Latest Odisha News

BREAKING NEWS

Browsing Category

ଫିଚର

ଶାନ୍ତ ହେଉନି ବଟଲରଙ୍କ ବ୍ୟାଟ: ଭାଙ୍ଗିଲେ ୧୭ ବର୍ଷ ତଳର ଧୋନୀଙ୍କ ରେକର୍ଡ

ଲଣ୍ଡନ: ଇଣ୍ଡିଆନ ପ୍ରିମିୟର ଲିଗ ପରଠାରୁ ଇଂଲଣ୍ଡର ୱିକେଟ କିପର ବ୍ୟାଟ୍ସମ୍ୟାନ ଜୋସ ବଟଲରଙ୍କ ବ୍ୟାଟ ଶାନ୍ତ ପଡିବା ନାମ ଧରୁନି । ନିକଟରେ ନେଦରଲାଣ୍ଡ ବିପକ୍ଷ ସିରିଜରେ ସେ ଭାରତର ମହେନ୍ଦ୍ର ସିଂ ଧୋନୀଙ୍କ ୧୭ ବର୍ଷ ତଳର ରେକର୍ଡ ଭାଙ୍ଗି ଦେଇଛନ୍ତି । ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ…

ନବରଙ୍ଗପୁର ଡିଇଓ ଅଫିସରେ ଲାଞ୍ଚ କାରବାର: ଆକାଉଣ୍ଟାଟ ଗିରଫ

ନବରଙ୍ଗପୁର: ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଆକାଉଟାଣ୍ଟ ତଥା ପ୍ରୋଗ୍ରାମର ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ମଧ୍ୟାହ୍ନ ଭୋଜନ କଞ୍ଚାମାଲ୍ ପରିବହନ ବିଲ୍ କରେଇ ଦେବା ପାଇଁ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ଅଭିଯୁକ୍ତ ବିକାଶ ସାନା । ୧୦ ଲକ୍ଷରୁ ଉଦ୍ଧ୍ୱର୍…

ଗାତ ଖୋଳି ପୋତିଲାନି ଠିକା ସଂସ୍ଥା, ଚାଲିଗଲା ୪ ଛୁଆଙ୍କ ଜୀବନ

କୋରାପୁଟ: ଠିକା ସଂସ୍ଥାର ଅବହେଳାରୁ ଜୀବନ ହାରିଲେ ୪ ଜଣ କଅଁଳ ଛୁଆ । ରାସ୍ତା ନିର୍ମାଣ ପାଇଁ ଠିକା ସଂସ୍ଥା ଗାତ ଖୋଳି ଥିଲା, ହେଲେ ପୋତିଲାନି ସେମିତି ଛାଡ଼ି ଦେଲା । ଯେଉଁଥିରେ ଖେଳୁଥିବା ବେଳେ ପଡ଼ି ଯାଇ ୪ ଜଣ ନିରୀହ ଛୁଆଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ…

ମୃତ୍ୟୁର ୨୫ ଦିନ ପରେ ରିଲିଜ ହେଲା ସିଦ୍ଧୁ ମୁସେୱାଲଙ୍କ ନୂତନ ଗୀତ, ଦେଖି ସାରିଲେଣି ୧୦ ଲକ୍ଷ ଲୋକ

ଚଣ୍ଡୀଗଡ: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲଙ୍କ ମୃତ୍ୟୁର ୨୫ ଦିନ ପରେ ଆଜି ରିଲିଜ ହେଇଛି ତାଙ୍କର ଆଉ ଏକ ଗୀତ । ମାତ୍ର ଅଧ ଘଂଟା ମଧ୍ୟରେ ୧୦ ଲକ୍ଷ ଲୋକ ଏହାକୁ ଦେଖି ସାରିଲେଣି । ପଂଜାବ-ହରିୟାଣାର ବିବାଦୀୟ ଏସୱାଲଏଲ ଉପରେ ଏହି ଗୀତ ଆଧାରିତ । ସିଦ୍ଧୁ ତାଙ୍କ ଶୈଳୀରେ ଗୀତ…

ଅଲଟିମେଟ ଖୋ ଖୋ: ଟିମ କିଣିଲେ ଓଡିଶା ସରକାର

ଭୁବନେଶ୍ୱର: ଅଲଟିମେଟ ଖୋ ଖୋକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ସରକାର ଏହି ପ୍ରଫେଶନାଲ ଲିଗରେ ଗୋଟିଏ ଟିମ କିଣିଛନ୍ତି । ପୂର୍ବରୁ ହକିର ପ୍ରସାର ପାଇଁ ୨୦୧୩ରେ ହକି ଇଣ୍ଡିଅରା ଲିଗରେ ସରକାର କଳିଙ୍ଗ ଲାନ୍ସର ଟିମ କିଣିଥିଲେ । ନିକଟରେ ସମ୍ପନ୍ନ ହୋଇଥିବା ଖେଲୋ ଇଣ୍ଡିଆ ଲିଗର ଖୋ ଖୋରେ…

ଦିଲ୍ଲୀରେ ପ୍ରବଳ ପ୍ରଦୂଷଣ: ଅକ୍ଟୋବର-ଫେବୃଆରୀ ଟ୍ରକ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ପ୍ରଦୂଷଣ ଚରମ ସ୍ଥିତିରେ ପହଞ୍ଚିଛି । ଏ ସକାଶେ ସରକାରଙ୍କୁ କଡ଼ା ପଦକ୍ଷେପ ନେବାକୁ ପଡ଼ିଛି । ଯାହା ଚଳିତ ବର୍ଷ ଅକ୍ଟୋବର ମାସରୁ ଆସନ୍ତା ବର୍ଷ ଫେବୃଆରୀ ଶେଷ ପର୍ଯ୍ୟନ୍ତ ସହର ଭିତରକୁ ଟ୍ରକ ପ୍ରବେଶ ବନ୍ଦ କରାଯାଇଛି । ଏହି ସମୟ ଭିତରେ ସହର ଭିତରକୁ କୌଣସି…

ବ୍ରିଟେନକୁ ଫେରିଲା କି ପୋଲିଓ !

ଲଣ୍ଡନ: ପୋଲିଓ ମୁକ୍ତ ବ୍ରିଟେନର ସ୍ୱାସ୍ଥ୍ୟାଧିକାରୀ ଏବେ ଚିନ୍ତାରେ ପଡି ଯାଇଛନ୍ତି । ଦୀର୍ଘ ଦିନ ପରେ ସେୱେଜରେ ପୋଲିସ ଭାଇରସ ମିଳିଛି । ୟୁକେ ହେଲଥ ସିକ୍ୟୁରିଟି ଏଜେନ୍ସି ଏହା ସ୍ପଷ୍ଟ କରିଛି । ଏହା ଚିନ୍ତାର ବିଷୟ ହେଲେ ମଧ୍ୟ ବ୍ରିଟେନକୁ ପୋଲିଓ ଫେରିଲା ବୋଲି ଏତେ ଶୀଘ୍ର କହି ହେବନି…

[ଦେଖନ୍ତୁ ଭିଡିଓ] ମୁଁ ବିଜେଡିରେ ଅଛି, ବିଧାୟକ ହିସାବରେ ସରକାରୀ କାର୍ଯ୍ୟକ୍ରମକୁ ଡକା ଯାଉନି: ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ମୁଁ ଦଳରେ ଅଛି… ମୁଁ ବିଜେଡିରେ ଅଛି… । ଦଳ ମୋତେ ବହିଷ୍କାର କରିନି । ଏବେବି ବିଧାନସଭା ଲିଷ୍ଟରେ ୨୬ ନମ୍ବରରେ ମୋ ନାଁ ଅଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ମୋତେ ଭଲ ପାଉଛନ୍ତି । ସେଥିପାଇଁ ଦଳରୁ ବହିଷ୍କାର କରିନାହାନ୍ତି । ଏକଥା କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ…

ବିରୋଧୀ ଆସନରେ ବସିବାକୁ ପ୍ରସ୍ତୁତ ରୁହ: ଶରଦ ପାଓ୍ୱାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଶିବସେନାରେ ବିଦ୍ରୋହ ପାଇଁ ଅଢେଇ ବର୍ଷ ହେବ ମେଣ୍ଟ ସରକାରରେ ଥିବା ଏନସିପି ଏବଂ କଂଗ୍ରେସକୁ ନିରାଶ କରିବାକୁ ଯାଉଛି । ଏବେ ଶିବସେନା ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ଘର ମାତୋଶ୍ରୀକୁ ସ୍ଥାନାନ୍ତର ହେବା ପରେ ଏନସିପି ସୁପ୍ରିମୋ ଶରଦ…

ମହାରାଷ୍ଟ୍ର ରାଜନୀତିରେ ହଟଚମଟ, ହୋଟେଲ ଆଗରେ ପ୍ରତିବାଦ କଲା ମମତାଙ୍କ ଟିଏମସି

ଗୌହାଟି: ମହାରାଷ୍ଟ୍ର ରାଜନୀତିରେ ହଟଚମଟକୁ ନେଇ ସାରା ଦେଶର ନଜର ରହିଥିବା ବେଳେ ପ୍ରତିବାଦ କରିଛି ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି । ଶିବସେନା ବିଧାୟକ ଏକନାଥ ସିନ୍ଦେ ଏବଂ ଅନ୍ୟ ବିଧାୟକ ଏବେ ଆସାମର ରାଜଧାନୀ ଗୌହାଟିର ରାଡିସନ୍ ବ୍ଲୁ ହୋଟେଲ ରହିଛନ୍ତି। ଏହି ହୋଟେଲ ବାହାରେ ଟିଏମସି ନେତା…