Latest Odisha News

BREAKING NEWS

Browsing Category

ଫିଚର

ନାଗା ଚୈତନ୍ୟଙ୍କ ଘର କିଣିଲେ ସାମନ୍ଥା

ହାଇଦ୍ରାବାଦ: ଦକ୍ଷିଣ ଭାରତ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂ ହାଇଦ୍ରାବାଦରେ ଏକ ଘର କରିଛନ୍ତି । ଏହି ଘରେ ସେ ପୂର୍ବତନ ପତି ନାଗା ଚୈତନ୍ୟଙ୍କ ସହ ରହୁଥିଲେ । ଫିଲ୍ମ ପ୍ରଡ୍ୟୁସର ମୁରଲୀ ମୋହନ ଏକ ସାକ୍ଷାତକାରରେ ଏହି ଖୁଲାସା କରିଛନ୍ତି । ମୋର ଅନେକଗୁଡିଏ ସ୍ମୃତି ଏହି ଘର ସହିତ ଜଡିତ…

ଅନୁରାଗ କାଶ୍ୟପଙ୍କ ଫିଲ୍ମରେ ଅଭିନୟ କରିବେ ସନ୍ନି ଲିୟୋନୀ

ମୁମ୍ବାଇ: ଅନୁରାଗ କାଶ୍ୟପ ଖୁବ ଶୀଘ୍ର ସନ୍ନି ଲିୟୋନୀଙ୍କୁ ନେଇ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଏଥିନେଇ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଛି । ଅନୁରାଗଙ୍କ ସହ ସନ୍ନି ଏକ ଫଟୋ ଶେୟାର କରି କହିଛନ୍ତି, ମୋ ସ୍ୱପ୍ନ ସାକାର ହେବାକୁ ଯାଉଛି । ଅନୁରାଗଙ୍କ ଭଳି ଜଣେ ନିର୍ଦ୍ଦେଶକଙ୍କ ଫିଲ୍ମ କରିବା…

ବାବୁସାନଙ୍କ ବାଲକୋନି ଆଉ କାଶିପୁର ହଇଜା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାବୁସାନଙ୍କ ରିଏଲ ଷ୍ଟୋରିକୁ ନେଇ ଆମର ଏଠି ଭାରି ଚର୍ଚା । ଟିଭି ଖୋଲିଲେ ବାବୁସାନ, ଫେସବୁକ ଖୋଲିଲେ ବାବୁସାନ ଆଉ ଆମ ମିଡିଆ ହେଡଲାଇନଠୁ ଆରମ୍ଭ କରି ସ୍ପେସିଆଲ ଷ୍ଟୋରି ଆଉ ବିତର୍କରେ ବି ଖାଲି ବାବୁସାନ । ସେ କୁଆଡେ ଗଲେ, କାହିଁକି ଗଲେ,  କେମିତି ଗଲେ, କଣ…

ତାଇଓ୍ୱାନ ବିବାଦ ଭିତରେ ଜିନ୍ ପିଙ୍ଗ ଏବଂ ବାଇଡେନ ଫୋନରେ କଥା ହେଲେ

ନୂଆଦିଲ୍ଲୀ: ତାଇୱାନକୁ ନେଇ ଆମେରିକା ଏବଂ ଚୀନ ମଧ୍ୟରେ ବିବାଦ ଜାରି ରହିଛି। ଏହାରି ଭିତରେ କିନ୍ତୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନରେ କଥା ହୋଇଛନ୍ତି। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା ।…

ସକାଳେ ଥାନାରେ ହାଜର ହୋଇ ପକ୍ଷ ରଖିବେ ବାବୁଶାନ !

ଭୁବନେଶ୍ୱର: ବାସଭବନ ବାହାରେ ତାଙ୍କୁ ଅପେକ୍ଷା କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଉଦବେଗ ପ୍ରକାଶ କରି ଓଲିଉଡ ଅଭିନେତା ବାବୁଶାନ୍ ଗୁରୁବାର ସୂଚନା ଦେଇଛନ୍ତି ଯେ ସେ ଖୁବ୍ ଶୀଘ୍ର ଏକ ବିବୃତି ଜାରି କରିବେ। ପୋଲିସ ପଚରାଉଚରା କରିସାରିବା ପରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମସ୍ତ…

ନିର୍ବାଚନ ଆୟୋଗଙ୍କ ବଡ଼ ପଦକ୍ଷେପ: ଏବେ ୧୭ ବର୍ଷରେ ଭୋଟର ପରିଚୟ ପତ୍ର ପାଇଁ ଆବେଦନ ହୋଇପାରିବ !

ନୂଆଦିଲ୍ଲୀ: ଦେଶର ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏବେ ଯୁବକମାନେ ୧୭ ବର୍ଷ ବୟସ ପରେ ହିଁ ଭୋଟର ତାଲିକା ପାଇଁ ଆବେଦନ କରିପାରିବେ। ନିର୍ବାଚନ ଆୟୋଗ କହିଛନ୍ତି ଯେ ୧୭ ବର୍ଷର ଯୁବକମାନେ ଜାନୁଆରୀ ୧ ରେ ୧୮ ବର୍ଷ ବୟସ ପାଇବାକୁ ପୂର୍ବ-ଆବଶ୍ୟକୀୟ ମାନଦଣ୍ଡକୁ…

ସ୍ମୃତି ଇରାନୀଙ୍କୁ ସୋନିଆ ଗାନ୍ଧୀଙ୍କ ଜବାବ ‘ମୋ ସହ କଥା ହୁଅନି’

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପରେ ସଂସଦରେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ କଂଗ୍ରେସ। କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଲୋକସଭାରେ କଂଗ୍ରେସକୁ କଡା ଭାଷାରେ ସାମାଲୋଚନା…

ସଂସଦରୁ ନିଲମ୍ବିତ ହୋଇଥିବା ସାଂସଦ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇ ଖାଇଲେ ଚିକେନ୍ !

ନୂଆଦିଲ୍ଲୀ: ସଂସଦରେ ବିକ୍ଷୋଭ ପ୍ରଦର୍ଶନ କରି ନିଲମ୍ବିତ ହୋଇଥିବା ସାଂସଦ ସଂସଦ ପରିସରରେ ଖିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କୁକୁଡ଼ା ମାଂସ ଖାଉଥିବାର ନଜରକୁ ଆସିଛି । ଏହାକୁ ନେଇ ନିଲମ୍ବିତ ସାଂସଦଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ଶେହଜାଦ ପୁନାଓ୍ୱାଲା ।…

ରାଜସ୍ଥାନରେ ବାୟୁସେନା ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ

ଜୟପୁର: ବାୟୁସେନାର ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ବାୟୁସେନା ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଏଥିରେ ଥିବା ଦୁଇ ପାଇଲଟ ନିହତ ହୋଇଥିବା ଭାରତୟୀ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଦୁର୍ଘଟଣାସ୍ଥଳରୁ ପ୍ରାୟ ଦୁଇ…

ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ: ୫ରେ ଦିଲ୍ଲୀ ଗସ୍ତରେ ଯିବେ ନବୀନ

ଭୁବନେଶ୍ବର: ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ବିଜେଡି ସାଂସଦମାନେ ଏଥର ବି ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ସମର୍ଥନ ଦେବେ । ତେବେ ତା ପୂର୍ବଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୫ ତାରିଖରେ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ।…