Latest Odisha News

BREAKING NEWS

Browsing Category

ଫିଚର

କରୋନା ଲଢ଼େଇ ପାଇଁ ମୋଦିଙ୍କ ୩ଟି ମନ୍ତ୍ର; ଖୁବ୍ ଶୀଘ୍ର ହେଉ ଶିଶୁଙ୍କ ଟୀକାକରଣ

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ସମୀକ୍ଷା ବୈଠକ କରିଛନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ସହ ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ପରାମର୍ଶ ଦେଇଛନ୍ତି ମୋଦି ।…

ପୋଲିସ ଜାଲରେ “ଉଁ ଆଁ” ଗ୍ୟାଙ୍ଗ, ଟାର୍ଗେଟ୍‌ରେ ଥିଲେ ବ୍ୟାଚଲର୍ ଓ କଲେଜ ପଢୁଆ

ଭୁବନେଶ୍ୱର: ରାଜଧାନୀରେ ବେଶ କିଛି ଦିନ ଧରି ଚାଂଚଲ୍ୟ ଖେଳାଇଥିଲେ “ଉଁ ଆଁ” ଗ୍ୟାଙ୍ଗ । ଧାରଣ କରିଥିଲେ ମୁକ ଓ ବଧିର ପରିଚୟ । ହେଲେ ଅସଲ କାମ ଥିଲା ଲୁଟ୍ କରିବା ଓ ଆଖି ପିଛୁଳାକେ ଚମ୍ପଟ୍ ମାରିବା । ଧରାପଡିଲେ ମୁକ ଓ ବଧିର ପରିଚୟ ଦେଇ ଖସିଯିବା ଲାଗି ମଧ୍ୟ ଥିଲା ଫୁଲ୍ ପ୍ରୁଫ୍ ପ୍ଲାନ୍ ।…

ତେଲ ଉପରୁ ଭାଟ କମାଇବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ, ‘ଖରାର ତାତିଠୁ ଅଧିକ ବାଧୁଛି ତେଲର ତାତି’

ଭୁବନେଶ୍ୱର: ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫେରନସିଂ ଜରିଆରେ କୋଭିଡ ସମୀକ୍ଷାର ବୈଠକ କରିଛନ୍ତି । ଏହି ସମୟରେ ବର୍ଦ୍ଧିତ ତେଲ ଦର ଉପରେ ମଧ୍ୟ ମୋଦୀ ଆଲୋଚନା କରିଛନ୍ତି । ଏବଂ ରାଜ୍ୟ ସରକାରଙ୍କୁ ତେଲ ଉପରୁ ଭାଟ କମାଇବାକୁ…

ପୁରୀ ପରିକ୍ରମା ପ୍ରସଙ୍ଗ: ଅପରାଜିତା ଏବଂ ସମ୍ବିତ ପାତ୍ରଙ୍କୁ ଟାର୍ଗେଟ କଲେ ପିନାକୀ

ଭୁବନେଶ୍ୱର: ପୁରୀ ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ପୁଣି ଥରେ ଜବାବ ରଖି ପୁରୁଣା କଥା ଦୋହରାଇଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ବିରୋଧୀ ବିଜେପି ଏହି ପ୍ରସଙ୍ଗରେ କେବଳ ରାଜନୀତି କରୁଛି । ଆଉ କିଛି ନୁହେଁ । ସବୁକିଛି ନିୟମ ଆଧାରରେ ହେଉଛି ବୋଲି ପିନାକୀ ମିଶ୍ର କହିଛନ୍ତି ।…

ପୁରୀ ପ୍ରକଳ୍ପ ପ୍ରସଙ୍ଗରେ ଗଜପତିଙ୍କ ଜବାବ ସନ୍ଦେହ ଜନକ: ନରସିଂହ

ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପକୁ ନେଇ ତେଜିଛି ରାଜନୀତି । ଆଜି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ନିକଟରେ ଗଜପତି କହିଥିଲେ ଶ୍ରୀମନ୍ଦିର ସୁରକ୍ଷିତ । କିନ୍ତୁ ଗଜପତିଙ୍କ ଏହି ବୟାନ ସନ୍ଦେହଜନକ ବୋଲି ନରସିଂହ ମିଶ୍ର…

‘ଭିଡ ଥିବା ଟ୍ରେନରୁ ଯାତ୍ରୀ ଖସିପଡ଼ିଲେ କ୍ଷତିପୂରଣ ଦେବ ରେଳ ବିଭାଗ’

