Latest Odisha News

BREAKING NEWS

Browsing Category

ଫିଚର

ଟେକ କମ୍ପାନୀର ଇଞ୍ଜିନିୟର୍ସଙ୍କ ଡେଙ୍ଗା ହେବାର ଝୁଙ୍କ, ଅପରେଶନ କରିବାକୁ ପଛାଉ ନାହାନ୍ତି

ଭୁବନେଶ୍ୱର: ସମୟ ଅନୁସାରେ ମନୁଷ୍ୟ ପରିବର୍ତନଶୀଳ ହୋଇଥାଏ । ଏବେ ଅନ୍ୟଠାରୁ ସବୁ ଦୃଷ୍ଟିକୋଣରେ ଉନ୍ନତ ହେବା ପାଇଁ ଯୁବପିଢ଼ୀଙ୍କ ନିକଟରେ ଏକ ପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି । ଏବେ ୟୁରୋପୀୟ ଦେଶଗୁଡିକରେ ଏକ ଅଜବ ଝୁଙ୍କ ଟେକ କମ୍ପାନୀର ସଫ୍ଟୱେୟାର ଇଞ୍ଜିନିୟରଙ୍କ ନିକଟରେ…

ପଂଜାବ ଆପ୍ ସରକାରଙ୍କୁ ଝଟକା: ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପ୍ରସ୍ତାବକୁ ରଦ୍ଦ କଲେ ରାଜ୍ୟପାଳ

ଚଣ୍ଡୀଗଡ଼ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପ୍ରସ୍ତାବକୁ ନେଇ ରାଜ୍ୟପାଳ ବନବାରିଲାଲ ପୁରୋହିତ ଅନୁମତି ଦେଇନାହାଁନ୍ତି । ଆସନ୍ତାକାଲି ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଚାହୁଁଥିଲେ ମାନ ସରକାର । ଏହାକୁ ରଦ୍ଦ କରିଛନ୍ତି ରାଜ୍ୟପାଳ । ଏନେଇ ପଂଜାବର ଆପ…

ଭାରତ ଯୋଡୋ ଯାତ୍ରା ପୋଷ୍ଟରରେ ପ୍ରିଂଟିଂ ମିସଟେକ

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡୋ ଯାତ୍ରାର ପୋଷ୍ଟରରେ ବୀର ସାଭରକରଙ୍କ ଫଟୋ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରାକୁ ସ୍ୱାଗତ କରିବା ପାଇଁ କେରଳର ଏର୍ଣ୍ଣାକୁଲମରେ ଏକ ପୋଷ୍ଟର ଲଗା ଯାଇଥିଲା । ସେଥିରେ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋରେ ବୀର ସାଭରକର…

ଦିନିକିଆ କ୍ରିକେଟରେ ଦ୍ରୁତତମ ୩୦୦୦ ରନ୍ ପୂରଣ କଲେ ସ୍ମୃତି ମନ୍ଧାନା

ଇଂଲଣ୍ଡ: ଆଜି ଭାରତୀୟ ମହିଳା କ୍ରିକେଟ ଖେଳାଳି ସ୍ମୃତି ମନ୍ଧାନା ନିଜର ୭୬ ତମ ଇନିଂସରେ  ୩୦୦୦ ରନ୍ କରି  ଭାରତ ପାଇଁ ରେକର୍ଡ କରିଛନ୍ତି । ଓପନର ବ୍ୟାଟ୍ସମ୍ୟାନ୍ ସ୍ମୃତି ଦିନିକିଆ ଆନ୍ତର୍ଜାତୀୟ ଫର୍ମାଟରେ ୩୦୦୦ ରନ୍ ମାଇଲଖୁଣ୍ଟ ଅତିକ୍ରମ କରି ମହିଳା ଭାରତୀୟ ଭାବେ ତୃତୀୟ ଭାରତୀୟ ଖେଳାଳି…

ଗର୍ଭବତୀଙ୍କ ସହ ଗଣଦୁଷ୍କର୍ମ ପରେ ଗର୍ଭପାତ, ଭ୍ରୁଣ ଧରି ପୋଲିସ ପାଖରେ ପହଞ୍ଚିଲେ ଶାଶୂ

ବରେଲି: ହାଥରସ୍, ଉନ୍ନାଅ ପରେ ବରେଲିରେ ନାରକୀୟ କାଣ୍ଡ ଘଟିଛି । ମଣିଷ ଏମିତି ପଶୁ ପାଲଟି ଜଣେ ୩ ମାସର ଅନ୍ତଃସତ୍ତ୍ୱା ମହିଳାଙ୍କ ସହ ଏଭଳି ବର୍ବରୋଚିତ କାଣ୍ଡ କରିବ ତାହା କେହି କଳ୍ପନା ବି କରି ପାରିବେ ନାହିଁ । ଉତ୍ତରପ୍ରଦେଶ ବରେଲିରେ ଜଣେ ଗର୍ଭବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ବେଳେ…

