Latest Odisha News

BREAKING NEWS

Browsing Category

ଫିଚର

‘ଖତରୋ କେ ଖିଲାଡି-୧୨’ର ୱିନର ହେଲେ ତୁଷାର କାଲିଆ, ହାତେଇଲେ ଦାମୀ କାର

ମୁମ୍ବାଇ: ଦୀର୍ଘ ପ୍ରତିକ୍ଷାର ଘଟିଲା ଅନ୍ତ। 'ଖତରୋ କେ ଖିଲାଡି-୧୨'ର ୱିନର ହେଲେ କୋରିଓଗ୍ରାଫର ତୁଷାର କାଲିଆ। ଟେଲି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ରିଆଲିଟି ଷ୍ଟଣ୍ଟ ଶୋ'ର ଗ୍ରାଣ୍ଡ ଫିନାଲିରେ 'ଖତରୋ କେ ଖିଲାଡି-୧୨'ର ଟ୍ରୋଫି ହାତେଇଲେ ତୁଷାର। ଏହି ଫିନାଲିରେ ରୋହିତଙ୍କ ଅପକମିଂ ଫିଲ୍ମ…

ଯୋଶୀ ବନାମ ପାଇଲଟ୍ : କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ!

ଜୟପୁର: ରାଜସ୍ଥାନ ରାଜନୀତି ଏବେ ଘଡିକେ ଘାେଡା ଛୁଟୁଛି । କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ରାତିସାରା ନେତାଙ୍କ ସହ ଆଲୋଚନା ଚାଲିଛି । କୁହାଯାଉଛି ଅଶୋକ ଗେହଲୋଟଙ୍କ ଗୋଷ୍ଠୀର ୮୦ ବିଧାୟକ ବାଚସ୍ପତି ସିପି ଯୋଶୀଙ୍କୁ ଇସ୍ତଫା ଦେଇଛନ୍ତି । ସେମାନଙ୍କ କହିବା କଥା ପାଇଲଟଙ୍କୁ…

ଭାରତର ରୋମାଂଚକର ବିଜୟ, ସିରିଜ ହାତେଇଲା ଟିମ ଇଣ୍ଡିଆ

ହାଇଦ୍ରାବାଦ: ରୋମାଞ୍ଚକର ତୃତୀୟ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ହରାଇଛି ଟିମ୍ ଇଣ୍ଡିଆ । ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଭାରତ ୨-୧ରେ ଜିତି ନେଇଛି। https://twitter.com/BCCI/status/1574097853877583872?s=20&t=_TJaqjBJ77D4fN4J4UU2Qw…

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍; ୭ ମୃତ, ୧୦ ଗୁରୁତର

ସିମଲା: ହିମାଚଳ ପ୍ରଦେଶ କୁଲ୍ଲୁ ଜିଲ୍ଲାସ୍ଥିତ ବଞ୍ଜାର ଘାଟି ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରବିବାର ରାତି ଘାଟିରେ ଓଲଟିଲା ଏକ ଯାତ୍ରୀବାହୀ ବସ। ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ ଜଣ ଗୁରୁତର ଅଛନ୍ତି। ୫ ଜଣଙ୍କୁ କୁଲ୍ଲୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା…

ରାଜସ୍ଥାନରେ ହାଇ ପଲଟିକାଲ ଡ୍ରାମା: ଇସ୍ତଫା ଦେଲେ ଗେହଲଟ ଗୋଷ୍ଠୀର ୯୨ ବିଧାୟକ !

ଜୟପୁର: ରାଜସ୍ଥାନ କଂଗ୍ରେସରେ ଆଜି ହାଇ ପଲଟିକାଲ ଡ୍ରାମା ଦେଖିବାକୁ ମିିଳିଛି । ରିପୋର୍ଟ ମୁତାବକ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟଙ୍କୁ ସମର୍ଥନ କରି ଆଜି ୯୨ ବିଧାୟକ ବାଚସ୍ପତି ସିପି ଯୋଶୀଙ୍କୁ ଭେଟି ଇସ୍ତଫା ଦେଇଥିବା ଜଣାପଡିଛି । ଫଳରେ ଦଳ ଏକ ଅଜବ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଗେହଲେଟ…

