Latest Odisha News

BREAKING NEWS

Browsing Category

ଫିଚର

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ

ମୁମ୍ୱାଇ : ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କାର୍ଯ୍ଯାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ଓଡିଆ ଭାବେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ବେଲ୍ ବଜାଇଛନ୍ତି ମୁଖ୍ୟମନ୍ତ୍ରୀ । ବିଏସଏଇ ଅଧ୍ୟକ୍ଷ ଏସ.ଏସ ମୁନ୍ଦ୍ରାଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସକାଳ ୧୦ଟା…

ଦଳିତ ଦୁଇ ଭଉଣୀଙ୍କୁ ହତ୍ୟା ଘଟଣାରେ କଠୋର ଦଣ୍ଡ ଦିଆଯିବ: ୟୁପି ଉପମୁଖ୍ୟମନ୍ତ୍ରୀ

ଲଖୀମପୁର: ଉତ୍ତରପ୍ରଦେଶରରେ ଦୁଇ ଦଳିତ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ମାମଲାରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯିବ । ଏହା କହିଛନ୍ତି ୟୁପି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ । ଲଖୀମପୁର ଖେରିରେ ଘଟିଥିବା ଏହି ହତ୍ୟା ଘଟଣାରେ 6 ଜଣଙ୍କୁ ଗିରଫ କରିଛି ପୋଲିସ ।  ସେ କହିଛନ୍ତି ଯେ…

୫ ମିନିଟରେ ବିକ୍ରି ହେଲା ଭାରତ-ପାକ ମ୍ୟାଚର ଟିକେଟ

ଦୁବାଇ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍ ପାଇଁ ଏବେଠାରୁ ସମସ୍ତ ଟିକେଟର ବିକ୍ରି ଶେଷ ହୋଇଯାଇଛି।  ଆଇସିସି କହିଛି ଯେ ଭାରତ-ପାକିସ୍ତାନ…

ଗାଙ୍ଗୁଲି ହେବେ କି ଆଇସିସି ଚେୟାରମ୍ୟାନ ?

ପୁରୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଇସିସି ଚେୟାରମ୍ୟାନ ଦୌଡରେ ସାମିଲ ହେବା ସମ୍ଭାବନା ସୃଷ୍ଟି ହୋଇଛି । ଫଳରେ ଏହି ଅଫସାଇଡ ଧୂରନ୍ଧର ଆଉ ଏକ ଚୌକା ମାରିବେ । ବିସିସିଆଇ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଏହାର ଅଧିକାରୀମାନେ…

ସାମ୍ବାଦିକ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀକୁ ମୂଲ୍ୟବୋଧ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉ

ଯାଜପୁର :  ଯାଜପୁର ଠାର ରାଜ୍ୟ ସାମ୍ବାଦିକ ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ସଙ୍ଘର ରାଜ୍ୟ ସଭାପତି କୈଳାସ ନାୟକ ଯୋଗ ଦେଇଥିଲେ ଏବଂ ଆସନ୍ତା ନଭେମ୍ବର ୮ ତାରିଖ କୁ ମୂଲ୍ୟବୋଧ ସାମ୍ବାଦିକତା ଦିବସ ଭାବେ ପାଳନ କରିବାକୁ ନିବେଦନ କରିଥିଲେ । ଦିନକୁ ଦିନ ସାମ୍ବାଦିକତା…

ପୋଖରୀରେ ବୁଡି ଜଣେ ନାବାଳକ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଘଟିଛି ଅଘଟଣ । ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବାର ଖବର ମିଳିଛି । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଁଳାବେରେଣୀ ଗାଁ ଖଣ୍ଡିଆବନ୍ଧ ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ଜଣଙ୍କ ଅଁଳାବେରେଣୀ ଗାଁ…

ସାମ୍ବାଦିକଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ଘଟଣା, କାର୍ଯ୍ୟାନୁଷ୍ଠାନ ଦାବି କଲେ ବିରୋଧୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଏଏସପି ଜୟକୃଷ୍ଣ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଓ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତାଙ୍କୁ ବହିଷ୍କାର କରିବାକୁ ଦାବି ହୋଇଛି। ସାମ୍ବାଦିକଙ୍କୁ ଏଏସପି ଆକ୍ରମଣ କରିଥିଲେ। ଏଥିସହ ମହିଳାଙ୍କୁ…

ମାଟି ତଳେ ଚାପି ହୋଇଗଲା ଜୀବନ

ଓଡ଼ିଶା ସମ୍ବାଦ ବ୍ୟୁରୋ: କୋରାପୁଟ ରାୟଗଡା ରେଳ ଲାଇନ ଦୋହରିକଣ ବେଳେ ଅଘଟଣ । ମାଟି ଅତଡା ଖସିବାରୁ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ଲକ୍ଷ୍ମୀପୁର ଥାନା ବୁର୍ଜା ଗାଁର ରବି ପ୍ରେପେକା ଓ ଆସାମ ବରପେଟା ଜିଲ୍ଲା ମାଜଗାଁର ଜାହରୁଦ୍ଦିନ୍। ମାଟି ତଳେ ଚାପି ହୋଇଯିବା ପରେ…

ଏସସିଓରେ ଯୋଗଦେବେ ବିଶ୍ବର ଚାରି ପ୍ରମୁଖ ନେତା: ହେବ କି ଭାରତ-ପାକିସ୍ତାନ ଆଲୋଚନା?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉଜବେକିସ୍ତାନର ସମରକନ୍ଦରେ ଆୟୋଜିତ ହେବାକୁ ଯାଉଛି ଏସସିଓ ସମ୍ମିଳନୀ ଅର୍ଥାତ୍ ସାଂଘାଇ କପୋର୍ସେନ ଅର୍ଗାନାଇଜେନ ସମ୍ମିଳନୀ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅପରାହ୍ନରେ ସମରକନ୍ଦ ଗସ୍ତ କରିବେ।…

ଟାର୍ଗେଟ ହତ୍ୟାର ପ୍ରତିଶୋଧ ନେଉଛି ସେନା: ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଟାର୍ଗେଟ ହତ୍ୟାର ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ । ଶ୍ରୀନଗରରେ ପୁଣି ଏନକାଉଣ୍ଟରରେ ଟଳିଲେ ଦୁଇ ଆତଙ୍କବାଦୀ ।  ଶ୍ରୀନଗର ଜିଲ୍ଲାର ନୌଗାମ୍‌ ଅଞ୍ଚରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର୍‌ରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଆର୍ମି ଏବଂ ପୋଲିସ ପକ୍ଷରୁ ଶ୍ରୀନଗରର…