Latest Odisha News

BREAKING NEWS

Browsing Category

ଫିଚର

ପୁନଃ ରିଲିଜ ହେଲା ଧନୁଷଙ୍କ ଥ୍ରୀ, କୋଲାଭରି ଡି ଗୀତ ପାଇଁ ଥିଲା ଚର୍ଚ୍ଚିତ

ମାଡ୍ରାସ: ଦକ୍ଷିଣ ଭାରତର ଲୋକପ୍ରିୟ ନାୟକ ଧନୁଷଙ୍କ ଥ୍ରୀ ଫିଲ୍ମ ପୁନଃ ରିଲିଜ କରାଯାଇଛି । ପ୍ରଥମ ଥର ରିଲିଜ ବେଳେ ଏହା ଭଲ ବ୍ୟବସାୟ କରି ନ ଥିବା ବେଳେ ଏଥର କିନ୍ତୁ ଚମତ୍କାର ବିଜନେସ କରୁଛି । ୨୦୧୨ରେ ଥ୍ରୀ ଫିଲ୍ମ ଯେତେ ଚର୍ଚ୍ଚିତ ନ ଥିଲା ତାଠାରୁ ଅଧିକ ଚର୍ଚ୍ଚିତ ଥିଲା ହ୍ୱାଇ ଦିସ…

ମାଥିଲିରେ ମାତିଛି ଅଜଣା ରୋଗ, ସପ୍ତାହକରେ ନେଲାଣି ୧୧ ଜୀବନ !

ମାଲକାନଗିରି: ଉପାନ୍ତ ଅଞ୍ଚଳରେ ଝାଡାବାନ୍ତି ଖବର ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଆଉ ଏକ ରୋଗ ବ୍ୟାପିଥିବା କୁହାଯାଉଛି। ଯେଉଁଥିପାଇଁ ସପ୍ତାହକରେ ୧୧ ଜଣଙ୍କ ପ୍ରାଣ ଯାଇଥିବା ସୂଚନା ରହିଛି। ସ୍ଥିତି ଦେଖି ଜିଲ୍ଲା ପ୍ରଶାସନିକ ଅଧିକାରୀ ସକ୍ରିୟ ହୋଇଛନ୍ତି କିନ୍ତୁ ରୋଗ ଚିହ୍ନଟ…

ତୀର୍ଥ ଯାତ୍ରା ପାଇଁ ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ବିମାନରେ ପଠାଇବେ ସରକାର

ଭୋପାଳ: ଆଉ ବସ୍ କି ଟ୍ରେନ୍ ନୁହେଁ, ଏଣିକି ବିମାନରେ ବୟସ୍କଙ୍କୁ ତୀର୍ଥ ଯାତ୍ରାରେ ପଠାଇବେ ସରକାର । ଆଜ୍ଞା ହଁ ଏମିତି ନିଷ୍ପତ୍ତି ନେଇଛନ୍ତି ମଧ୍ୟପ୍ରଦେଶ ସରକାର । ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ସରକାର ବିମାନରେ ତୀର୍ଥ ଯାତ୍ରା ଲାଗି ପଠାଇବାକୁ ଯୋଜନା କରିଛନ୍ତି । ବିମାନରେ ସରକାର…

ପ୍ରଥମ ଭାରତୀୟ ଭାବେ ଡାଇମଣ୍ଡ ଟ୍ରଫି ଟାଇଟଲ ଜିତିଲେ ନୀରଜ

ନୂଆଦିଲ୍ଲୀ: ଜାଭେଲିୟନ ଥ୍ରୋୟର ନୀରଜ ଚୋପ୍ରା ପୁନର୍ବାର ଭାରତକୁ ବିଶ୍ୱ କ୍ରୀଡା ଦରବାରରେ ଗୌରବାନ୍ୱିତ କରିଛନ୍ତି । ଜ୍ୟୁରିକରେ ଅନୁଷ୍ଠିତ ଡାଇମଣ୍ଡ ଟ୍ରଫିରେ ନୀରଜ ଚୋପ୍ରା ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଚେକ ରିପବ୍ଲିକର ଜାକୋବ ଭାଡଲେଚୋଙ୍କ ୫ମ ପ୍ରାୟସ ୮୬.୯୪…

ମିଶନ ୨୦୨୪: ଓଡ଼ିଶା ଗସ୍ତରେ ୫ କେନ୍ଦ୍ରମନ୍ତ୍ରୀ, ବିଜେଡି କହିଲା ଫରକ ପଡ଼ିବନି

ଭୁବନେଶ୍ୱର: ମିଶନ ୨୦୨୪ ପାଇଁ ଏବେ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି କ୍ରମରେ ବିଜେଡି ନିକଟରେ ସାଂଗଠନିକ ବୈଠକ କରି ରୋଡ୍ ମ୍ୟାପ ପ୍ରସ୍ତୁତ କରିଥିଲା। ସେହିପରି ବିଜେପି ମଧ୍ୟ କ୍ଷେତ୍ରୀୟ ପ୍ରଭାରୀଙ୍କ ନେତୃତ୍ୱରେ ଏକ ବୈଠକ କରିଥିଲା। ଏବେ ରାହୁଲ ଗାନ୍ଧୀ…

