Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ଭାରତୀୟ ଦଳରେ ଦୂତି, ଶ୍ରାବଣୀ

ନୂଆଦିଲ୍ଲୀ: ଭାରତୀୟ ଆଥଲେଟିକ୍ସ ମହାସଂଘ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ୧୮ ମହିଳା ଆଥଲେଟଙ୍କ ସମେତ ୩୭ ଜଣିଆ ଦଳ ଘୋଷଣା କରିଛି । ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ନେତୃତ୍ୱରେ ଘୋଷିତ ଏହି ଦଳରେ ଓଡିଶାର ଷ୍ଟାର ଖେଳାଳି ଦୂତି ଚାନ୍ଦ ଏବଂ ଶ୍ରାବଣୀ…

ଦିବ୍ୟଜ୍ୟୋତି ପରିଡ଼ା ଗଞ୍ଜାମର ନୂଆ ଜିଲାପାଳ

ବ୍ରହ୍ମପୁର: ରାଜ୍ୟ ସରକାର ଗୁରୁବାର ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ସ୍ତରରେ ଅଦଳବଦଳ କରିଛନ୍ତି । ଏଥି ସହିତ ଗଞ୍ଜାମ ଜିଲାରେ ପ୍ରଶାସନିକ ସ୍ତରରେ ମଧ୍ୟ ବଡ଼ ପରିବର୍ତ୍ତନ ଘଟିଛି । ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଭୁବନେଶ୍ୱର ମହାନଗର ନିଗମର ଆୟୁକ୍ତ ଭାବେ ବଦଳି…

ଚେସ ଅଲିମ୍ପିଆଡରେ ପ୍ରଥମ ଥର ହେବ ମଶାଲ ଶୋଭାଯାତ୍ରା

ନୂଆଦିଲ୍ଲୀ: ଚେସ ପ୍ରେମୀଙ୍କ ପାଇଁ ଖୁସି ଖବର । ଏଥର ଚେସ ଅଲିମ୍ପିଆଡରେ ପ୍ରଥମ ଥର ପାଇଁ ମଶାଲ ଶୋଭାଯାତ୍ରାର ଆୟୋଜନ କରାଯାଉଛି । ୧୯୨୭ରୁ ଆରମ୍ଭ ହୋଇଥିବା ଏହି ଅଲିମ୍ପିଆଡର ୪୪ତମ ସଂସ୍କରଣର ଆୟୋଜକ ଭାରତ ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୧୯ରେ ଏହି ମଶାଲ ଶୋଭାଯାତ୍ରାର ଉଦଘାଟନ…

ଗୋଟିଏ ବର୍ଷ ମଧ୍ୟରେ ଟିମ ଇଣ୍ଡିଆକୁ ମିଳିଲାଣି ୬ ଅଧିନାୟକ

ମୁମ୍ବାଇ: ବିସିସିଆଇ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ କରିଛି । ସେ ଟି୨୦ରେ ଭାରତର ଓଭରାଲ ୯ମ ଅଧିନାୟକ ହେବେ । ତେବେ ଜୁନ ୨୧ରୁ ଏ ପର୍ଯ୍ୟନ୍ତ ଗୋଟିଏ ବର୍ଷ ମଧ୍ୟରେ ଟିମ ଇଣ୍ଡିଆକୁ ୬ଜଣ ଅଧିନାୟକ ମିଳି ସାରିଲେଣି…

ସ୍ୱିସ୍ ବ୍ୟାଙ୍କରେ ବଢୁଛି ଭାରତୀୟ ଅର୍ଥ; ୩୦.୫ ହଜାର କୋଟି ଟଙ୍କା ବୃଦ୍ଧି

ଭୁବନେଶ୍ୱର: ସ୍ୱିସ୍ ବ୍ୟାଙ୍କରେ ବଢୁଛି ଭାରତୀୟ ମୁଦ୍ରାର ପରିମାଣ । ଏଥର ୧୪ ବର୍ଷରେ ସର୍ବାଧିକ ବୃଦ୍ଧି ପାଇଛି । ଆଜକୁ ବିଗତ ୧୪ ବର୍ଷ ଭିତରେ ଭାରତୀୟ ମୁଦ୍ରା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି । ଯାହାର ମୂଲ୍ୟ ୩୦.୫ ହଜାର କୋଟି ଟଙ୍କା ରହିଛି । ସ୍ୱିଜରଲ୍ୟାଣ୍ଡର ସେଣ୍ଟ୍ରାଲ…

