Latest Odisha News

BREAKING NEWS

Browsing Category

ଫିଚର

ବିଜେପିଠାରୁ ଅଲଗା ହେବା ପାଇଁ ନୀତିଶଙ୍କୁ ଯଚାଯାଉଛି ରାଷ୍ଟ୍ରପତି ପଦବୀର ଲୋଭ !

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଖୁବ ଶୀଘ୍ର ସରିବାକୁ ଯାଉଛି । ପରବର୍ତୀ ରାଷ୍ଟ୍ରପତି କିଏ ହେବେ ସେ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିଜେପିଠାରୁ ଜେଡିୟୁକୁ ଅଲଗା କରିବା ପାଇଁ ନୀତିଶ କୁମାରଙ୍କୁ…

ଷ୍ଟ୍ରଙ୍ଗରୁମକୁ କଡ଼ା ସୁରକ୍ଷାରେ ରଖିବାକୁ କଂଗ୍ରେସର ଦାବି, ନିର୍ବାଚନ ଆୟୋଗଙ୍କ ନିକଟରେ ହେଲା ଫେରାଦ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଆସନ୍ତା ୨୪ ତାରିଖରେ ସରିବ ପଞ୍ଚମ ପର୍ଯ୍ୟାୟ ମତଦାନ । ହେଲେ ଭୋଟ ଗଣତି ପୂର୍ବରୁ ଭୋଟ୍ ବାକ୍ସକୁ ଷ୍ଟ୍ରଙ୍ଗ୍‌ରୁମରେ ରଖିବା ପରେ କଡ଼ା ସୁରକ୍ଷା ଦେବାକୁ ଦାବି କରିଛି କଂଗ୍ରେସ । ୩୧୪ ବ୍ଲକର…

୧୧ ବର୍ଷୀୟ ଯୁବ କ୍ରିକେଟରଙ୍କ ଚିକିତ୍ସା ପାଇଁ ରାହୁଲ ସାଜିଲେ ଦେବଦୂତ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଆଜି ଜଣେ ୧୧ବର୍ଷୀୟ ଯୁବ କ୍ରିକେଟରଙ୍କ ପାଇଁ ଦେବଦୂତ ସାଜିଛନ୍ତି । ମୁମ୍ବାଇର ବରଦ ଏକ ଅଜଣା ରୋଗରେ ହଠାତ ଆକ୍ରାନ୍ତ ହୋଇଥିଲେ । ଡାକ୍ତର ତାଙ୍କୁ ତୁରନ୍ତ ବୋନ ମେରୋ ଟ୍ରାନ୍ସପ୍ଲାଂଟ ସର୍ଜରୀ କରିବା ପାଇଁ ପରାମର୍ଶ ଦେଇଥିଲେ ।…

ନିର୍ବାଚନ ଜିତିବା ପାଇଁ ପ୍ରାର୍ଥୀ ବାଂଟିଲେ ନକଲି ସ୍ୱର୍ଣ୍ଣ ମୁଦ୍ରା

ମାଡ୍ରାସ: ତାମିଲନାଡୁର ନଗର ନିଗମ ନିର୍ବାଚନରେ ଏକ ମଜାଦାର ଘଟଣା ସମ୍ମୁଖକୁ ଆସିଛି । ଏଠାରେ ଜଣେ ପ୍ରାର୍ଥୀ ନିର୍ବାଚନରେ ଜିତିବା ପାଇଁ ୨ ଦିନ ପୂର୍ବରୁ ଲୋକମାନଙ୍କୁ ସ୍ୱର୍ଣ୍ଣ ମୁଦ୍ରା ବାଂଟିଥିଲେ । ଅବଶ୍ୟ ଏଗୁଡିକ ନକଲି ବୋଲି ପରେ ଜଣାପଡିଥିଲା । ପ୍ରକାଶିତ ଖବର ଅନୁସାରେ ମଣିମେଗାଲାଇ…

ଆସନ୍ତାକାଲି ଉତ୍ତରପ୍ରଦେଶରେ ହେବ ଚତୁର୍ଥ ପର୍ଯ୍ୟାୟ ଭୋଟ

ଉତ୍ତରପ୍ରଦେଶ : ଆସନ୍ତାକାଲି ଉତ୍ତରପ୍ରଦେଶରେ ହେବ ଚତୁର୍ଥ ପର୍ଯ୍ୟାୟ ଭୋଟ । ୯ ଜିଲ୍ଲାର ୫୯ ଆସନ ପାଇଁ ହେବ ମତଦାନ । ପିଲିଭିଟ୍, ଲଖିମପୁର-ଖେରି, ସୀତାପୁର, ହାରଦୋଇ, ଉନ୍ନାଓ, ଲକ୍ଷ୍ନୌ, ରାଇବରେଲି, ବାନ୍ଦା ଓ ଫତେହପୁର ଜିଲ୍ଲାର ୫୯ ଆସନ ପାଇଁ ନେତା ବାଛିବେ ଭୋଟର । ୫୯ ଆସନ ପାଇଁ…

