Latest Odisha News

BREAKING NEWS

Browsing Category

ଫିଚର

[ଭିଡ଼ିଓ] ବର୍ଷିଆନ୍ ଓଡ଼ିଶୀ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀଙ୍କ ସଙ୍ଗୀତ ଯାତ୍ରା …

ଭୁବନେଶ୍ୱର : ସେ ଭକତ ଭାବରେ ବନ୍ଧା .. .ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ । ତାଙ୍କରି ନାଁରେ ଏହି ଭବସାଗର ପାରି ହେବ । ଆଜି ଯାହା ବି ସଫଳତା ମିଳିଛି ସବୁ ସେଇ ଜଗନ୍ନାଥଙ୍କ ପାଇଁ। ନିଜ ଜୀବନର ସମସ୍ତ ସଫଳତାର ପଦ୍ମଶ୍ରୀ ସମ୍ମାନ ପାଇଁ ମଧ୍ୟ ସମସ୍ତ ଶ୍ରେୟ ଦେଇଛନ୍ତି ପ୍ରଭୁ ଜଗନ୍ନାଥଙ୍କୁ…

୧୧ ବର୍ଷ ପୁନର୍ବାର ଏକତ୍ର ଅଭିନୟ କରିବେ ସୁନୀଲ, ସଞ୍ଜୟ

ମୁମ୍ବାଇ: ଦୀର୍ଘ ୧୧ ବର୍ଷ ପରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ଭେଟେରାନ ଆକ୍ସନ ହୀରୋ ସଞ୍ଜୟ ଦତ ଓ ସୁନୀଲ ସେଟ୍ଟୀ ପୁନର୍ବାର ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ଶେଷ ଥର ଉଭୟ ନୋ ପ୍ରୋବ୍ଲେମ ଫିଲ୍ମରେ ଅଭିନୟ କରିଥିଲେ । ୟମଲା ପଗଲା ଦିୱାନା ଫେମ ସମୀର କର୍ଣ୍ଣିକ ଏହି ଫିଲ୍ମର…

ଜୟପୁରରେ ଏହି ମନ୍ଦିରରେ ପୂଜା ପାଇଥାନ୍ତି ମାଙ୍କଡ

ଜୟପୁର: ଆମେ ଭାରତର ବିଭିନ୍ନ ମନ୍ଦିରରେ ମାଙ୍କଡଙ୍କୁ ଦେଖିଥାଏ । ତେବେ ଜୟପୁରରେ ଏ ଭଳି ଏକ ମନ୍ଦିର ଅଛି ଯେଉଁଠାରେ ମାଙ୍କଡମାନେ ପୂଜା ପାଇଥାନ୍ତି । ଅନ୍ୟ ଅର୍ଥରେ କହିବାକୁ ଗଲେ ମନ୍ଦିରଟି ସମ୍ପୂର୍ଣ୍ଣ ଭାବେ ମାଙ୍କଡଙ୍କ ପାଇଁ ଉତ୍ସର୍ଗୀକୃତ । ଏହାର ନାମ ହେଲା ଗଲତାଜି ମନ୍ଦିର ।…

ଅରୁଣାଚଳ ଯୁବକଙ୍କୁ ଫେରାଇଲା ଚୀନ ସେନା

ନୂଆଦିଲ୍ଲୀ: ଭାରତ ଚାପରେ ଶେଷରେ ମୁଣ୍ଡ ନୁଆଁଇଲା ଚୀନ ସେନା । ଅରୁଣାଚଳ ପ୍ରଦେଶର ଯୁବକ ମିରାମ ଟାରୋନଙ୍କୁ ଗୁରୁବାର ସକାଳେ ୱାଚା ଦାମାଇ ସୀମା ନିକଟରେ ହସ୍ତାନ୍ତର କରିଥିଲା । ଅରୁଣାଚଳ ପ୍ରଦେଶର ଏସପି ତାପିର ଗାଓ ଏହି ସୂଚନା ଦେଇଛନ୍ତି । ଭାରତୀୟ ସେନାର ଉଦ୍ୟମ ଯୋଗୁ ମିରାମ ଘରକୁ ଫେରି…

