Latest Odisha News

BREAKING NEWS

Browsing Category

ଫିଚର

ଋଷରେ ୬ ବର୍ଷ ଧରି ଚିକିତ୍ସା କରୁଥିବା ଡାକ୍ତର ହେବେ ମନ୍ଦିର ପୂଜାରୀ

ଥିରୁବନ୍ତପୁରମ୍: ଋଷରେ ଛଅ ବର୍ଷ ଧରି ଆୟୁର୍ବେଦ ଔଷଧ ଉପରେ ଅଭ୍ୟାସ କରୁଥିବା ଡାକ୍ତର ହେବେ ମନ୍ଦିର ପୂଜାରୀ। କେରଳସ୍ଥିତ ତ୍ରିଶୁରରେ ପ୍ରସିଦ୍ଧ ଗୁରୁଭାୟୁର ମନ୍ଦିରର ମୁଖ୍ୟ ପୁରୋହିତ ତଥା 'ମେଲଶାନ୍ତୀ' ହେବାକୁ ଯାଉଛନ୍ତି ଏହି ଆୟୁର୍ବେଦ ଡାକ୍ତର। ୩୪ ବର୍ଷିୟ ଡାକ୍ତର କିରଣ ଆନନ୍ଦ କକ୍କଡ଼…

ପିଏଫ୍‌ଆଇ ଉପରେ ଏନ୍‌ଆଇଏ, ଇଡିର ବ୍ୟାପକ ଚଢ଼ଉ: ଶତାଧିକ ସଦସ୍ୟ ଗିରଫ

ନୂଆଦିଲ୍ଲୀ: ଏନ୍‌ଆଇଏ ବୁଧବାର ରାତିରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତର ପ୍ରଦେଶ, କେରଳ, କର୍ଣ୍ଣାଟକ, ତାମିଲ୍‌ନାଡୁ ଏବଂ ଅନ୍ୟାନ୍ୟ ରାଜ୍ୟରେ ଥିବା ‘ପପୁଲାର୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ’ (ପିଏଫ୍‌ଆଇ) ଉପରେ ବ୍ୟାପକ ଚଢ଼ଉ ଆରମ୍ଭ କରି ୧୦୦ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରିଛି।…

ଇଂଲଣ୍ଡ ଗସ୍ତରେ ଭାରତୀୟ ମହିଳା କ୍ରିକେଟ ଟିମ୍ ର ଦମଦାର ବିଜୟ

ଇଂଲଣ୍ଡ : ଦ୍ୱିତୀୟ ଦିନିକିଆରେ ହର୍ମନପ୍ରୀତ କୌରଙ୍କ ଦମଦାର ବ୍ୟାଟିଂ ଫଳରେ ଭାରତୀୟ ମହିଳା ଟିମ୍ ଇଂଲଣ୍ଡକୁ ତ ୮୮ ରନରେ ପରାସ୍ତ କରିଛି । ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ କ୍ୟାପଟେନ ହର୍ମନପ୍ରୀତ କୈାରଙ୍କ ବିସ୍ଫୋରକ…

ଟୋଲ ପ୍ଲାଜା କର୍ମଚାରୀଙ୍କୁ ଟିଆରଏସ ନେତାଙ୍କ ମାଡ଼, ଭିଡ଼ିଓ ଭାଇରାଲ

ହାଇଦ୍ରାବାଦ: ଶାସକ ଦଳ ଟିଆରଏସ ନେତାଙ୍କ ଦାଦାଗିରି। ଟୋଲ ପ୍ଲାଜାରେ ଟଙ୍କା ଭରିବାକୁ ନେଇ ଗଣ୍ଡଗୋଳ। ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ) ର କର୍ମକର୍ତ୍ତା ଟୋଲ ପ୍ଲାଜାର ଜଣେ କର୍ମଚାରୀଙ୍କୁ ମାଡ ମାରିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଯେ…

