Latest Odisha News

BREAKING NEWS

Browsing Category

ଫିଚର

୪୮ଘଣ୍ଟା ପରେ ପାହଡରେ ଫସିଥିବା ଟ୍ରେକର ଉଦ୍ଧାର

ପାଲକ୍କଡ(କେରଳ): ୪୮ଘଣ୍ଟା ପରେ କେରଳ ପାଲକ୍କଡ ଜିଲ୍ଲାର ଏକ ପାହଡରେ ଫସିଥିବା ଟ୍ରେକର ଉଦ୍ଧାର । ଦୁଇ ଦିନ ବିନା ଖାଦ୍ୟ ଓ ପାଣିରେ ଜୀବନ ସହ ସଂଘର୍ଷ କରୁଥିବା ୨୩ ବର୍ଷୀୟ ଟ୍ରେକରଙ୍କୁ ଆଜି ଉଦ୍ଧାର କରିଛି ଭାରତୀୟ ସେନା । ତାଙ୍କ ପାଖରେ ସେନାର ଗୋଟିଏ ଟିମ୍ ପହଞ୍ଚିଥିଲେ । ତାଙ୍କୁ ପ୍ରଥମେ…

୪୦ ଫୁଟ ମୋବାଇଲ୍ ଟାଓ୍ୱାର ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଯୁବକ

ବାଙ୍କି(କଟକ): ୪୦ ଫୁଟ୍ ଉଚ୍ଚର ମୋବାଇଲ୍ ଟାଓ୍ୱାର ଉପରେ ଚଢ଼ିଗଲେ ଯୁବକ । ଉପରୁ ଆତ୍ମହତ୍ୟା ଧମକ ଦେଉଛନ୍ତି । ଏଭଳି ଏକ ଘଟଣା କଟକ ଜିଲ୍ଲା ବାଙ୍କି ଅଞ୍ଚଳରୁ ସାମନାକୁ ଆସିଛି । ମୋବାଇଲ୍ ଟାଓ୍ୱାର ଉପରେ ଚଢ଼ିଥିବା ଯୁବକଙ୍କ ନାଁ ମଳୟ ଗୋଚ୍ଛି । ତାଙ୍କ ଘର ରାମଚନ୍ଦ୍ରପୁର ଅନ୍ତର୍ଗତ…

ଆଜି ରାଜ୍ୟରୁ ୧୭୧୨ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୁଇ ହଜାର ଭିତରେ ରହୁଛି ଦୈନିକ କରୋନା କେସ୍ । ଓଡ଼ିଶାରେ ନିୟନ୍ତ୍ରଣରେ ରହିଛି ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୭ଶହ ୧୨ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୯୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୧୫ । ୧୮ ବର୍ଷ ଭିତରେ ଆଉ ୩୨୩…

ଦେଶରେ ୭୦ ହଜାରକୁ ଖସିଲାଣି ଦୈନିକ କରୋନା କେସ୍, ବଢୁଛି ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ତଳମୁହାଁ ହେଉଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୧ହଜାର ୩୬୫ ନୂଆ ଆକ୍ରାନ୍ତ । କେରଳରୁ ସର୍ବାଧିକ ୨୯ହଜାର ୪୭୧ ପଜିଟିଭ୍ ବାହାରିଛନ୍ତି । ମହାରାଷ୍ଟ୍ରରୁ ୬ହଜାର ୧୦୭, ତାମିଲନାଡୁରୁ ୪ହଜାର ୫୧୯, କର୍ଣ୍ଣାଟକରୁ ୪ହଜାର ୪୫୨ ଓ ରାଜସ୍ଥାନରୁ…

ଆଜି ଭାରତ-ଓ୍ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ, ଆଗୁଆ ସିରିଜ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଅହମ୍ମଦାବାଦ: ଆଜି ଭାରତ-ଓ୍ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ । ଆଜିର ମ୍ୟାଚ୍ ଜିତି ଆଗୁଆ ସିରିଜ କବଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଆଜିର ମ୍ୟାଚରେ କିଏ ଖେଳିବେ, କାହାକୁ ମିଳିବ ବିଶ୍ରାମ ତାଉପରେ ନଜର ରହିଛି । ପ୍ଲେଇଂ ଇଲେଭେନରେ କାହାକୁ ସୁଯୋଗ ମିଳିବ । ଟିମକୁ ଫେରିଛନ୍ତି ଲୋକେଶ…

ଆଜି ୪ ଘଣ୍ଟା ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର

ପୁରୀ: ଆଜି ଶ୍ରୀମନ୍ଦିର ୪ ଘଣ୍ଟା ବନ୍ଦ ରହିବ । ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ମହାପ୍ରଭୁଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେଉଥିବାରୁ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଗୁପ୍ତ ସେବା ଓ ସ୍ୱତନ୍ତ୍ର ନୀତି ହୋଇଥିବାରୁ ବନ୍ଦ ରହିବ ଶ୍ରୀମନ୍ଦିର । ସନ୍ଧ୍ୟା…

ରାଜ୍ୟରୁ କରୋନା ନେଲା ଆଉ ୨୨ ଜୀବନ, ଭୁବନେଶ୍ୱରରୁ କେବଳ ୧୧

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୨୨ ଜଣଙ୍କର ଜୀବନ ନେଇଛି ମହାମାରୀ । ଅଡିଟ୍ ପ୍ରୋସେସରେ ଏମାନଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଖୋର୍ଦ୍ଧା ଜିଲ୍ଲାରୁ କେବଳ ୧୪ ଜଣ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ୧୧ ଜଣ କେବଳ…

ଆଜିଠୁ ରାଜ୍ୟରେ ଦୁଇ ଦିନ ବର୍ଷା, ୧୧ରୁ ବଢ଼ିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଦୁଇ ଦିନ ବର୍ଷା । ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠୁ ହାଲୁକା ବର୍ଷା ହେବ । ଆସନ୍ତାକାଲି ବୃଦ୍ଧି ହେବ ବର୍ଷାର ବିସ୍ତୃତି । ଏହି ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଆଭ୍ୟନ୍ତରୀଣ ଓ ଆସନ୍ତାକାଲି ଉପାନ୍ତରୁ ଉପକୂଳ ଯାଏ ପଶ୍ଚିମା…

ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି

କଟକ: ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩ କୁ ବୃଦ୍ଧି ପାଇଛି । ପୂର୍ବରୁ ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ଥିଲା । ଆଉ ୬ ଜଣ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରାଯିବା ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଆଇନ ବିଭାଗ ଓ…

ଛତିଶଗଡ ସୀମାନ୍ତ ବିଜାପୁରରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୪ ସିଆରପିଏଫ ଯବାନ ଆହତ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୪ ଜଣ ସିଆରପିଏଫ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଯବାନ ହେଲେ ପଲବନ କୁମାର ବିଶ୍ବାସ, ସଦାଶିବ ଯାଦବ, ଓମପ୍ରକାଶ ଓ ରାଜିବ ରଞ୍ଜନ ।…