Latest Odisha News

BREAKING NEWS

Browsing Category

ଫିଚର

ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ କି ଶ୍ରୀମନ୍ଦିର, ଆଜି ନିଷ୍ପତ୍ତି

ପୁରୀ: ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ କି ଶ୍ରୀମନ୍ଦିର ? ଆଜି ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଶ୍ରୀମନ୍ଦିର ଖୋଲିବା ନେଇ ଆଜି ପୁରୀରେ ବସୁଛି ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ସାଢ଼େ ୪ଟାରେ ଏହି ବୈଠକ…

ଦେଶରୁ ୨ଲକ୍ଷ ୫୧ ହଜାର କରୋନା ଆକ୍ରାନ୍ତ ଚିହ୍ନଟ, ୬୨୭ ମୃତ

ନୂଆଦିଲ୍ଲୀ: ଦେଶରେ ଅଢ଼େଇ ଲକ୍ଷ ଉପରେ ରହୁଛି ଦୈନିକ କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ସଂକ୍ରମିତଙ୍କ ସଂଖ୍ୟା ୧୨ ପ୍ରତିଶତ କମିଛି । ଆଜି ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୫୧ହଜାର ୨୦୯ ଆକ୍ରାନ୍ତ । ଗତକାଲି ଅପେକ୍ଷା ୩୫ ହଜାର କମ୍ ପଜିଟିଭ୍ ବାହାରିଛନ୍ତି । ଦେଶରେ ପଜିଟିଭ୍…

ଯାଜପୁରରେ ଲଜ୍ଜା: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୬୦ବର୍ଷୀୟ ବୃଦ୍ଧ ଗିରଫ

ଯାଜପୁର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୬୦ ବର୍ଷୀୟ ବୃଦ୍ଧ ଗିରଫ । ଯାଜପୁର ଜିଲ୍ଲା ବିଞ୍ଝାପୁର ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ୯ ବର୍ଷର ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା ଅଭିଯୋଗରେ ବୃଦ୍ଧଙ୍କୁ ଗିରଫ କରିଛି ପୋଲିସ । ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ…

କେଉଁ ଦଳରୁ କେତେ ଜିଲ୍ଲା ପରିଷଦ ପ୍ରାର୍ଥୀ, ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପ୍ରଶ ପ୍ରକାଶ ପାଇସାରିଛି ଚୂଡାନ୍ତ ପ୍ରାର୍ଥୀ ତାଲିକା । କେତେ ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ଲଢ଼ୁଛନ୍ତି ସ୍ପଷ୍ଟ ହୋଇ ସାରିଛି । ଆଉ ଆଉ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ କେଉଁ ଦଳରୁ କେତେ ଜିଲ୍ଲା ପରିଷଦ ପ୍ରାର୍ଥୀ ଅଛନ୍ତି ତାହାର ତାଲିକା ଜାରି…

ପୁଅ-ବୋହୂଙ୍କ ଛାଡ଼ପତ୍ର ନେଇ ମୁହଁ ଖୋଲିଲେ ନାଗାର୍ଜୁନ

ମୁମ୍ବାଇ: ପୁଅ-ବୋହୂଙ୍କ ଛାଡ଼ପତ୍ର ନେଇ ଦକ୍ଷିଣୀ ସୁପରଷ୍ଟାର ନାଗାର୍ଜୁନ ଆଜି ମୁହଁ ଖୋଲିଛନ୍ତି । କେତେକ ଟିଭି ଚ୍ୟାନେଲ ଓ ୱେବ ଚ୍ୟାନେଲରେ ତାଙ୍କ ପୁଅ ନାଗା ଚୈତନ୍ୟ ଓ ବୋହୂ ସାମନ୍ଥାଙ୍କ ଛାଡ଼ପତ୍ରକୁ ନେଇ ଖବର ପ୍ରଚାର ପ୍ରସାର କରିଥିଲେ । ହେଲେ ଏହାକୁ ନାଗାର୍ଜୁନ ମିଛ ବୋଲି ସ୍ପଷ୍ଟ…

ସୋଆରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର : ୨୦୨୨ ବର୍ଷ ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଓ ଶୁଭପ୍ରଦ । ଚଳିତ ବର୍ଷ ଦେଶ ୭୫ତମ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରିବା ସହ ୭୩ ତମ ଗଣତନ୍ତ୍ର ଦିବସ ମଧ୍ୟ ପାଳନ କରୁଛି । ସେହିପରି ଚଳିତ ବର୍ଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମ ବାର୍ଷିକୀ । ଏଥିସହିତ…

ଭୁବନେଶ୍ବରରେ ପୁଣି ୧୭ଟି ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଓ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ଭୁବନେଶ୍ବର : ରାଜ୍ୟରେ କାୟା ମେଲାଇ ଚାଲିଛି ମହାମାରୀ କରୋନା । ପ୍ରତିଦିନ ଆକ୍ରାନ୍ତ ବଢୁଥିବା ବେଳେ, ହଟସ୍ପଟ ପାଲଟିଛି ଖୋର୍ଦ୍ଧା ଜିଲ୍ଲା । ପ୍ରତିଦିନ ରାଜଧାନୀ ଭୁବନେଶ୍ବରରେ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ପଦକ୍ଷେପ ନେବାରେ ଲାଗିଛି ବିଏମସି । ସଂକ୍ରମଣକୁ ରୋକିବା ପାଇଁ…

ଆସାମରେ ନୂଆ ନିୟମ: ଆଲୋଚନା ବିନା ଯୋଜନାର ଘୋଷଣା କରିପାରିବେନି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଗୌହାଟୀ: ଆସାମରେ ପ୍ରଥମ ଥର ପାଇଁ ଏ ଭଳି ଏକ ନିଷ୍ପତି ନିଆଯାଇଛି ଯାହା କି ସମସ୍ତଙ୍କୁ ଚକିତ କରିଛି । ଆସାମ କ୍ୟାବିନେଟର ନିୟମ ଅନୁସାରେ ପୂର୍ବ ସୂଚନା କିମ୍ବା ଆଲୋଚନା ବିନା ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ନୂତନ ଯୋଜନାର ଘୋଷଣା କରିପାରିବେନି । ଏହା ଫଳରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

[ଭିଡିଓ] ଓଲଟା ଝୁଲିଥିଲା ଜାତୀୟ ପତାକା, ନାଚୁଥିଲେ ପ୍ରଧାନ ଶିକ୍ଷକ..ଏବେ ଥାନାରେ ଅଟକ

ଭୁବନେଶ୍ୱର: ଗଣତନ୍ତ୍ର ଦିବସରେ ବଲିଉଡ ଗୀତରେ ନାଚିବା ଜଣେ ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡିଛି । ତେବେ ନାଚ ପାଇଁ ନୁହେଁ ବରଂ ଜାତୀୟ ପତାକା ଉତ୍ତୋଳନରେ ଜଘନ୍ୟ ତ୍ରୁଟି ଯୋଗୁଁ ପ୍ରଧାନ ଶିକ୍ଷକ ମହୋଦୟଙ୍କୁ ଥାନା ମୁହାଁ ହେବାକୁ ପଡିଛି । ମଧ୍ୟପ୍ରଦେଶ ଡିଣ୍ଡୋରି ଜିଲ୍ଲାର ଏକ ସରକାରୀ…

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା, ସତର୍କ ରହିବା ସହ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ପରାମର୍ଶ

ଭୁବନେଶ୍ବର : ରାଜ୍ୟରେ କୋଭିଡ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସତର୍କ ରହିବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ତା ସହିତ ବରିଷ୍ଠ ନାଗରିକ ଓ ସମ୍ମୁଖ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ୍…