Latest Odisha News

BREAKING NEWS

Browsing Category

ଫିଚର

ଦେବେନ୍ଦ୍ର ପ୍ରତାପ ସିଂହଙ୍କୁ କିର୍ତ୍ତୀ ଚକ୍ର , ଆକ୍ସେଲକୁ ମରଣୋତ୍ତର ବୀରତା ପୁରସ୍କାର

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବ ସଂଧ୍ୟାରେ  କେନ୍ଦ୍ର ସରକାର ବୀରତା ପୁରସ୍କାର ଘୋଷଣା କରିଛନ୍ତି ।  ନାୟକ ଦେବେନ୍ଦ୍ର ପ୍ରତାପ ସିଂଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବୀରତା ପୁରସ୍କାର କିର୍ତ୍ତୀ ଚକ୍ର ପ୍ରଦାନ କରାଯାଇଛି। ନାଏକ ଦେବେନ୍ଦ୍ର ପ୍ରତାପ ସିଂ ଚଳିତ ବର୍ଷ ଜାନୁୟାରୀ 29 ରେ…

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ

ନୂଆଦିଲ୍ଲୀ: ଛ’ସ୍ତରୀ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ ଦେଇଛନ୍ତି । ରାଷ୍ଟ୍ରପତି କହିଛନ୍ତି ମୋର ପ୍ରିୟ ଦେଶବାସୀ, ନମସ୍କାର ! ଛ’ସ୍ତରୀ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶରେ…

୩୮ ବର୍ଷ ପରେ ସିୟାଚିନ ଗ୍ଲେସିୟରରୁ ମିଳିଲା ଭାରତୀୟ ଯବାନଙ୍କ ଶରୀରର ଅବଶେଷ

ନୂଆଦିଲ୍ଲୀ: ଭାରତ ଏବେ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ୩୮ ବର୍ଷ ପରେ ସିୟାଚିନ ଗ୍ଲେସିୟରରୁ ଜଣେ ଯବାନଙ୍କ ଶରୀରର ଅବଶେଷ ମିଳିଛି । ଏହି ଯବାନଙ୍କ ଚିହ୍ନଟ ହୋଇଛି ଏବଂ ତାଙ୍କ ନାମ ଲାନ୍ସ ନାୟକ ଚନ୍ଦ୍ରଶେଖର । ୨୫ ମେ ୧୯୮୪ରେ ବରଫ ଝଡରେ ଜଣେ ଅଫିସରଙ୍କ ସମେତ ୭ ଯବାନ ନିଖୋଜ…

ସ୍ୱାଧିନତା ସଂଗ୍ରାମୀଙ୍କ ଏନ୍ତୁଡ଼ିଶାଳ ଗୋପାଳବାଡ଼ି ଏବେ ଅଲୋଡ଼ା

କୋରାପୁଟ: ପରିଚୟ ହଜାଇବାକୁ ବସିଲାଣି ସ୍ୱାଧିନତା ସଂଗ୍ରାମୀଙ୍କ ଏନ୍ତୁଡ଼ିଶାଳ ଗୋପାଳବାଡ଼ି । ଦିନ ଥିଲା ଦେଶ ସ୍ୱାଧୀନରେ ଅବିଭକ୍ତ କୋରାପୁଟ ଜିଲ୍ଲା ପ୍ରମୁଖ ଭୁମିକା ଗ୍ରହଣ କରିଥିଲା । ଏବେ ଏହି ଐତିହାସିକ ସ୍ଥଳି ଏବେ ସମସ୍ତଙ୍କ ପାଇଁ ଅଲୋଡ଼ା ।  ସ୍ବାଧୀନତା ସଂଗ୍ରାମ ପାଇଁ  ଯେଉଁମାନେ…

ଭୁବନେଶ୍ୱରରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପ୍ରଦର୍ଶନୀ

ଭୁବନେଶ୍ବର: "ବିଭାଜନ ବିଭୀଷିକା ସ୍ମୃତି ଦିବସ" ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁ ମାନଙ୍କର ତ୍ୟାଗ ତପସ୍ୟା ବଳରେ ଆମକୁ…

