Latest Odisha News

BREAKING NEWS

Browsing Category

ଫିଚର

ଲାଲ ସିଂ ଚଢ଼ା ଫିଲ୍ମ ବିପକ୍ଷରେ ରେସଲର ବୀର ମହାନଙ୍କ ବୟାନ ହେଲା ଭାଇରାଲ

ମୁମ୍ବାଇ: ପିକେ ଫିଲ୍ମ ମାଧ୍ୟମରେ ହିନ୍ଦୁ ଦେବ ଦେବୀଙ୍କୁ ଅପମାନିତ କରିଥିବା ଅମୀର ଖାଁ ଏବେ ତାଙ୍କ ନୂତନ ଫିଲ୍ମ ଲାଲ ସିଂ ଚଢ଼ା ନେଇ ଆସିଛନ୍ତି । ଏହି ଫିଲ୍ମ ତୀବ୍ର ବିରୋଧର ସମ୍ମୁଖୀନ ହେବାରେ ଲାଗିଛି । ଏପରିକି ଅମୀର ତାଙ୍କ ସ୍ୱର ନରମ କରି ଦର୍ଶକଙ୍କୁ ଫିଲ୍ମ ଦେଖିବା ପାଇଁ ଅନୁରୋଧ…

ରେକର୍ଡ କଲେ ଭାରତୀୟ ନୌସେନାର ମହିଳା କମାଣ୍ଡର ଗ୍ରୁପ୍

ଭୁବନେଶ୍ୱର: ଭାରତୀୟ ନୌସେନାର ପୋରବନ୍ଦର ନାଭାଲ ଏନକ୍ଲେଭର ଆଇଏନଏସ-୩୧୪ ରେ କାର୍ଯ୍ୟରତ ପାଞ୍ଚ ଜଣ ମହିଳା ଅଧିକାରୀ ବୁଧବାର ଏକ ରେକର୍ଡ ରଚିଛନ୍ତି । ଉତ୍ତର ଆରବ ସାଗରରେ ପ୍ରଥମ ସର୍ବମହିଳା ଇଣ୍ଡିପେଣ୍ଡେଣ୍ଟ ମେରିଟାଇମ ରିକନାଇସାନ୍ସ ଆଣ୍ଡ ସର୍ଭେଲାନ୍ସ ମିଶନ ସଂପୂର୍ଣ୍ଣ କରି ଏହି…

ଆମେରିକାର ଏୟାର ଷ୍ଟ୍ରାଇକରେ ଆତଙ୍କବାଦୀ ଜଓ୍ୱାହିରି ସହିତ ନିପାତ ହୋଇଛି ହକ୍କାନି ପରିବାର !

କାବୁଲ: ଆମେରିକାର ଏୟାର ଷ୍ଟ୍ରାଇକରେ ଆତଙ୍କବାଦୀ ସଂଗଠନ ଅଲ-କାଏଦାର ମୁଖ୍ୟ ଆୟମାନ-ଅଲ୍-ଜଓ୍ୱାହିରି ସହିତ ସେ ରହୁଥିବା ତାଲିବାନ ନେତା ହକ୍କାନି ପରିବାର ଲୋକ ମଧ୍ୟ କିଛି ମୃତ୍ୟୁବରଣ କରିଛନ୍ତି। ତାଜାକିସ୍ତାନରେ ରହୁଥିବା ଆଫଗାନିସ୍ତାନ ଦୂତାବାସର ଅଧିକାରୀ ମହମ୍ମଦ ଜାହିର ଅଘବର ଏହି…

[ଦେଖନ୍ତୁ ଭିଡିଓ] ମନରେଗା କାହା ପାଇଁ ? କାମ ନକରି ଆକାଉଣ୍ଟକୁ ଯାଉଛି ଟଙ୍କା !

