Latest Odisha News

BREAKING NEWS

Browsing Category

ଫିଚର

ଗଞ୍ଜାମରେ ୧୫୦ଟି ସ୍ମାର୍ଟ ହାଇସ୍କୁଲରେ ସୌରଚାଳିତ ଇନଭର୍ଟର ସ୍ଥାପନ ପାଇଁ ଚୁକ୍ତିନାମା

ବ୍ରହ୍ମପୁର: ଗୁଣାତ୍ମକ ଶିକ୍ଷାର ବୃଦ୍ଧି ଓ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ମାଧ୍ୟମରେ ଶିକ୍ଷାର ଅଭିବୃଦ୍ଧି ଲାଗି ରାଜ୍ୟ ସରକାରଙ୍କ ୫-ଟି ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ଗଞ୍ଜାମ ଜିଲାରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୩୬୬ଟି ହାଇସ୍କୁଲ ‘ସ୍ମାର୍ଟସ୍କୁଲ’ରେ ପରିଣତ…

ମମତା ବାନାର୍ଜୀ ସରକାରର ୮ ଆଇପିଏସଙ୍କୁ ସମନ କଲା ଇଡି, ଜେରା ପାଇଁ ଦିଲ୍ଲୀ ଆସିବାକୁ ନିର୍ଦ୍ଦେଶ

କୋଲକାତା: ଇଡି ପଶ୍ଚିମବଙ୍ଗର ୮ ଜଣ ଆଇପିଏସ ଅଧିକାରୀଙ୍କୁ ସମନ କରିଛି। ସମସ୍ତଙ୍କୁ ପଚରାଉଚରା ପାଇଁ ଇଡି ଦିଲ୍ଲୀ ଡକାଯାଇଛି। କୋଇଲା ଘୋଟାଲା ସଂପର୍କରେ ଏହି ପୋଲିସ ଅଧିକାରୀଙ୍କୁ ଇଡି ପଚରାଉଚରା କରିବ ବୋଲି ସୂଚନା ରହିଛି। ବେଆଇନ କୋଇଲା ଖନନ ସମୟରେ ଏହି ଅଧିକାରୀଙ୍କ ପୋଷ୍ଟିଂ ସେହିଠାରେ…

ବରଯାତ୍ରୀ କାରରେ ଆସି ରେଡ୍ କଲା ଆଇଟି: ଟଙ୍କା, ସୁନା ଗହଣା ଦେଖି କୁବେର ବି ଆଖି ବୁଲେଇ ଦେବ !

ମୁମ୍ବାଇ: ପଶ୍ଚିମବଙ୍ଗର ଅର୍ପିତା ମୁଖାର୍ଜୀଙ୍କ ଘରେ ଇଡି ରେଡ୍ ବେଳେ ଯେଉଁ ଟଙ୍କା ଜବତ ହୋଇଥିଲା ତାହା ପୂର୍ବ ରେକର୍ଡ ଭାଙ୍ଗିଦେଇଥିଲା ବୋଲି କୁହାଯାଉଥିଲା। ଏବେ କିନ୍ତୁ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ମହାରାଷ୍ଟ୍ରରେ ଏପରି ଏକ ରେଡ୍ କରିଛି ଯାହା ନୂଆ ରେକର୍ଡ କରିବ ବୋଲି କୁହାଯାଉଛି।…

[ଦେଖନ୍ତୁ ଭିଡିଓ] ହାତୀ ଛୁଆକୁ ସଂଘବଦ୍ଧ ଭାବେ ମାରିଦେଲେ ହାତୀପଲ

କାମାକ୍ଷାନଗର: ହାତୀ ଛୁଆର ମୃତଦେହ ଉଦ୍ଧାର । କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ କଙ୍କିଳି ଗାଁ ଜରିତଇଳା ସାହି ନିକଟରେ ଥିବା ଦନାର ପୋଖରୀ ପାଖରୁ ଏକ ଶିଶୁ ହାତୀର ମୃତଦେହ ମିଳିଛି । ମୃତ ହାତୀ ଛୁଆର ଆନୁମାନିକ ବୟସ ପ୍ରାୟ ୪ ବର୍ଷ । ହାତୀପଲଙ୍କ ମଧ୍ୟରେ…

ଯୋଗୀଙ୍କ ବିଜୟ ପଛର ନେପଥ୍ୟ ନାୟକ ବଂଶଲ: ଓଡ଼ିଶା ବିଜେପିକୁ ବାଟକୁ ଆଣିବେ ଶାହଙ୍କ ‘ପିକେ’?