ରାଜୁ ଶ୍ରୀବାସ୍ତବଙ୍କ ମୃତ ଶରୀରର ହେଲା ଡିଜିଟାଲ ଶବ ବ୍ୟବଚ୍ଛେଦ

ନୂଆଦିଲ୍ଲୀ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ମୃତଦେହର ବ୍ୟବଚ୍ଛେଦ ହୋଇଛି। ଆଉ ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ରାଜୁ ଶ୍ରୀବାସ୍ତବଙ୍କ ଶରୀର ବ୍ୟବଚ୍ଛେଦ କରାଯାଇଛି। ରିପୋର୍ଟରେ ସାମ୍ନାକୁ ଆସିଛି ଯେ ରାଜୁ ଶ୍ରୀବାସ୍ତବଙ୍କ ଶରୀରରେ କୌଣସି…

ପୁଟିନଙ୍କ ପରମାଣୁ ଆକ୍ରମଣ ଧମକ: ମିଳିତ ଜାତିସଂଘରେ ବର୍ଷିଲେ ବାଇଡେନ୍

ନୂଆଦିଲ୍ଲୀ: ଜାତିସଂଘରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) କୁ ସମ୍ବୋଧିତ କରିବା ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଉଭୟ ଋଷ ଏବଂ ଚୀନ୍‌କୁ ନିନ୍ଦା କରିଛନ୍ତି।…

ଟିଆରପି ଘୋଟାଲା: ରିପବ୍ଲିକ ଟିଭି ବାବଦରେ ଏପରି କହିଲା ଇଡି

ମୁମ୍ବାଇ: ବୁଧବାର ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ଇଡି ଦାବି କରିଛି ଯେ ଟିଆରପି ସ୍କାମରେ ରିପବ୍ଲିକ ଟିଭି ବିରୋଧରେ କୌଣସି ପ୍ରମାଣ ମିଳିନାହିଁ। ଚାର୍ଜସିଟରେ ଇଡି କହିଛି ଯେ ଏହି ମାମଲାରେ ମୁମ୍ବାଇ ପୋଲିସର ତଦନ୍ତ ଏହାଠାରୁ ଭିନ୍ନ ଥିଲା। ଇଡି ଏହା ମଧ୍ୟ…

ବାଲୁକା କଳାରେ ରାଜୁ ଶ୍ରୀବାସ୍ତବଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ  ପ୍ରସିଦ୍ଧ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବାଲିରେ ରାଜୁ ଶ୍ରୀବାସ୍ତବଙ୍କର ବାଲୁକା କଳା ନିର୍ମାଣ କରି ତାଙ୍କୁ ମନେ ପକାଇଛନ୍ତି ।  ଏହି ବାଲୁକା ମୂର୍ତ୍ତିଟି ୧୫ ଫୁଟ ଓସାର ବିଶିଷ୍ଟ…

ସହରାଞ୍ଚଳ ବନ୍ୟା ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିପର୍ଯ୍ୟୟ ମୁକାବିଲା ସମ୍ବନ୍ଧିତ ରାଜ୍ୟସ୍ତରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ସରକାର ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ଦୃଢ଼ୀଭୂତ ଏବଂ ଶାଣିତ…

ସାମ୍ବାଦିକଙ୍କ ଉପରେ ଆକ୍ରମଣ କରି ବଦଳିଲେ ଅତିରିକ୍ତ ଏସପି

ନବରଙ୍ଗପୁର : ବହୁ ବାଦବିବାଦ ପରେ ନବରଙ୍ଗପୁର ଅତିରିକ୍ତ ଏସପି ବଦଳିଛନ୍ତି । ପାପଡ଼ାହାଣ୍ଡି ଥାନାରେ ସାମ୍ବାଦିକଙ୍କୁ ଠେଙ୍ଗାରେ ଆକ୍ରମଣ ଘଟଣା ପରେ ତାଙ୍କୁ ବଦଳି ପାଇଁ ସାମ୍ବାଦିକମାନେ ଦାବି କରିଥିଲେ।  ନବରଙ୍ଗପୁରର ବିବାଦୀୟ ଅତିରିକ୍ତ ଏସପି ଜୟକୃଷ୍ଣ ବେହେରା ଙ୍କର ବଦଳି ହୋଇଥିବା…