Latest Odisha News

BREAKING NEWS

Browsing Category

ଫିଚର

କଂଗ୍ରେସରେ ମିଶିବା ପାଇଁ ପ୍ରଶାନ୍ତ କିଶୋର ମୋତେ ୭୦ ଥର ଭେଟିଥିଲେ: ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବ ନିର୍ବାଚନ ନେଇ ବାକ୍ୟ ବିନିମୟ ଆରମ୍ଭ ହୋଇଯାଇଛି । କଂଗ୍ରେସ ନେତା ନଭଜୋତ ସିଂ ସିଦ୍ଧୁ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସମ୍ପର୍କରେ ଆଜି ଚାଂଚଲ୍ୟକର ବୟାନ ଦେଇଛନ୍ତି । କଂଗ୍ରେସରେ ମିଶିବା ପାଇଁ ପ୍ରଶାନ୍ତ ମୋତେ ଅତି କମରେ ୭୦ ଥର ଭେଟିଥିଲେ ବୋଲି ସିଦ୍ଧୁ କହିଛନ୍ତି…

ଓସ୍କାର ନୋମିନେଶନ ଲିଷ୍ଟରୁ ବାଦ ପଡିଲା ଭାରତର ଜୟ ଭୀମ, ମରାକ୍କର

ମୁମ୍ବାଇ: ୯୪ତମ ଓସ୍କାର ୨୦୨୨ର ନୋମିନେଶନ ମଙ୍ଗଳବାର ଘୋଷଣା ହୋଇଯାଇଛି । ଭାରତୀୟ ଚଳଚ୍ଚିତ୍ରପ୍ରେମୀ ତାଲିକା ପ୍ରକାଶ ପାଇବା ପରେ ନିରାଶ ହେବାକୁ ପଡିଛି । ସୂର୍ଯ୍ୟାଙ୍କ ଅଭିନୀତ ଜୟ ଭୀମ ଓ ମୋହନଲାଲଙ୍କ ମରାକ୍କର ଏହି ତାଲିକାରୁ ବାଦ ପଡିଛି । ଟ୍ରେସି ଏଲିସ ରସ ଓ ଲେସଲୀ ଜୋର୍ଡାନ ଲାଇଭ…

ହ୍ୟୁଣ୍ଡାଇର ଭୁଲ ପାଇଁ ଭାରତକୁ କ୍ଷମା ମାଗିଲା ଦକ୍ଷିଣ କୋରିଆ

ନୂଆଦିଲ୍ଲୀ:ଦକ୍ଷିଣ କୋରିଆ କମ୍ପାନୀ ହ୍ୟୁଣ୍ଡାଇ କଶ୍ମୀର ନେଇ ସୋସିଆଲ ସାଇଟରେ ବିବାଦୀୟ ମେସେଜ ଦେଇଥିଲା । ଭାରତ ପକ୍ଷରୁ ଚାପ ପଡିବା ପରେ କମ୍ପାନୀର ଭୁଲ ନେଇ ଦକ୍ଷିଣ କୋରିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ଚୁଙ୍ଗ ୟୁଇ ୟୋଙ୍ଗ କ୍ଷମା ପ୍ରାର୍ଥନା କରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଗିରଫ ହେଲେ ଲାଞ୍ଚ ନେଇ ଧରାପଡ଼ିଥିବା ନରସିଂହପୁର ଥାନା ଅଧିକାରୀ

କଟକ : ଶେଷରେ ଗିରଫ ହେଲେ କଟକ ଜିଲ୍ଲା ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡ଼ିଆ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିବା ପରେ ତାଙ୍କୁ ଗିରଫ କରାଯାଇଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଏକ ମାମଲାର ସମାଧାନ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଇନଷ୍ଟାଗ୍ରାମରେ ରୋନାଲ୍ଡୋଙ୍କ ରେକର୍ଡ, ଫଲୋର୍ସ ସଂଖ୍ୟା ଛୁଇଁଲା ୪୦ କୋଟି

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ବ୍ୟକ୍ତି ସାଜିଛନ୍ତି ମହାନ ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ । ପର୍ତୁଗାଲର ଏହି ଖେଳାଳିଙ୍କ ଫଲୋର୍ସ ସଂଖ୍ୟା ୪୦ କୋଟି ଛୁଇଁଛି । ପ୍ରଥମ ବ୍ୟକ୍ତି ଭାବେ ସେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ…

