Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରୁ କରୋନା ନେଲା ଆଉ ୧୮ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୧୮ ଜଣଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା । ଅଡିଟ୍ ପ୍ରୋସେସରେ ସେମାନଙ୍କର ମୃତ୍ୟୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୪ଜଣ ରହିଥିବା ବେଳେ ଯାଜପୁର ଓ ଗଞ୍ଜାମ…

ରାଜ୍ୟରେ କମୁଛି କରୋନା କାୟା: ୪ହଜାର ତଳକୁ ଖସିଲା ଦୈନିକ କେସ୍

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି ଦୈନିକ କରୋନା ସଂକ୍ରମଣ । ଆଜି ୪ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୩ହଜାର ୩୨୯ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୯୩୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୩୯୫ । ୧୮ବର୍ଷ ଭିତରେ ଆଉ ୫୦୪ ଜଣ ପଜିଟିଭ୍…

ଦେଶରେ ବଢୁଛି କରୋନା ମୃତ୍ୟୁସଂଖ୍ୟା, ତଳମୁହାଁ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ତଳକୁ ତଳକୁ ଖସୁଛି ଦୈନିକ କରୋନା କେସ୍ । କିନ୍ତୁ ମୃତ୍ୟୁସଂଖ୍ୟା ବଢୁଛି । ଏବେ ଦୈନିକ ସଂକ୍ରମଣ ପାଖାପାଖି ୩ଲକ୍ଷରୁ ୨ ଲକ୍ଷକୁ ଖସିଲାଣି । କିନ୍ତୁ ମୃତ୍ୟୁସଂଖ୍ୟା ହଜାରେ ମୁହାଁ ହେଲାଣି । ୨୪ ଘଣ୍ଟାରେ ସାରା ଦେଶରୁ ଆଉ ୨ଲକ୍ଷ ୯ହଜାର ୯ହଜାର ୯୧୮ ଆକ୍ରାନ୍ତ ଚିହ୍ନଟ…

ତେଜସ୍ୱୀ ପ୍ରକାଶ ବିଗ୍ ବସ୍ ସିଜିନ୍-୧୫ ବିଜେତା

ମୁମ୍ବାଇ: ବିସ୍ ବସ୍ ସିଜିନ୍-୧୫ରେ ବାଜି ମାରିଲେ ତେଜସ୍ୱୀ ପ୍ରକାଶ । ଚଳିତ ସିଜିନର ଟ୍ରଫି ନିଜ ନାଁରେ କରିଛନ୍ତି ତେଜସ୍ୱୀ ପ୍ରକାଶ । ତାଙକ୍ ସହ ଟପ୍ ଥ୍ରୀରେ ପହଞ୍ଚିଥିଲେ କରନ କୁନ୍ଦ୍ରା ଓ ପ୍ରତୀକ ସହଜପାଲ । ଏମାନଙ୍କୁ ପଛରେ ପକାଇ ବାଜି ମାରିଲେ ତେଜସ୍ୱୀ । ଟ୍ରଫି ସହ ୪୦ ଲକ୍ଷ ଟଙ୍କାର…

ଆଜିଠୁ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ, ନିର୍ମଳାଙ୍କ ବଜେଟ୍ ପେଡି ଉପରେ ନଜର

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ । ଆଜି ପ୍ରଥମ ଦିନରେ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ । ଏଥିସହ ଆଜି  ୨୦୨୧-୨୦୨୨ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ । ଆସନ୍ତାକାଲି ଗୃହରେ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ…

ଆଜିଠୁ ରାଜ୍ୟରେ କମିବ ଶୀତ, ୩ ତାରିଖରୁ ବର୍ଷା

ଭୁବନେଶ୍ୱର: ଜାଡ଼ରୁ ମିଳିବ ଆଶ୍ୱସ୍ତି । ଉପରମୁହାଁ ହେବ ପାରଦ । ଆଜିଠୁ ରାଜ୍ୟରେ କମିବ ଶୀତ । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଙ୍ଗୋପସାଗରରୁ ପ୍ରବାହିତ ଉଷ୍ମ ଜଳୀୟବାଷ୍ପ ପ୍ରଭାବରେ ତାପମାତ୍ରା ବଢ଼ିବ । ରାଜ୍ୟରେ ୩ରୁ ୫ ଡିଗ୍ରୀ ଯାଏ ରାତିର ତାପମାତ୍ରା…

