Latest Odisha News

BREAKING NEWS

Browsing Category

ଫିଚର

ହଲରେ ରିଲିଜ ହେବ ଇରଫାନଙ୍କ ଶେଷ ଫିଲ୍ମ

ମୁମ୍ବାଇ:ବଲିଉଡର ପ୍ରତିଭାବାନ କଳାକାର ଇରଫାନ ଖାଁଙ୍କ ମୃତ୍ୟୁ ପରେ ଏବେ ତାଙ୍କ କ୍ୟାରିୟରର ଅନ୍ତିମ ଫିଲ୍ମ ରିଲିଜ ହେବାକୁ ଯାଉଛି । ଆପନୋଁ ସେ ବେୱଫାଇ ନାମକ ଏହି ଫିଲ୍ମର ମେକର୍ସ ଅଭିନେତାଙ୍କ ଦ୍ୱିତୀୟ ପୁଣ୍ୟତିଥିରେ ରିଲିଜ ହେବ ବୋଲି ଘୋଷଣା କରିଛନ୍ତି । ଇରଫାନ ଜଣେ ଭଲ ଅଭିନେତା ଥିଲେ…

ଆଝାରୁଦ୍ଦିନଙ୍କ ୨୮ ବର୍ଷ ତଳର ରେକର୍ଡ ସହ ସମକକ୍ଷ ହେଲେ ପୂଜାରା

ସସକ୍ସେ: ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ୨୮ ବର୍ଷ ତଳର ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଚଳିତ କାଂଉଟି କ୍ରିକେଟରେ ସସେକ୍ସ ପକ୍ଷରୁ ଖେଳୁଥିବା ପୂଜାରା ଡରହାମ ବିପକ୍ଷରେ ୩୩୪ ବଲରେ ଆକର୍ଷଣୀୟ ୨୦୩ ରନ ସଂଗ୍ରହ କରିଥିଲେ । ଚଳିତ…

ଅକ୍ଷୟ ତୃତୀୟା ଦିନ ଭୁଲରେ କରିବେନି ଏହି କାମ, ମାଆ ଲକ୍ଷ୍ମୀ ରାଗିବେ

ପୁରୀ: ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ । ଏହା ହିନ୍ଦୁମାନଙ୍କର ଏକ ବଡ ପର୍ବ ଭାବେ ବିବେଚନା କରାଯାଏ । ଏହି ଦିନ ସମସ୍ତ ଭଲ କାର୍ଯ୍ୟା ଶୁଭାରମ୍ଭ କରାଯାଇଥାଏ । ତେବେ ଅକ୍ଷୟ ତୃତୀୟ ଦିନ ଏପରି କେତେକ କାମ ଅଛି ଯାହା କରିବା ଅନୁଚିତ । ଏହା କଲେ…

ଅଷ୍ଟ୍ରେଲିଆ ସମୁଦ୍ରକୂଳରେ ଭାସୁଛନ୍ତି ମୁଣ୍ଡ ନ ଥିବା ପେଙ୍ଗୁଇନ !

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରୁ ଏକ ହୃଦୟ ବିଦାରକ ଖବର ସମ୍ମୁଖକୁ ଆସିଛି । ଏହି ଘଟଣା ନେଇ ବୈଜ୍ଞାନିକମାନେ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି । ଘଟଣାଟି ହେଲା ଅଷ୍ଟ୍ରେଲିଆର ବିଭିନ୍ନ ସମୁଦ୍ରକୂଳରେ ମୁଣ୍ଡ ନ ଥିବା ପେଙ୍ଗୁଇନଙ୍କ ଶବ ଦେଖିବାକୁ ମିଳୁଛି । ଦକ୍ଷିଣ ଅଷ୍ଟ୍ରେଲିଆର ଫ୍ଲୋରିୟୁ…

ରାଷ୍ଟ୍ରପତି ନିର୍ବାଚନ: କିଏ ହେଉଛନ୍ତି ପ୍ରାର୍ଥୀ ଗୁରୁତ୍ୱ, ବିଜୟର ଚାବି ବିଜେଡି ହାତରେ !

