Latest Odisha News

BREAKING NEWS

Browsing Category

ଫିଚର

ଦର୍ଶକଙ୍କ ସହ ଖେଳିଲେ କରନ, ଟିଭିରେ ନୁହେଁ ଓଟିଟିରେ ଦେଖିପାରିବେ କଫି ୱିଥ କରନ

ମୁମ୍ବାଇ: କଫି ୱିଥ କରନର ପରବର୍ତୀ ସଂସ୍କରଣ ଟିଭିରେ ନୁହେଁ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବୋଲି କରନ ଜୋହର ସ୍ପଷ୍ଟ କରିଛନ୍ତି । ଏହା ପୂର୍ବରୁ କଫି ୱିଥ କରନ ଆଉ ଫେରିବ ନାହିଁ ବୋଲି କହି ଦର୍ଶକଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଥିଲେ । ଏହା ମାଧ୍ୟମରେ ସେ ଆଲୋଚନାକୁ ଆସିବା ପରେ ଏବେ ଡିଜନୀ…

ଜାତୀୟ ମହିଳା ହକି: ଓଡ଼ିଶାର ଗୋଲ ବର୍ଷା

ଭୁବନେଶ୍ୱର: ଭୋପାଳରେ ଆରମ୍ଭ ହୋଇଥିବା ଜାତୀୟ ମହିଳା ହକି ମିଟରେ ଓଡ଼ିଶା ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର ତେଲେଙ୍ଗାନା ବିପକ୍ଷ ମୁକାବିଲାରେ ଓଡିଶା ଖେଳାଳି ଗୋଲ ବର୍ଷା କରି ୧୪-୦ରେ ବିଜୟ ହାସଲ କରିଛି । ଅଲିମ୍ପିଆନ ସୁନୀତା ଲାକ୍ରା ଓ ଲିଲିମା ମିଞ୍ଜ ଚମତ୍କାର…

ତାଇୱାନ ସୀମାରେ ପ୍ରବେଶ କଲା ଚୀନ ଲଢ଼ୁଆ ବିମାନ, ହାଇ ଆଲର୍ଟ

ଇପେଇ: ରୁଷିଆ-ୟୁକ୍ରେନ ପରେ ଏବେ ଚୀନ-ତାଇୱାନ ବିବାଦ ତେଜିଛି । ଶୁକ୍ରବାର ଚୀନର ୧୮ଟି ଏଫ୧୬ ଲଢ଼ୁଆ ବିମାନ ତାଇୱାନ ସୀମାରେ ପ୍ରବେଶ କରିଥିଲା । କିଛି ସମୟ ପରେ ଅବଶ୍ୟ ଏହା ଫେରି ଯାଇଥିଲା । ତେବେ ଏ ନେଇ ଉଭୟ ଦେଶ ମଧ୍ୟରେ ଉତେଜନା ବୃଦ୍ଧି ପାଇଛି । ତାଇୱାନ ଏହି ବିମାନଗୁଡିକ ଘଉଡାଇ…

ପାକିସ୍ତାନରେ ଡ୍ୟାନ୍ସ ଆଉ ମଡେଲିଂ କରିବାରୁ ଭଉଣୀ କୁ ମାରିଦେଲା ଭାଇ

ଭୁବନେଶ୍ୱର: ପାକିସ୍ତାନର ଫୈସଲାବାଦରେ ଭଉଣୀ ମଡେଲିଂ ଆଉ ଥିଏଟର ରେ ଡ୍ୟାନ୍ସ କରିବାରୁ ଭାଇ ତାକୁ ଗୁଳି କରି ହତ୍ୟା କରିଛି । ହତ୍ୟା କରିବା ପରେ ପୋଲିସ ନିକଟରେ ସବୁ ସତ କହିଛି ଭାଇ ହମଜା । ସିଦ୍ରା ନାମକ ଜଣେ ଝିଅ ଓକାରା ଅଂଚଳରେ ବାସିନ୍ଦା । ତାଙ୍କ ପସନ୍ଦ ଅନୁସାରେ ସେ ଡ୍ୟାନ୍ସ ଆଉ…