ଫୋକସରେ ୨୦୨୪, ଡିସେମ୍ବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର: ଫୋକସରେ ୨୦୨୪, ନଜରରେ ଓଡ଼ିଶା । ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟରେ ଶାସନରେ ଥିବା ବିଜେଡି ସହ ବିରୋଧୀ ବିଜେପି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛନ୍ତି । ଚଳିତ ମାସ ତୃତୀୟ ସପ୍ତାହରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସୁଥିବା ବେଳେ କଂଗ୍ରେସ ବି…

ଫ୍ୟାଶନ ମାମଲାରେ ରାଣୀ ଏଲିଜାବେଥ-୨ ଥିଲେ ଶୀର୍ଷରେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଣୀ ଏଲିଜାବେଥ-୨ଙ୍କର ଦେହାନ୍ତ ପରେ ତାଙ୍କ ସହ ଜଡିତ ଇତିହାସକୁ ମନେ ପକାଉଛି ସାରା ବିଶ୍ୱ। ଏଲିଜାବେଥ୍-୨ ବ୍ରିଟେନର ଦୀର୍ଘତମ ରାଜକୀୟ ରାଣୀର ମାନ୍ୟତା ହାସଲ କରିଥିଲେ। ବ୍ରଟିଶ ରାଜଗାଦୀର ଅଧିଷ୍ଠାତ୍ରୀ ଥିବା ଏଲିଜାବେଥଙ୍କର ଜୀବନଶୈଳୀ ସବୁବେଳେ ଚର୍ଚ୍ଚାର…

ସାରା ରାଜ୍ୟରେ ଟେଲମା ୪୦ ଔଷଧକୁ ନେଇ ଚାଲିଛି ଚଢ଼ାଉ

ଭୁବନେଶ୍ୱର: ଉଚ୍ଚ ରକ୍ତଚାପ ବା ବ୍ଲଡ ପ୍ରେସର ପାଇଁ ଡାକ୍ତର ଟେଲମା-୪୦ ଏବଂ ଟେଲମା-ଏଏମ ଔଷଧକୁ ରୋଗୀଙ୍କୁ ଖାଇବାକୁ ଦିଅନ୍ତି । କିନ୍ତୁ ଏହି ଔଷଧର ନକଲିକରଣ କରାଯାଇଛି ବୋଲି ଅଭିଯୋଗ ପରେ ସାରା ରାଜ୍ୟରେ ଡ୍ରଗ୍ସ କଣ୍ଟ୍ରୋଲର ସକ୍ରିୟ ହୋଇଯାଇଛନ୍ତି। ଗତକାଲି କଟକରେ ବିଭିନ୍ନ ଔଷଧ…

ରାଜଧାନୀରେ ଦୋକାନ କରିଥିଲେ ରଖନ୍ତୁ ୨ଟି ଡଷ୍ଟବିନ୍, ନହେଲେ ଦେବେ ଜରିମାନା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଏମସି ପରିମଳକୁ ଗୁରୁତ୍ୱ ଦେଉଛି । ବିଶେଷକରି ହାଟ ବଜାର ଓ ରାସ୍ତାକଡ଼ରେ ଥିବା ଦୋକାନ ଗୁଡ଼ିକରେ ୨ଟି ଲେଖାଏ ଡଷ୍ଟବିନ୍ ରଖିବାକୁ ବିଏମସି ନିର୍ଦ୍ଦେଶ ଦେଇଛି । ଗୋଟିଏ ଡଷ୍ଟବିନରେ ଶୁଖିଲା ଓ ଅନ୍ୟଟିରେ ଓଦା ବର୍ଜ୍ୟବସ୍ତୁ ପକାଇବେ । ଏବଂ ନିୟମିତ ଉକ୍ତ…

କେତେ ପାଠ ପଢ଼ିଥିଲେ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ଗୁରୁବାର ସ୍କଟଲ୍ୟାଣ୍ଡରେ ଦେହାନ୍ତ ହୋଇଛି । ରାଣୀଙ୍କ ମୃତ୍ୟୁ ପରେ ବ୍ରିଟେନ ସମେତ ସମଗ୍ର ବିଶ୍ୱରେ ଶୋକର ଲହରୀ ଖେଳିଯାଇଛି। ବ୍ରିଟେନର ରାଜ ପରିବାରର ସବୁଠାରୁ ଶୀର୍ଷ ସଦସ୍ୟଙ୍କ ମୃତ୍ୟୁକୁ ନେଇ ବ୍ରିଟେନବାସୀ ଶୋକ…