ସଲମାନ ରଶିଦଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି

ନ୍ୟୁୟର୍କ: ପ୍ରଖ୍ୟାତ ଲେଖକ ସଲମାନ ରଶିଦଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହୋଇଛି । ତାଙ୍କଠାରୁ ଭେଂଟିଲେଟର ବାହାର କରି ଦିଆଯାଇଥିବା ବେଳେ ସେ କଥା ହେବା ଆରମ୍ଭ କରିଛନ୍ତି । ଦିନେ ତଳେ ସଲମାନଙ୍କ ଏକ କାର୍ଯ୍ୟକ୍ରମ ଅବସରରେ ୨୪ ବର୍ଷୀୟ ହାଦି ମତାର ତାଙ୍କୁ ଛୁରୀରେ…

ଲାଲ ସିଂ ଚଢ଼ାକୁ ପ୍ରଶଂସା କରି ଫସିଗଲେ ହ୍ରିତିକ

ମୁମ୍ବାଇ: ଅମୀର ଖାଁଙ୍କ ଲାଲ ସିଂ ଚଢ଼ାକୁ ପ୍ରଶଂସା କରି ଫସିଲେ ହ୍ରିତିକ ରୋଶନ । ହ୍ରିତିକଙ୍କ ଆଗାମୀ ଫିଲ୍ମ ବିକ୍ରମବେଧାକୁ ସୋସିଆଲ ମିଡିଆରେ ବୟକଟ କରାଯିବା ଆରମ୍ଭ ହୋଇଛି । ଏପରିକି ବୟକଟବିକ୍ରମବେଧା ଏବେ ଟ୍ରେଣ୍ଡ କରିବାରେ ଲାଗିଛି । ଅମୀରଙ୍କ ଫିଲ୍ମ ଦର୍ଶକ ନାପସନ୍ଦ କରିବା ପରେ ଏହା…

ସର୍ଜନା ମନସ୍କ ଲେଖକମାନଙ୍କ ପାଇଁ ପୁରସ୍କାର ମାପଦଣ୍ଡ ନୁହେଁ : ନିରଞ୍ଜନ ନାୟକ

ଓଡ଼ିଶା ସାହିତ୍ୟରେ ତରୁଣ ପୀଢ଼ିର ଜଣେ ଅଗ୍ରଣୀ ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନିରଞ୍ଜନ ନାୟକ । ସ୍ତମ୍ଭ , ଗଳ୍ପ , କବିତା ଫିଚର, ଓ ଗବେଷଣାତ୍ମକ ନିବନ୍ଧ ରଚନା ଭଳି ଓଡ଼ିଆ ସାହିତ୍ୟର ବିବିଧ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ ପାଠକୀୟ ଆଦୃତି ଲାଭ…

ବର୍ଷା ପାଣି ଘରେ ପଶିଲା, ପାଣିରେ ବୁଡ଼ି ୩୫ ଦିନର ଶିଶୁ ମୃତ୍ୟୁ

ଖୋର୍ଧା: ଲଗାଣ ବର୍ଷାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଖୋର୍ଧାରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବର୍ଷା ପାଣି ଘରେ ପଶିଯାଇଥିବା ବେଳେ ଶୋଇଥିବା ବେଳେ ପାଣିରେ ବୁଡ଼ି ୩୫ ଦିନର ଶିଶୁର ଅକାଳ ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା…

୨ ବାଂଲାଦେଶୀ ଆତଙ୍କୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ରବିବାର ୨ ବାଂଲାଦେଶୀ ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ କେତେକ ପାସପୋର୍ଟ ଓ ବାଂଲାଦେଶ ମନ୍ତ୍ରଣାଳୟର ୧୦ ନକଲି ଷ୍ଟାମ୍ପ ଜବତ କରାଯାଇଛି । ଏହି ୨ଜଣଙ୍କ ନାମ ହେଲା ମହମ୍ମଦ ମୁସ୍ତାଫା ଓ ମହମ୍ମଦ ହୁସେନ । ୧୫ ଅଗଷ୍ଟ ପୂର୍ବରୁ ରାଜଧାନୀ ସୁରକ୍ଷା…