ଆସନ୍ତା ବୁଧବାରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଅନନ୍ୟ ପଦ୍ମବେଶ

ପୁରୀ : ଶ୍ରୀମନ୍ଦିରରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଅନନ୍ୟ ପଦ୍ମବେଶ । ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ନିର୍ମାଣ କାର୍ଯ୍ୟ । ପ୍ରତିବର୍ଷ ତ୍ରିବେଣୀ ଅମାବାସ୍ୟା ପରେ ଓ ବସନ୍ତ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର କିମ୍ବା ଶନିବାର ଦିନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ…

ଆସନ୍ତୁ ଜାଣିବା କେଉଁ ବ୍ୟକ୍ତିଙ୍କ ପ୍ରେମ ନିବେଦନକୁ ନାହିଁ କରି ପାରୁ ନାହାନ୍ତି ସୁନ୍ଦରୀ ଝିଅ, ୮ଜଣଙ୍କୁ ବିବାହ…

ବ୍ୟାଙ୍କକ: ଥାଇଲାଣ୍ଡର ଓଙ୍ଗ ଡାମ ସୋରଟ ଗୋଟିଏ ଛାତ ତଳେ ୮ଜଣ ପତ୍ନୀଙ୍କୁ ନେଇ ଶାନ୍ତିରେ ରହୁଛନ୍ତି । ବିଶ୍ୱାସ ନ ହେଲେ ବି ଏହା ସତ । ସମସ୍ତ ପତ୍ନୀ ତାଙ୍କ ଉପରେ ଖୁସି ମଧ୍ୟ ଅଛନ୍ତିି । ୮ ପତ୍ନୀଙ୍କ ମଧ୍ୟରେ କେବେ ହେଲେ ଅଶାନ୍ତି ମଧ୍ୟ ହୋଇ ନାହିଁ । ପେଶାରେ ସେ ଜଣେ ଟାଟ୍ଟୁ ଆର୍ଟିଷ୍ଟ ।…

ଆମେରିକାରେ ଭୟଙ୍କର ବରଫ ତାଣ୍ଡବ, ପୂର୍ବ ଓ ଉତ୍ତର ଆମେରିକାରେ ୭ କୋଟି ଲୋକ ପ୍ରଭାବିତ

ଆମେରିକା : ଆମେରିକାରେ ତାଣ୍ଡବ ରଚୁଛି ଭୟଙ୍କର ବରଫ ଘୂର୍ଣ୍ଣିଝଡ । ପ୍ରବଳ ବରଫ ଝଡ଼ ଯୋଗୁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ପୂର୍ବ ଓ ଉତ୍ତର ଆମେରିକାରେ ବରଫ ଝଡରେ ପ୍ରଭାବିତ ହୋଇଛନ୍ତି ପ୍ରାୟ ୭ କୋଟି ଲୋକ । ଏହି ବରଫ ଝଡ଼ ଯୋଗୁ ବିଭିନ୍ନ ସ୍ଥାନରେ ଜାରି ହୋଇଛି ଜରୁରୀକାଳୀନ…

ପୁଷ୍ପା:ଦି ରାଇଜ ପାଇଁ ପ୍ରଥମ ପସନ୍ଦ ଥିଲେ ମହେଶ ବାବୁ

ଚେନ୍ନାଇ: ପୁଷ୍ପା: ଦି ରାଇଜରେ ଅଭିନୟ ପାଇଁ ଏବେ ଚର୍ଚ୍ଚାରେ ଅଲ୍ଲୁ ଅର୍ଜୁନ । କ୍ରିକେଟରଠାରୁ ଆରମ୍ଭ କରି ବଡ ବଡ ଅଭିନେତା ଅଲ୍ଲୁଙ୍କ ଷ୍ଟାଇଲକୁ ଫଲୋ କରିବାରେ ଲାଗିଛନ୍ତି । ସମସ୍ତ ବର୍ଗକୁ ପସନ୍ଦ ଆସିଥିବା ଏହି ଫିଲ୍ମ ପାଇଁ କିନ୍ତୁ ମହେଶ ବାବୁ ଥିଲେ ପ୍ରଥମ ପସନ୍ଦ । ପୁଷ୍ପା ମେକର୍ସ…