ମହାକାଶରୁ ଏକ ରହସ୍ୟମୟ ଅବଜେକ୍ଟରୁ ୧୮ ମିନିଟରେ ଥରେ ଆସୁଛି ରେଡିଓ ସିଗ୍ନଲ

ୱାଶିଂଟନ: ପୃଥିବୀଠାରୁ ୪୦୦୦ ପ୍ରକାଶ ବର୍ଷ ଦୂରରେ ଥିବା ମହାକାଶରେ ଏକ ରହସ୍ୟମୟ ଅବଜେକ୍ଟରୁ ପ୍ରତି ୧୮ ମିନିଟରେ ଥରେ ରେଡିଓ ସିଗ୍ନଲ ଆସୁଛି । ଯାହାକୁ ନେଇ ବୈଜ୍ଞାନିକମାନେ ଚିନ୍ତାରେ ପଡି ଯାଇଛନ୍ତି । ଏହା ଏ ଭଳି ଏକ ସିଗ୍ନଲ ଯାହାକୁ ଆଗରୁ ବୈଜ୍ଞାନିକମାନେ ଦେଖି ନ ଥିଲେ । ପ୍ରାରମ୍ଭିକ…

କାରଖାନାରେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ଜଣେ ମୃତ ଓ ୩ ଜଣ ଆହତ

ଝାରସୁଗୁଡ଼ା: କାରଖାନାରେ ଫାଟିଲା ୱେଲ୍‌ଡିଂ ଗ୍ୟାସ୍‌ ସିଲିଣ୍ଡର । ବିସ୍ଫୋରଣରେ ଜଣେ ସିକ୍ୟୁରିଟି ଗାର୍ଡଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଝାରସୁଗୁଡା ଜିଲ୍ଲା କୋଲାବିରା ଥାନା ରଘୁନାଥପାଲ୍ଲୀରେ ଥିବା ଜୟ ହନୁମାନ କାରଖାନାରେ ଭୋର ସମୟରେ ଏହି ଅଘଟଣ ଘଟିଛି । କାରଖାନାର…

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ, ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି୨୦ କ୍ରିକେଟ ସିରିଜ ପାଇଁ ଭାରତ ଦଳ ଘୋଷଣା କରାଯାଇଛି । ରୋହିତ ଶର୍ମା ଦଳର ନେତୃତ୍ୱ ନେବେ । ପୂର୍ବତନ ଅଧିନାୟକ ବିରାଟ କୋହଲି ଉଭୟ ଦିନିକିଆ ଏବଂ ଟି୨୦ରେ ଖେଳିବେ । କୂଲଦୀପ ଯାଦବ ଦୀର୍ଘଦିନ ପରେ ଦଳକୁ ଫେରିଛନ୍ତି । ଭୁବନେଶ୍ୱର…

ଓଡ଼ିଶାରେ ପିକ୍ ଛୁଇଁ ସାରିଛି କରୋନା ସଂକ୍ରମଣ !

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ କମୁଛି । ଆକ୍ଟିଭ କେସ ତଳମୁହାଁ ରହିଛି । ରାଜ୍ୟରେ କରୋନା ସଂକ୍ରମଣ ପିକ ଛୁଇଁ ସାରିଥିବା ଜଣାପଡୁଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସଂକ୍ରମଣର ବେସ୍ ଲାଇନ୍ ଆସିବା ଦରକାର । ଏବେ…

କଟକରେ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ

କଟକ: ରେଳ ଧାରଣାରୁ ତଳକୁ ଖସିଲା ଟ୍ରେନ୍ ବଗି । କଟକରେ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଛି । କଟକ ରେଳ ଷ୍ଟେସନ ୟାର୍ଡରେ ଏହି ଘଟଣା ଘଟିଛି । ତେବେ ଏହି ଘଟଣା ପରେ ରେଳ ଚଳାଚଳ ସ୍ୱାଭାବିକ ରହିଛି । ଟ୍ରେନ୍ ଚଳାଚଳ ଉପରେ କୌଣସି ପ୍ରଭାବ ପକାଇନି । ଲାଇନଚ୍ୟୁତ ହୋଇଥିବା…

ଦେଶରୁ ୨ଲକ୍ଷ ୮୬ ହଜାର କରୋନା ଆକ୍ରାନ୍ତ ଚିହ୍ନଟ, ୫୭୩ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା କେସ୍ ଅଢ଼େଇ ଲକ୍ଷ ଉପରେ ରହିଛି । ଲଗାତାର ତୃତୀୟ ଦିନ ପାଇଁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୩ ଲକ୍ଷ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨ଲକ୍ଷ ୮୬ହଜାର ୩୮୪ ସଂକ୍ରମିତ । ଆମେରିକା ପରେ ଭାରତ ଦ୍ୱିତୀୟ ସର୍ବାଧିକ କରୋନା ପ୍ରଭାବିତ ଦେଶ…