Latest Odisha News

BREAKING NEWS

Browsing Category

ଫିଚର

ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ, କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଛନ୍ତି ପୂର୍ଣ୍ଣାଙ୍ଗ ବଜେଟ୍ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ କରାଯାଇଛି । କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ କୃଷି…

ପାକିସ୍ତାନରେ ଜେଲରେ ବନ୍ଦୀ ଅଛନ୍ତି ୬୮୨ ଜଣ ଭାରତୀୟ

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀ ଅଛନ୍ତି ୬୮୨ ଜଣ ଭାରତୀୟ । ଶୁକ୍ରବାର ପାକିସ୍ତାନ ସରକାର ଇସଲାମାବାଦରେ ଅବସ୍ଥାପିତ ଭାରତୀୟ ହାଇକମିଶନଙ୍କୁ ଏହି ସୂଚନା ଦେଇଛନ୍ତି । ବନ୍ଦୀ ମାନଙ୍କ ଭିତରେ ରହିଛନ୍ତି ୪୯ ଜଣ ସାଧାରଣ ନାଗରିକ ଏବଂ ୬୩୩ ଜଳପଥ ସୀମା ପାର କରିଥିବା ମତ୍ସ୍ୟଜୀବୀ । ଏହି…

ମରଣାନ୍ତକ ଆକ୍ରମଣ କରି ଡୋମିନସର ମହିଳା କର୍ମଚାରୀଙ୍କୁ ଅପହରଣ ଉଦ୍ୟମ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏବେ କ୍ରାଇମ୍ କ୍ୟାପିଟାଲ୍ ହେବାକୁ ବସିଲାଣି । ଏସପ୍ଲାନେଡ ମଲ୍ ସ୍ଥିତଡୋମିନସରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ ଅପହରଣ ଉଦ୍ୟମ ସହ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମାମଲାରେ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ମଞ୍ଚେଶ୍ୱର ଥାନା…

ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ଗୃହରେ ହଟ୍ଟଗୋଳ, ବିଧାନସଭା ମୁଲତବି

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ପ୍ରଶ୍ନକାଳ ଠିକଠାକ୍ ଚାଲିଥିବା ବେଳେ ଶୂନ୍ୟକାଳରେ ଗୃହରେ ହୋହଲ୍ଲା ଯୋଗୁଁ ଗୃହକୁ ମୁଲତବି କରାଯାଇଛି । ବିଜେପିରୁ ନିଲମ୍ବିତ ସାଂସଦ ନୂପୁର ଶର୍ମାଙ୍କ ବୟାନକୁ ଗୃହରେ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ…

ଧୋନୀଙ୍କ ୧୭ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ପନ୍ତ

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ୫ମ କ୍ରିକେଟ ଟେଷ୍ଟରେ ଚମତ୍କାର ଶତକ ହାସଲ କରି ରିଷଭ ପନ୍ତ ଭାରତକୁ ବିପଦରୁ ରକ୍ଷା କରିଛନ୍ତି । ଏଥିସହ ପନ୍ତ ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କ ଟେଷ୍ଟ କ୍ରିକେଟରେ ଭାରତ ପକ୍ଷରୁ ଦ୍ରୁତ ଶତକ ହାସଲର ୧୭ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । ପନ୍ତ ମାତ୍ର ୫୧…

ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି : ସଂଧ୍ୟାରେ ହେବ ଗୋଟି ପହଣ୍ଡି

ପୁରୀ:  ଆଜି ମହାପ୍ରଭୁ ଜନ୍ମବେଦିକୁ ପହଣ୍ଡି ବିଜେ କରିବେ । ଏଥିପାଇଁ ସମସ୍ତ ନୀତି ସକାଳୁ ଆରମ୍ଭ ହୋଇଛି । ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଅବସ୍ଥାନ କରୁଥିବା ବେଳେ ଦଇତାମାନେ ସେବା ପୂଜା କରିଥାନ୍ତି । ଗୁଣ୍ଡିଚା ଘରେ ସମସ୍ତେ ମହାପ୍ରଭୁଙ୍କୁ ଛୁଇଁଥାନ୍ତି । ଆଡ଼ପ ମଣ୍ଡପରେ ମହାପ୍ରଭୁ…

ଆଜିଠୁ ମୌସୁମୀ ଅଧିବେଶନ

ଭୁବନେଶ୍ବର: ଆଉ କିଛି ସମୟ ପରେ ଆରମ୍ଭ ହେବ  ବିଧାନସଭାର ମୌସୁମୀ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୪ ପର୍ଯ୍ୟନ୍ତ ବସିବାକୁ ଥିବା ଏହି ଅଧିବେଶନରେ ୨୪ଟି କାର୍ଯ୍ୟଦିବସ ରହିଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ।…

ହାଇଦ୍ରାବାଦ୍‌ରେ ବିଜେପିର ଦୁଇଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ: ମୋଦି ଯୋଗଦେବେ

ହାଇଦ୍ରାବାଦ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଦେଶରୁ ସବୁ ବରିଷ୍ଠ ବିଜେପି ନେତା ଏବେ ହାଇଦ୍ରାବାଦରେ ପହଁଚି ସାରିଛନ୍ତି ।  ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍‌ରେ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଜାରି ରହିବ । ପ୍ରଧାନମନ୍ତ୍ରୀ…

ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ପରେ ବଢ଼ିଲା କଂଗ୍ରେସର ଚିନ୍ତା

ମୁମ୍ବାଇ: ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର ଭାଙ୍ଗିଯାଇଛି। ଏବେ ଏକନାଥ ସିନ୍ଦେ ସେନା ଏବଂ ବିଜେପି ମିଳିତ ଭାବେ ସରକାର ଗଠନ କରିଛନ୍ତି । ଏହାର ପ୍ରଭାବ ଏବେ ବିରୋଧୀ ଦଳର ରଣନୀତି ଉପରେ ପଡୁଥିବା ଜଣାପଡିଛି। ଏକନାଥ ଏବଂ ବିଜେପି ସରକାର ଗଢିବା ପରେ ପୂର୍ବରୁ କ୍ଷମତାରେ…

ଏକନାଥଙ୍କୁ ଦଳର ସମସ୍ତ ପଦରୁ ହଟାଇଲେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ

ମୁମ୍ବାଇ: ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏକନାଥ ନିଜକୁ ଶିବସେନାର ଏକ ଅଂଶ ବୋଲି ଦାବି କରୁଛନ୍ତି । କିନ୍ତୁ ଏହାରି ଭିତରେ ଉଦ୍ଧବ ସିନ୍ଦେଙ୍କୁ ଦଳର ନେତା ପଦରୁ ହଟାଇ ଦେଇଛନ୍ତି।…