Latest Odisha News

BREAKING NEWS

Browsing Category

ଫିଚର

ସରକାରୀ ଅଧିକାରୀଙ୍କୁ ମାଡ଼ ମରା ଘଟଣା, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ କାର୍ଯ୍ୟାଳୟରେ ପୋଲିସର ତଦନ୍ତ

ମୟୂରଭଞ୍ଜ : କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ମହଙ୍ଗା ପଡ଼ିଲା ସରକାରୀ ଅଧିକରୀଙ୍କୁ ମାଡ଼ ମାରିବା । ମୟୁରଭଞ୍ଜର ଦୁଇ ସରକାରୀ ଅଧିକାରୀଙ୍କ ମାଡ଼ ମାରିବା ଘଟଣାରେ ଆରମ୍ଭ ହୋଇଛି ତଦନ୍ତ । କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ବାରିପଦା କାର୍ଯ୍ୟାଳୟରେ ତଦନ୍ତ ଆରମ୍ଭ କରିଛି…

ୟୁପି ନିର୍ବାଚନ: ଅଖିଳେଶଙ୍କୁ ଟକ୍କର ଦେବେ ବାଘେଲ

କରହଲ: ୟୁପି ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରିଛି । ବିଜେପି କେନ୍ଦ୍ର ମନ୍ତ୍ରୀ ତଥା ଆଗ୍ରା ଏମପି ଏସପି ସିଂ ବାଘେଲଙ୍କୁ ଏଠାରେ ଟିକେଟ ପ୍ରଦାନ କରିଛି । ପୂର୍ବ ରକ୍ଷା ମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସୁରକ୍ଷାରେ…

ସର୍ବାଧିକ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ଇତିହାସ ରଚିଲେ ନାଡାଲ

ମେଲବୋର୍ଣ୍ଣ: ସ୍ପେନର ୩୫ ବର୍ଷୀୟ ଟେନିସ ଖେଳାଳି ରାଫେଲ ନାଡାଲ ଅଷ୍ଟ୍ରେଲିଆନ ଓପନର ଚଳିତ ସଂସ୍କରଣ ଜିତିବା ସହ ସର୍ବାଧିକ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଂଟ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି । ନାଡାଲ ୨୧ ଟାଇଟଲ ହାସଲ କରି ସୁଇଜରଲାଣ୍ଡର ରୋଜର ଫେଡେରର ଓ ସର୍ବିୟାର ନୋଭାକ ଜୋକୋଭିଚଙ୍କୁ…

ଓଡ଼ିଶା ହାଇକୋର୍ଟ ବିଚାରପତି ପାଇଁ ୪ ବରିଷ୍ଠ ଆଇନଜୀବୀଙ୍କ ନାଁ ସୁପାରିଶ

କଟକ: ଓଡ଼ିଶା ହାଇକୋର୍ଟ ପାଇଁ ୪ ନୂଆ ବିଚାରପତିଙ୍କ ନାଁ ସୁପାରିଶ । ସେମାନଙ୍କ ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ୍ । ଗତ ୨୯ ତାରିଖରେ କଲେଜିୟମ୍ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଲାଗି ୪ ଆଡଭୋକେଟ୍ ମାନଙ୍କ ନାମକୁ…

୪ ବଲରେ ୪ ୱିକେଟ ନେଲେ ହୋଲ୍ଡର: ୱେଷ୍ଟଇଣ୍ଡିଜ ସିରିଜ ବିଜୟୀ

ବାର୍ବାଡୋସ: ୱେଷ୍ଟଇଣ୍ଡିଜର ଷ୍ଟାର ବୋଲର ଜାସନ ହୋଲ୍ଡର ଏଠାରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ୫ମ ଟି୨୦ କ୍ରିକେଟ ମ୍ୟାଚରେ ୪ ବଲରେ ୪ ୱିକେଟ ଅକ୍ତିଆର କରି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ୱେଷ୍ଟଇଣ୍ଡିଜ ଖେଳାଳି ଭାବେ ଏହି ସଫଳତା ହାସଲ କରିଛନ୍ତି । ଏହି ମ୍ୟାଚରେ ବିଜୟ ହାସଲ କରି…

ଭିଜିଲାନ୍ସ ଜାଲରେ ତାଳଚେର ବିଡିଓ ଅଫିସର କନିଷ୍ଠ ଯନ୍ତ୍ରୀ

ଅନୁଗୋଳ: ଭିଜିଲାନ୍ସ ଜାଲରେ ତାଳଚେର ବିଡିଓ ଅଫିସର କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ । ୪ଟି ସ୍ଥାନରେ ଭିଜିଲାନ୍ସର ୪ଟି ଟିମ୍ ରେଡ୍ ଚଳାଇଛନ୍ତି ।ତାଙ୍କର ସରକାରୀ ବାସଭବନ ସହ କୁମଣ୍ଡ ଓ…

ଅଷ୍ଟ୍ରେଲିଆର ଏହି ମହିଳା ଦେଖି ପାରନ୍ତି ୧୦ କୋଟି ପ୍ରକାରର ରଙ୍ଗ !

ମେଲବୋର୍ଣ୍ଣ: ଆମେ ରହୁଥିବା ଧରା ପୃଷ୍ଠରେ ଅନେକ ରହସ୍ୟମୟ ବ୍ୟକ୍ତି ଅଛନ୍ତି । ତା ମଧ୍ୟରୁ ଜଣେ ହେଲେ ଅଷ୍ଟ୍ରେଲିଆର କନ୍ସେଟା ଏଂଟିକା । ତାଙ୍କ ଚକ୍ଷୁ ସାଧାରଣ ମଣିଷଠାରୁ ଭିନ୍ନ । ଏଥିରେ ସେ ୧୦ କୋଟି ପ୍ରକାରର ଅଲଗା ଅଲଗା ରଙ୍ଗ ଚିହ୍ନଟ କରି ପାରନ୍ତି । ଯାହା କି ସାଧାରଣ ମଣିଷ ପକ୍ଷେ…

ରାଷ୍ଟ୍ରପତିଙ୍କ ଅଭିଭାଷଣ ସହ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସହ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ପାର୍ଲାମେଣ୍ଟର ସେଣ୍ଟ୍ରାଲ୍ ହଲରେ ଉଭୟ ଗୃହକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ୱାଧୀନତାରେ ୭୫ ବର୍ଷ ଭିତରେ…

ବଜେଟ୍ ଅଧିବେଶନରେ ସକାରାତ୍ମକ ଆଲୋଚନା ହେଉ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ । ଏଥିପାଇଁ ସମସ୍ତ ସାଂସଦଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଜେଟ୍ ଅଧିବେଶନ ପୂର୍ବରୁ ସେ ତାପୂର୍ବରୁ ଗଣମାଧ୍ୟମ ସହ କଥା ହେବା ବେଳେ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି,…

ଆବାସ ଯୋଜନାରେ ଅଣଦେଖା ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରତାପ ଜେନାଙ୍କ ଚିଠି

ଭୁବନେଶ୍ୱର: ଆବାସ ଯୋଜନାକୁ ନେଇ ପୁଣି ତେଜିଲା କେନ୍ଦ୍ର-ରାଜ୍ୟ ବିବାଦ । କେନ୍ଦ୍ରର ବାରମ୍ବାର ଅବହେଳା ଓ ଅଣଦେଖା ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶା ପଞ୍ଚାୟତିରାତ ମନ୍ତ୍ରୀ ପ୍ରତାପ ଜେନା । ଚିଠିରେ ଉଲ୍ଲେଖ ରହିଛି, ଆବାସ ପ୍ଲସରେ…