Latest Odisha News

BREAKING NEWS

Browsing Category

ଫିଚର

ରୋଗୀଙ୍କୁ ‘ବିଶ୍ୱାସ’ ଜନ୍ମାଇ ଦେଉଥିଲେ ଧୋକ୍କା, ନକଲି ଡାକ୍ତର ସୁବ୍ରତ ବିଶ୍ୱାସ ଅଟକ

ରାୟଗଡା: କଟକ ଭୁବନେଶ୍ୱରରେ ନକଲି ଔଷଧ ବିକ୍ରି ମାମଲାରେ ପୋଲିସ ତନାଘନା କରୁଛି। ଅନ୍ୟପଟେ ରାୟଗଡା ଜିଲ୍ଲାରେ ଜଣେ ନକଲି ଡାକ୍ତରଙ୍କୁ ପୋଲିସ ଅଟକ ରଖିଛି । ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ଏହି ନକଲି ଡାକ୍ତରଙ୍କୁ ଅଟକ ରଖିଛି ପୋଲିସ।ଜଣେ ନକଲି ଡାକ୍ତର ଏକ ଘରୋଇ କ୍ଲିନିକ୍ ଚଳାଉଥିଲେ ।…

ମୋବାଇଲ ଚୋରି ବିଫଳ, ଟ୍ରେନ ଝରକାରେ ଝୁଲି ରହିଲା ଚୋର

ପାଟନା: ବିହାରରେ ଲଗାତାର ଅପରାଧୀଙ୍କ ସଂଖ୍ୟା ବଢିଚାଲିଛି। ବେଗୁସରାଇରେ ଅପରାଧୀମାନେ କ୍ରମାଗତ ଭାବରେ ପୋଲିସକୁ ଚ୍ୟାଲେଞ୍ଜ ଦେଉଥିବାର ନଜର ଆସିଛି। ଚୋରମାନେ ପ୍ରତ୍ୟେକ ଥର ଚୋରି କରି ସଫଳ ପାଇଯାଆନ୍ତି। କିନ୍ତୁ ବିହାରର ସାହେବପୁର କମଲ ରେଳ ଷ୍ଟେସନରେ ଏପରି ଏକ ଘଟଣା ଘଟିଛି ଯେଉଁଠାରେ ଏକ…

ବାୟୁ‌ସେନାର ‘ସୂର୍ଯ୍ୟକିରଣ’ ସୋ: ୧୧ଟି ହକ୍ ବିମାନ ସାମିଲ ହେବେ

ଭୁବନେଶ୍ବର: ଆଉ କିଛି ସମୟ ପରେ ବାୟୁ‌ସେନାର ‘ସୂର୍ଯ୍ୟକିରଣ’ ସୋ ଆରମ୍ଭ ହେବ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ଗତକାଲି ରିହର୍ସଲ ମଧ୍ୟ ଠିକଠାକ୍ ହୋଇଥିଲା ।  ଏୟାର୍‌ ସୋ ଦେଖିବା ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି । ବାଲିଯାତ୍ରା ପଡ଼ିଆରେ ସକାଳୁ ସକାଳୁ ସମସ୍ତେ ପହଁଚିଲେଣି । ଏହି…

‘ପାକିସ୍ତାନରେ ଅଟାର ମୂଲ୍ୟ ଲିଟର ପିଛା ୧୦୦ ଟଙ୍କାକୁ ବୃଦ୍ଧି’

ଇସଲାମାବାଦ: ପାକିସ୍ତାନରେ 'ଅଟାର ମୂଲ୍ୟ ଲିଟର ପିଛା ୧୦୦ ଟଙ୍କା'କୁ ବୃଦ୍ଧି ପାଇଛି। ଏପରି ଲିଟର କଥା ଆମେ କହୁନୁ ବରଂ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି। ସାଧାରଣତଃ ଅଟାର ଓଜନ କିଲୋଗ୍ରାମରେ ମପାଯାଏ ଏବଂ ତରଳ ପଦାର୍ଥ ଲିଟରରେ ମପାଯାଏ। କିନ୍ତୁ ଗୁରୁବାର…

