Latest Odisha News

BREAKING NEWS

Browsing Category

ଫିଚର

ପଞ୍ଜାବ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚନିଙ୍କ ପୁତୁରାଙ୍କୁ ଗିରଫ କଲା ଇଡି

ଅମୃତସର: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଝଟକା । ତାଙ୍କ ପୁତୁରା ଭୂପିନ୍ଦର ସିଂହ ହନିଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବେଆଇନ ବାଲି ଖନନ ମାମଲାରେ ଆର୍ଥିକ ଅନିୟମିତତା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।…

ରାଜ୍ୟରେ ପଶ୍ଚିମା ଝଡ଼ ସକ୍ରିୟ: ଆଜି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ଼ । ଏହାର ପ୍ରଭାବରେ ଆଜି କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । କିଛି ଜିଲ୍ଲାରେ କୁଆ-ପଥର ସହ ବର୍ଷା ମଧ୍ୟ ହୋଇପାରେ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୪…

୫ ବର୍ଷ ପୁଅକୁ ଦଳି ମାରିଲା ଦନ୍ତା, ବାପା ଗୁରୁତର

କାମାକ୍ଷାନଗର: ବାପ-ପୁଅଙ୍କୁ ଦଳିଲା ଦନ୍ତା । ହାତୀ ଆକ୍ରମଣର ୫ ବର୍ଷ ପୁଅର ଜୀବନ ଯାଇଛି । ବାପାଙ୍କର ଅବସ୍ଥା ଗୁରୁତର ରହିଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ମହୁଲଡଗର ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ରସାନନ୍ଦ ଜେରେଇଙ୍କ ୫ବର୍ଷର ପୁଅ ଋଷି ଜେରେଇ । ଗତ କିଛି ଦିନ…

ନିର୍ମାଣଧୀନ କୋଠାରୁ ଖସିଲା ଲୁହା ସ୍ଲାବ, ୭ ଶ୍ରମିକଙ୍କ ମୃତ୍ୟୁ

ପୁଣେ: ନିର୍ମାଣଧୀନ କୋଠାରୁ ଖସିଲା ଲୁହା ସ୍ଲାବ । ଏଥିରେ ୭ ଜ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ପୁଣେର ୟେରଓ୍ୱାଡା ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି । ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ୟେରୱାଡାର ଶାସ୍ତ୍ରୀ ୱାଡିଆ ବଙ୍ଗଳା ନିକଟରେ ଗତକାଲି ବିଳମ୍ବିତ ରାତି ଯାଏ କାମ ଚାଲିଥିଲା ।…

ଘୋଷଣା ହେଲା ରଣଜୀ ଟ୍ରଫିର ନୂତନ କାର୍ଯ୍ୟସୂଚୀ: ଗ୍ରୁପ ଡିରେ ଓଡିଶା

ଭୁବନେଶ୍ୱର: ବିସିସିଆଇ ଆଗାମୀ ରଣଜୀ ଟ୍ରଫି କ୍ରିକେଟର କାର୍ଯ୍ୟସୂଚୀ ଘୋଷଣା କରିଛି । ପୂର୍ବରୁ ଏହା ୨ଟି ପର୍ଯାୟରେ ହେବ ବୋଲି ସୂଚନା ଦିଆଯାଇଥିଲା, ଯାହା କି ବଳବତର ରହିଛି । ପ୍ରଥମ ପର୍ଯ୍ୟାୟ ଆଇପିଏଲ ୨୦୨୨ ସଂସ୍କରଣ ପୂର୍ବରୁ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଏହା ପରେ ଆୟୋଜିତ ହେବ । ବିସିସିଆଇ…

