Latest Odisha News

BREAKING NEWS

Browsing Category

ଫିଚର

[ଭିଡିଓ] ନିଆଁର ଆଁରେ ମୁକ୍ତାପଶି ପଶ୍ଚିମାଞ୍ଚଳ ବନାଞ୍ଚଳ , ଜଳୁଛି ଶହ ଶହ ଏକର ସଂରକ୍ଷିତ ଜଙ୍ଗଲ

କାମାକ୍ଷାନଗର : ଜଳୁଛି ଶହ ଶହ ଏକର ଜଙ୍ଗଲ । ନିଆଁ ଜଙ୍ଗଲକୁ ବ୍ୟାପିବାରେ ଲାଗିଛି । ଢେଙ୍କାନାଳ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଶିଆରିମାଳିଆ ଗାଁ ପାଖରେ ଥିବା ଜଙ୍ଗଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛିା ଜଙ୍ଗଲରେ ନିଆଁ ଲାଗି ଯିବା ଯୋଗୁଁ ଶାଳ ,…

ବୀରଭୂମି ହିଂସା: ମମତାଙ୍କୁ ଝଟକା, ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବୀରଭୂମି ହିଂସା ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ ଝଟକା ଲାଗିଛି । କୋଲକାତା ହାଇକୋର୍ଟ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ନିର୍ଦ୍ଦେଶ ସିବିଆଇକୁ ନ ଦେବା ପାଇଁ ମମତା ଅଦାଲତଙ୍କୁ ଅନୁରୋଧ କରିଥିଲେ । ୭…

ଶନିବାର ହାଇକୋର୍ଟ ବାର୍ ଆସୋସିଏସନ ନିର୍ବାଚନ

କଟକ :  ଶନିବାର ହାଇକୋର୍ଟ ବାର୍ ଆସୋସିଏସନ ନିର୍ବାଚନ ହେବ । ସକାଳ ୮ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଭୋଟ ଚାଲିବ । ୩ଟାରେ ଭୋଟ୍‌ ଗ୍ରହଣ ଶେଷ ହେବାପରେ ୪ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ ।ଚଳିତ ଥର ହାଇକୋର୍ଟ ବାର ଆସୋସିଏସନ ବିଭିନ୍ନ ପଦବୀ ପାଇଁ ମୋଟ୍ ୩୬ ଜଣ ପ୍ରାର୍ଥୀ ମଇଦାନକୁ…

ପୌର ନିର୍ବାଚନ : ଇଭିଏମରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ, ଆସନ୍ତାକାଲି ବାହାରିବ ରେଜେଲ୍ଟ

ଭୁବନେଶ୍ୱର : ସରିଲା ଭୋଟ ।ଏବେ ଅପେକ୍ଷା ରେଜେଲ୍ଟକୁ । ପୌର ନିର୍ବାଚନ ପାଇଁ ରାଜ୍ୟବାସୀ ରାୟ ଦେଇସାରିଛନ୍ତି । ଏବେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇ ରହିଛି । କଡା ସୁରକ୍ଷା ବଳୟ ଭିତରେ ଏବେ ବନ୍ଦ ହୋଇ ରହିଛି ୬ହଜାର ୪୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ଭୋଟର ମାନେ ମେୟର ଓ…

ବିବେକଙ୍କ ବିବାଦୀୟ ବୟାନ: ଭୋପାଳୀ ମାନେ ହୋମୋସେକ୍ସୁଆଲ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ଫିଲ୍ମ ନେଇ ଏବେ ସାରା ଭାରତରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ନିକଟରେ ଏକ ସାକ୍ଷାତକାରରେ ତାଙ୍କର ଏକ ବୟାନକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସେ କହିଛନ୍ତି ମୁଁ ଭୋପାଳରେ ଛୋଟରୁ ବଡ ହୋଇଛି, କିନ୍ତୁ ଭୋପାଳୀ…

