Latest Odisha News

BREAKING NEWS

Browsing Category

ଫିଚର

ବାରମ୍ବାର ଶୋଷ ଲାଗିବା, ସତର୍କ ଘଣ୍ଟି !

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରତି ତିନି-ଚାରି ଘଣ୍ଟାକୁ ଥରେ ପାଣି ପିଇବା ସାଧାରଣ କଥା। ଯଦି ପ୍ରତି ଅଧ ଘଣ୍ଟାକୁ ଥରେ ଶୋଷ ଲାଗେ ଓ ପାଣି ପିଇବାକୁ ଇଚ୍ଛା ହୁଏ, ତେବେ ଏହା ଏକ ଚିନ୍ତାର ବିଷୟ ବୋଲି କୁହାଯାଇପାରେ। ବାରମ୍ବାର ଶୋଷ ଲାଗିବା ଏକ ରୋଗର ଲକ୍ଷଣ ହୋଇଥାଇ ପାରେ ।…

କିଏ ହେବ କଂଗ୍ରେସର ନୂଆ ମଙ୍ଗୁଆଳ? ରାହୁଲ, ମଲ୍ଲିକାର୍ଜୁନ, ଅଶୋକଙ୍କ ଉପରେ ନଜର

ନୂଆଦିଲ୍ଲୀ: କିଏ ହେବ କଂଗ୍ରେସର ନୂଆ ସଭାପତି? କାହାକୁ କଂଗ୍ରେସ ଦଳ ମଙ୍ଗୁଆଳ କରିବ। କାହା ନେତୃତ୍ବରେ ଦଳ ୨୦୨୪ ନିର୍ବାଚନ ଲଢ଼ିବ? ଏଭଳି ଅନେକ ପ୍ରଶ୍ନକୁ ନେଇ ଖାଲି କଂଗ୍ରେସରେ ଚର୍ଚା ହେଉନି ସାରା ଭାରତରେ ଆଲୋଚନା ହେଉଛି । ଆଉ ଦୁଇ ସପ୍ତାହ ପରେ କଂଗ୍ରେସର ନିର୍ବାଚନ ପ୍ରକ୍ରିୟାର…

ସୋନାଲିିଙ୍କୁ ହତ୍ୟା କରାଯାଇଥିବା ହୋଟେଲରେ ଚାଲିଲା ବୁଲଡୋଜର

ଗୋଆ: ବିଜେପି ନେତା ତଥା ସୋସିଆଲ ମିଡିଆ ଟିକଟକ୍ ତାରକା ସୋନାଲି ଫୋଗାଟଙ୍କୁ ହତ୍ୟା କରାଯାଇଥିବା ହୋଟେଲରେ ଚାଲିଲା ବୁଲଡୋଜର୍ । https://twitter.com/ANI/status/1568087710191202304?s=20&t=bcpKXfzIr9053ota5R6Jdg  କୁର୍ଲିସ୍ ରେଷ୍ଟୁରାଣ୍ଟରେ ବୁଲଡୋଜର ଚଲାଇବାକୁ…

କର୍ତ୍ତବ୍ୟ ପଥକୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ଜୟରାମ ରମେଶ

ନୂଆଦିଲ୍ଲୀ: ରାଜପଥର ନାମ ପରିବର୍ତ୍ତନକୁ ନେଇ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପର ବର୍ଷିଛନ୍ତି । ଜୟରାମ ରମେଶ କହିଛନ୍ତି ମୋଦି ହେଉଛନ୍ତି ସୁପର ପ୍ରଚାରକ । କଂଗ୍ରେସକୁ ବିରୋଧ କରିବା ତାଙ୍କର ନିୟମିତ ଅଭ୍ୟାସ । ଏହା ସହ ସେ ଆରଏସଏସକୁ  ବ୍ରିଟିଶ…

ରାଣୀ ଏଲିଜାବେଥ-୨ଙ୍କ ପରେ କାହାକୁ ମିଳିବ କୋହିନୁର ମୁକୁଟ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ବିତୀୟଙ୍କର ୯୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏଥି ସହିତ ଗୋଟିଏ ଯୁଗର ଶେଷ ହୋଇଛି। ତାଙ୍କ ମୃତ୍ୟୁ ସମଗ୍ର ବିଶ୍ୱକୁ ଚକିତ କରି ଦେଇଛି। ଏଲିଜାବେଥ ଦୀର୍ଘ ସମୟ ଧରି ବ୍ରିଟେନର ରାଣୀ ଥିଲେ। ରାଣୀଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀ…