ଭୁବନେଶ୍ୱର: ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହ ଓଡ଼ିଶା ଗସ୍ତରେ ଆସି କହିଥିଲେ ଓଡିଶାରେ ବିଜେପି ଗଢିବ ସରକାର। ଏହାପରେ ଦଳୀୟ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ଅନେକ ବାର୍ତ୍ତା ଦେଇଛନ୍ତି। ରାଜ୍ୟ ବିଜେପିରେ ଗୋଷ୍ଠୀ କନ୍ଦଳ, ବଡ଼ ବଡ ନେତାଙ୍କୁ ଏକ ଘରିକିଆ କାହିଁକି ରଖାଗଲା…

[ଦେଖନ୍ତୁ ଭିଡିଓ] ଭେଣ୍ଟିଲେଟର ସପୋର୍ଟରେ କମେଡିଆନ୍ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ହୃଦଘାତ ପରେ ଅସୁସ୍ଥ କମେଡିଆନ୍ ରାଜୁ ଶ୍ରୀବାସ୍ତବ । ରାଜୁ ଶ୍ରୀବାସ୍ତବଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ରାଜୁ ଶ୍ରୀବାସ୍ତବ ଭେଣ୍ଟିଲେଟରରେ ଅଛନ୍ତି । ଏମ୍ସର ଏକ ଡାକ୍ତରୀ ଦଳ ତାଙ୍କ…

[ଦେଖନ୍ତୁ ଭିଡିଓ] ଇତିହାସରୁ ପୁରାଣ ଯାଏ ରାକ୍ଷୀ…

ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ହିନ୍ଦୁ ପର୍ବ ଯାହା ଭାରତରେ ବିଭିନ୍ନ ସ୍ଥାନରେ ପାଳନ କରାଯାଇଥାଏ । ଏହା ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ। ତେଣୁ ଏହାକୁ ଶ୍ରାବଣ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହି ପର୍ବ ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ସଂପର୍କର ବନ୍ଧନକୁ…

ରାଜଧାନୀରେ ବାଧ୍ୟତାମୂଳକ ହେଲା ମାସ୍କ, ନ ପିନ୍ଧିଲେ ଦେବେ ଜରିମାନା

ନୂଆଦିଲ୍ଲୀ: ପୁଣି ଥରେ ମାସ୍କ ବାଧ୍ୟତାମୂଳକ ହୋଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ଦିଲ୍ଲୀ ସରକାର । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ମାସ୍କ ନ ପିନ୍ଧିଲେ ୫ ଶହ ଟଙ୍କା ଜରିମାନା ଗଣିବାକୁ ପଡ଼ିବ ।…

ନବୀନ ପଟ୍ଟନାୟକ ବିଜେପିର ସହଯୋଗୀ: ଟିଏମସି ସାଂସଦ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ ପଟ୍ଟ ପରିବର୍ତ୍ତନ କରିବା ପରେ ସେ ଆଗାମୀ ଦିନରେ ପ୍ରଧାନମମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି। ସେ ମୋଦୀଙ୍କ ସମସ୍କନ୍ଧ ନେତା ହୋଇଥିବାରୁ ଆଗାମୀ ଦିନରେ ସେ ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି…

୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବଢ଼ିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ନୂଆଦିଲ୍ଲୀ: ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଜାରି ରହିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଏ ସଂକ୍ରାନ୍ତରେ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ)ର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି…