍ଥାନୀୟ ଲୋକଙ୍କ ବିରୋଧ

ରାୟଗଡ଼ା: ଜୀବନ ଝୁଲୁଥିଲା ଏବେ ତାଲା ଝୁଲିଲା । ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲକୁ ସର୍ବସାଧାରଣଙ୍କ ପାଇଁ ନିଷିଦ୍ଧ କରିଛି ଜିଲ୍ଲା ପ୍ରଶାସନ । ବିଗତ ୨ ବର୍ଷ ମଧ୍ୟରେ ଏହି ଝୁଲାପୋଲ ଓ ନାଗାବଳୀ ନଦୀରେ ୨୦ରୁ ଅଧିକ ପର୍ଯ୍ୟଟକଙ୍କ ଜୀବନ ଯିବା ପରେ ଏଭଳି ନିଷ୍ପତ୍ତି…

ଦମ୍ପତିଙ୍କୁ ଦଳି ଦେଲା ଦନ୍ତା, ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ

କାମାକ୍ଷାନଗର: ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ପଙ୍ଗାତିରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚାନ୍ଦପୁର ଗାଁରେ । କାଉଁଶିନାଳୀ ସାହିର ରମେଶ ବେହେରା ଓ ତାଙ୍କ ସ୍ତ୍ରୀ ତାରା ବେହେରା ଭୋର୍ ସମୟରେ ଶୌଚ ପାଇଁ ଘର ପାଖ…

‘ଡିଆଇଡି ସୁପର ମମ୍‌ସ୍‌’ ର ବିଜେତା ହେଲେ ଦିନ ମଜୁରିଆ ବର୍ଷା ବୁମ୍ରା

ମୁମ୍ବାଇ: ପିଲାଠାରୁ ବୃଦ୍ଧ, ସମସ୍ତଙ୍କ ପ୍ରିୟ ଜି ଟିଭିର ଡ୍ୟାନ୍ସ ରିଆଲିଟି ଶୋ' ଡିଆଇଡି। ନିକଟରେ ଜି ଟିଭିରେ ପ୍ରସାରିତ ହେଉଥିବା ଶୋ 'DID ସୁପର ମମ୍‌ସ୍ ସିଜିନ୍‌-୩‌' ଶେଷ ହୋଇଛି। ଆଉ ଏହି ଶୋ'ର ବିଜେତା ମଧ୍ୟ ଘୋଷଣା ହୋଇସାରିଛି। ରବିବାର ଅର୍ଥାତ୍‌ ଗତକାଲି ଡିଆଇଡି ସୁପର ମମ୍‌ସ୍‌…

୫୬ ବର୍ଷ ବୟସରେ ଶାହରୁଖଙ୍କ ସାର୍ଟଲେସ୍ ଲୁକ୍ ଦେଖି ଦିୱାନା ହେଲେ ଫ୍ୟାନ୍ସ

ମୁମ୍ବାଇ: ବଲିଉଡ଼ ବାଦଶାହ ଶାହରୁଖ ଖାନ ଗତ କିଛି ଦିନ ହେବ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଯବାନ' କୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ସେ ଫିଲ୍ମ 'ପଠାନ'କୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସେ ସୋସିଆଲ ମିଡିଆରେ ଏକ ଲୁକ୍ ସେୟାର କରିଛନ୍ତି, ଯାହାକୁ ଦେଖି ଶାହରୁଖଙ୍କ ଫ୍ୟାନ୍ସ ତାଜୁବ…