Latest Odisha News

BREAKING NEWS

Browsing Category

ଫିଚର

ଅପ୍ରିୟ ସତ କହି ରାଜ୍ୟ ବିଜେପି ସଭାପତିଙ୍କୁ ଟାର୍ଗେଟ କଲେ କି ଅପରାଜିତା ?

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଦଳୀୟ ପ୍ରାର୍ଥୀଙ୍କ ପ୍ରଦର୍ଶନ ପାଇଁ ସେ ରାଜ୍ୟ ନେତୃତ୍ୱକୁ ସିଧା ଦାୟୀ କରିଛନ୍ତି । ପ୍ରଥମଥର ପାଇଁ ସେ ନିଜେ ଏପରି କଥା କହିଛନ୍ତି ଯାହା ପୂର୍ବରୁ କେବଳ…

ବେଙ୍ଗାଲୁରୁର ବିଶାଳ ରନକୁ ସହଜରେ ଜିତିନେଲା ପଞ୍ଜାବ ଟିମ୍

ଆଇପିଏଲ ୨୦୨୨: ଜବରଦସ୍ତ ବ୍ୟାଟିଂ କିନ୍ତୁ ଦୁର୍ବଳ ବୋଲିଂ ପାଇଁ ମ୍ୟାଚ ହାତଛଡା କଲା ବାଙ୍ଗୋଲୋର । ଚଳିତ ଆଇପିଏଲ ମହାସମର ଦ୍ୱିତୀୟ ଦିନରେ ଏପରି ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ପ୍ରଥମେ ବ୍ୟାଟିଂ କରି ଆରସିବି ୨୦୫ ରନର ବିଶାଳ ସ୍କୋର ପ୍ରତିପକ୍ଷ ଟିମ୍ ପଞ୍ଜାବ ଆଗରେ…

ଦ୍ୱିତୀୟ ଥର ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ ସାଓ୍ୱନ୍ତ

ପାଣାଜି: ଆଜି ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ ସାଓ୍ୱନ୍ତ । ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରମୋଦ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ…

ମୁମ୍ବାଇ ହାତରୁ ମ୍ୟାଚ ଛଡାଇ ନେଲେ ଅକ୍ଷର, ଲଳିତ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ରବିବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସ ପରାସ୍ତ କରିଛି । ଏହି ମ୍ୟାଚରେ ଅକ୍ଷର ପଟେଲ(୩୮) ଓ ଲଳିତ ଯାଦବ (୪୮) ବିସ୍ଫୋରକ ବ୍ୟାଟିଂ କରି ମୁମ୍ବାଇ ହାତରୁ ମ୍ୟାଚ ଛଡାଇ ଆଣିଥିଲେ । ପ୍ରଥମେ ବ୍ୟାଟିଂ କରି…

ସୁଇସ ଓପନ ଟାଇଟଲ ହାସଲ କଲେ ସିନ୍ଧୁ

ନୂଆଦିଲ୍ଲୀ: ଓଙ୍ଗବାମୁରଙ୍ଗାଫାନରେ ଅନୁଷ୍ଠିତ ସୁଇସ ଓପନ ବ୍ୟାଡମିଂଟନରେ ଟାଇଟଲ ହାସଲ କରିଛନ୍ତି ଭାରତର ପିଭି ସିନ୍ଧୁ । ମହିଳା ସିଙ୍ଗଲ୍ସ ଟାଇଟଲ ମୁକାବିଲାରେ ସେ ଥାଇଲାଣ୍ଡର ବୁସାନାନ ଓଙ୍ଗବାମରୁଙ୍ଗଫାନଙ୍କୁ ୨୧-୧୬ ଓ ୨୧-୧୮ ପଂଏଟରେ ପରାସ୍ତ କରିଥିଲେ । ୪୯ ମିନିଟ ଧରି ଚାଲିଥିବା ଏହି…

ମହିଳା ବିଶ୍ୱକପ କ୍ରିକେଟ: ଦକ୍ଷିଣ ଆଫ୍ରିକାଠାରୁ ହାରି ବିଦା ହେଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ମହିଳା ବିଶ୍ୱକପ କ୍ରିକେଟରେ ଭାରତର ଅଭିଯାନ ଶେଷ ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ କର ବା ମର ମୁକାବିଲାରେ ଭାରତ ୩ ୱିକେଟରେ ହାରିଯାଇଛି । ପ୍ରଥମେ ବ୍ୟାଟିଂ କରି ଶେଫାଳୀ ବର୍ମା (୫୩), ସ୍ମୃତି ମାନ୍ଧାନା (୭୧) ଓ ମିଥାଲୀ ରାଜ (୭୧)ଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ୨୭୫ ରନର…

