Latest Odisha News

BREAKING NEWS

Browsing Category

ଫିଚର

ଆସାମରେ ୮ ଆଦିବାସୀ ଉଗ୍ରପନ୍ଥୀ ସଂଗଠନ ସହ ସ୍ୱାକ୍ଷର ହେଲା ଶାନ୍ତି ଚୁକ୍ତି

ନୂଆଦିଲ୍ଲୀ: ଆସାମରେ ଗୁରୁବାର ୮ ଆଦିବାସୀ ଉଗ୍ରପନ୍ଥୀ ସଂଗଠନଙ୍କ ସହ ତ୍ରିପାକ୍ଷିକ ଶାନ୍ତି ଚୁକ୍ତିନାମା ହୋଇଛି । ଏହା ଦ୍ୱାରା ଆସାମରେ ଶାନ୍ତି ସ୍ଥାପିତ ହୋଇପାରିବ ବୋଲି ଆଶା କରାଯାଉଛି । ଏହି ଉଗ୍ରପନ୍ଥୀ ସଂଗଠନଗୁଡିକ ମଧ୍ୟରେ ଅଲ ଆଦିବାସୀ ନ୍ୟାଶନାଲ ଲିବରେଶନ ଆର୍ମି, ଆଦିବାସୀ କୋବ୍ରା…

ଆସନ୍ତା ୧୭ରେ ନାମ୍ବିଆରୁ ଭାରତ ଆସିବେ ୮ଟି  ଚିତାବାଘ

ନୂଆଦିଲ୍ଲୀ: ନାମ୍ବିଆରୁ ଭାରତ ଆସିବେ ଚିତା ବାଘ । ଆସନ୍ତା ୧୭ରେ ନାମ୍ବିଆରୁ ଭାରତ ଆସିବେ ୮ଟି  ଚିତାବାଘ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏକ ସ୍ବତନ୍ତ୍ର ବିମାନ ଯାଇ ପହଁଚିଛି ନାମ୍ବିଆରେ । ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୭ରେ ଏହି ଚିତାକୁ ଉପହାର…

ମାନବ ଚାଲାଣ ମାମଲା: ଦଲେର ମେହେନ୍ଦିଙ୍କୁ ମିଳିଲା ଜାମିନ

ଚଣ୍ଡୀଗଡ: ମାନବ ଚୋରା ଚାଲାଣ ମାମଲାରେ ଆଜି ଗାୟକ ଦଲେର ମେହେନ୍ଦିଙ୍କୁ ଜାମିନ ମିଳିଛି । ୧୯ ବର୍ଷ ତଳର ଏହି ପୁରୁଣା ମାମଲାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ପକ୍ଷରୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ସଜା ବିରୋଧରେ ଦଲେରଙ୍କ ଓକିଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୧୮ ମାର୍ଚ୍ଚ…

ଏହି ସବୁ ଔଷଧକୁ ଅତ୍ୟାବଶ୍ୟକୀୟ ତାଲିକାକୁ ହଟାଇଲେ କେନ୍ଦ୍ର ସରକାର

ଓଡିଶା ସମ୍ବାଦ ବ୍ୟୁରୋ: ସରକାରଙ୍କ ବଡ଼ ନିଷ୍ପତ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଆଯାଇଛି ଏହି ନିଷ୍ପତ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବିଶେଷଜ୍ଞଙ୍କ ବିମର୍ଶ ପରେ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ବାଦ୍ ପଡିଲା ୨୬ଟି ଔଷଧ । ସବୁଠାରୁ ବଡ଼ କଥା ହେଲା, ପୂର୍ବରୁ ଏହି ତାଲିକାରେ ଥିବା…

ରାଜ୍ୟ ସିନିୟର ହକି ଚାମ୍ପିୟନଶିପ: ଚୂଡାନ୍ତ ହେଲା ସେମିଫାଇନାଲ ଲାଇନ ଅପ

ଭୁବନେଶ୍ୱର: ରାଜ୍ୟ ସିନିୟର ହକି ଚାମ୍ପିୟନଶିପର ସେମିଫାଇନାଲ ଲାଇନ ଅପ ଆଜି ଚୂଡାନ୍ତ ହୋଇଛି । ସେଲ, ଇଷ୍ଟକୋଷ୍ଟ ରେଲୱେ, ସୁନ୍ଦରଗଡ ଓ ଖୋର୍ଦ୍ଧା ଚମତ୍କାର ପ୍ରଦର୍ଶନ ସହ ସେମିରେ ପ୍ରବେଶ କରିଛନ୍ତି । ହକି ଆସୋସିଏଶନ ଅଫ ଓଡିଶା ଆନୁକୂଲ୍ୟରେ କିଟ ୟୁନିଭରସିଟି ଓ କଳିଙ୍ଗ ଷ୍ଟାଡିୟମରେ ଏହି…

