Latest Odisha News

BREAKING NEWS

Browsing Category

ଫିଚର

[ଦେଖନ୍ତୁ ଭିଡିଓ] ରାହୁଲକୁ ମାରିଦେଲା କି ସାବତ ମାଆ ?

ପାରାଦୀପ: ୧୫ ବର୍ଷର ରାହୁଲ ଆତ୍ମହତ୍ୟା କରିଛି ନା ତାକୁ ହତ୍ୟା କରାଯାଇଛି । ପ୍ରାଥମିକ ତଦନ୍ତରୁ ପୋଲିସ କିଛି ସ୍ପଷ୍ଟ କରିନଥିବା ବେଳେ ସନ୍ଦେହ ଘନେଇବାରେ ଲାଗିଛି । ସାବତ ମାଆ କୁନିଙ୍କ ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଝଗଡ଼ା ହୋଇଥିଲା । ଝଗଡ଼ା ପରେ ପୁଅ ଘର ଛାଡ଼ି ପଳାଇଥିଲା ।…

ଭାରତକୁ ଧମକ ଦେଲା ଆଇଏସକେ

ନୂଆଦିଲ୍ଲୀ: ନୁପୂର ଶର୍ମାଙ୍କ ବିବାଦୀୟ ବୟାନ ପରେ ଦେଶର କେତେକ ସ୍ଥାନରେ ଅଶାନ୍ତି ଉପୁଜିଥିଲା । ଏବେ ଏହି ଘଟଣାରେ ଆଫଗାନିସ୍ତାନର ଆତଙ୍କବାଦୀ ସଂଗଠନ ଆଇଏସକେ ଭାରତରେ ବୋମା ବିସ୍ଫୋରଣ କରିବ ବୋଲି ଧମକ ଦେଇଛି । ଭିଡିଓ ନ୍ୟୁଜ ବୁଲେଟିନ ମାଧ୍ୟମରେ ସେମାନେ ଏହି ଧମକ ଦେଇଛନ୍ତି । ପୂର୍ବରୁ…

ପ୍ରତିବର୍ଷ କିଏ ଲଗାଉଛି ନିଆଁ ? ଜଳିଗଲା ୭ ଏକରରୁ ଅଧିକ ଜଙ୍ଗଲ

ପୁରୀ: ବାଲୁଖଣ୍ଡ -କୋଣାର୍କ ଅଭୟାରଣ୍ୟର କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳର କୁରୁଜଙ୍ଗ ସେକ୍ସନ୍ ଓ ରାମଚଣ୍ଡୀ ସେକ୍ସନ ଅଞ୍ଚଳରେ ଲାଗିଛି ନିଆଁ । ରାମଚଣ୍ଡୀ ଥାନା ପଛ ପଟେ ୩ ଏକର ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଇଛି । ଚମ୍ପାହର ଅଗ୍ନିଶମ କେନ୍ଦ୍ରର ଅଗ୍ନିଶମ କର୍ମଚାରୀ ଓ ବନ ବିଭାଗର ୨ ଜଣ…

ଅଗଷ୍ଟ ୧୧ରେ ଅକ୍ଷୟ, ଅମୀର ମଧ୍ୟରେ ମୁକାବିଲା

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ରକ୍ଷାବନ୍ଧନ ଅଗଷ୍ଟ ୧୧ରେ ରିଲିଜ ହେବ । ମେକର୍ସ ଏବଂ ଅକ୍ଷୟଙ୍କ ପକ୍ଷରୁ ଏ ନେଇ ଗୁରୁବାର ଘୋଷଣା କରାଯାଇଛି । ଅକ୍ଷୟଙ୍କ ସହ ଏହି ଫିଲ୍ମରେ ଭୂମି ପେଡେନକର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମର କାହାଣୀ ହିମାଂଶୁ ଶର୍ମା ଓ…

ବୁଲଡୋଜର ଉପରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୁଲଡୋଜର ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । କିନ୍ତୁ ନିୟମ ପାଳନ କରାଯିବା ଆବଶ୍ୟକ ବୋଲି କହିଛନ୍ତି । ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ବିକ୍ରମ ନାଥଙ୍କ ଏକ ବେଞ୍ଚ ଏହି ନିର୍ଦେଶ ଦେଇଛନ୍ତି । ଜାମିଆତଙ୍କ ଆବେଦନ ଶୁଣାଣି କରି ଏହା…

