Latest Odisha News

BREAKING NEWS

Browsing Category

ଫିଚର

[ଦେଖନ୍ତୁ ଭିଡିଓ] ଗୁଣି ଗାରେଡ଼ି ସନ୍ଦେହରେ ବାପାକୁ ହତ୍ୟା, ଅଳ୍ପକେ ବର୍ତ୍ତିଲେ ୨ ପୁଅ

ରାୟଗଡ଼ା: ଅନ୍ଧ ବିଶ୍ୱାସ ପାଇଁ ଗଲା ଜୀବନ । ଗୁଣି ଗାରେଡ଼ି କରୁଥିବା ସନ୍ଦେହରେ ମାରିଦେଲେ ଗ୍ରାମବାସୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଦୁଡୁକାବାହାଲ ପଞ୍ଚାୟତ ଟିଟିଗୁଡ଼ା ଗାଁରେ ଗୁଣି ସନ୍ଦେହରେ ଗ୍ରାମବାସୀ ଜଣଙ୍କୁ ହତ୍ୟା କରିଛନ୍ତି । ସୂଚନା ଅନୁସାରେ ଗାଁର ଦଇ ମାଝୀ ନିଜ ପରିବାର…

କାନାଡାକୁ ହରାଇ ସେମିଫାଇନାଲରେ ପହଁଚିଲା ଭାରତୀୟ ମହିଳା ହକି ଟିମ

ଭାରତୀୟ ମହିଳା ହକି ଟିମ୍ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଏକ କର ବା ମର ମ୍ୟାଚରେ ବିଜୟୀ ହୋଇଛି । ବିଜୟୀ ହେବା ପରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ୍ । 3-2ରେ କାନାଡାକୁ ହରାଇ ଭାରତୀୟ ଟିମ୍ ବିଜୟ ହୋଇଛି । ଭାରତ ପକ୍ଷରୁ ସଲୀମା ଗୋଟିଏ ଗୋଲ ଦେଇଥିବା ବେଳେ ନବନୀତ…

ଦିଲ୍ଲୀରୁ ଚିହ୍ନଟ ହେଲେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ

ଦିଲ୍ଲୀ:  ଦିଲ୍ଲୀରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ।  ସେ ମହିଳା ବୋଲି ଜଣାପଡିଛି । ଏହାକୁ ମିଶାଇ ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି।  ବୁଧବାର ଦିଲ୍ଲୀରେ ରହୁଥିବା ଜଣେ ୩୧ ବର୍ଷୀୟ ନାଇଜେରିଆ ମହିଳାଙ୍କ ଶରୀରରୁ ଏହି ମଙ୍କିପକ୍ସ ଭୂତାଣୁ…

ପୁରୁଷ ହକିରେ କାନାଡା ବିପକ୍ଷରେ ଭାରତର ବୃହତ ବିଜୟ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ପୁରୁଷ ହକି ଦଳ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖି ସେମିଫାଇନାଲର ନିକଟତର ହୋଇଛନ୍ତି । ବୁଧବାର ଭାରତ ୮-୦ ଗୋଲରେ କାନାଡାକୁ ପରାସ୍ତ କରିଛି । ଗୁରୁବାର ୱେଲ୍ସ ବିପକ୍ଷ ମ୍ୟାଚ ପରେ ଭାରତର ସେମିଫାଇନାଲ ସ୍ଥିତି ଜଣାପଡିବ । ଏହି ଏକତରଫା…

ସମ୍ବଲପୁର ଏବଂ ବଲାଙ୍ଗୀରେ ଖୋଲିବ ଆଉ ଦୁଇଟି ଆଇଟିଆଇ

ଭୁବନେଶ୍ୱର : ରାଜ୍ୟରେ ଖୋଲିବ ଆଉ ଦୁଇଟି ଆଇଟିଆଇ । ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ଼ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବା…

ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବୁଧବାର ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି । ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ୩ଟି ଟି୨୦ ମ୍ୟାଚ ଖେଳାଯିବ । ସେପ୍ଟେମ୍ବର ୨୦, ୨୩ ଓ ୨୫ରେ ଯଥାକ୍ରମେ ମୋହାଲୀ, ନାଗପୁର ଓ…

କ୍ୟାମ୍ପସରେ ରାଗିଂ: କଲେଜ ମାନଙ୍କୁ ଏତଲା ଦେବାକୁ କହିଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଗିଂ ରୋକିବା ପାଇଁ ବୁଧବାର ଉଚ୍ଚଶିକ୍ଷା ବିଭାଗ, ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ତଥା ଡିଗ୍ରୀ କଲେଜ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଅଣ-ଅନୁଦାନପ୍ରାପ୍ତ କଲେଜ ଗୁଡ଼ିକର ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖି ପ୍ରତିରୋଧକ ପଦକ୍ଷେପ ନେବାକୁ…

ମଧୂବାଳାଙ୍କ ଜୀବନୀ ଉପରେ ଫିଲ୍ମ କରିବେ ଟୁଟୁ ଶର୍ମା

ମୁମ୍ବାଇ: ମହାନ ଅଭିନେତ୍ରୀ ମଧୂବାଳାଙ୍କ ଜୀବନୀ ଉପରେ ଫିଲ୍ମ କରିବା ପାଇଁ ନିର୍ମାତା ଟୁଟୁ ଶର୍ମା ନିଷ୍ପତି ନେଇଛନ୍ତି । ସୁଶୀଲା କୁମାରୀଙ୍କ ପୁସ୍ତକ ମଧୂବାଳା-ଦର୍ଦ କା ସଫର ଉପରେ ଏହି ଫିଲ୍ମ ଆଧାରିତ ହେବ । ମୁଗଲ ଏ ଆଜାମ ଫିଲ୍ମର ଅନାରକଲୀ ଭୂମିକା କରି ସେ ଘରେ ଘରେ ପରିଚିତ ହୋଇଥିଲେ ।…

ଗହମ ପରେ ବିଶ୍ୱରେ ଦେଖାଦେବ କି ଚାଉଳ ସଙ୍କଟ ?

ନୂଆଦିଲ୍ଲୀ: ଗହମ ପରେ, ବର୍ତ୍ତମାନ ଦୁନିଆରେ ଚାଉଳର ସଙ୍କଟ ଦେଖାଦେଇପାରେ। ଦେଶର ଅନେକ ଅଞ୍ଚଳରେ ବର୍ଷା ଅଭାବରୁ ଧାନ ବିହନ ପ୍ରଭାବିତ ହୋଇଛି। ଏହି କାରଣରୁ ଚାଉଳ ଉତ୍ପାଦନ କମିପାରେ। ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଚାଉଳ ରପ୍ତାନୀକାରୀ ଦେଶ । ଋଷ-ୟୁକ୍ରେନ ଯୁଦ୍ଧ ହେତୁ ସମଗ୍ର ବିଶ୍ୱରେ…

‘ମାଗଣା ଯୋଜନା’ ମାମଲା: ଅବସର ପୂର୍ବରୁ ପ୍ରଧାନ ବିଚାରପତି ନେବେ କି ବଡ଼ ପଦକ୍ଷେପ ?

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ମାଗଣା ଯୋଜନା ଘୋଷଣା ଏବଂ ଏହାର ପରବର୍ତ୍ତୀ ସମୟରେ ଯୋଜନା ଲାଗୁ ହେବା ଦ୍ୱାରା ଅର୍ଥନୀତିରେ ହେଉଥିବା କ୍ଷୟକ୍ଷତି ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ମୁକାବିଲା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ ଉପରେ କୋର୍ଟ ଜୋର ଦେଇଛନ୍ତି।…