Latest Odisha News

BREAKING NEWS

Browsing Category

ଫିଚର

ଯାଜପୁର ଉପରେ ବିଜେପିର ନଜର, ସ୍ଥିତି ପରଖିବାକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ୨୦୧୯ରେ ଯେଉଁ ୧୪୪ ଲୋକସଭା ଆସନରେ ବିଜେପି ଦୁର୍ବଳ ଥିଲା ତାକୁ ସୁଦୃଢ କରିବାକୁ ରଣନୀତି ଆରମ୍ଭ କରିଛନ୍ତି ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ। ଏହି କ୍ରମରେ ଆଜି ଓଡିଶା ଆସିଛନ୍ତି କେନ୍ଦ୍ର ଆଦିବାସୀମନ୍ତ୍ରୀ…

ପାକିସ୍ତାନକୁ ଶକ୍ତିଶାଳୀ କରୁଛି ଆମେରିକା: ୪୫୦ ମିଲିଅନ ଡଲାର ଦେବ ବାଇଡେନ ସରକାର

ଓଡ଼ିଶା ସମ୍ବାଦ ବ୍ୟୁରୋ:  ପାକିସ୍ତାନ ଏବଂ ଆମେରିକାରେ ସରକାର ବଦଳିବା ପରେ ପ୍ରତିରକ୍ଷା ନୀତି ମଧ୍ୟ ବଦଳିବାରେ ଲାଗିଛି ।  ଆମେରିକାର ବାଇଡେନ ସରକାର F-16 ଯୁଦ୍ଧ ବିମାନ ସମ୍ବନ୍ଧରେ ପାକିସ୍ତାନକୁ ଆର୍ଥିକ  ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଟ୍ରମ୍ପ ସରକାର ଏହା ଉପରେ ରୋକ…

ବାରମ୍ବାର ଶୋଷ ଲାଗିବା, ସତର୍କ ଘଣ୍ଟି !

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରତି ତିନି-ଚାରି ଘଣ୍ଟାକୁ ଥରେ ପାଣି ପିଇବା ସାଧାରଣ କଥା। ଯଦି ପ୍ରତି ଅଧ ଘଣ୍ଟାକୁ ଥରେ ଶୋଷ ଲାଗେ ଓ ପାଣି ପିଇବାକୁ ଇଚ୍ଛା ହୁଏ, ତେବେ ଏହା ଏକ ଚିନ୍ତାର ବିଷୟ ବୋଲି କୁହାଯାଇପାରେ। ବାରମ୍ବାର ଶୋଷ ଲାଗିବା ଏକ ରୋଗର ଲକ୍ଷଣ ହୋଇଥାଇ ପାରେ ।…

କିଏ ହେବ କଂଗ୍ରେସର ନୂଆ ମଙ୍ଗୁଆଳ? ରାହୁଲ, ମଲ୍ଲିକାର୍ଜୁନ, ଅଶୋକଙ୍କ ଉପରେ ନଜର

ନୂଆଦିଲ୍ଲୀ: କିଏ ହେବ କଂଗ୍ରେସର ନୂଆ ସଭାପତି? କାହାକୁ କଂଗ୍ରେସ ଦଳ ମଙ୍ଗୁଆଳ କରିବ। କାହା ନେତୃତ୍ବରେ ଦଳ ୨୦୨୪ ନିର୍ବାଚନ ଲଢ଼ିବ? ଏଭଳି ଅନେକ ପ୍ରଶ୍ନକୁ ନେଇ ଖାଲି କଂଗ୍ରେସରେ ଚର୍ଚା ହେଉନି ସାରା ଭାରତରେ ଆଲୋଚନା ହେଉଛି । ଆଉ ଦୁଇ ସପ୍ତାହ ପରେ କଂଗ୍ରେସର ନିର୍ବାଚନ ପ୍ରକ୍ରିୟାର…

ସୋନାଲିିଙ୍କୁ ହତ୍ୟା କରାଯାଇଥିବା ହୋଟେଲରେ ଚାଲିଲା ବୁଲଡୋଜର

ଗୋଆ: ବିଜେପି ନେତା ତଥା ସୋସିଆଲ ମିଡିଆ ଟିକଟକ୍ ତାରକା ସୋନାଲି ଫୋଗାଟଙ୍କୁ ହତ୍ୟା କରାଯାଇଥିବା ହୋଟେଲରେ ଚାଲିଲା ବୁଲଡୋଜର୍ । https://twitter.com/ANI/status/1568087710191202304?s=20&t=bcpKXfzIr9053ota5R6Jdg  କୁର୍ଲିସ୍ ରେଷ୍ଟୁରାଣ୍ଟରେ ବୁଲଡୋଜର ଚଲାଇବାକୁ…

