Latest Odisha News

BREAKING NEWS

Browsing Category

ଫିଚର

ଆଜି ରାଜ୍ୟରୁ ୧୪୮୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ଦୁଇ ହଜାର ଭିତରେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୪୮୦ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୮୬୨ ଓ ଲୋକାଲ୍ କେସ୍ ରହିଛି ୬୧୮ । ୧୮ ବର୍ଷରୁ କମ୍ ବର୍ଗର ଆଉ ୩୩୪ ପଜିଟିଭ୍…

ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍ ଆଗୁଆ କବଜା କଲା ଟିମ୍ ଇଣ୍ଡିଆ

ଅହମ୍ମଦାବାଦ: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ଜିତିବା ସହ ସିରିଜକୁ ଆଗୁଆ କବଜା କରିଛି ଭାରତ । ଗତକାଲି ଅହମ୍ମଦାବାଦରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ୪୪ ରନରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ୨୩୮ ରନ୍ ବିଜୟ ଲକ୍ଷ୍ୟର ପିଛା କରି କାରାବେଆନ୍ ଟିମ୍ ୧୯୩ ରନରେ ଅଲଆଉଟ୍ ହୋଇଥିଲା…

ଓମଫେଡର ସମଲେଶ୍ୱରୀ ମିଲ୍କ ୟୁନି୍ଅନ୍ ଡେପୁଟୀ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଓମଫେଡର ସମଲେଶ୍ୱରୀ ମିଲ୍କ ୟୁନି୍ଅନ୍ ଡେପୁଟୀ ମ୍ୟାନେଜର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟୀ ମ୍ୟାନେଜର୍ କିଶୋର ନାୟକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ସମ୍ୱଲପୁର, ଭୁବନେଶ୍ୱର ଓ ପୁରୀରେ ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚାଲିଛି ।…

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ୫୮ ଆସନରେ ଆଜି ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ । ୧୧ଟି ଜିଲ୍ଲାର ୫୮ ଆସନ ପାଇଁ ସକାଳୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିବ । ପ୍ରଥମ ପର୍ୟ୍ୟାୟ ନିର୍ବାଚନ ରଣାଙ୍ଗନାରେ ଅଛନ୍ତି ୬୨୩ ପ୍ରାର୍ଥୀ । ୨ କୋଟି…

ରନ୍ଥାମ୍ଭୋରରେ ବିବାହ କରିବେ ରଣବୀର-ଆଲିଆ !

ମୁମ୍ବାଇ: ବଲିଉଡର ଦୁଇ ଚର୍ଚ୍ଚିତ ଯୋଡି ରଣବୀର କାପୁର ଓ ଆଲିଆ ଭଟ୍ଟଙ୍କ ରାଜସ୍ଥାନର ରନ୍ଥାଭୋରରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଏପ୍ରିଲରେ ଏହି ବିବାହ ହେବ ବୋଲି ବିଭିନ୍ନ ୱେବସାଇଟରେ ଖବର ପ୍ରକାଶ ପାଇଛି । ଡିସେମ୍ବର ୨୦୨୧ରେ ବିବାହ…

ଗୁଆମରେ ଶକ୍ତି ପ୍ରଦର୍ଶନ : ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ବାୟୁସେନାର ଏଲିଫ୍ୟାଂଟ ୱାକ

ଟୋକିଓ: ଗୁଆମର ଆଣ୍ଡରସନ ଏୟାରଫୋର୍ସ ବେସରେ ଆଜି ଜାପାନ ଓ ଅଷ୍ଟ୍ରେଲିଆ ସହିତ ମିଶି ଆମେରିକା ବାୟୁସେନାର ଶକ୍ତି ପ୍ରଦର୍ଶନ କରିଛି । ଚୀନଠାରୁ ୨୯୦୦ କିଲୋମିଟର ଦୂରରେ ଏହି ଏୟାରବେସ ଅବସ୍ଥାପିତ । ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ୧୩୦ ବିମାନ ଏଲିଫ୍ୟାଂଟ ୱାକ କରିଥିଲେ । ଏହା ବ୍ୟତୀତ…

