Latest Odisha News

BREAKING NEWS

Browsing Category

ଫିଚର

କରାଚୀ ଟେଷ୍ଟରେ ସଚିନଙ୍କ ୱିକେଟ ନୁହେଁ ଆହତ କରିବାକୁ ଚାହୁଁଥିଲେ ସୋଏବ

କରାଚୀ: ପାକିସ୍ତାନର ପୂର୍ବତନ ପେସ ବୋଲର ସୋଏବ ଅଖତାର କ୍ରିକେଟକୁ ନେଇ ଆଜି ୧୬ ବର୍ଷ ତଳର ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୨୦୦୬ କରାଚୀ ଟେଷ୍ଟରେ ମୁଁ ଆଉଟ କରିବା ବଦଳରେ ଆହତ କରିବାକୁ ଚାହୁଁଥିଲି । ସେଥିପାଇଁ ବାରମ୍ବାର…

ବିବାଦୀୟ ବୟାନ ଦେଇ ଫସିଲେ ନୁପୂର: ୬ ବର୍ଷ ପାଇଁ ନିଲମ୍ବିତ କଲା ବିଜେପି

ନୂଆଦିଲ୍ଲୀ: ବିଜେପି ପ୍ରବକ୍ତା ନୁପୂର ଶର୍ମାଙ୍କୁ ବିବାଦୀୟ ବୟାନ ଦେବା ମହଙ୍ଗା ପଡିଲା । ଆଜି ବିଜେପି ତାଙ୍କୁ ଏ ନେଇ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରିଛି । ପ୍ୟାଗମ୍ବର ମହମ୍ମଦ ସାହେବଙ୍କ ଉପରେ ସେ ବିବାଦୀୟ ବୟାନ ଦେଇଥିଲେ । ଏ ନେଇ ଉତେଜନା ପ୍ରକାଶ ପାଇଥିଲା । ବିଜେପି ସବୁ ଧର୍ମକୁ…

ବିଭାଗ ପାଇଲେ, ମୁଖ୍ୟମନ୍ତ୍ରୀଙ୍କୁ ଆନୁଗତ୍ୟ ଜଣାଇଲେ

ଭୁବନେଶ୍ୱର: ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିସାରିବା ପରେ ସଦ୍ୟ ଶପଥ ନେଇଥିବା ମନ୍ତ୍ରୀ ମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ସେପଟେ ଶୁଭେଚ୍ଛା ପାଉଥିବା ଏହି ମନ୍ତ୍ରୀ ମାନେ କିନ୍ତୁ ତାଙ୍କ ଉପରେ ଆସ୍ଥା ଜୁଟାଇଥିବା ଛାମୁ ଦଳର ସଭାପତିଙ୍କୁ…

ତୁଷାରଙ୍କ ମୁଣ୍ଡରେ ସୁନା କଳସ; ସମୀର ଯାହା ଚାହିଁଲେ ତାହା ପାଇଲେ

ଭୁବନେଶ୍ୱର: ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନରେ ଏଥର ଥିଲା ଭିନ୍ନ ରକମର ଅଦଳ ବଦଳ । ଶନିବାର ଠାରୁ ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା । ଅପରାହ୍ନରୁ ଏକ ଆଲୋଚନା ଚାଲୁଥିଲା ଯେ, ମନ୍ତ୍ରୀମଣ୍ଡଳରେ ମାତ୍ରାଧିକ ନୂଆ ଚେହେରା ଦେଖିବାକୁ ମିଳିବ । କିଛି ଆଶା ମାରି ଦେଇଥିଲେ ବି…

ନୂଆ ମନ୍ତ୍ରୀଙ୍କୁ ଆବଣ୍ଟନ ହେଲା ବିଭାଗ; ତୁଷାରଙ୍କୁ ଗୃହ ଓ ପ୍ରମିଳାଙ୍କୁ ରାଜସ୍ୱ

ଭୁବନେଶ୍ୱର: ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବା ପରେ ରାଜ୍ୟ ପାଳ ବାଣ୍ଟି ଦେଇଛନ୍ତି ବିଭାଗ । ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ମିଳିଲା ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ରାଜ୍ୟପାଳ ଗଣେଶୀ ଲାଲ ସଦ୍ୟ ଶପଥ ଗ୍ରହଣ କରିଥିବା ୨୧ ନୂଆ ମନ୍ତ୍ରୀଙ୍କୁ ବିଭାଗ…