ଇରାନରେ ଚୁଟି ଖୋଲି ବିରୋଧ କରିଥିବା ମହିଳା ପୋଲିସ ଗୁଳିରେ ମୃତ

ତେହେରାନ: ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏହାକୁ ଦମନ କରିବା ପାଇଁ ସ୍ଥାନୀୟ ପ୍ରଶାସନ କଠୋର ପନ୍ଥା ଆପଣାଇବାକୁ ପଛାଉ ନାହାନ୍ତି । ଚୁଟି ମୁକୁଳା କରି ଏହି ଆନ୍ଦୋଳନରେ ଚର୍ଚ୍ଚିତ ହୋଇଥିବା ୨୦ ବର୍ଷୀୟା ହଦୀସ ନଜଫିଙ୍କୁ ପୋଲିସ ଗୁଳି କରି ହତ୍ୟା କରିଛି ।…

ବିଜ୍ଞାପନ ପ୍ରଚାର କରି ପ୍ରଶଂସକଙ୍କ ଭାବନା ସହ ଖେଳିଲେ ଧୋନୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ନିକଟରେ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଧୋନୀ ବି ତାଙ୍କ ଅଧିନାୟକ ଦକ୍ଷତା ଏବଂ ପ୍ରଦର୍ଶନ ବଳରେ ଏଥିନେଇ କେବେ ନିରାଶ କରି ନାହାନ୍ତି । ତେବେ ରବିବାର ଧୋନୀ ଏକ ବଡ ଘୋଷଣା କରିବେ ବୋଲି ସୋସିଆଲ ମିଡିଆରେ ଆଗୁଆ ସୂଚନା…

ଜିନପିଙ୍ଗ ଗୃହବନ୍ଦୀ ଖବରକୁ ଖାରଜ କଲା ସିପିସି

ବେଜିଂ: ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ଗୃହବନ୍ଦୀ ଖବରକୁ ଆଜି ଖଣ୍ଡନ କରିଛି । ଏଥିସହ ଆସନ୍ତା ମାସରେ ହେବାକୁ ଥିବା ପାର୍ଟିର ୨୦ତମ କଂଗ୍ରେସ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ହେବ । ୫ ବର୍ଷରେ ଥରେ ହେଉଥିବା ଏହା ସମ୍ମିଳନୀରେ ୨୩୦୦ ପ୍ରତିନିଧି…

ସୋସିଆଲ ମିଡିଆରେ ଚରିତ୍ର ସଂହାର

ଭୁବନେଶ୍ୱର :  ପୁଣି ଚର୍ଚ୍ଚାରେ ଦୁଇ ଆଥ୍‌ଲେଟ୍‌ ଭଉଣୀ ଦୂତୀ ଚାନ୍ଦ ଓ ସରସ୍ୱତୀ ଚାନ୍ଦଙ୍କ କଳି। ଫେସବୁକରେ  ପରସ୍ପର ବିରୋଧରେ ପୋଷ୍ଟ କରି ବର୍ଷିଛନ୍ତି ଧାବିକା ଦୂତୀ ଚାନ୍ଦ ଓ ଭଉଣୀ ସରସ୍ୱତୀ ଚାନ୍ଦ। ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୁଇ ଭଉଣୀ। ଜଣେ ଯୁବତୀଙ୍କ ସହ ଭଉଣୀ ସରସ୍ୱତୀ…

ପଶ୍ଚିମାଂଚଳ ଜିତିଲା ଦୁଲୀପ ଟ୍ରଫି ଟାଇଟଲ, ଯଶସ୍ୱୀଙ୍କୁ ପଡିଆରୁ ବାହାର କରିଦେଲେ ରାହାନେ

କୋଏମ୍ବଟୁର: ଏଠାରେ ଅନୁଷ୍ଠିତ ଦୁଲୀପ ଟ୍ରଫି କ୍ରିକେଟର ଫାଇନାଲରେ ଦକ୍ଷିଣାଂଚଳକୁ ୨୯୪ ରନରେ ହରାଇ ପଶ୍ଚିମାଂଚଳ ଟାଇଟଲ ହାସଲ କରିଛି । ଏହା ଓଭରାଲ ପଶ୍ଚିମାଂଚଳର ୧୯ତମ ଟାଇଟଲ । ତେବେ ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ ସତ୍ୱେ ଅଶୋଭନୀୟ ବ୍ୟବହାର ପାଇ ଯଶସ୍ୱୀ ଜୈସୱାଲଙ୍କୁ ପଡିଆ ବାହାରକୁ…