ବିଜୟ ଅମ୍ବୃତା ହେଲେ ଭୁବନେଶ୍ବର କମିଶନର

ଭୁବନେଶ୍ବର: ଆଇଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି ।  ବିଜୟ ଅମୃତା କୁଲାଙ୍ଗେ ହେଲେ  ଭୁବନେଶ୍ୱର କମିଶନର, କଟକ କମିଶନର ହେଲେ ନିଖିଲ ପବନ କଲ୍ୟାଣ  । ଜେ. ସୋନାଲ ହେଲେ ବ୍ରହ୍ମପୁର ମହାନଗର କମିଶନର । ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଭୁବନେଶ୍ୱର,କଟକ ଓ ବ୍ରହ୍ମପୁର ମହାନଗର ନିଗମର…

ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଲେ ରଜନୀ ବାଲା ହତ୍ୟାକାଣ୍ଡର ଅପରାଧୀ

କୁଲଗାମ: ଟାର୍ଗେଟ କିଲିଂ ଆଳରେ ନିରୀହ ଓ ସାଧାରଣ ନାଗରିକଙ୍କୁ ହତ୍ୟା କରୁଥିବା ଆତଙ୍କବାଦୀଙ୍କ କାଳ ସାଜିଛନ୍ତି ସୁରକ୍ଷା କର୍ମୀ । କିଛି ଦିନ ତଳେ ଜଣେ ବ୍ୟାଙ୍କ କର୍ମଚାରୀ ଓ ଶିକ୍ଷୟତ୍ରୀଙ୍କୁ ହତ୍ୟା କରିଥିବା ଲଶ୍କର ଏ ତୋଇବାର ୨ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ସଫା ହୋଇଛନ୍ତି ।…

[ଦେଖନ୍ତୁ ଭିଡିଓ] ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲର ନିର୍ମାଣ କାର୍ଯ୍ୟକୁ ବିରୋଧ, ପ୍ରଥମେ ଥଇଥାନ ଦାବି

ପାରାଦୀପ: ଜମି ନେଇଛ, ରୋଜଗାର ଦିଅ । ପ୍ରତିଶ୍ରୁତି ଦେଇଥିଲ, ଥଇଥାନ କର । ପାରାଦୀପ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ କାରଖାନାର ପାଇପ୍ ଲାଇନ୍ ଓ ବନ୍ଧ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଏଭଳି ନାରା ଦେଇଛନ୍ତି ଗ୍ରାମବାସୀ । ସ୍ଥାନୀୟ ଗ୍ରାମବାସୀ ଓ ବିସ୍ଥାପିତ ହେବାକୁ ଥିବା ପରିବାରକୁ…

ଜମି ବିବାଦ : ଭାଇ ଗୁଳି ମାଡ଼ରେ ଭାଇ ଗୁରୁତର

ବ୍ରହ୍ମପୁର:ଜମିବାଡ଼ି ବିବାଦକୁ ନେଇ ଗଞ୍ଜାମ ଜିଲା ଖଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା ଗ୍ରାମରେ ଗୁଳିକାଣ୍ଡ ଘଟିଛି । ଭାଇର ଗୁଳିମାଡ଼ରେ ଭାଇ ଗୁରୁରତ ଆହତ ହୋଇଛନ୍ତି । ଗୁରୁବାର ଦିନ ଦ୍ବିପହରରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଭିକାପଡ଼ା ଗ୍ରାମର ବଡ଼ଦାଣ୍ଡ ସାହିରେ…

ପ୍ଲାଷ୍ଟିକ ବୋତଲ ଦେଲେ ଖାଦ୍ୟରେ ରିହାତି

ବ୍ରହ୍ମପୁର: ବ୍ରହ୍ମପୁରକୁ ପ୍ଲାଷ୍ଟିକ ମୁକ୍ତ ସହରରେ ପରିଣତ କରିବାକୁ ଆଉ ଏକ ନୂଆ ଉଦ୍ୟମ ଆରମ୍ଭ ହୋଇଛି । ପୁରୁଣା ବସ ଷ୍ଟାଣ୍ଡ ଠାରେ ରିଭର୍ସ ଭେଣ୍ଡିଂ ମଶିନ(ଆର୍‌ଭିଏମ୍‌)ନାମକ ଏକ ସ୍ୱତନ୍ତ୍ର ମେସିନ୍ ପ୍ରତିଷ୍ଠା କରାଯାଇଛି। ଯେଉଁଥିରେ ପ୍ଲାଷ୍ଟିକ, ପଲିଥିନ ଆଦି ପକାଇଲେ ବଦଳରେ ଏକ ରସିଦ…