ମୁମ୍ବାଇ: ଭିଡ ଥିବା ଟ୍ରେନରୁ ଯାତ୍ରୀ ଖସପଡି ଦୁର୍ଘଟଣାର ଶିକାର ହେଲେ କ୍ଷତିପୂରଣ ଦେବ ରେଳ ବିଭାଗ । ଏପରି ଏକ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଜଷ୍ଟିସ ଭାରତୀ ଡାଙ୍ଗରେ ଏପରି ଏକ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ଯାତ୍ରୀ ଟ୍ରେନରୁ ଖସିପଡିବା ପରେ ଗୋଡରେ ଆଘାତ ଲାଗିଥିଲା ।…

ଜିଆରଏସଙ୍କ ମାସକୁ ଦରମା ୮ ହଜାର ୫୦୦, ସମ୍ପତ୍ତି କୋଟି କୋଟି ଟଙ୍କାର

ଭୁବନେଶ୍ୱର: ଜେଲ ଗଲେ କୋଟିପତି ଜିଆରଏସ। ଯିଏ ମାସକୁ ପାଆନ୍ତି ସାଢେ ଆଠ ହଜାର ଟଙ୍କା ଦରମା। ହେଲେ ରୁହନ୍ତି ସେହି ତିନିମହଲା ଘରେ ଯାହାର ଦାମ ୧କୋଟି ୨୪ଲକ୍ଷ। କେବଳ ସେତିକି ନୁହେ ଭୁବନେଶ୍ୱର ରେ ଗୋଟିଏ ୧୪ଲକ୍ଷ, ଆଉ ଗୋଟିଏ ୩୨ ଲକ୍ଷର ୨ଟି ଘର ସହ ୧୪ଲକ୍ଷର ଏକ ଫ୍ଲାଟ । ଏଥି ସହ ୫ଲକ୍ଷର…

ପିସିସି ସଭାପତିଙ୍କ ନୋଟିସର ଜବାବ ରଖିଲେ ସୁର ରାଉତରାୟ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ସଭାପତି କିଏ ହେବେ ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନିଅନ୍ତି । ରାଜ୍ୟରେ ପିସିସି ପରିବର୍ତ୍ତନ ହେବ ବୋଲି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଏହି ବୟାନ ଚର୍ଚ୍ଚା…

ପ୍ରଶାନ୍ତ କିଶୋର, ସିଦ୍ଧୁଙ୍କ ଓଲ୍ଡ ୱାଇନ୍ ଗୋଲ୍ଡ ଫ୍ରେଣ୍ଡ

ଭୁବନେଶ୍ୱର: ‘ଓଲ୍ଡ ୱାଇନ୍, ଓଲ୍ଡ ଗୋଲ୍ଡ, ଓଲ୍ଡ ଫ୍ରେଣ୍ଡ’ । ପଂଜାବ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପୁରୁଣା ବନ୍ଧୁ ପ୍ରଶାନ୍ତ କିଶୋରଙ୍କୁ ଭେଟିବା ପରେ ଏମିତି ଲେଖା ସହ ସେଲଫି ଟ୍ୱିଟ୍ କରିଛନ୍ତି। ମଂଗଳବାର ଭେଟ ପରେ ନିଜ ଷ୍ଟାଇଲରେ ସିଦ୍ଧୁ ଦୋସ୍ତି ୟାରି କଥା ଲେଖିଛନ୍ତି। ଜାଗା…

ଲକଡାଉନ ବେଳେ ଅତ୍ୟଧିକ ମଦ୍ୟପାନ ବଢ଼ାଇଛି ଯକୃତ ରୋଗ ସମସ୍ୟା !

ନୂଆଦିଲ୍ଲୀ: କୋଭିଡ ମହାମାରୀ ଏବଂ ଏହାର ଚିକିତ୍ସା ବେଳେ ବିଭିନ୍ନ ଔଷଧ ଖାଇବା ଦ୍ୱାରା ଅନେକ ସମସ୍ୟା ମଣିଷର ଶରୀରରେ ଦେଖିବାକୁ ମିଳିଛି । କିନ୍ତୁ ଏବେ ପରୋକ୍ଷରେ ଆଉ ଏକ ରୋଗ ବଢିଛି । ଯାହାକି ଜାଣିଲେ ଆପଣ ତାଜୁବ ହୋଇଯିବେ । କରୋନା ପାଇଁ ଲକଡାଉନ ହୋଇଥିଲା । ଅନେକ ଲୋକ ଘରେ ରହି…