ନବୀନଙ୍କ ନୂଆ ଟିମର ଶପଥ ଗ୍ରହଣ ଉତ୍ସବ : ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ

 ଭୁବନେଶ୍ୱର :  ଆଜି ନବୀନଙ୍କ ନୂଆ ଟିମ୍ ଶପଥ ଗ୍ରହଣ କରିଛନ୍ତି। ପୁରା ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି । ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଦିନ ୧୧ଟା ୪୫ରେ ଲୋକସେବା ଭବନ କନଭେନସନ୍ ହଲ୍‌ରେ ଶପଥଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ…

ଇମ୍ରାନ ଖାଁଙ୍କ ହତ୍ୟା ଗୁଜବ ପରେ ପାକିସ୍ତାନରେ ଉତେଜନା

ଲାହୋର: ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ହତ୍ୟା ଗୁଜବ ସେଠାରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ଏଥିନେଇ ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି । ଇସଲାମବାଦରେ ପୋଲିସ ହାଇ ଆଲର୍ଟରେ ରହିବା ସହ ୧୪୪ ଧାରା ଜାରୀ କରାଯାଇଛି । ଇମ୍ରାନଙ୍କ ଘର ଆଗରେ କଡା ସୁରକ୍ଷା ବନ୍ଦୋବସ୍ତ…

ଆଠ ରାଷ୍ଟ୍ରମନ୍ତ୍ରୀ ନେଲେ ଶପଥ, ପ୍ରଥମେ ଶପଥ ନେଲେ ସମୀର ଦାଶ

ଭୁବନଶ୍ୱର: ନବୀନଙ୍କ ଟିମରେ ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ପରେ ଆଠ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି। ସମୀର ଦାଶ ପ୍ରଥମେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହାପରେ ବାଲେଶ୍ୱର ଜଳେଶ୍ୱରର ବିଧାୟକ ଅଶ୍ୱୀନୀ ପାତ୍ର ପରେ ଯାଜପୁର ସୁକିନ୍ଦାର ବିଧାୟକ…

କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରଥମେ ଶପଥ ନେଲେ ଜଗନ୍ନାଥ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳିର ଦ୍ୱିତୀୟ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ଲୋକସେବା ଭବନ କନଭେସନ ହଲରେ ଶପଥ ନେଉଛନ୍ତି ମନ୍ତ୍ରୀମାନେ। ନୂଆ ଟିମରେ ୧୩ କ୍ୟାବିନେଟ, ୮ ରାଷ୍ଟ୍ର ମନ୍ତ୍ରୀ ରହିଛନ୍ତି। ବାଚସ୍ପତି ଭାବେ ବିକ୍ରମ ଆରୁଖ ଏବଂ ଉପବାଚସ୍ପତି ଭାବେ…

ରାଜ୍ୟସଭା କି ଲୋକସଭା ପ୍ରାର୍ଥୀ ତାଲିକାରେ ନାହିଁ ନାଁ, କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବେ କି ନକଭୀ ?

ନୂଆଦିଲ୍ଲୀ: ରାଜ୍ୟସଭା କିମ୍ବା ଲୋକସଭା ଉପ-ନିର୍ବାଚନରେ ​​ଟିକେଟ୍ ନ ମିଳିବା କାରଣରୁ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକଭିଙ୍କୁ ନେଇ ଦ୍ୱନ୍ଦ୍ୱ ବଢ଼ିଛି। ରାଜ୍ୟସଭାରେ ନକଭିଙ୍କ କାର୍ଯ୍ୟକାଳ ଜୁଲାଇ 7 ରେ ଶେଷ ହେବ। ଅନ୍ୟପଟେ ଶନିବାର ବିଜେପି ୟୁପିରୁ ଦୁଇଟି ଲୋକସଭା ଉପ-ନିର୍ବାଚନ…