ଆସାମ ମାଗିଲା ନିଜ ରାଜ୍ୟର ହାତୀ, ତାମିଲନାଡୁ କହିଲା ଦେବନି: ଆଜି କୋର୍ଟ ଶୁଣାଣି କରିବେ

ଗୌହାଟି: ଲିଜ୍ ନେଇଥିବା ହାତୀକୁ ନେଇ ଆସାମ ଏବଂ ତାମିଲନାଡୁ ସରକାରଙ୍କ ମଧ୍ୟରେ ବିବାଦ ଶେଷରେ କୋର୍ଟରେ ପହଞ୍ଚିଛି। ତାମିଲନାଡୁ ହାତୀ ଫେରାଇବାକୁ ମନା କରିବା ପରେ ଆସାମ ସରକାର ଗୌହାଟି ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ବିଶେଷକରି ମନ୍ଦିର ହାତୀ ଜୋୟମାଲାକୁ ନେଇ ବିବାଦ ରହିଛି।…

୧୩ ହଜାରରୁ ଅଧିକ ମାମଲାର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବର୍ତ୍ତମାନର ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ଦାୟିତ୍ୱ ଗ୍ରହଣ କରିବା ପରେ ପଡ଼ି ରହିଥିବା ମାମଲାର ସମାଧାନକୁ ତ୍ୱରାନ୍ୱିତ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ମାତ୍ର ୭୪ ଦିନ ରହିବ । ୧୪ ଦିନ କାର୍ଯ୍ୟକାଳ ମଧ୍ୟରେ ୫୦୦୦ ରୁ ଅଧିକ ମାମଲା ସୁପ୍ରିମକୋର୍ଟରେ…

୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ: ବିରୋଧୀ ଦଳ ନେତା

ପୁରୀ: ଆସନ୍ତା ୨୦୨୪ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବ । ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଗୁରୁବାର ଏହା କହିଛନ୍ତି। ପୁରୀରେ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଚାଲିଥିଲା। ଏହି ଶିବିରରେ ବିଜୟର ମନ୍ତ୍ର ଦିଆଯାଇଛି। ଏହି…

‘ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୫ଟି ସ୍ଥାନରେ ମିଳିବ 5G ସେବା’

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ୫ଜି (5G) ସେବା ଖୁବ୍ ଶୀଘ୍ର ଓଡିଶାରେ ଆରମ୍ଭ ହେବ। କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ପୁରୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ସୂଚନା ଦେଇଛନ୍ତି। ୫ଐରେ ବିକିରଣ ପ୍ରଭାବ ରହିଛି ବୋଲି ଚର୍ଚ୍ଚା ହେଉଛି। ହେଲେ ଏହାର କୌଣସି…

ଆପଣଙ୍କ ଗାଡି ନମ୍ବର ଏଚଏସଆରପି ଅନ୍ତର୍ଭୁକ୍ତ ତ? ନହେଲେ ଅକ୍ଟୋବର ୧ରୁ ଦେବେ ଜୋରାମାନା

ଭୁବନେଶ୍ୱର: ଆପଣଙ୍କ ଗାଡି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚଏସଆରପି)ରେ ସାମିଲ ହୋଇଛି ତ? ? ଯଦି ନହୋଇଛି ମାସ ଶେଷ ସୁଦ୍ଧା କାମ ଶେଷ କରି ଦିଅନ୍ତୁ । ନହେଲେ ଅକ୍ଟୋବର ୧ରୁ ଦେବେ ଜୋରିମାନା । ଏ ନେଇ ପରିବହନ ବିଭାଗ ସୂଚନା ଦେଇଛି। ଏପ୍ରିଲ ୧, ୨୦୧୯ ପୂର୍ବରୁ ପଞ୍ଜିତୃତ…

ମେଲେରିଆ ମୁକ୍ତ ହେବ ଓଡ଼ିଶା : ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ମେଲେରିଆ ନିରାକରଣ କ୍ଷେତ୍ରରେ ରାଜ୍ୟକୁ ଆନ୍ତର୍ଜାତୀୟ ସ୍ୱୀକୃତି ମିଳିଛି । ଆଗାମୀ ଦିନରେ ମେଲେରିଆ ମୁକ୍ତ ଓଡ଼ିଶା ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ରାଜ୍ୟରେ ୨୦୧୭ ମସିହାଠାରୁ ମେଲେରିଆ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏଥିରେ…