Latest Odisha News

BREAKING NEWS

Browsing Category

ଫିଚର

ସୋମବାରଠୁ ଖୋଲିବ ସ୍କୁଲ୍, ପାଠ ପଢ଼ା ସମୟରେ ପରିବର୍ତ୍ତନ

ଭୁବନେଶ୍ୱର: ରାଜ୍ୟରେ ତାତି କମିବା ନେଇ ସମ୍ଭାବନା ଦେଖା ଦେବାପରେ ସ୍କୁଲ ପୂର୍ବ ନିଷ୍ପତ୍ତି ଅନୁଯାୟୀ ମେ ଦୁଇ ତାରିଖ ଅର୍ଥାତ ମଙ୍ଗଳବାର ଖୋଲିବ । ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ମେ' 2 ତାରିଖରୁ ସମସ୍ତ…

ଜାତୀୟ ମହିଳା ଟି୨୦ ଚାମ୍ପିୟନଶିପ: ସେମିରେ ପ୍ରବେଶ କଲା ଓଡିଶା

ଭୁବନେଶ୍ୱର: ଓଡିଶା ଟିମ ସୁରଟରେ ଚାଲିଥିବା ଜାତୀୟ ମହିଳା ଟି୨୦ ଚାମ୍ପିୟନଶିପ କ୍ରିକେଟର ସେମିଫାଇନାଲରେ ପ୍ରବେଶ କରିଛି । ଥିରୁୱନ୍ତପୁରମରେ ଅନୁଷ୍ଠିତ ଏଲିଟ ଗ୍ରୁପ ବିର ସମସ୍ତ ମ୍ୟାଚ ଜିତିବା ପରେ ସୁରଟରେ ଓଡିଶା ୧୩ ରନରେ ହରିୟାଣାକୁ ପରାସ୍ତ କରିଥିଲା । ଓଡିଶା ମେ ୨ରେ ହେବାକୁ ଥିବା…

ପୁନର୍ବାର ଚେନ୍ନାଇ ଅଧିନାୟକ ହେଲେ ଧୋନୀ

ମୁମ୍ବାଇ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ୮ ମ୍ୟାଚରୁ କେବଳ ୨ଟିରେ ବିଜୟ ହାସଲ କରିଛି । ଶନିବାର ଅଧିନାୟକ ରବୀନ୍ଦ୍ର ଜାଡେଜା ତାଙ୍କ ପଦ ଛାଡିଛନ୍ତି । ବିଭିନ୍ନ ମହଲରୁ ସମାଲୋଚିତ ହେବା ପରେ ଏବଂ ତାଙ୍କ ପ୍ରଦର୍ଶନ ପ୍ରତି ଯତ୍ନବାନ ହେବା ପାଇଁ…

କୋହଲି ଫର୍ମକୁ ଫେରିବା ସତ୍ୱେ ମ୍ୟାଚ ହାରିଲା ବାଙ୍ଗାଲୋର

ମୁମ୍ବାଇ: ଏଠାରେ ଶନିବର ଅନୁଷ୍ଠିତ ଆଇପିଏଲର ଏକ ରୋମାଂଚକ ମୁକାବିଲାରେ ଗୁଜରାଟ ଟାଇଟନ୍ସ ୬ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ବିରାଟ କୋହଲି (୫୮)ଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ୨୦ ଓଭରରେ ୬ ୱିକେଟ ହରାଇ ୧୭୦ ରନ କରିଥିଲା ।…

ଅସଦାଚରଣ ନସହିବାରୁ ଟ୍ରେନରୁ ଯୁବତୀଙ୍କୁ ଫିଙ୍ଗିଦେଲା ଯୁବକ

ଇନ୍ଦୋର:  ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ଖଜୁରାହୋ ନିକଟରେ ଜଣେ ଯୁବକର ଅସଦାଚରଣ ଉଦ୍ୟମକୁ ବିରୋଧ କରିବା ମହଙ୍ଗା ପଡିଛି । ଉତ୍ତରପ୍ରଦେଶର ଜଣେ ୨୫ ବର୍ଷୀୟ ଯୁବତୀ ଅସଦାଚରଣକୁ ବିରୋଧ କରିବାରୁ ଚଳନ୍ତା ଟ୍ରେନରୁ ଜଣେ ମଣିଷ ରୂପୀ ପିଶାଚ ତାଙ୍କୁ ଟ୍ରେନରୁ ଫିଙ୍ଗି ଦେଇଥିବା ଅଭିଯୋଗ…