ଆସନ୍ତାକାଲି OSSTET ପରୀକ୍ଷା

କଟକ : ଆସନ୍ତାକାଲି ହେବ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଏସଏସଟିଇଟି । ସକାଳ ୯ଟାରୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରଥମ ସିଟିଂ ପରୀକ୍ଷା ହେବ । ସେହିପରି ଦିନ ୧ଟାରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ଦ୍ବିତୀୟ ସିଟିଂ ପରୀକ୍ଷା ହେବ । ପେପର-୧ରେ ୬୮ ହଜାର ୭୪୨ ପରୀକ୍ଷାର୍ଥୀ ଓ…

ପେଗାସସ ଜାସୁସୀ ମାମଲାର ନୂଆମୋଡ, ଫୋନ ହ୍ୟାକ ଘଟଣାରେ ଗଠନ ହେବ ତଦନ୍ତ କମିଶନ

ଜେରୁସେଲମ : ପେଗାସସ ଜାସୁସୀ ମାମଲାର ନୂଆମୋଡ । ବିଶ୍ବର ବହୁ ନେତା, ମନ୍ତ୍ରୀ, ରାଜନୀତିଜ୍ଞ, କୂଟନୀତିଜ୍ଞ, ମାନବାଧିକାର କର୍ମୀ, ବିଚାରପତିଙ୍କ ଫୋନ ହ୍ୟାକ ଘଟଣାରେ ଗଠନ ହେବ ତଦନ୍ତ କମିଶନ । ଏନେଇ ଘୋଷଣା କରିଛନ୍ତି ଇସ୍ରାଏଲ ସରକାର । ଏପରିକି ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ…

ୟୁକ୍ରେନରୁ ବିଦାୟ ନେଇପାରନ୍ତି ଆମେରିକୀୟ ଯବାନ

ଓ୍ବାସିଙ୍ଗଟନ୍ : ୟୁକ୍ରେନରୁ ବିଦାୟ ନେଇପାରନ୍ତି ସମସ୍ତ ଆମେରିକୀୟ । ଆମେରିକା ରାଷ୍ଟ୍ରପତି ଜୋ ବିଡେନ କହିଛନ୍ତି, ଯୁଦ୍ଧମୁହାଁ ୟୁକ୍ରେନରୁ ତୁରନ୍ତ ବିଦାୟ ନେବା ଆମେରିକୀୟଙ୍କ ଲାଗି ଠିକ୍ ପଦକ୍ଷେପ ହେବ । ଜର୍ମାନ ଚାନସେଲର ଓଲାଫ ସ୍କଜଙ୍କ ସହ ଆଲୋଚନା ବେଳେ ଏନେଇ ସୂଚନା ଦେଇଛନ୍ତି ବିଡେନ…

ଯବାନଙ୍କ ହିମ ସମାଧି: ୨ ଦିନ ପରେ ମିଳିଲା ୭ଜଣଙ୍କ ମୃତ ଦେହ

ଇଟାନଗର: ଅରୁଣାଚଳର କାମେଙ୍ଗ ସେକ୍ଟରରେ ନିଖୋଜ ୭ ଯବାନଙ୍କ ମୃତ ଦେହ ଆଜି ମିଳିଛି । ଏ ନେଇ ସେନା ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ପ୍ୟାଟ୍ରେଲିଂ କରୁଥିବା ବେଳେ ସେମାନଙ୍କ ଉପରେ ବରଫ ଅତଡା ଖସି ପଡିଥିଲା । ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଏକ ସ୍ୱତନ୍ତ୍ର ଟିମ ଯାଇ ସେମାନଙ୍କୁ…

ଆସନ୍ତୁ ଜାଣିବା କାହିଁକି ଆଫଗାନ କ୍ରିକେଟର ସ୍ୱଦେଶ ପ୍ରତ୍ୟାବର୍ତନ କରିବାକୁ ଚାହୁଁ ନାହାନ୍ତି

କାବୁଲ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ସରି ଯାଇଥିଲେ ମଧ୍ୟ ଆଫଗାନ ଟିମ ନିଜ ଦେଶକୁ ଫେରିବାକୁ ଚାହୁଁ ନାହାନ୍ତି । ସେମାନେ ଲଣ୍ଡନରେ ଶରଣ ମାଗିଛନ୍ତି । ତାଲିବାନ ଭୟରେ ସେମାନେ ଭୟଭୀତ ହୋଇ ପଡିଛନ୍ତି । ବିଶ୍ୱକପରେ ଏଥର ଆଫଗାନିସ୍ତାନ ଟିମ ଭଲ ପ୍ରଦର୍ଶନ କରିଥିଲା । ଇଂଲଣ୍ଡଠାରୁ ଏକ…