ପାଟଣାଗଡ଼: ମନରେଗା ଲକ୍ଷ୍ୟ ଗାଁରେ ଘର ପାଖରେ ଲୋକଙ୍କୁ କାମ । କିନ୍ତୁ ସରକାରଙ୍କ ଏହି ମହତ୍ୱକାଂକ୍ଷୀ ଯୋଜନା ପାଟଣାଗଡ଼ରେ ବାଟବଣା । ମନରେଗାରେ କାମ ପାଇଁ ଟଙ୍କା ଆସୁଛି ସତ କିନ୍ତୁ ଜବକାର୍ଡଧାରୀଙ୍କୁ କାମ ମିଳୁନି । ଜିଆରଏସ୍ ଓ ଗ୍ରାମସାଥୀ, ବ୍ଲକ କର୍ମଚାରୀଙ୍କ ସହ ସଲାସୁତୁରାରେ କାମ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ସିବିଆଇ ସ୍କାନରରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର । ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସରେ ସିବିଆଇ ଚଢ଼ାଉ କରିଛି । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ଏକକାଳୀନ ଛାନିଭିନ୍ କରୁଛି ସିବିଆଇ ଟିମ୍ । କଟକ ଓଡ଼ିଆ ବଜାର ସ୍ଥିତ ମହିମା ମିଶ୍ରଙ୍କ ଘର ସହ କଟକ ଲିଙ୍କ୍ ରୋଡ୍ ସ୍ଥିତ…

ଆମାଜନରେ ଖରାପ ମାନର ପ୍ରେସର କୁକର ବିକ୍ରି: ଏକ ଲକ୍ଷ ଟଙ୍କା ଜରିମନା

ଭୁବନେଶ୍ୱର: ଆମାଜନ ଇ-କମର୍ସ ଓ୍ୱେବସାଇଟରେ ଖରାପ ମାନର ପ୍ରେସର କୁକର ବିକ୍ରି ପାଇଁ ସିସିପିଏ (ସେଣ୍ଟ୍ରାଲ କନଜ୍ୟୁମର ପ୍ରୋଟେକ୍ସନ ଅଥରିଟି) ଆମାଜନ ଉପରେ ଏକ ଲକ୍ଷ ଟଙ୍କା ଜରିମନା ଲଦିଛି । ସିସିପିଏ ମୁଖ୍ୟ ଆମାଜନ ବିରୋଧରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁଥିରେ ଆମାଜନକୁ ଏକ…

ୟଙ୍ଗ ଇଣ୍ଡିଆନ୍ ଅଫିସ୍ ସିଲ୍ ପରେ ରାହୁଲ ଗାନ୍ଧୀଙ୍କ ବୟାନ ‘ମୋଦିଙ୍କୁ ଡରୁନି’

ନୂଆଦିଲ୍ଲୀ: ୟଙ୍ଗ ଇଣ୍ଡିଆନ୍ ଅଫିସକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସିଲ୍ କରିବା ପରେ ମୁହଁ ଖୋଲିଛନ୍ତି ରାହୁଲ ଗାନ୍ଧୀ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାହୁଲ ଗାନ୍ଧୀ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୟ କରୁ ନାହାନ୍ତି । ଦେଶର ହିତ ପାଇଁ ସେ କାମ କରି ଚାଲିବେ ବୋଲି…

ଜଷ୍ଟିସ୍ ୟୁୟୁ ଲଳିତ ହୋଇପାରନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: କିଏ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ? ଏବେ ପ୍ରଧାନ ବିଚାରପତି ଥିବା ଜଷ୍ଟିସ୍ ଏନଭି ରମଣାଙ୍କ କାର୍ଯ୍ୟକାଳ ଚଳିତ ମାସରେ ସରୁଛି । ପରବର୍ତ୍ତୀ ପ୍ରଧାନ ବିଚାରପତି ନେଇ ଜଷ୍ଟିସ୍ ୟୁୟୁ ଲଳିତଙ୍କ ନାଁ ସୁପାରିସ୍ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଏନଭି…

କାଲିଠୁ ବର୍ଷାରେ ଭିଜିବ ଓଡ଼ିଶା, ୭ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ପୁଣି ବର୍ଷାରେ ଭିଜିବ ଓଡ଼ିଶା । ଫେରୁଛି ମୌସୁମୀ । ଦକ୍ଷିଣ ମୁହାଁ ମୌସୁମୀ ନିମ୍ନ ଚାପ ରେଖା ସ୍ୱାଭାବିକ ଅବସ୍ଥାନକୁ ଫେରୁଛି । ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା ବଢ଼ିବ । ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା,…

ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ

ପାରାଦୀପ: ସିବିଆଇ ସ୍କାନରରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର । ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସରେ ସିବିଆଇ ଚଢ଼ାଉ କରିଛି । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ଏକକାଳୀନ ଛାନିଭିନ୍ କରୁଛି ସିବିଆଇ ଟିମ୍‌ । କଟକ ଓଡ଼ିଆ ବଜାର ସ୍ଥିତ ମହିମା ମିଶ୍ରଙ୍କ ଘର ସହ କଟକ ଲିଙ୍କ୍ ରୋଡ୍…