Latest Odisha News

BREAKING NEWS

Browsing Category

ଫିଚର

ନେତ୍ରବନ୍ଧ ଆଇରନ୍ ଓର୍ ଖଣି ଖନନ ପାଇଁ ପଲ୍ଲୀ ସଭା; ୩୦୦ରୁ ଉର୍ଦ୍ଦ୍ୱ ସ୍ଥାନୀୟ ନିଯୁକ୍ତି

କୋଇଡ଼ା: ନେତ୍ରବନ୍ଧ ଆଇରନ୍ ଓର୍ ଖଣି ରେ ଜେଏସଡବ୍ଲୁ ସହଯୋଗୀ ଭୂଷଣ ଷ୍ଟିଲ୍ ଏବଂ ପାୱାର ଲିମିଟେଡ ର ଖନନ ପାଇଁ ବୁଧବାର ବାଲାଡିହି ଗ୍ରାମରେ ପଲ୍ଲୀ ସଭା ବା ଜନ ଶୁଣାଣି ଅନୁଷ୍ଠିତହୋଇଯାଇଛି। ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ସହ ପ୍ରଭାବିତ ଗ୍ରାମର ୫୦୦ ଜଣ ଏହି ସଭାରେ କମ୍ପାନୀ…

ପୁରୀ ଐତିହ୍ୟ ପ୍ରକଳ୍ପ: ଅପରାଜିତା ଷଡ଼ଙ୍ଗୀଙ୍କୁ ଦୂରେଇ ଦେଉଛି କି ବିଜେପି ?

ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପକୁ ନେଇ ବିଜେପିରେ ଫାଟ । ଗୋଟିଏ ପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନ୍ୟପଟେ ଦଳର ବାକି ନେତା । ପୁରୀ ଐତିହ୍ୟ ପ୍ରକଳ୍ପକୁ ନେଇ ବୁଧବାର ପୁରୀ ସାଂସଦ ଅପରାଜିତା ଷଡ଼ଙ୍ଗୀ ବଡଦାଣ୍ଡରେ ଏକ ପଦଯାତ୍ରା କରିବାକୁ ଆୟୋଜନ କରିଥିଲେ । ଯଦିଓ ଏହି…

ଗଳି ଭିତରୁ ନେଇଗଲେ ୧୧ବର୍ଷର ପୁଅ, ରାଜଧାନୀରୁ ଧରାପଡିଲେ ପିଲାଚୋର

ଭୁବନେଶ୍ୱର: ରାଜଧାନୀରେ ପିଲା ଚୋରି‌ ରାକେଟ୍।ସାମ୍ନାକୁ ଆସିଲା ପିଲା ଚୋରିର ଦୃଶ୍ୟ ।ବୁଲି ବୁଲି ରେକି କରୁଛନ୍ତି। ଗହଳି ସ୍ଥାନରେ ପିଲାକୁ ଦେଖି ଟାର୍ଗେଟ କରୁଛନ୍ତି।ଚିକେନ ପକୋଡା ଓ ଆଇସିକ୍ରିମ ଖୁଆଇ ପିଲାକୁ ଚୋରି କରୁଛନ୍ତି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଖଣ୍ଡଗିରି ଥାନା ଜାଗମରା…

ବରଯାତ୍ରୀରେ ନଚେଇଲେ ବିଷାକ୍ତ ନାଗ, କରଞ୍ଜିଆ ରେ ୫ ଜଣ ଗିରଫ

ଭୁବନେଶ୍ୱର: ବରଯାତ୍ରୀ ରେ ନାଗ ସାପ ଧରି ନାଚୁଥିଲେ । ଭିଡିଓ ଭାଇରାଲ ହେଲା । କରଞ୍ଜିଆ ବନ ବିଭାଗ ଆସି ପାଞ୍ଚ ଜଣଙ୍କୁ ଗିରଫ କରିଛି । ଏନେଇ ସ୍ନେକ୍ ହେଲପଲାଇନ ପ୍ରତିଷ୍ଠାତା ଶୁଭେନ୍ଦୁ ମଲ୍ଲିକ୍ ସୂଚନା ଦେଇଛନ୍ତି । ବୁଧବାର କରଞ୍ଜିଆ ସହରରେ ଏକ ବରଯାତ୍ରୀ ଶୋଭାଯାତ୍ରାରେ ଜଣେ ସାପୁଆ ଏକ…

ଭାରତ ନିରପେକ୍ଷ ହୋଇ ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିପାରିବନି

ଭୁବନେଶ୍ୱର: ଭାରତ ର ନିରପେକ୍ଷତା ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିଦେବନି । ଯେବେ ଠାରୁ ଯୁଦ୍ଧ ଆରମ୍ଭ ହେଲାଣି ଭାରତ ଶାନ୍ତି ପାଇଁ ଆହ୍ୱାନ କରୁଛି । ଆଉ ସମସ୍ତ କାର୍ୟ୍ୟାନୁଷ୍ଠାନରୁ ଦୂରେଇ ରହୁଛି । ଋଷିଆ କୁ ଯୁଦ୍ଧ ବିରତି କରିବାକୁ ଆହ୍ୱାନ କରୁଛି । ହେଲେ ତା ବିରୋଧରେ ଛିଡ଼ା ହେବାକୁ…

