Latest Odisha News
Browsing Category

ଫିଚର

ବିବାଦୀୟ ମନ୍ତବ୍ୟ ନେଇ କ୍ଷମା ମାଗିଲେ କଂଗ୍ରେସ ବିଧାୟକ ରମେଶ କୁମାର

ବାଙ୍ଗାଲୋର: କର୍ଣ୍ଣାଟକ ବିଧାନସଭାରେ ଦୁଷ୍କର୍ମଜନିତ ବିବାଦୀୟ ମନ୍ତବ୍ୟ ନେଇ କ୍ଷମା ମାଗିଛନ୍ତି କଂଗ୍ରେସ ବିଧାୟକ କେଆର ରମେଶ କୁମାର । ବିଧାନସଭାରେ ମୁଁ କୌଣସି ଉଦ୍ଦେଶ୍ୟ ନ ଥାଇ ଏ ଭଳି ମନ୍ତବ୍ୟ ଦେଇଛି । ଆଗକୁ ଏଥିପ୍ରତି ଯତ୍ନବାନ ହେବି । ଦୁଷ୍କର୍ମ ବେଳେ ଖସିବାର ଯଦି କୌଣସି ଉପାୟ ରହି…

ବିଶ୍ୱ ଚାମ୍ପିୟନ୍ସ ଟ୍ରଫି ବ୍ୟାଡମିଂଟନ: ସେମିରେ ଶ୍ରୀକାନ୍ତ, ସିନ୍ଧୁ ବିଦା

ନୂଆଦିଲ୍ଲୀ: ବିଡବ୍ଲ୍ୟୁଏଫ ବିଶ୍ୱ ଚାମ୍ପିୟନଶିପରେ କମାଲ କରିଛନ୍ତି ଭାରତର ଷ୍ଟାର ଖେଳାଳି କିଦାମ୍ବି ଶ୍ରୀକାନ୍ତ । କ୍ୱାର୍ଟର ଫାଇନାଲରେ ଶ୍ରୀକାନ୍ତ ନେଦରଲାଣ୍ଡର ମାର୍କ କ୍ୟାଲଜାଉଙ୍କୁ ୨୧-୮ ଓ ୨୧-୭ରେ ପଂଏଟରେ ପରାସ୍ତ କରିଥିଲେ । ମ୍ୟାଚରେ ବିଜୟ ହାସଲ ପାଇଁ ସେ ମାତ୍ର ୨୬ ମିନିଟ ସମୟ…

ପାକିସ୍ତାନକୁ ହରାଇ କ୍ରିକେଟର ମଧୁର ପ୍ରତିଶୋଧ ନେଲା ଭାରତ

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ଶୁକ୍ରବାର ତୀବ୍ର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୧ ଗୋଲରେ ପରାସ୍ତ କରିଛି । ଏଥିସହ ଭାରତ ଟି୨୦ ବିଶ୍ୱକପ କ୍ରିକେଟ ପରାଜୟର ମଧୁର ପ୍ରତିଶୋଧ ନେଇପାରିଛି । ବିଜୟ ସହ ଭାରତ ଏକ ପ୍ରକାର ସେମିଫାଇନାଲ ପ୍ରବେଶ ନିଶ୍ଚିତ କରିଛି ।…

ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ମିଳିବ ଘର

କଟକ : ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ମିଳିବ ବାସଗୃହ । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ବିଭାଗ ବା ହାଉସିଂ ବୋର୍ଡ ପକ୍ଷରୁ କଟକ ନୂଆ ବଜାର ବିଦ୍ୟାଧର ପୁରଠାରେ ଏହି ଯୋଜନା ଉଦଘାଟିତ ହୋଇଯାଇଛି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା…

ବାରଣାସୀରେ ଅଲ ଇଣ୍ଡିଆ ମେୟର୍ସ କନଫରେନ୍ସ ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଲ ଇଣ୍ଡିଆ ମେୟର୍ସ କନଫରେନ୍ସ ଉଦଘାଟନ କରିଛନ୍ତି । ଭିଡିଓ କନଫରେନ୍ସ ମାଧ୍ୟମରେ ନରେନ୍ଦ୍ର ମୋଦି ଏହି କନ୍ଫରେନ୍ସ କୁ ଉଦଘାଟନ କରିଛନ୍ତି । ବିଭିନ୍ନ ରାଜ୍ୟର ୧୨୦ଜଣ ମେୟର୍ସ ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରିଛନ୍ତି । ଏହି ମେୟର କନଫରେନ୍ସର…