ଅକ୍ଟୋବର ୨୯ ପର୍ଯ୍ୟନ୍ତ ସ୍ପାଇସଜେଟ୍ ର ଅଧା ବିମାନ ଉଡାଣ ବନ୍ଦ ରଖିବାକୁ ନିର୍ଦେଶ ଦେଲା ଡିଜିସିଏ

ନୂଆଦିଲ୍ଲୀ: ପୁଣି ସ୍ପାଇସ ଜେଟ ପାଇଁ ଖରାପ ସମୟ ଆସିଛି । ବାରମ୍ବାର ଅଭିଯୋଗ ପରେ ଏହି ବିମାନ ଉଡାଣ କଂପାନି ଉପରେ ପୁଣି ପ୍ରତିବନ୍ଧକ ଲଗାଇଛି ଡିଜିସିଏ ।  କମ୍ପାନିର ବିମାନ ଉଡ଼ାଣ ଉପରେ ଜୁଲାଇ ମାସରେ ଡିଜିସିଏ ଦୁଇ ମାସ ପାଇଁ କଟକଣା ଲଗାଇଥିଲା । ଏବେ ପୁଣି ଅଧା ବିମାନ ଉଡାଣ ପାଇଁ …

ଭୀମସାରରେ ୪ ଛୁଆଙ୍କୁ ଜନ୍ମ ଦେଲେ ମହିଳା

ସମ୍ବଲପୁର: ଗୋଟିଏ ଥରରେ ୪ ଛୁଆଙ୍କୁ ଜନ୍ମ ଦେଇଛନ୍ତି ମହିଳା । ବୁର୍ଲା ଭୀମସାରରେ ବୁଧବାର ସୋନପୁରର ଜଣେ ମହିଳା ୪ ଛୁଆଙ୍କୁ ଜନ୍ମ ଦେଇଛନ୍ତି । ନବଜାତକଙ୍କ ମଧ୍ୟରେ ୩ ଜଣ ଝିଅ ଥିବା ବେଳେ ଜଣେ ଶିଶୁପୁତ୍ର ରହିଛି । ମାଆଙ୍କ ସହ ୪ ଛୁଆଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ହସ୍ପିଟାଲ…

କୁଲାବିରା ଓ ଲଇକେରା ବ୍ଲକକୁ ITDS ବ୍ଲକ ଘୋଷଣା କରିବାକୁ ଆଦିବାସୀ ସଂଗଠର ଦାବି

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାର କୁଲାବିରା ଓ ଲଇକେରା ବ୍ଲକକୁ ITDS ବ୍ଲକ ଘୋଷଣା କରାଯାଉ ବୋଲି ଆଦିବାସୀ ସଂଗଠନ ଦାବି କରାଯାଇଛି  । ଏହି ସଂଗଠନ ଅନେକ ଥର ଦାବି କରିଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଆଜି ଝାରସୁଗୁଡାରେ ଆଦିବାସୀ ମାନେ ପାରମ୍ପରିକ ନୃତ୍ୟ…

ତିରୁପତି ମନ୍ଦିରରେ ୧.୦୨ କୋଟି ଟଙ୍କା ଦାନ କଲେ ମୁସଲିମ ଦମ୍ପତି

ଚେନ୍ନାଇ: ଆନ୍ଧ୍ରପ୍ରଦେଶର ତିରୁମାଲାସ୍ଥତ ତିରୁପତି ମନ୍ଦିରରେ ଆଜି ଏକ ମୁସଲିମ ଦମ୍ପତି ୧.୦୨ କୋଟି ଟଙ୍କା ଦାନ ଆକାରରେ ଦେଇଛନ୍ତି । ଭଗବାନ ଭେଙ୍କଟେଶ୍ୱରଙ୍କୁ ବ୍ୟାପାରୀ ଅବଦୁଲ ଗନି ଓ ତାଙ୍କ ପତ୍ନୀ ସୁବିନା ବାନୋଁ ଏହି ଅର୍ଥ ଦାନ କରିଛନ୍ତି । ଏକ ଭିନ୍ନ ସମ୍ପ୍ରଦାୟର ହେବା ସତ୍ୱେ ଏତେ…

ହେଟ୍ ସ୍ପିଚକୁ ନେଇ ମିଡିଆ ଉପରେ ବର୍ଷିଲ ସୁପ୍ରିମକୋର୍ଟ, ‘ଏହା କାହାରିକୁ ହତ୍ୟା ଭଳି’

ନୂଆଦିଲ୍ଲୀ: ହେଟ୍ ସ୍ପିଚ୍ ବା ଘୃଣ୍ୟ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ ମିଡିଆ ଉପରେ ଖୁବ୍ ବର୍ଷିଛନ୍ତି । ଏଥିସହ ଆଖି ବୁଜି କିଭଳି କେନ୍ଦ୍ର ସରକାର ଏସବୁକୁ ଦେଖୁଛନ୍ତି ସେ ନେଇ ବି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ କହିଛନ୍ତି, ସବୁଠୁ ଅଧିକ ଘୃଣ୍ୟ ମନ୍ତବ୍ୟ ମିଡିଆ…