Latest Odisha News

BREAKING NEWS

Browsing Category

ଫିଚର

ମହିଳା କର୍ମଚାରୀଙ୍କୁ ଗୁଳି କରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ମହିଳା କର୍ମଚାରୀଙ୍କ ଠାରୁ ଲୁଟ୍  । ବେଗୁନିଆ ଥାନା ଅନ୍ତର୍ଗତ ଧାନଘର ନୂଆ ଗାଁ ଅଞ୍ଚଳରେ ଜଣେ ମହିଳା ଲୁଟର ଶିକାର ହୋଇଛନ୍ତି । ଦୁଇ ଜଣ ଦୁର୍ବୃତ୍ତ ଗୁଳିକରି ମହିଳାଙ୍କ ଠାରୁ ୬୦ ହଜାର ଟଙ୍କା ଲୁଟ କରିଛନ୍ତି । ମହିଳା ଜଣକ ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ । ତାଙ୍କ…

ଭଁସାଲୀଙ୍କ ଏକା ଜିଦ ଅଜୟ ହେବେ ତାନସେନ !

ମୁମ୍ବାଇ: ବଲିଉଡର ମହାନ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁସାଲୀ ତାଙ୍କର ଆଗାମୀ ଫିଲ୍ମ ବୈଜୁ ବାୱାରା ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୧୯୫୨ରେ ବିଜୟ ଭଟ୍ଟଙ୍କ ଦ୍ୱାରା ନିର୍ମିତ ବୈଜୁ ବାୱାରାର ଏହା ରିମେକ ଅଟେ । ରଣବୀର ସିଂ ଓ ଆଲିୟା ଭଟ୍ଟଙ୍କୁ ମୁଖ୍ୟ ଭୂମିକା ପ୍ରଦାନ କରାଯାଇଛି ।…

ମହିଳା ବିଶ୍ୱକପ କ୍ରିକେଟ: ଇଂଲଣ୍ଡଠାରୁ ହାରିଲା ଭାରତ

ନୂଆଦିଲ୍ଲୀ: ମହିଳା ବିଶ୍ୱକପ କ୍ରିକେଟରେ ବୁଧବାର ଭାରତ ୪ୱିକେଟରେ ଇଂଲଣ୍ଡ ନିକଟରୁ ପରାଜିତ ହୋଇଛି । କ୍ରମାଗତ ୩ ପରାଜୟ ପରେ ଚାମ୍ପିୟନ ଇଂଲଣ୍ଡ ବିଜୟ ଲୟକୁ ଫେରିଛି । ଅପରପକ୍ଷରେ ଭାରତର ଏହା ଦ୍ୱିତୀୟ ପରାଜୟ । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୩୬.୨ ଓଭରରେ ୧୩୪ରନ କରି ଅଲଆଉଟ ହୋଇ…

ଆଇପିଏଲ ନେଇ ବିସିସିଆଇ ଲାଗୁ କଲା କରୋନା କଟକଣା

ମୁମ୍ବାଇ: ମାର୍ଚ୍ଚ ୨୬ରୁ ଆଇପିଏଲର ୧୫ତମ ସଂସ୍କରଣ ଆରମ୍ଭ ହେବ । ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ । କରୋନାର ପ୍ରଭାବ ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଆଇପିଏଲ ଅବସରରେ ବିସିସିଆଇ ଏହାର କଟକଣା ନେଇ କୋହଳ ମନୋଭାବ ଆପଣାଇବ ନାହିଁ ବୋଲି ସ୍ପଷ୍ଟ…

ବିଜେଡିରୁ ଆଉ ୨ ନେତା ସସପେଣ୍ଡ

ଭୁବନେଶ୍ୱର: ଆକ୍ସନମୁଡରେ ବିଜେଡି । ବିଶୃଙ୍ଖଳିତ ନେତାଙ୍କ ଉପରେ ପଡୁଛି ଶୃଙ୍ଖଳା ଛାଟ । ଦଳ ବିରୋଧୀ କାମ ପାଇଁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଏନଏସିର ଦୁଇ ଜଣ ନେତାଙ୍କୁ ଦଳରୁ ସସପେଣ୍ଡ କରିଛି ବିଜେଡି । ସେମାନେ ହେଲେ ନିହାର ହୋତା ଓ ସନ୍ତୋଷ ହୋତା । ସେମାନଙ୍କୁ ଦଳରୁ ନିଲମ୍ବନ କରିଛନ୍ତି…