ଆଞ୍ଚଳିକ ଭାଷାରେ କୋର୍ଟରେ ଶୁଣାଣି ହେଉ, ପ୍ରଧାନ ବିଚାରପତିଙ୍କ ଦାବିକୁ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଏନ. ଭି. ରମନ୍ନା କହିଛନ୍ତି, ଇଂରାଜୀ ବ୍ୟତୀତ ଦେଶର ଆଞ୍ଚଳିକ ଭାଷାରେ ଶୁଣାଣି ହେବା ଦରକାର। ବିଜ୍ଞାନ ଭବନରେ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀଙ୍କ ମିଳିତ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏପରି କହିଛନ୍ତି । ଦେଶରେ ଜାତୀୟ ଭାଷାକୁ ନେଇ…

କେଜିଏଫ ୨: ୧୦୦୦ କୋଟି କ୍ଲବରେ ରକି ଭାଇ

ମୁମ୍ବାଇ: ଟାଇଗର ଶ୍ରଫଙ୍କ ହୀରୋପନ୍ଥୀ ୨ ଏବଂ ଅଜୟ ଦେବଗାନ ଓ ଅମିତାଭ ବଚ୍ଚନ ଅଭିନୀତ ରନୱେ ୩୪ ଫିଲ୍ମ ରିଲିଜ ହେବା ସତ୍ୱେ କେଜିଏଫ ୨ର ବ୍ୟବସାୟ ଉପରେ ବିଶେଷ କିଛି ଫରକ ପଡି ନାହିଁ । ଏହାର ବୀପରିତ ଏହି ଫିଲ୍ମଗୁଡିକ ଆଶାନୁରୂପ ବ୍ୟବସାୟ କରିପାରି ନାହାନ୍ତି । ରିପୋର୍ଟ ମୁତାବକ ୟଶଙ୍କ…

ଆସନ୍ତା ୨୪ ଘଣ୍ଟାରେ ଘଡଘଡି ସହ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି କଲା ଏସଆରସି

ଭୁବନେଶ୍ୱର: ଏପ୍ରିଲ ମାସର ଶେଷ ଦିନରେ ସୂର୍ଯ୍ୟାସ୍ତ ସହି ତାତି କମିବ ଏବଂ ମେ ମାସ ଆରମ୍ଭର ସୂର୍ଯ୍ୟୋଦୟର ତାତି ପୂର୍ବ ଦିନ ଭଳି ସେତେଟା ରହିବ ନାହିଁ । ପାଣିପାଗ ବିଭାଗର ଏହି ଆକଳନ ଏବେ ସତ ହେବାକୁ ଯାଉଛି । ଆଜି ସକାଳେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆସନ୍ତାକାଲି ପାଖରୁ କାଳବୈଶାଖୀ…

ଚିଠିର ଜବାବ ଚିଠି: ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ବାହାରିଲେ ୧୯୭ ପୂର୍ବତନ ଅଧିକାରୀ

ନୂଆଦିଲ୍ଲୀ: ଚିଠିର ଜବାବ ଚିଠି । ଘୃଣା ରାଜନୀତି ବନ୍ଦ କରିବା ଜବାବରେ ଆଜି ୧୯୭ ଅବସରପ୍ରାପ୍ତ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ପତ୍ର ଲେଖିଛନ୍ତି । ଏହା ପୂର୍ବରୁ ଏପ୍ରିଲ ୨୬ରେ ଆତ୍ମ ସମ୍ବିଧାନିକ ଆଚରଣ ବିଧି ଗୋଷ୍ଠୀ (ସିସିଜି)ର ୧୦୮ଜଣ ଅଧିକାରୀ ମୋଦିଙ୍କୁ…

ଏପ୍ରିଲରେ ଡହ ଡହ ଖରା, ମେ’ରେ ବାତ୍ୟା ସାମ୍ନା କରିବ ଓଡ଼ିଶା !

ଭୁବନେଶ୍ୱର: ଏପ୍ରିଲରେ ଡହ ଡହ ଖରାରେ ସିଝିଥିବା ଓଡିଶାବାସୀଙ୍କୁ ତାତିରୁ ମିଳିଲା ତ୍ରାହି । ହେଲେ ଆସନ୍ତାମାସରେ ଅର୍ଥାତ ଆସନ୍ତାକାଲି ପାଖରୁ ତାତି କମିବା ସହିତ ସପ୍ତାହକ ଭିତରେ ଖୁବଶୀଘ୍ର ବାତ୍ୟାକୁ ସାମ୍ନା କରିବାକୁ ଯାଉଛନ୍ତି । ଆଞ୍ଚଳିକ ପାଣିପାଗ ବିଭାଗ ଟୁଇଟ୍ କରି କହିଛି, ୪ ତାରିଖ…