ବଡ଼ ପରଦାରେ, ବଡ଼ ଲଢ଼େଇ: କଶ୍ମୀର ଫାଇଲ୍ସ ବନାମ ଆରଆରଆର

ମୁମ୍ବାଇ: ଚାଲିଛି ବଡ଼ ପରଦାରେ ବଡ଼ ଲଢେଇ । ଇତିହାସର ଘଟଣା ବନାମ କାଳ୍ପନିକ ସିନେମାକୁ ନେଇ ଦର୍ଶକଙ୍କ ମଧ୍ୟରେ ବଢୁଛି ଉତ୍ସୁକତା । ତିନି ସପ୍ତାହରେ 'ଦ କାଶ୍ମୀର ଫାଇଲ୍ସ' ବକ୍ସ ଅଫିସରେ ଏଯାବତ ୨୧୯ କୋଟିରୁ ଅଧିକ ଆୟ କରିଥିବା ବେଳେ ଆରଆରଆର ଗୋଟିଏ ଦିନରେ ଦୁଇ ଶହ କୋଟିରୁ ଅଧିକ…

ବାରୁଦ ଗଦାରେ ପଶ୍ଚିମବଙ୍ଗ: ୨୪ ଘଂଟାରେ ମିଳିଲାଣି ୩୫୦ରୁ ଅଧିକ ଜୀବନ୍ତ ବୋମା

ବୀରଭୂମି: ବାରୁଦ ଗଦାରେ ଛିଡା ହୋଇଛି ପଶ୍ଚିମବଙ୍ଗ । ବୀରଭୂମି ହିଂସା ପରେ ତଦନ୍ତ କରୁଥିବା ପୋଲିସ ଆଶ୍ଚର୍ଯ୍ୟଚକିତ ହୋଇଛି । ଚକିତ ହେବାର ମୁଖ୍ୟ କାରଣ ହେଲା ୨୪ ଘଂଟା ମଧ୍ୟରେ ୩୫୦ରୁ ଅଧିକ ଜୀବନ୍ତ ବୋମା ପୋଲିସ ଜବତ କରିସାରିଛି । ବୀରଭୂମି ହିଂସା ପରେ ବିଭିନ୍ନ ମହଲରେ ରାଜ୍ୟ ସରକାରଙ୍କୁ…

ମେୟର ଲଢ଼େଇରେ ବିଜେପି ହାରିବା ପରେ ରାଜଧାନୀବାସୀଙ୍କୁ କାହିଁକି ଧନ୍ୟବାଦ ଦେଲେ ଅପରାଜିତା?

ଭୁବନେଶ୍ୱର: ମେୟର ଲଢ଼େଇରେ ବିଜେପି ପ୍ରାର୍ଥୀ ହାରିବା ପରେ ରାଜଧାନୀବାସୀଙ୍କୁ ଅପରାଜିତା ଧନ୍ୟବାଦ ଦେଇଛନ୍ତି । ଆଜି ସକାଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଫଳାଫଳକୁ ନେଇ ଟ୍ୱିଟ୍ କରିବା ସହିତ ଖୁସି ବ୍ୟକ୍ତି କରିଛନ୍ତି । ଯଦି ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ମେୟର ନିର୍ବାଚନକୁ…

ପୌର ଲଢ଼େଇରେ ଶଙ୍ଖନାଦ: ଉପକୂଳର ୯ ଜିଲ୍ଲାରେ ବିଜେଡିକୁ ୭୭% ସଫଳତା

ଭୁବନେଶ୍ୱର: ପଞ୍ଚାୟତ ଭଳି ପୌର ଲଢ଼େଇରେ ବି କାମ ଦେଲା ନବୀନ ମ୍ୟାଜିକ୍ । ଚାରିଆଡ଼େ ଶଙ୍ଖନାଦ । ବିଜେଡି ବିପୁଳ ସଫଳତା ପାଇଛି । ୧୦୫ ଏନଏସି ଓ ମ୍ୟୁନିସିପାଲିଟି ଅଧ୍ୟକ୍ଷ ନିର୍ବାଚନରେ ବିଜେଡି ୭୩ଟି ଜିତିଛି । ବିଜେପି ୧୬, କଂଗ୍ରେସ ୭ ଓ ଅନ୍ୟାନ୍ୟ ୯ଟିରେ ବାଜି ମାରିଛନ୍ତି । ଉପକୂଳର…