୫ ଶହ ଉଠାଇଲେ ୨୫୦୦ ଟଙ୍କା ଦେଉଛି ଏହି ATM

ମୁମ୍ବାଇ: ଏଟିଏମରେ ଧାଡ଼ିରେ ଛିଡ଼ା ହେବାକୁ କାହାରିକୁ ବା ଭଲ ଲାଗେ । କିନ୍ତୁ ଯଦି ଆପଣଙ୍କୁ କୁହାଯିବ ଏଟିଏମରୁ ୫ ଶହ ଟଙ୍କା ଉଠାଇଲେ ୨୫୦୦ ଟଙ୍କା ବାହାରୁଛି ତ ଆପଣ ନିଶ୍ଚୟ ଭୋକ ଶୋଷ ଭୁଲି ଲମ୍ବା ଧାଡ଼ିରେ ଛିଡ଼ା ହୋଇଯିବେ । ଆଜ୍ଞା ହଁ… ଏମିତି ହିଁ ଘଟିଛି ମହାରାଷ୍ଟ୍ରର ନାଗପୁର…

[ଦେଖନ୍ତୁ ଭିଡିଓ] ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହାତୀପଲ

ଅନୁଗୁଳ: ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଉଛନ୍ତି ହାତୀପଲ । ମଣିଷ ଜଙ୍ଗଲ ନଷ୍ଟ କରୁଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି ହାତୀ । ଗାଁକୁ ହାତୀପଲ ପଶି ଆସିବା ଫଳରେ ଆତଙ୍କିତ ହୋଇ ପଡ଼ିଛନ୍ତି ମହୀଧରପୁର ଗ୍ରାମବାସୀ । ହାତୀପଲରେ ଗୋଟିଏ ଦନ୍ତା ସମେତ ମୋଟ ୬ଟି ହାତୀ ଅଛନ୍ତି ।…

ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଦକ୍ଷିଣ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଚାଷୀଙ୍କ ଅପେକ୍ଷାର ଅନ୍ତ । ଶେଷ ରଜରେ ଓଡ଼ିଶା ପହଞ୍ଚିଛି ଦକ୍ଷିଣ-ମୌସୁମୀ ବାୟୁ । ମୌସୁମୀ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବେଶ କରିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେଉଛି…

ଅଗ୍ନିପଥ ସ୍କିମକୁ ନେଇ ଜଳୁଛି ଦେଶ, ବିଭିନ୍ନ ସ୍ଥାନରେ ପୋଡ଼ାଜଳା ସହ ରେଳରୋକ

ନୂଆଦିଲ୍ଲୀ: କେନ୍ଦ୍ରର ଅଗ୍ନିପଥ ସ୍କିମକୁ ନେଇ ଦେଶର ଉତ୍ତେଜନା ଦେଖା ଦେଇଛି । ସେନାରେ ଭର୍ତ୍ତି ପାଇଁ ସରକାର ଆଣିଥିବା ସ୍କିମକୁ ଜୋରଧାର ବିରୋଧ କରୁଛନ୍ତି ଯୁବଗୋଷ୍ଠୀ । କିଛି ସ୍ଥାନରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଥିବା ବେଳେ ଆଉ କେତେକ ସ୍ଥାନରେ ରେଳରୋକ କରିଛନ୍ତି । ବିହାର ସହ…

ଟି-20 ଶ୍ରେଷ୍ଠ ୧୦ ରେ ଇଶାନ

ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶ ପାଇଥିବା ଟି୨୦ ବ୍ୟାଟ୍‌ସମ୍ୟାନ ତାଲିକାରେ ଇଶାନ କମାଲ କରିଛନ୍ତି ।  ଏଥିରେ ଇଶାନ କିଶନ ୬୮ଟି ସ୍ଥାନ ଉପରକୁ ଉଠି ୭ମ ସ୍ଥାନରେ ପହଞ୍ଚିଛନ୍ତି। ଈଶାନ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ଶୃଙ୍ଖଳାରେ ୩ଟି ମ୍ୟାଚରୁ ୨ଟି ଅର୍ଦ୍ଧଶତକ ସହ ୧୬୪ ରନ କରି ଏହି ସଫଳତା…