କରୋନା ମହାମାରୀ ମୁକାବିଲା: ଭାରତ ବଜାରରେ ଉପଲବ୍ଧ ହେବ ଫାବି ସ୍ପ୍ରେର ନାଜାଲ ସ୍ପ୍ରେ

ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲା ପାଇଁ ନାଜାଲ ସ୍ପ୍ରେ ମାଧ୍ୟମରେ ଆଉ ଏକ ଔଷଧ ବଜାରକୁ ଆସିଛି । ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ ନାଇଟ୍ରିକ ଅକ୍ସାଇଡ ଆଧାରିତ ଫାବି ସ୍ପ୍ରେ କାନାଡାର ଏକ କମ୍ପାନୀ ସହ ମିଳିତ ଭାବେ ପ୍ରସ୍ତୁତ କରିଛି । ଡିସିଜିଆଇ ପୂର୍ବରୁ ଏହାକୁ ଅନୁମୋଦନ ଦେଇଥିଲା ।…

ମାଓ ପୋଷ୍ଟର ସ୍ଥାନରେ ପୁଣି ଲାଣ୍ଡମାଇନ୍ ବିସ୍ଫୋରଣ, ଯୁବକ ମୃତ

ଫୁଲବାଣୀ: ପୁଣି ମାତିଲେ ମାଓବାଦୀ । ମାଓ ପୋଷ୍ଟର ଲାଗିଥିବା ସ୍ଥାନରେ ପୁଣି ହେଲା ଲାଣ୍ଡମାଇନ୍ ବିସ୍ଫୋରଣ । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡିଙ୍ଗିଆ କିଆମୁଣ୍ଡା ନିକଟରେ ଏହି ବିସ୍ଫୋରଣ ହୋଇଛି । ଏଥିରେ ପ୍ରାଣ ହରାଇଛନ୍ତି…

କରୋନାର ପରବର୍ତ୍ତୀ ଭାରିଆଣ୍ଟ ଓମିକ୍ରନଠୁ ଅଧିକ ଘାତକ ହୋଇପାରେ, ଚେତେଇଲା WHO

ଓ୍ୱାଶିଂଟନ୍: କରୋନାର କେବେ ହେବ ଅନ୍ତ ? ଏପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ । ପାଖାପାଖି 3 ବର୍ଷ ହେବ ସାରା ବିଶ୍ୱ ମହାମାରୀ ସହ ଲଢୁଛି । ଆଗକୁ କରୋନାର ନୂଆ ଭାରିଆଣ୍ଟ ଆସିଲେ ତାହା ଅଧିକ ଘାତକ ହେବ । ଓମିକ୍ରନଠାରୁ ଅଧିକ ସଂକ୍ରାମକ ହୋଇପାରେ । ଏପିରିକି ଅନ୍ୟ ଭାରିଆଣ୍ଟ ଅପେକ୍ଷା…

ଓସ୍କାର ୨୦୨୨ନୋମିନେଶନ: ଡକ୍ୟୁମେଂଟ ବିଭାଗରେ ସ୍ଥାନ ପାଇଲା ଭାରତର ରାଇଟିଂ ୱିଥ ଫାୟାର

ନୂଆଦିଲ୍ଲୀ: ଓସ୍କାର ୨୦୨୨ ନୋମିନେଶନରେ ଡକ୍ୟୁମେଂଟ ବିଭାଗରେ ସ୍ଥାନ ପାଇଲା ଭାରତର ରାଇଟିଂ ୱିଥ ଫାୟାର । ରିଂଟୁ ଥୋମାସ ଓ ସୁସ୍ମିତ ଘୋଷ ଏହି ଡକ୍ୟୁମେଂଟ ଫିଲ୍ମ ପ୍ରସ୍ତୁତ କରିଥିଲେ । ନୋମିନେଶନରେ ସାମିଲ ହେବା ଶୁଣିବା ପରେ ରିଂଟୁ ଓ ଥୋମାସ ଖୁସିରେ ନାଚିଥିଲେ । ରିଂଟୁ ଟୁଇଟରରେ ଏ…