କର୍ତ୍ତବ୍ୟ ପଥକୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ଜୟରାମ ରମେଶ

ନୂଆଦିଲ୍ଲୀ: ରାଜପଥର ନାମ ପରିବର୍ତ୍ତନକୁ ନେଇ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପର ବର୍ଷିଛନ୍ତି । ଜୟରାମ ରମେଶ କହିଛନ୍ତି ମୋଦି ହେଉଛନ୍ତି ସୁପର ପ୍ରଚାରକ । କଂଗ୍ରେସକୁ ବିରୋଧ କରିବା ତାଙ୍କର ନିୟମିତ ଅଭ୍ୟାସ । ଏହା ସହ ସେ ଆରଏସଏସକୁ  ବ୍ରିଟିଶ…

ରାଣୀ ଏଲିଜାବେଥ-୨ଙ୍କ ପରେ କାହାକୁ ମିଳିବ କୋହିନୁର ମୁକୁଟ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ବିତୀୟଙ୍କର ୯୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏଥି ସହିତ ଗୋଟିଏ ଯୁଗର ଶେଷ ହୋଇଛି। ତାଙ୍କ ମୃତ୍ୟୁ ସମଗ୍ର ବିଶ୍ୱକୁ ଚକିତ କରି ଦେଇଛି। ଏଲିଜାବେଥ ଦୀର୍ଘ ସମୟ ଧରି ବ୍ରିଟେନର ରାଣୀ ଥିଲେ। ରାଣୀଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀ…

କିସ୍‍କୁ ବିଶ୍ୱର ଶ୍ରେଷ୍ଠ ଜାତିସଂଘ ସାକ୍ଷରତା ପୁରସ୍କାର

ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ କିସ୍ କୁ ପୁଣି ସଫଳତା  ।  ଜାତିସଂଘ ପକ୍ଷରୁ କିସ୍‌କୁ ବିଶ୍ବ ସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ ‘ୟୁନେସ୍କୋ ଇଣ୍ଟରନ୍ୟାସନାଲ ଲିଟେରାସି ପୁରସ୍କାର-୨୦୨୨’ ପ୍ରଦାନ କରାଯାଇଛି। ଏହି ଅନ୍ତର୍ଜାତୀୟ ଶିକ୍ଷା ପୁରସ୍କାର ପାଇବାରେ କିସ୍‍ ବିଶ୍ୱର ପ୍ରଥମ…

ବ୍ରିଟେନରେ ରାଣୀଙ୍କ କ୍ଷମତା: ଭୋଟ୍ ଦେଉନଥିଲେ କିନ୍ତୁ ସରକାର ଭାଙ୍ଗିପାରିବାର କ୍ଷମତା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ବିତୀୟଙ୍କର ୯୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏଲିଜାବେଥ ଦୀର୍ଘ ସମୟ ଧରି ରାଣୀ ଥିଲେ। ସରକାରରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ଠାରୁ ଆରମ୍ଭ କରି ଆଇନ ପ୍ରଣୟନ ପର୍ୟ୍ୟନ୍ତ ଏହା ତାଙ୍କର…

ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଦେହାନ୍ତ, ଟ୍ୱିଟ୍ କରି ମୋଦୀ ମନେ ପକାଇଲେ ସେଦିନର କଥା..

ଲଣ୍ଡନ: ବ୍ରିଟେନର ରାଣୀ ଏଲିଜାବେଥଙ୍କ ୯୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କିଛି ଦିନ ଧରି ଅସୁସ୍ଥ ଥିଲେ । ଏହା ପରେ ଗୁରୁବାର ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଛି। ରାଣୀ ଏଲିଜାବେଥ୍ ଷ୍ଟକଲ୍ୟାଣ୍ଡର ବାଲମୋରଲରେ ରହୁଥିଲେ। ତାଙ୍କ ମୃତ୍ୟୁରେ ରାଜ ପରିବାରର ଟ୍ୱିଟରରୁ କୁହାଯାଇଛି ଯେ ରାଣୀ…