ରୁଷକୁ ଜି୨୦ ଗ୍ରୁପରୁ ବାହାର କରିବା ପାଇଁ କହିଲେ ବାଇଡେନ

ବ୍ରୁସେଲ୍ସ: ବେଲଜିୟମ ରାଜଧାନୀ ବ୍ରୁସେଲ୍ସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁନର୍ବାର ରୁଷକୁ ଟାର୍ଗେଟ କରିଛନ୍ତି । ୟୁକ୍ରେନ ଉପରେ ରୁଷ ଅକଥନୀୟ ଅତ୍ୟାଚାର କରୁଥିବାରୁ ବିକାଶଶୀଳ ଦେଶଙ୍କ ଜି୨୦ ଗ୍ରୁପରୁ ବାହାର କରିଦେବା ପାଇଁ ବାଇଡେନ କହିଥିଲେ । ଏହା ଦ୍ୱାରା ରୁଷର ଆର୍ଥୀକ ଅବସ୍ଥା…

ୟୁକ୍ରେନରେ ମାନବୀୟ ସଙ୍କଟ ପାଇଁ ଋଷ ଦାୟୀ; ଭୋଟରୁ ଦୂରେଇ ରହିଲା ଭାରତ

ନୂଆଦିଲ୍ଲୀ: ଋଷ ୟୁକ୍ରେନ ଯୁଦ୍ଧ ମାସେ ଟପିଲା । ମାସେ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ମାନବୀୟ ସଙ୍କଟ ଦେଖାଦେଇଛି । ଏପରି ଏକ ପ୍ରସ୍ତାବ ମିଳିତ ଜାତିସଂଘର ସାଧାରଣ ସଭାରେ ପାରିତ ହୋଇଛି। ଯେଉଁଥିରେ ୟୁକ୍ରେନର ମାନବିକ ସଙ୍କଟ ପାଇଁ ଋଷକୁ ଦାୟୀ କରାଯାଇଛି। ୧୪୦ଟି ଦେଶର ଭୋଟ୍…

ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ: ଚାରି ଦିନରେ ତୃତୀୟ ଥର ତେଲ ଦର ବଢିଛି । ଆଜି ବିଭିନ୍ନ ସ୍ଥାନରେ ତେଲ ଦର ଭିନ୍ନ ଭିନ୍ନ ଭାବରେ ବଢିଛି । ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତ୍ୟେକ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି ।  ଭୁବନେଶ୍ୱରରେ ପେଟ୍ରୋଲ ୮୬ ପଇସା ଏବଂ ଡିଜେଲ ୮୫ ପଇସା…

ବାଲିଘାଟ ବିବାଦକୁ ନେଇ ବୋମା ମାଡ଼, ଜଣେ ମୃତ

ଯାଜପୁର: ବାଲିଘାଟ ବିବାଦକୁ ନେଇ ଫୁଟିଲା ବୋମା । ଚାଲିଗଲା ଜଣଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ମୃତକ ଜଣକ ସୁରେନ୍ଦ୍ର ଦାସ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ବିଞ୍ଝାରପୁର ଥାନା ଅନ୍ତର୍ଗତ ବଗମରା ପାଖ ମନେଇଗଣ୍ଡ ବାଲିଘାଟକୁ କେନ୍ଦ୍ରକରି ଏଭଳି ଘଟଣା…

ସିଝୁଛି ପଶ୍ଚିମ ଓଡ଼ିଶା, ୪୦ ଡିଗ୍ରୀରୁ ଅଧିକ ୪ଟି ସହର

ଭୁବନେଶ୍ୱର: ଆଜି ରାଜ୍ୟର ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି । ସବୁଠାରୁ ଅଧିକ ୪୧.୪ ଡିଗ୍ରୀ ଟିଟିଲାଗଡ଼ରେ ରେକର୍ଡ କକରାଯାଇଥିଲା । ସେହିପରି ୪୦ ଡିଗ୍ରୀ ପାର କରିଥିବା ସହର ବଲାଙ୍ଗିର ୪୧.୩, ସମ୍ବଲପୁର ଓ ବୌଦ୍ଧ ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।…