ଅଜୟ କହିଲେ ହିନ୍ଦୀ ଆମ ରାଷ୍ଟ୍ରଭାଷା, ଟ୍ୱିଟରଟି ପଢ଼େଇଲେ ପାଠ

ଭୁବନେଶ୍ବର: ‘ଟ୍ୱିଟରଟି’ ବୁଧବାର ବଲିଉଡ଼ ଅଭିନେତା ଅଜୟ ଦେବଗନଙ୍କୁ ବଢ଼ିଆ ପାଠ ପଢ଼େଇଛନ୍ତି । ଅଜୟ କନ୍ନଡ ଅଭିନେତା କିଚ୍ଚା ସୁଦୀପଙ୍କୁ ବୁଝାଉଥିଲେ ଯେ, ହିନ୍ଦୀ ଆମ ମାତୃଭାଷା ଏବଂ ରାଷ୍ଟ୍ର ଭାଷା । ଏହା ଥିଲା ଏବଂ ରହିବ । କିଚ୍ଚା ସୁଦୀପ ଏକ ସାକ୍ଷାତକାରରେ କହିଥିଲେ, ହିନ୍ଦୀ ଆଉ…

ବାହାଘର ମଜା ଫିକା କରିଦେଲା ଡକାୟତି

ସୋନପୁର: ଘରୁ ବାହାରିଥିଲେ ବାହାଘର ଭୋଜି ଖାଇ । ବିବାହରେ ବି ପହଂଚିଥିଲେ, ଭୋଜି ବି ଖାଇଥିଲେ । ହେଲେ ପେଟରେ ପଡିଥିବା ଭୋଜି ଭାତକୁ ହଜମ କରିବାକୁ ଦେଲାନି ଏକାକି ଡକାୟତ । ଶୁଣି ଅଡୁଆ ଲାଗୁଥିଲେ ବି ବିବାହ ସମାରୋହରେ ସାମିଲ ହୋଇ ଜଣେ ବ୍ୟକ୍ତି ଡକାୟତିର ଶିକାର ହେବା ଘଟଣା ସୁବର୍ଣ୍ଣପୁରରେ…

ଭୁବନେଶ୍ୱରରେ ପ୍ରଥମ ଟାଇବକ୍ସ ପ୍ରତିଯୋଗିତା

ଭୁବନେଶ୍ୱର: ଆସନ୍ତା ମେ ୧ ରେ ପ୍ରଥମ କରି ରାଜ୍ୟସ୍ତରୀୟ ଟାଇବକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ବୁଦ୍ଧେଶ୍ୱରୀ କଲୋନୀ କମ୍ପ୍ଲେକ୍ସ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତରେ ବିଭିନ୍ନ ଜିଲ୍ଲାରୁ ୩୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗନେବେ। ଟାଇବକ୍ସ ଏକ ସାମରିକ…

ପୁଣି ନିୟମିତ ଚାଲିବ ସମତା ଏକ୍ସପ୍ରେସ

ଭୁବନେଶ୍ୱର: ରାୟଗଡା-ଟିଟିଲାଗଡ ଏବଂ ରାୟପୁର ମାର୍ଗ ଦେଇ ଚଳାଚଳ କରୁଥିବା ବିଶାଖାପାଟନମ୍-ହଜରତ ନିଜାମୁଦ୍ଦିନ-ବିଶାଖାପାଟନମ୍ ସମତା ଏକ୍ସପ୍ରେସକୁ ବିଶାଖାପାଟନମ୍ ନିଜାମୁଦ୍ଦିନରୁ ସାମୟିକ ଭାବେ ବାତିଲ କରାଯାଇଥିଲା । ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳ ପ୍ରାଧିକରଣରେ ସୁରକ୍ଷା ସମ୍ବନ୍ଧୀୟ…

ସରକାର ବଞ୍ଚେଇବାକୁ ପାକିସ୍ତାନ ଆର୍ମି କୁ ଭିକ ମାଗିଥିଲେ ଇମ୍ରାନ୍

ଇସଲାମାବାଦ: ସରକାର ବଞ୍ଚେଇବାକୁ ଇମ୍ରାନ ଖାନ୍ ପାକିସ୍ତାନ ଆର୍ମିକୁ ଭିକ ମାଗିବାକୁ ପଛେଇନଥିଲେ । ୯ ଏପ୍ରିଲରେ ପାକିସ୍ତାନ ସୁପ୍ରିମ କୋର୍ଟରେ ଅନାସ୍ଥା ଭୋଟ୍ ଶୁଣାଣି ଆଗରୁ ଇମ୍ରାନ ତାଙ୍କ ଦେଶର ଶକ୍ତିଶାଳୀ ଆର୍ମି ଶରଣ ପଶିଥିଲେ । ଯେକୌଣସି ଉପାୟରେ ତାଙ୍କ ସରକାର ବଞ୍ଚେଇଦେବାକୁ ଭିକ…