ସରିଲା ବିଜେପିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର : ଲୋକଙ୍କ ନିକଟକୁ ଯିବ ବିଜେପି

ପୁରୀ: ପୁରୀ ଠାରେ ବିଜେପିର ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଶେଷ ହୋଇଛି । ଆଜାଦି କା ଅମୃତ ମହୋତ୍ସବ ଅବସରରେ ସ୍ୱୟଂସମ୍ପନ୍ନ ଭାରତର ଲକ୍ଷ୍ୟ ରଖିଛି ଦଳ । ଶେଷ ଦିନରେ ରାଜ୍ୟ ନେତୃତ୍ୱଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି ଏଲ ସନ୍ତୋଷ । କେନ୍ଦ୍ର…

ଓଡ଼ିଶା ଆକାଶରେ ଏୟାର ସୋ

ଭୁବନେଶ୍ୱର :  ରାଜଧାନୀ ଉପକଣ୍ଠରେ ଥିବା କୂଆଖାଇ ନଦୀପଠାରେ ‘ସୂର୍ଯ୍ଯକିରଣ’ ଏୟାର ସୋ’ର ଅଭ୍ୟାସ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଏହି ସୋ’ ପ୍ରଦର୍ଶିତ ହେବ। ବାୟୁସେନାର ୧୧ ହକ ବିମାନ ଏହି ସୋରେ ସାମିଲ ହୋଇଛନ୍ତି।  ଆଜି ପରୀକ୍ଷାମୂଳକ ଭାବେ ନୀଳ ଆକାଶର ଛାତି ଚିରି ରାଜଧାନୀର ଆକାଶରେ…

ସପ୍ତାହକ ମଧ୍ୟରେ ୫ ଉଲକାପିଣ୍ଡ ପୃଥିବୀର ନିକଟତର ହେବେ: ନାସା

ନୂଆଦିଲ୍ଲୀ: ଆମ ସୌରଜଗତରେ ପୃଥିବୀ ନିକଟରେ ହଜାର ହଜାର ଉଲକାପିଣ୍ଡ ଘୁରି ବୁଲୁଛନ୍ତି । କାହାର ଆକାର ଛୋଟ ପଥରଠାରୁ ଆରମ୍ଭ କରି ଚନ୍ଦ୍ର ପର୍ଯ୍ୟନ୍ତ ରହିଛି । ନାସା ରିପୋର୍ଟ ଅନୁସାରେ ୧୮ ସେପ୍ଟମ୍ବରରେ ଷ୍ଟାଚ୍ୟୁ ଅଫ ୟୁନିଟଠାରୁ ବଡ ଉଲକାପିଣ୍ଡ ପୃଥିବୀର ଅତି ନିକଟତର ହେବାକୁ ଯାଉଛି । ଏହା…

ମହାରାଣୀ ଏଲିଜାବେଥଙ୍କ ଅନ୍ତେଷ୍ଟିକୁ ପୁଟିନଙ୍କୁ ନିମନ୍ତ୍ରଣ କରାଯାଇନାହିଁ

ଲଣ୍ଡନ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନିମନ୍ତ୍ରଣ କରିନାହିଁ ବ୍ରିଟେନ୍ । ମହାରାଣୀ ଏଲିଜାବେଥଙ୍କ ଅନ୍ତେଷ୍ଟିକୁ ସବୁ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଋଷ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇନାହିଁ  । ପୁଟିନଙ୍କ ପାଇଁ ଏହା ଘୋର ଅପମାନ ହୋଇଥିଲେ ମଧ୍ୟ…

ଅବସର ଘୋଷଣା କଲେ ଟେନିସ ଷ୍ଟାର ଫେଡେରର

ଲଣ୍ଡନ: ସୁଇଜରଲାଣ୍ଡର ଷ୍ଟାର ଟେନିସ ଖେଳାଳି ରୋଜର ଫେଡେରର ଆଜି ତାଙ୍କ ଅବସର ଘୋଷଣା ନେଇ ସୂଚନା ଦେଇଛନ୍ତି । ଆସନ୍ତା ସପ୍ତାହରେ ଲଣ୍ଡନରେ ହେବାକୁ ଥିବା ଲ୍ୟାଭର କପ ତାଙ୍କ କ୍ୟାରିୟରର ଶେଷ ଏଟିପି ଇଭେଂଟ ହେବ ବୋଲି କହିଛନ୍ତି । ଏହି ଅବସରରେ ସେ ତାଙ୍କ ପ୍ରଶଂସକ ଏବଂ ପ୍ରତିଦ୍ୱନ୍ଦ୍ୱୀଙ୍କୁ…