କିସ୍‍କୁ ବିଶ୍ୱର ଶ୍ରେଷ୍ଠ ଜାତିସଂଘ ସାକ୍ଷରତା ପୁରସ୍କାର

ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ କିସ୍ କୁ ପୁଣି ସଫଳତା  ।  ଜାତିସଂଘ ପକ୍ଷରୁ କିସ୍‌କୁ ବିଶ୍ବ ସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ ‘ୟୁନେସ୍କୋ ଇଣ୍ଟରନ୍ୟାସନାଲ ଲିଟେରାସି ପୁରସ୍କାର-୨୦୨୨’ ପ୍ରଦାନ କରାଯାଇଛି। ଏହି ଅନ୍ତର୍ଜାତୀୟ ଶିକ୍ଷା ପୁରସ୍କାର ପାଇବାରେ କିସ୍‍ ବିଶ୍ୱର ପ୍ରଥମ…

ବ୍ରିଟେନରେ ରାଣୀଙ୍କ କ୍ଷମତା: ଭୋଟ୍ ଦେଉନଥିଲେ କିନ୍ତୁ ସରକାର ଭାଙ୍ଗିପାରିବାର କ୍ଷମତା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ବିତୀୟଙ୍କର ୯୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏଲିଜାବେଥ ଦୀର୍ଘ ସମୟ ଧରି ରାଣୀ ଥିଲେ। ସରକାରରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ଠାରୁ ଆରମ୍ଭ କରି ଆଇନ ପ୍ରଣୟନ ପର୍ୟ୍ୟନ୍ତ ଏହା ତାଙ୍କର…

ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଦେହାନ୍ତ, ଟ୍ୱିଟ୍ କରି ମୋଦୀ ମନେ ପକାଇଲେ ସେଦିନର କଥା..

ଲଣ୍ଡନ: ବ୍ରିଟେନର ରାଣୀ ଏଲିଜାବେଥଙ୍କ ୯୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କିଛି ଦିନ ଧରି ଅସୁସ୍ଥ ଥିଲେ । ଏହା ପରେ ଗୁରୁବାର ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଛି। ରାଣୀ ଏଲିଜାବେଥ୍ ଷ୍ଟକଲ୍ୟାଣ୍ଡର ବାଲମୋରଲରେ ରହୁଥିଲେ। ତାଙ୍କ ମୃତ୍ୟୁରେ ରାଜ ପରିବାରର ଟ୍ୱିଟରରୁ କୁହାଯାଇଛି ଯେ ରାଣୀ…

ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଦେହାନ୍ତ ପରେ ଘୋଷଣା ହେଲା ଉତ୍ତରାଧିକାରୀଙ୍କ ନାଁ

ଲଣ୍ଡନ: ୯୬ ବର୍ଷରେ ବ୍ରିଟେନର ରାଣୀ ଏଲିଜାବେଥଙ୍କ ମୃତ୍ୟୁ ଘଟିଛି। ଏଥି ସହିତ ଗୋଟିଏ ଯୁଗର ଶେଷ ହୋଇଛି। ତାଙ୍କ ମୃତ୍ୟୁ ସମଗ୍ର ବିଶ୍ୱକୁ ଚକିତ କରି ଦେଇଛି। ସେ କିଛି ଦିନ ଅସୁସ୍ଥ ଥିଲେ, ଏହା ପରେ ଗୁରୁବାର ଅପରାହ୍ନରେ (ବ୍ରିଟେନ ସମୟ) ତାଙ୍କର ଦେହାନ୍ତ ହୋଇଛି। ରାଣୀ ଏଲିଜାବେଥ୍…

ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ

 ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ।  ୯୬ ବର୍ଷରେ ମହାରାଣୀ ଏଲିଜାବେଥ୍‌ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । https://twitter.com/RoyalFamily/status/1567928275913121792?s=20&t=envjlnVCcqy7jAVZ6XtFyQ ମହାରାଣୀଙ୍କ ପରିବାର ସଦସ୍ୟମାନେ ଏବେ…