ସ୍କୁଲରେ ପାଠ ପଢ଼ିଲେ ଗୁରୁଣ୍ଡି ଗୋପାଳ

ମଥୁରା: ଭଗବାନ ଭାବର ଭୋକିଲା । ଯିଏ ବି ତାଙ୍କୁ ଭକ୍ତି, ସେବା, ପୂଜା ଓ ଶୃଙ୍ଗାର ଭଲ ଭାବେ କରିଥାଏ ସେ ନିଶ୍ଚିତ ତାଙ୍କ ନିକଟତର ହୋଇଥାଏ । ମଥୁରାରେ ଏ ଭଳି ଏକ ସ୍କୁଲ ଅଛି ଯେଉଁଠାରେ ଜଣେ ଅଭିଭାବକଙ୍କ ଜିଦ ଯୋଗୁ ସେଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ନାମ ଲେଖା ଯାଇଥିଲା । ଆଉ ପ୍ରତ୍ୟେକ ଦିନ ସେ…

ଜାତିସଂଘରେ ଭାରତର କଡା ବୟାନ: କଣ କରିବୁ ନ କରିବୁ ଆମକୁ କୁହନି

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଭାରତ ପକ୍ଷରୁ ଆଜି ନେଦରଲାଣ୍ଡ ରାଷ୍ଟ୍ରଦୂତଙ୍କ ଏକ ବୟାନ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭାରତର ପ୍ରତିନିଧି ଟିଏସ ତିରୁମୂର୍ତି ସ୍ପଷ୍ଟ ଭାବେ କହିଛନ୍ତି ଆପଣ ଭାରତକୁ ଶିଖାନ୍ତୁ ନାହିଁ କଣ କରାଯିବା ଉଚିତ ଓ କଣ…

ଚୀନରେ କରୋନା ରଚୁଛି ତାଣ୍ଡବ: ଘୁଂଚିଲା ଏସିଆନ ଗେମ୍ସ

ବେଜିଂ: ଚୀନରେ କରୋନା ଭାଇରସ ପୁନର୍ବାର ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି । ଏହାକୁ ଦେଖି ଏଠାରେ ହେବାକୁ ଥିବା ଏସିଆନ ଗେମ୍ସ ଆୟୋଜନକୁ ଘଂଚାଇ ଦିଆଯାଇଛି । ଏସିଆନ ଗେମ୍ସ ଆୟୋଜକ କମିଟି ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି । ୧୦ରୁ ୨୫ ସେପ୍ଟମ୍ବର ପର୍ଯ୍ୟନ୍ତ ଏହା ଆୟୋଜିତ ହେବାକୁ ଥିଲା…

ମେ ୧୦ରେ ଘଣ୍ଟା ପ୍ରତି ୮୦-୯୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଜି ସକାଳ ୮ଟା ୩୦ରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ କେନ୍ଦ୍ର ବା ଆଇଏମଡି ଏହି ସୂଚନା ଦେଇଛି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ-ପୂର୍ବ…

ଏମାର ମଠରୁ ରାମାନୁଜାଚାର୍ଯ୍ୟଙ୍କ ମୂଲ୍ୟବାନ ମଙ୍ଗଳଗିରି ତୋରଣ ଗାଏବ

ପୁରୀ: ଏମାର ମଠରୁ ରାମାନୁଜାଚାର୍ଯ୍ୟଙ୍କ ମୂଲ୍ୟବାନ ମଙ୍ଗଳଗିରି ତୋରଣ ଗାଏବ ହୋଇଥିବା ଅଭିଯୋଗ ହୋଇଛି। ଏହାର ଉଚ୍ଚତା ସାଢ଼େ ୩ ଫୁଟ ଏବଂ ଓଜନ ୩ କିଲୋଗ୍ରାମରୁ ଅଧିକ ହେବ। ଗୁରୁବାର ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀ ଶୋଭାଯାତ୍ରା ପାଇଁ ମଙ୍ଗଳଗିରି ତୋରଣ ଖୋଜିବା ବେଳେ ଏଭଳି ଘଟଣା ପଦାକୁ ଆସିଛି…

‘ଘୁର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ, ବାତ୍ୟାର ରୂପ ନେବକି ନାହିଁ ଚିତ୍ର ଅସ୍ପଷ୍ଟ’

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟ ହୋଇଥିବା ଲଘୁଚାପ ମେ' ୮ ସଂଧ୍ୟାରେ ବାତ୍ୟାର ରୂପ ନେବ । ମେ' ୧୦ ତାରିଖରେ ଏହା ଆନ୍ଧ୍ର-ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି। ପାଣିପାଗ କେନ୍ଦ୍ର କହିଛି,…