ଭୁବନେଶ୍ୱର: ଜୁଲାଇରେ ହେବ ରାଷ୍ଟ୍ରପତି ନିର୍ବାଚନ । ଏହି ସମୟରେ ବିଜେଡି କାହାକୁ ସମର୍ଥନ କରିବ ସେନେଇ ତାଙ୍କ ଦଳ ଠିକ୍ ସମୟରେ ନିଷ୍ପତ୍ତି ନେବ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ଏନଡିଟିଭିକୁ ସାକ୍ଷାତକାର ଦେଇ କହିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳମାନଙ୍କ…

ତୃତୀୟ ସାମ୍ମୁଖ୍ୟକୁ ନେଇ ଏନଡିଟିଭିକୁ ନବୀନଙ୍କୁ ପ୍ରତିକ୍ରିୟା

ନୂୂଆଦିଲ୍ଲୀ: ୟୁପିଏ ଏବଂ ଏନଡିଏ ପାଖରୁ ସମଦୂରତା ଅବଲମ୍ବନ କରୁଥିବା ଏବଂ ବିଭିନ୍ନ ଆଞ୍ଚଳିକ ଦଳ ସହ ସୁସମ୍ପର୍କ ରଖିବାରେ ଚତୁର ନବୀନ ଏନଡିଟିଭିକୁ ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀ ଗସ୍ତରେ ଥିବା ବେଳେ ନବୀନ ଏହି ପ୍ରତିକ୍ରିୟା ରଖିଛନ୍ତି। ଅଣି ବିଜେପି ଏବଂ ଅଣ କଂଗ୍ରେସ ଦଳର ମୁଖିଆଙ୍କ…

ସୁନା ଅଳଙ୍କାର ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲ୍ ମାର୍କିଂ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ନିମନ୍ତେ ସୁନା ଅଳଙ୍କାର ଓ ସୁନା କଳାକୃତି (ସଂଶୋଧନ) ଆଦେଶ, ୨୦୨୨ ଜୁନ ପହିଲା, ୨୦୨୨ ଠାରୁ ଲାଗୁ ହେବ । ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂରେ ୨୦, ୨୩ ଏବଂ ୨୪ କ୍ୟାରେଟ୍‌ ସୁନା ଅଳଙ୍କାର/କଳାକୃତିକୁ ସାମିଲ କରାଯିବ ।…

ପୁରୀରେ ଏଏସଆଇ ଟିମ୍, ମେ ୯ରେ ହାଇକୋର୍ଟରେ ଶୁଣାଣି

ପୁରୀ:  ପୁରୀରେ ଏସଆଇର ଏକ ଟିମ୍ । ଆଞ୍ଚଳିକ ନିର୍ଦ୍ଦେଶକ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ଟିମ୍ ଆସି ପହଞ୍ଚିଛି । ଏହି ଗସ୍ତ ବେଳେ ପୁରୀ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା । ପ୍ରକଳ୍ପ ଅନୁଧ୍ୟାନ କରିବା ପରେ ମେ ୭ରେ ହାଇକୋର୍ଟରେ ରିପୋର୍ଟ…

ସକାଳ ୬ଟାରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବିରୋଧ କଲା ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘ

ଭୁବନେଶ୍ୱର:  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ମେ’ ୨ ତାରିଖରୁ ସମସ୍ତ ବିଦ୍ୟାଳୟରେ ସକାଳ ୬ଟାରୁ ୯ଟା ଯାଏ ପାଠ ପଢ଼ା ହେବ। ସମ୍ଭାବ୍ୟ ଖରାକୁ ଆଖି ଆଗରେ ରଖି ରାଜ୍ୟ ସରକାର ସ୍କୁଲ ସମୟରେ ଏପରି ପରିବର୍ତ୍ତନ କରିଛନ୍ତି ବୋଲି ଜଣାପଡିଛି । ଏବେ କିନ୍ତୁ…

ମହାନଦୀ ପ୍ରସଙ୍ଗରେ ବିଜେଡି ସରକାର ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଟୁଡୁ

ରାୟଗଡା: କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମହାନଦୀ ପ୍ରସଙ୍ଗରେ ବିଜେଡି ସରକାର  ଉପରେ ବର୍ଷିଛନ୍ତି। ବିଜେଡି ସରକାର କେବେ ବି ମହାନଦୀ ଉପରେ ପ୍ରକଳ୍ପ ପ୍ରସ୍ତାବ ଦେଇନାହିଁ କେନ୍ଦ୍ରକୁ । ଏପରି କରି ସରକାର ରାଜ୍ୟର ସ୍ୱାର୍ଥ ପ୍ରତି ଅବହେଳା କରୁଥିବା ଅଭିଯୋଗ…