ହାପି ବର୍ଥ ଡେ’ ଜନ୍

ମୁମ୍ବାଇ : ଆଜି ବଲିଉଡ ହ୍ୟାଣ୍ଡସମ୍ ହଙ୍କ ଜନ୍ ଆବ୍ରାହିମଙ୍କ ବର୍ଥ ଡେ । ୪୮ ବର୍ଷ ବୟସରେ ପାଦ ଥାପିଛନ୍ତି ଜନ୍ । ଏନେଇ ଆଜି ଜନଙ୍କ ପାଖକୁ ବଲିଉଡ୍ ଜଗତରୁ ଶୁଭେଚ୍ଛାର ସୁଅ ଛୁଟିଛି ।ଅନ୍ୟପଟେ ଆଜି ଜନଙ୍କ ବର୍ଥ ଡେ ହୋଇଥିବାରୁ ତାଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଅଫିସ୍ ଫ୍ରଣ୍ଟରେ ପ୍ୟାନଙ୍କ…

[ଭିଡିଓ] କନଫେରେନ୍ସରେ ପାକିସ୍ତାନୀ ସାମ୍ବାଦିକ ଓ ତାଲିବାନୀ ଆତଙ୍କବାଦୀର ମଧୁଚନ୍ଦ୍ରିକା

ଭୁବନେଶ୍ୱର: ଆଫଗାନିସ୍ତାନରେ ତାଲିବାନର କବ୍‌ଜାକୁ ନେଇ ପାକିସ୍ତାନର ପରୋକ୍ଷ ସମର୍ଥନ ରହିଛି । ହେଲେ ବିଶ୍ୱ ଦରବାରରେ କିନ୍ତୁ ପାକିସ୍ତାନ ଦେଖାଇଥିଲା କୁମ୍ଭୀର କାନ୍ଦଣା । ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ତାଲିବାନର ପ୍ରବକ୍ତା ତଥା…

ଜାପାନର ଏକ କୋଠାରେ ନିଆଁ ଲାଗି ୨୭ଜଣଙ୍କ ମୃତ୍ୟୁ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ଟୋକିଓ: ଜାପାନ ଓସାକାରେ ଏକ କୋଠାରେ ଅଗ୍ନିକାଣ୍ଡ ଘଟି ୨୭ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଅଗ୍ନିଶମ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ଓସାକା ସହରର ଅଗ୍ନିଶମ ବିଭାଗର ଅଧିକାରୀ ଆକିରା କିଶିମୋଟୋ କହିଛନ୍ତି, କିଟାସିଞ୍ଚିର ଏକ ସପିଂ ଏବଂ ମନୋରଞ୍ଜନ ଅଞ୍ଚଳରେ ଏକ ଆଠ ମହଲା କୋଠାର ଚତୁର୍ଥ…

ଆଇପିଏସ୍‌ ଅଫିସରଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୧୦ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ

ଭୁବନେଶ୍ୱର : ସାଇବର ଠକ ହାବୁଡରେ ଆଇପିଏସଙ୍କ ପତ୍ନୀ । ଗତ ଦୁଇ ବର୍ଷ ଭିତରେ ଆଇପିଏସ୍ ସୁଶାନ୍ତ ନାଥଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା କୁଆଡେ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । ଏନେଇ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି ସୁଶାନ୍ତ ନାଥଙ୍କ ପତ୍ନୀ ଅନୁଜା ତ୍ରିପାଠୀ । ଅନୁଜା…

୨୪ଘଣ୍ଟାରେ ରାଜ୍ୟରେ ୧୫୪ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ୨୪ଘଣ୍ଟା ଭିତରେ ରାଜ୍ୟରେ ୧୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୯୧ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ସଂକ୍ରମଣ କେସ୍ ରହିଛି ୬୩ଜଣ । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ…