Latest Odisha News

BREAKING NEWS

Browsing Category

ଫିଚର

ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଫ୍ ଏୟାର୍ ହେବ ଦ କପିଲ ଶର୍ମା ସୋ’

ମୁମ୍ବାଇ: ନିକଟରେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଡେରା ପକାଇଥିଲେ କମେଡି କିଙ୍ଗ୍ କପିଲ ଶର୍ମା । ଚାଲିଥିଲା ନନ୍ଦିତା ଦାସଙ୍କ ଫିଲ୍ମର ସୁଟିଂ । କପିଲଙ୍କ ନୂଆ ଫିଲ୍ମ ଆସୁଥିବା ନେଇ ଅନେକ ଲୋକ ଖୁସୀ ଥିବାବେଳେ ଏବେ କପିଲଙ୍କ ସୋ’କୁ ନେଇ ସାମ୍ନାକୁ ଆସିଛି ଦୁଃଖଦ ଖବର । ମାସକ ପାଇଁ…

ଅଳିଆ ଆବର୍ଜନାରୁ ମିଳିଥିବା କଙ୍କାଳର ହେବ କେମିକାଲ ଟେଷ୍ଟ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କଳାରାହାଙ୍ଗ ଇଞ୍ଜଣା ପୋଲ ତଳୁ ଉଦ୍ଧାର ହୋଇଥିବା ଖପୁରୀ ଓ ହାଡ଼ର କେମିକାଲ ଟେଷ୍ଟ ହେବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ଏସବୁ କଙ୍କାଳର କେମିକାଲ ଟେଷ୍ଟ ଏମ୍ସରେ ହେବ । କଙ୍କାଳ ସବୁ କେତେ ପୁରୁଣା । କଙ୍କାଳ ଓ ଖପୁରୀ ପୁରୁଷର…

ରିଲିଜର କିଛି ସମୟ ମଧ୍ୟରେ ଲିକ ହୋଇଗଲା ଆରଆରଆର !

ମୁମ୍ବାଇ: ଏସଏସ ରାଜମୌଲୀଙ୍କ ଆରଆରଆର ଫିଲ୍ମ ଆଜି ରିଲିଜ ହୋଇଛି । ସମୀକ୍ଷକ ଏବଂ ଦର୍ଶକମାନେ ଫିଲ୍ମକୁ ବେଶ ପସନ୍ଦ କରିଛନ୍ତି । ତେବେ ଦୁଃଖର କଥା ଫିଲ୍ମ ରିଲିଜ ହେବାର କିଛି ସମୟ ମଧ୍ୟରେ ଆରଆରଆର ଅନଲାଇନରେ ଲିକ ହୋଇ ଯାଇଥିଲା । ଏହା ଏକ ବଡ ବଜେଟ ଫିଲ୍ମ ହୋଇଥିବାରୁ କଲେକ୍ସନ ଉପରେ ନିଶ୍ଚୟ…

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ : ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଲକ୍ଷ୍ନୌର ଅଟଳ ବିହାରି ବାଜପେୟୀ ଇକ୍ନା ଷ୍ଟାଡିୟମରେ ଆଜି ଯୋଗୀ ଆଦିତ୍ୟ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଆନନ୍ଦିବେନ ପଟେଲ ଯୋଗୀଙ୍କୁ ଶପଥ ପାଠ କରାଇଛନ୍ତି । ଏହି ଶପଥ ପାଠ ସମାରୋହରେ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ ସୁର ରାଉତରାୟଙ୍କ ପୁଅ ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଓଡିଆ ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ । ବିଧାନସଭା ପରିସରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଆଜି ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ସିଦ୍ଧାର୍ଥ ହେଉଛନ୍ତି ଜଟଣୀ କଂଗ୍ରେସ ବିଧାୟକ ସୁରେସ ରାଉତରାୟଙ୍କ ପୁଅ ।ଏହି…

ଆଇଆଇଟିରେ ପଢିବାକୁ ଯୋଗ୍ୟ ବିବେଚିତ ହେଲେ ବିଚରାଧୀନ କଏଦୀ

ଭୁବନେଶ୍ୱର: କଥାରେ ଅଛି ଇଛାଶକ୍ତି ଥିଲେ ସବୁକିଛି ସମ୍ଭବ । ଏହି ଉକ୍ତିକୁ ସତ ପ୍ରମାଣିତ କରିଛନ୍ତି ଜଣେ ବିଚରାଧୀନ କଏଦୀ । ପଢି ଅବିଶ୍ୱାସ ଲାଗୁଥିଲେ ବି ବିହାରର ନୱାଡା ଜେଲରେ ବନ୍ଦୀ ଜୀବନ ବିତାଉଥିବା ଜଣେ ଯୁବ କଏଦୀ ଜଏଣ୍ଟ ଆଡମିଶନ୍ ଟେଷ୍ଟ ଫର୍ ମାଷ୍ଟର୍ସ (JAM) ପ୍ରବେଶିକାରେ…

କୁମାର ବିଶ୍ୱାସ କାହାକୁ ଉଲ୍ଲେଖ କରି କହିଲେ ପିଶାଚ ହିଁ ଏମିତି ହସି ପାରିବ !

ନୂଆଦିଲ୍ଲୀ: ଦି କଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ଯିଏ ଯାହା କହିଲା ତାହା ପ୍ରମୁଖ ଷ୍ଟୋରୀ ପାଲଟି ଯାଉଛି । ଦିନକ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହାକୁ ଟ୍ୟାକ୍ସ ଫ୍ରି କରିବା ନେଇ ବିଧାନସଭା ଯେଉଁ ଭଳି ଭାବେ ବିଜେପିକୁ ଟାର୍ଗେଟ କରିଥିଲେ ତାହା ଭାଇରାଲ ହେବାରେ ଲାଗିଛି । ଫିଲ୍ମକୁ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ବଡ ନିଷ୍ପତ୍ତି :ବିଧାୟକଙ୍କ ପେନସନ ଫର୍ମୁଲାରେ ହେବ ପରିବର୍ତ୍ତନ

ପଞ୍ଜାବ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ବଡ ନିଷ୍ପତ୍ତି । ପଞ୍ଜାବରେ ବିଧାୟକ ମାନଙ୍କ ପେନସନକୁ ନେଇ ଭଗବନ୍ତ ମାନ ଏକ ବଡି ନିଷ୍ପତି ନେଇଛନ୍ତି । ବିଧାୟକ ମାନଙ୍କ ପେନସନ ଫର୍ମୁଲାରେ କିଛିଟା ପରିବର୍ତ୍ତନ କରାଯିବ । ବିଧାୟକ ମାନଙ୍କୁ ଗୋଟିଏ ଥର ହିଁ ପେନସନ ମିଳିବ ବୋଲି ଭଗବନ୍ତ…

ଗାଙ୍ଗପୁର ଥାନାରେ ଫୁଟିଲା ଗୁଳି, ଥାନା ଅଧିକାରୀ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନାରେ ଫୁଟିଲା ଗୁଳି । ଏହି ଗୁଳିରେ ଥାନା ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଥାନା ଅଧିକାରୀ ଜଣକ ହେଲେ ଦେବ୍ କୁମାର ଗମାଙ୍ଗ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି । ଗୁରୁତର ଆଇଆଇସିଙ୍କୁ ଆସିକା ଡାକ୍ତରଖାନାରେ…

ଶ୍ରଦ୍ଧା କପୁର ଓ ରୋହନ ଶ୍ରଷ୍ଠାଙ୍କ କାହିିଁକି ହେଲା ବ୍ରେକଅପ୍ ? ବଲିଉଡରେ ଚର୍ଚ୍ଚା ଜୋର୍

ମୁମ୍ବାଇ  : ବଲିଉଡ୍ ବିୟୁଟି ଶ୍ରଦ୍ଧା କପୁର ସବୁବେଳେ ନିଜ ରିଲେସନସିପକୁ ସିକ୍ରେଟ ରଖିବାକୁ ପସନ୍ଦ କରନ୍ତି । ସେ କେବେ ରିଲେସନସିପକୁ ନେଇ ସୋସିଆଲ ମିଡିଆରେ କିଛି ବି ସେୟାର କରନ୍ତି ନାହିଁ । ହେଲେ ଶ୍ରଦ୍ଧା କପୁର ଫେମସ୍ ଫଟୋଗ୍ରାଫର ରୋହନ ଶ୍ରେଷ୍ଠାଙ୍କ ସହ ରିଲେସନସିପରେ ଥିଲେ । ଉଭୟ…