Latest Odisha News

BREAKING NEWS

Browsing Category

ଫିଚର

ଶରତ ଋତୁରେ ହିଲ୍ ଷ୍ଟେସନ୍ ବୁଲିବାକୁ ଯୋଜନା କରୁଛନ୍ତି କି?

ବର୍ଷା ଋତୁର ଶୁଭ ବିଦାୟ ପରେ ଶରତର ଆଗମନରେ ପ୍ରକୃତିର ବିସ୍ମୟ ଏହି ତୁଷାର ଧବଳ। ଚତୁଃପାର୍ଶ୍ୱ ସବୁଜରେ ପରିପୂର୍ଣ୍ଣ। ଏତିକି ବେଳେ ଭ୍ରମଣ କରିବା ଏକ ଉତ୍ୟମ ସମୟ। ଅକ୍ଟୋବର ମାସରେ ପାଗ ଅତ୍ୟନ୍ତ ମନୋରମ ଥାଏ। ଏହା ସହିତ ପାର୍ବଣ ଋତୁରେ ଭ୍ରମଣ କରିବାର ମଜା ଟିକେ ଅଲଗା। ତେବେ ଆମ ଆପଣଙ୍କୁ…

ଝୁଲଣଙ୍କ ନାମରେ ନାମିତ ହେବେ ଇଡେନ ଗାର୍ଡେନ ଷ୍ଟାଡିୟମର ଷ୍ଟାଣ୍ଡ

କୋଲକାତା: ଭାରତୀୟ ମହିଳା କ୍ରିକେଟର ମହାନ ପେସ ବୋଲର ଝୁଲଣ ଗୋସ୍ୱାମୀ ଲର୍ଡ୍ସରେ ଅବସର ଘୋଷଣା କରିଛନ୍ତି । ଝୁଲଣଙ୍କ ସମ୍ମାନ ପାଇଁ ଇଡେନ ଗାର୍ଡେନର ଏକ ଷ୍ଟାଣ୍ଡ ତାଙ୍କ ନାମରେ ନାମିତ କରାଯିବ ବୋଲି ଘୋଷଣା କରାଯାଇଛି । କ୍ରିକେଟ ଆସୋସିଏଶନ ଅଫ ବେଙ୍ଗଲର ଅଧ୍ୟକ୍ଷ ଅଭିଷେକ ଡାଲମିଆ ଏହା…

ଚାଲିଗଲା ଚାକିରି, ଚାଲି ଚାଲି ୧୩ଶହ କିଲୋମିଟର ପାର କରି ଘରକୁ ଗଲେ ବ୍ୟକ୍ତି !

କରୋନା ପରଠାରୁ ବେକାରୀ ସମସ୍ୟା ବଢିଚାଲିଛି। ଏତିକି ବେଳେ ଯଦି କୌଣସି ବ୍ୟକ୍ତି ଚାକିରି ହରାନ୍ତି, ତେବେ ତାଙ୍କୁ ଅନେକ ମାନସିକ ଚାପ ଦେଇ ଗତି କରିବାକୁ ପଡେ। କାରଣ ପେଟ ପାଇଁ ରୋଜଗାର ହିଁ ମଣିଷର ଏକମାତ୍ର ସାହା ଭରସା । କିନ୍ତୁ ଥାଇଲ୍ୟାଣ୍ଡରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା…

ଭୁବନେଶ୍ୱର କ୍ଲବ ସଭାପତି ହୋଇଛନ୍ତି ଅସିତ ତ୍ରିପାଠୀ

ଭୁବନେଶ୍ୱର: ଭୁବନେଶ୍ୱର କ୍ଲବ ସଭାପତି ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ୮୫୮ ଖଣ୍ଡ ଭୋଟରେ ସେ ବିଜୟୀ ହୋଇଛନ୍ତି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିବା ଆଇଏଏସ ଅସିତ ତ୍ରିପାଠୀ ଲଗାତର ଦ୍ୱିତୀୟ ଥର ପାଇଁ କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।…

ହଲିଉଡ଼ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ର ପ୍ରଥମ ଲୁକ୍ ଜାରି, ନଜର ଆସିଲେ ଆଲିଆ ଭଟ୍ଟ