[ଭିଡ଼ିଓ] ହାସ୍ୟ ରସାତ୍ମକ ଲେଖାରେ ସାମାଜିକ ବିପ୍ଲବ

ପୁରୀ : ସେ ଜଣେ ବିପ୍ଲବୀ କବି । ମନରେ ଅନେକ ବୈପ୍ଲବିକ ଚିନ୍ତା ନେଇ ଲେଖନୀ ନିଃସୃତ ଅନେକ ଲେଖା ସାହିତ୍ୟ ପୃଷ୍ଠା ମଣ୍ଡନ କରୁଥିଲା । ଲେଖାର ଧାରା ବଜାୟ ରହିଲା ହେଲେ ବଦଳିଗଲା ଲେଖିବାର ମୋଡ । ହାସ୍ୟରସାତ୍ମକ ବ୍ୟଙ୍ଗ କବିତା ଯୋଗୁ ତାଙ୍କ ମିଳିଲା ନୂଆ ଏକ ପରିଚୟ । କବି ରତ୍ନାକର ବେହେରାରୁ…

ଆମେରିକା ଗୁଳିରେ ଟଳିଲା ସିରିୟାର ଆତଙ୍କରାଜ ଚଳାଇଥିବା ଅବୁ ଇବ୍ରାହିମ

ୱାଶିଂଟନ: ସିରିୟାରେ ଆତଙ୍କରାଜ ଚଳାଇଥିବା ଆଇଏସ ମୁଖ୍ୟ ଅବୁ ଇବ୍ରାହିମ ଅଲ ହାଶିମି ଆମେରିକା ସେନା ଗୁଳିଲେ ଟଳିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିଜେ ଏହି ସୂଚନା ଦେଇଛନ୍ତି । ସେନାର ସ୍ପେଶାଲ ଗ୍ରୁପ ଏହି ମିଶନ ସଫଳ କରାଇଥିଲେ । ପୂର୍ବରୁ ସିରିୟାରେ ୧୩ଜଣ ନିରୀହ ବ୍ୟକ୍ତି…

ଭିଜିଲାନ୍ସ ଜାଲରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚିଫ୍ ଇଞ୍ଜିନିୟର

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିଲାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚିଫ୍ ଇଞ୍ଜିନିୟର ରବିନରାୟନ ପୃଷ୍ଟିଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ବରର…

ଦିଲ୍ଲୀର ଗୁଲମୋହର ପାର୍କରେ ଥିବା ପୁରୁଣା ଘରକୁ ବିକ୍ରି କଲେ ଅମିତାଭ

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ ଦିଲ୍ଲୀର ଗୁଲମୋହର ପାର୍କରେ ଥିବା ତାଙ୍କ ପରିବାରର ପୁରୁଣା ଘର ସୋପାନକୁ ବିକ୍ରି କରିଛନ୍ତି । ନେଜୋନ ଗ୍ରୁପର ସିଇଓ ଅବନୀ ବଦେର ଏହାକୁ ୨୩ କୋଟିରେ କିଣିଛନ୍ତି । ଅମିତାଭଙ୍କ ବାପା ଏହି ଘରକୁ କିଣିଥିଲେ । ମୁମ୍ବାଇରେ ଅମିତାଭ ଏବଂ ତାଙ୍କ ପିଲାମାନେ…

ଇସ୍ରୋ ଲଞ୍ଚ କରିବ ଚନ୍ଦ୍ରାୟନ -୩

ବେଙ୍ଗାଳୁରୁ : ଦୁଇ ବର୍ଷ ପରେ ପୁଣି ଥରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଭାରତ । ଖୁବଶୀଘ୍ର ଇସ୍ରୋ ଲଞ୍ଚ କରିବ ଚନ୍ଦ୍ରାୟନ -୩ । ଚନ୍ଦ୍ରାୟନ-୨ ମିଶନ ବେଳେ ଲ୍ୟାଣ୍ଡର ବିକ୍ରମ ଲୁନାର ସରଫେସରେ କ୍ରାସ୍‌ ହୋଇଥିଲା । ମାତ୍ର ଚନ୍ଦ୍ରାୟନ-୨ରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଅର୍ବିଟର…