ୟୁକ୍ରେନ ପ୍ରସଙ୍ଗରେ ଋଷ ବିରୋଧରେ ମହାଶକ୍ତିଙ୍କ ମେଳି

ମସ୍କୋ : ୟୁକ୍ରେନ ପ୍ରସଙ୍ଗରେ ଋଷ ବିରୋଧରେ ମହାଶକ୍ତିଙ୍କ ମେଳି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧ ଘୋଷଣାକୁ ନିନ୍ଦା କରିଛନ୍ତି ଜାତିସଂଘ ନିରାପତ୍ତା ପରିଷଦ ମହାସଚିବ ଆଣ୍ଟୋନିଓ ଗୁଟେରସ, ଆମେରିକା ରାଷ୍ଟ୍ରପତି ଜୋ ବିଡେନ, ଜର୍ମାନୀ ଚାନସେଲର ଓଲାଫ ସ୍କଜ ଓ ଫ୍ରାନ୍ସ…

ଚରମ ସୀମାରେ ପହଞ୍ଚିଛି ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦ

ମସ୍କୋ : ଚରମ ସୀମାରେ ପହଞ୍ଚିଛି ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦ । ଆମେରିକା ନେତୃତ୍ବାଧୀନ ନାଟୋକୁ ଜୋରଦାର ଚାଲେଞ୍ଜ କରିଛି ଋଷ୍‌ । ବିଦ୍ରୋହୀଙ୍କ କବଜାରେ ଥିବା ପୂର୍ବ ୟୁକ୍ରେନର ଡୋନେସ୍କ ଓ ଲୁଗାନସ୍କକୁ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ଦେବା ଆଇନରେ ଦସ୍ତଖତ କରିଛନ୍ତି ଭ୍ଲାଦିମିର…

ଲେଖକ ଭାବେ କ୍ୟାରିୟର ଆରମ୍ଭ କରିବେ ଶାହାରୁଖଙ୍କ ପୁତ୍ର ଆର୍ଯ୍ୟନ

ମୁମ୍ବାଇ: ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ଖୁବ୍ ଶୀଘ୍ର ବଲିଉଡରେ ପଦାର୍ପଣ କରିବାକୁ ଯାଉଛନ୍ତି । ସେ ଅଭିନୟ ବଦଳରେ ରାଇଟିଂକୁ ଗୁରୁତ୍ୱ ଦେଇଛନ୍ତି । ପ୍ରକାଶିତ ରିପୋର୍ଟ ଅନୁସାରେ ଏକ ୱେବ ସିରିଜରେ ସେ ରାଇଟର ଭାବେ କ୍ୟାରିୟର ଆରମ୍ଭ କରିବେ । ନିକଟରେ ସଦର୍ଣ୍ଣ କାଲିଫୋର୍ଣ୍ଣିଆ…

ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ: ବିନା ଦର୍ଶକରେ ଖେଳାଯିବ ପ୍ରଥମ ମ୍ୟାଚ

ଲକ୍ଷ୍ନୌ: ଭାରତ-ଶ୍ରୀଲଙ୍କା ଟି୨୦ କ୍ରିକେଟ ସିରିଜ ଫେବୃୟାରୀ ୨୪ରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ ବିନା ଦର୍ଶକରେ ଖେଳାଯିବ । ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ବିନା ଦର୍ଶକରେ ଏହି ମ୍ୟାଚ ଖେଳାଯିବ । କରୋନା ଭାଇରସ ବିପଦକୁ ଦେଖି ଏହି ନିଷ୍ପତି ନିଆଯାଇଛି । ଏହା ପରେ ଧର୍ମଶାଳାରେ…

କର୍ଣ୍ଣାଟକରେ ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟାକୁ ନେଇ ବିଗୁଡୁଛି ସ୍ଥିତି

କର୍ଣ୍ଣାଟକ : କର୍ଣ୍ଣାଟକରେ ବଜରଙ୍ଗ ଦଳ କର୍ଯ୍ୟକର୍ତ୍ତାଙ୍କୁ ହତ୍ୟାକୁ ନେଇ ବିଗିଡିବାରେ ଲାଗିଛି ସ୍ଥିତି । ସିଭମୋଗା ସହରରେ ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟାକାଣ୍ଡକୁ ନେଇ ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ସ୍ଥିତି ଉପୁଜିଛି । ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ, ଶୋଭାଯାତ୍ରା କରାଯାଉଥିବା ବେଳେ…