ମୁମ୍ବାଇ: ନେଟଫ୍ଲିକ୍ସର ଅପକମିଂ ଆକ୍ସନ ଥ୍ରୀଲର 'ହାର୍ଟ ଅଫ୍ ଷ୍ଟୋନ'ର ପ୍ରଥମ ଲୁକ୍ ଜାରି ହୋଇଛି। ଶନିବାର ରାତି ନେଟଫ୍ଲିକ୍ସ ପ୍ଲାଟଫର୍ମରେ ଏହା ଜାରି କରାଯାଇଛି। ଏହି ଚଳଚ୍ଚିତ୍ରରେ ହଲିଉଡ଼ ଅଭିନେତ୍ରୀ ଗାଲ୍ ଗୈଡୋଟ୍ ଏବଂ ଜାମି ଡୋର୍ନାନ୍ ଅଭିନୟ କରିଛନ୍ତି। ଏହାସହ ଆଲିଆ ଭଟ୍ଟ ହଲିଉଡରେ…

ଦୁନିଆର ସବୁଠାରୁ ହଣ୍ଟେଡ଼ ରାଜପଥ ‘ଆମେରିକା ହାଇୱେ ନଂ ୬୬୬’

ହୁଏତ ଆପଣ ବହୁତ ହଣ୍ଟେଡ଼ ବା ଭୟଭୀତ ସ୍ଥାନର କାହାଣୀ ଶୁଣିଥିବେ। ବିଶେଷ କରି ଭାରତରେ ଏପରି କାହାଣୀ ଏବଂ ଅନ୍ଧବିଶ୍ୱାସ କଥା ଅଧିକ ଆଲୋଚନା ହୁଏ। କିନ୍ତୁ ଆଜି ଆମେ ବିଦେଶର ଏକ ହାଇୱେ ବିଷୟରେ କହିବୁ ଯାହାକୁ ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଆମେରିକାର ହାଇୱେ ନମ୍ବର ୬୬୬ ହେଉଛି ଦୁନିଆର…

କେନ୍ଦ୍ରମନ୍ତ୍ରୀଙ୍କ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନରୁ ଟ୍ରେନ୍ ଯୋଗେ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁଗୋଳ ଓ ଢେଙ୍କାନାଳରେ ଥିବା ବିଭିନ୍ନ ରେଳ ଷ୍ଟେସନ…

ଏହି ଅମାବାସ୍ୟାର ନାମ କାହିଁକି ‘ମହାଳୟା’ ?

ଭୁବନେଶ୍ୱର :  ଆଜି ପବିିତ୍ର ମହାଳୟା । ଆଶ୍ୱିନ ମାସର ଅମାବାସ୍ୟା ‘ମହାଳୟା’ଅମାବାସ୍ୟା ଭାବରେ ପରିଚିତ ଓ ପ୍ରସିଦ୍ଧ। ଏହି ଅମାବାସ୍ୟାର ନାମ କାହିଁକି ‘ମହାଳୟା’, ତାହାର ଅନେକ ତାତ୍ପର୍ଯ୍ୟ ରହିଛି । ‘ମହତାଂ ଆଳୟଃ ମହାଳୟଃ’। ଅର୍ଥାତ୍ ମହାନ ପୁରୁଷମାନଙ୍କର ଆଳୟ ହେଉଛି ମହାଳୟ । ଏହି…

ଅନୁଭୂତିରୁ ଯେଉଁ ସାହିତ୍ୟ ସୃଷ୍ଟି ହୁଏ, ତାହା କାଳଜୟୀ : ସ୍ମୃତି ପଟ୍ଟନାୟକ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସ୍ମୃତି ପଟ୍ଟନାୟକ । ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ ପୁଣି କବିତାର ତତ୍ତ୍ୱ ଏବଂ ଉପନ୍ୟାସର ଆରମ୍ଭ । ଚିରାଚରିତ ଶୈଳୀର…

ପିଲାଙ୍କ ସ୍ମୃତି ଶକ୍ତି ବଢ଼ାଇବେ କିପରି?

ଅଭିଭାବକ ପିଲାଙ୍କ ସ୍ମୃତି ଶକ୍ତି ପ୍ରଖର କରିବା ପାଇଁ ମେମୋରି ଟନିକ ଓ ମଲ୍ଟି ଭିଟାମିନ ଭଳି ଅନେକ କିଛି ଖୁଆନ୍ତି। ପିଲାଙ୍କ ଧିଶକ୍ତି ବଢେଇବା ପାଇଁ କେଉଁ ବାପା-ମାଆଙ୍କର ଇଚ୍ଛାନଥାଏ କହିଲେ। ପ୍ରତ୍ୟେକ ଶିଶୁଙ୍କର ପିତାମାତା ଆଶା କରନ୍ତି ଯେ ସେମାନଙ୍କ ପିଲା ପଢା-ଲେଖାରେ ଏବଂ ଅନ୍ୟାନ୍ୟ…