Latest Odisha News

BREAKING NEWS

Browsing Category

ଫିଚର

‘ସରକାର ବିଚାରପତିଙ୍କୁ ବଦନାମ କରିବାକୁ ପ୍ରୟାସ କରୁଛନ୍ତି’

ନୂଆଦିଲ୍ଲୀ: ଏବେ ଏକ ନୂଆ ଟ୍ରେଣ୍ଡ ବା ଧାରା ଆରମ୍ଭ ହୋଇଛି । ପୂର୍ବରୁ ଯାହା ଘରୋଇ ସଂସ୍ଥା କରୁଥିଲେ। ଏବେ ତାହା ସରକାର କରୁଛନ୍ତି । ସରକାର ବିଚାରପତିମାନଙ୍କୁ ବଦନାମ କରିବା ଆରମ୍ଭ କରିଛନ୍ତି ଏବଂ ଏହା ଦୁର୍ଭାଗ୍ୟଜନକ ବୋଲି ପ୍ରଧାନ ବିଚାରପତି ଏନଭି ରମନ୍ନା ଶୁକ୍ରବାର କହିଛନ୍ତି। ତିନି…

ଆଜି ଇମ୍ରାନଙ୍କ ଭାଗ୍ୟ ପରୀକ୍ଷା, ହାରିଗଲେ ଚାଲିପାରେ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ : ସମସ୍ତଙ୍କ ନଜର ଏବେ ପାକିସ୍ତାନ ଉପରେ ରହିଛି। କାରଣ ଯେଉଁ ଅନାସ୍ଥା ଭୋଟର ପରାଜୟକୁ ସମ୍ଭାବ୍ୟ ପରାଜୟକୁ ସ୍ୱୀକାର ନକରିବାକୁ ଇମ୍ରାନ ଚାହୁଁଥିଲେ ସେହି ଅନାସ୍ଥା ଭୋଟର ଆଜି ସେ ପରୀକ୍ଷା ଦେବେ । ଏହା ପୂର୍ବରୁ ମାର୍ଚ୍ଚ ୩୦ରେ ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ…

ବଢ଼ୁଛି କରୋନା ସଂକ୍ରମଣ, ପାଞ୍ଚ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି । ଏହା ସହ ଏହି ରାଜ୍ୟଗୁଡ଼ିକୁ ଚିଠି ଲେଖି ସତର୍କ ରହିବା ସହ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦିଲ୍ଲୀ,…

ହିନ୍ଦୀ ଜାତୀୟ ଭାଷା ନୁହେଁ କି ସଂଯୋଗୀକରଣ ଭାଷା ମଧ୍ୟ ନୁହେଁ: ସିଦ୍ଧାରମେୟା

ବେଙ୍ଗାଲୁରୁ: ହିନ୍ଦୀକୁ ଇଂରାଜୀର ବିକଳ୍ପ ଭାଷା ରୂପେ ବ୍ୟବହାର କରାଯାଉ । ଗୃହମନ୍ତ୍ରୀ ଅମିତ ଶାହା ଏହି ମନ୍ତବ୍ୟ ଦେବା ପରେ ଚାରିଆଡ଼ୁ ତୀବ୍ର ପ୍ରତିକ୍ରିୟା ଶୁଣିବାକୁ ମିଳିଛି । ଦେଶ ସାରାରୁ ବିରୋଧୀ ସମାଲୋଚନା ତ କରିଛନ୍ତି । ଭାଷାବିତ୍ ମାନେ ମଧ୍ୟ କଟୁ ସମାଲୋଚନା କରିଛନ୍ତି । ସେପଟେ…

ଶ୍ରୀଲଙ୍କାରେ ଭାରତୀୟ ହାଇ କମିଶନ ଦେଲେ ଇଫତାର ପାର୍ଟି, କହିଲେ ଭାରତର ସାହାଯ୍ୟ ଚାଲୁ ରହିବ

କଲମ୍ବୋ: ଅତି ଘଡ଼ିସନ୍ଧି ବେଳରେ ଗତି କରୁଛି ଶ୍ରୀଲଙ୍କା । ଅଭାବ ଅନଟନ ପାଇଁ ସରକାର ତ ସରକାର ପୁରା ଦେଶ ଦୋହଲିଗଲା । ବିଭିନ୍ନ ବନ୍ଧୁ ଦେଶ ସାହାଯ୍ୟ କରୁଥିବା ବେଳେ, ଭାରତ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ଲାଇନ ଅଫ କ୍ରେଡିଟ ଜରିଆରେ ସମସ୍ତ ସାହାଯ୍ୟ କରୁଛି । ଶୁକ୍ରବାର…

ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବ ମାଇଣ୍ଡ ୱାରସ

ଭୁବନେଶ୍ୱର : ଓଡ଼ିଶାର ସରକାରୀ ଓ ବେସରକାରୀ ବିଦ୍ୟାଳୟ ସମେତ ପ୍ରାୟ ୬୪,୦୦୦ରୁ ଅଧିକ ବିଦ୍ୟାଳୟକୁ ପରିଚାଳନା କରୁଥିବା ଓସେପା ‘ମାଇଣ୍ଡ ୱାରସ’ ସହଯୋଗିତାରେ ବିଭିନ୍ନ ଶିକ୍ଷା କାର୍ଯ୍ୟକ୍ରମ ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛି। ଜିଇ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡର…

ଶରଦ ପାଓ୍ୱାରଙ୍କ ଘର ଉପରକୁ ଆକ୍ରମଣ, ୧୦୫ ଜଣ ଗିରଫ

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ (ଏମ୍ଏସ୍ଆରଟିସି)ର ଶତାଧିକ କର୍ମଚାରୀ ଧର୍ମଘଟରେ ବସିଛନ୍ତି । ଏହି ସମୟରେ ଆଜି ମୁମ୍ବାଇରେ ଏନସିପି ମୁଖ୍ୟ ଶରଦ ପାଓ୍ୱାରଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତାଙ୍କ ବିରୋଧରେ ନାରାବାଜି କରିଥିଲେ। ପରେ ପାଓ୍ୱାରଙ୍କ ଘର…

ଜୁନିୟର ମହିଳା ହକି ବିଶ୍ୱକପ : କୋରିଆକୁ ହରାଇ ସେମିରେ ଭାରତ

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାର ପୋର୍ଚେଫୁଷ୍ଟ୍ରୁମରେ ଚାଲିଥିବା ଜୁନିୟର ମହିଳା ହକି ବିଶ୍ୱକପରେ ଭାରତ ଦକ୍ଷିଣ କୋରିଆକୁ ୩-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ମ୍ୟାଚରେ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଭାରତ ବିପକ୍ଷ ଦଳକୁ ଚାପରେ ପକାଇଥିଲା । ବିଜୟୀ ଦଳ ପକ୍ଷରୁ ମମତାଜ…

ବରଗଡ଼ରୁ ସର୍ବାଧିକ ୬ ଲକ୍ଷ ୧୪ ହଜାର ୧୦୨ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ

ଭୁବନେଶ୍ୱର : ରାଜ୍ୟରେ ୨୦୨୨ ମାର୍ଚ୍ଚ ୩୧ ତାରିଖରେ ଖରିଫ ଧାନ ସଂଗ୍ରହରେ ମୋଟ ୫୭ ଲକ୍ଷ ୨୨ ହଜାର ୩୦୪ ମେଟ୍ରିକ୍‌ ଟନ ଧାନ ସଂଗ୍ରହ ହୋଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୧୧ ହଜାର ୧୦୧ କୋଟି ୨୭ ଲକ୍ଷ ଟଙ୍କାର ଖରିଫ ଧାନସଂଗ୍ରହ କରାଯାଇଛି । ମୋଟ ୧୨ ଲକ୍ଷ ୯୨ ହଜାର ୭୩୨…

ଏୟାରପୋର୍ଟରେ ନିଜ ଉତ୍ପାଦ ବିକିବେ ଏସଏଚଜି ମହିଳା

ଭୁବନେଶ୍ୱର: ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଏବେ ଏୟାରପୋର୍ଟରେ ବିକିବେ ନିଜ ଉତ୍ପାଦ । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଅବସର ନାମରେ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ଦେଶର ବିଭିନ୍ନ ଏୟାରପୋର୍ଟରେ ସ୍ଥାନୀଏ ଏସଏଚଜିମାନେ ତାଙ୍କର ଉତ୍ପାଦ ବିକିବାକୁ ସକ୍ଷମ ହେବେ ।…