୨୧ ତାରିଖରେ ବଙ୍ଗୋପସାଗରରେ ବାତ୍ୟା, ୨୩ରେ ଲ୍ୟାଣ୍ଡଫଲ୍: କୁଆଡ଼େ ଯିବ ଜାଣନ୍ତୁ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେବ । ଆସନ୍ତା ୨୧ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଆଣ୍ଡୋମାନ ନିକୋବର ନିକଟରେ ୧୯ ତାରିଖରେ ଓ୍ୱେଲ୍ ମାର୍କଡ ଲୋ ପ୍ରେସର ହେବ ଲଘୁଚାପ । ଧୀରେ ଧୀରେ ଘନୀଭୂତ ହୋଇ ୨୦ ତାରିଖରେ ଡିପ୍ରେସନ୍ ହେବ । ୨୧ ତାରିଖରେ…

ମାଆକୁ ହାଣି ହତ୍ୟା କଲା ପୁଅ, ବାପା ଓ ସ୍ତ୍ରୀ ଗୁରୁତର

ପୁରୀ: ପାରିବାରିକ କଳହର ଭୟାଙ୍କର ପରିଣତି । ରାଗରେ ବାପା, ମାଆ ଓ ସ୍ତ୍ରୀକୁ ହାଣିଲା ପୁଅ । ପୁରୀ ତାଳବଣିଆ ସୁଭଦ୍ରାନଗରରେ ଏହି ଘଟଣା ଘଟିଛି । ଆକ୍ରମଣରେ ମାଆଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗୁଲିଳତା ଦୀକ୍ଷିତ । ଆକ୍ରମଣରେ ବାପା ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ…

ପୁରୀରେ ସେବାୟତଙ୍କୁ ଗୁଳି କରି ହତ୍ୟା

ପୁରୀ: ସେବାୟତଙ୍କୁ ହତ୍ୟା । ପୁରୀରେ ପୁଣି ଫୁଟିଲା ଗୁଳି । ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଟାଉନ୍ ଥାନା ଅନ୍ତର୍ଗତ ବାରବାଟୀ ଜାଗା ପରିସରରେ ତାଙ୍କ ଉପରେ ଗୁଳିମାଡ଼ ହୋଇଛି । ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି…

ଆଜିଠୁ ତାତିରେ ସିଝିବ ଓଡ଼ିଶା: ୩ ଦିନ ହିଟଓ୍ୱେଭ୍ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜିଠୁ ତାତିରେ ସିଝିବ ଓଡ଼ିଶା । ୩ ଦିନ ତାପମାତ୍ରା ବଢ଼ିବ । ୪୦ ଡିଗ୍ରୀ ପାର କରିଯିବ ଦିନର ତାପମାତ୍ରା । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ରାଜ୍ୟ ଭିତରକୁ ପ୍ରବେଶ କରିବ । ଫଳରେ ଆଜିଠୁ ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ହିଟେଓ୍ଵଭ୍‌…

ପୁଣି ନନ୍ଦନକାନନରେ ପଶିଲେ ଜଙ୍ଗଲୀ ହାତୀ, ବାହାର କରିବାକୁ କସରତ

ଭୁବନେଶ୍ୱର: ନନ୍ଦନକାନନରେ ପୁଣି ପଶିଲେ ଜଙ୍ଗଲୀ ହାତୀ । ଆଜି ଦୁଇଟି ହାତୀ ଚିଡିଆଖାନା ଭିତରେ ପ୍ରବେଶ କରିଛନ୍ତି । ସେମାନେ ଏବେ ବାଘ ସଫାରୀ ପଛ ପଟ ଜଙ୍ଗଲରେ ଥିବା ଜଣାପଡ଼ିଛି । ହାତୀଙ୍କୁ ବାହାର କରିବା ପାଇଁ ଲାଗିଛନ୍ତି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ । ଗତ ୮ ତାରିଖରେ ନନ୍ଦନକାନନରେ…